ଜି ଉଦୟଗିରିରେ ପ୍ରବଳ ଶୀତ: ସର୍ବନିମ୍ନ ତାପମାତ୍ରା ୫ . ୨ ଡିଗ୍ରୀ
ଜି.ଉଦୟଗିରି ୧୪। ୧୨(ଶିଶିର ପଟ୍ଟନାୟକ): ଜି. ଉଦୟଗିରି ସହରରେ ତିନି ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଜ୍ୟର ସବୁଠୁ ଥଣ୍ଡା ସହର ଜି. ଉଦୟଗିରି ରହିଛି। ଶନିବାର ଦିନ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରୀ ସେଲ୍ସିୟସ ଥିବା…
ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍: ୨୪ ଘଣ୍ଟାରେ ଦ୍ୱିତୀୟ କ୍ରିକେଟର୍ ଭାବେ…
ଇସଲାମାବାଦ୍,୧୪।୧୨: ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଅମିର ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ଅମିର ନିଜ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନର ଦୁଇଜଣ ଭେଟେରାନ ଅବସର ନେଇଛନ୍ତି।…
ବିଗିଡିଲା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା: ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୧୪।୧୨:ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହି କାରଣରୁ ତାଙ୍କୁ ଆଜି ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ଲାଲକୃଷ୍ଣ ଆଡଭାନୀଙ୍କୁ ୯୭ ବର୍ଷ ବୟସ।…
ଜେଲ୍ରୁ ମୁକୁଳିବା ପରେ ଏମିତି କହିଦେଲେ ଅଲ୍ଲୁ ଅର୍ଜୁନ
ହାଇଦ୍ରାବାଦ୍,୧୪।୧୨: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବାର ଗୋଟିଏ ଦିନ ପରେ ଜାମିନ ପାଇ ଜେଲ୍ରୁ ମୁକ୍ତ ହୋଇଛନ୍ତି। ଜେଲରୁ ବାହାରିବା ପରେ ଅଲ୍ଲୁ ଅର୍ଜୁନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।…
ଦନ୍ତା ଆକ୍ରମଣରେ ଚାଲିଗଲା ଡ଼ଙ୍ଗରିଆ ଯୁବକଙ୍କ ଜୀବନ
ରାୟଗଡ଼ା,୧୪।୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ର ଲାଖପଦର ଗ୍ରାମର ଜଣେ ଡ଼ଙ୍ଗରିଆ ଯୁବକ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ହେଲେ ସାଲୁପୁ କୁଟ୍ରୁକା। ଘଟଣାରୁ ପ୍ରକାଶ…
ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର: ଯୁବକଙ୍କୁ ମାଡ଼ିବସିଲେ ଗ୍ରାମବାସୀ
ହିଞ୍ଜିଳିକାଟୁ, ୧୪।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ବୁରୁପୋଡା ହାଇସ୍କୁଲ ଛକ ନିକଟରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ସିମାଞ୍ଚଳ ନାୟକ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି…
ଚାରିଆଡ଼େ ଆବର୍ଜନା: ସଙ୍କଟରେ ତାମ୍ପରା ହ୍ରଦ
ଛତ୍ରପୁର,୧୩ା୧୨(ଦିଲୀପ ସାମଲ):ଗଞ୍ଜାମ ଜିଲାର ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ତାମ୍ପରା ହ୍ରଦ ଅନ୍ୟତମ। ଜୈବ ବିବିଧତା ପାଇଁ ଏହା କେବଳ ଜାତୀୟ ନୁହେଁ ବିଶ୍ବର ବିଭିନ୍ନ ଦେଶର ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଛି। ମଧୁର ଜଳ ହ୍ରଦ ରୂପେ ପରିଚିତ ତାମ୍ପରା…
ଥରୁଛି ଦାରିଙ୍ଗବାଡି: ୧୦.୦୫ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା
ଦାରିଙ୍ଗବାଡି, ୧୪।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୩ ଦିନ ହେଲା ଶୀତ ଲହରୀ ଲାଗି ରହିଛି। ଶନିବାର ତାପମାତ୍ରା ଆହୁରି ଖସିବା ସହ ୧୦.୦୫ ଡିଗ୍ରୀରେ ପହଞ୍ଚିଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ଠାରୁ ଆହୁରି କମ…
ଖୋଲୁନି ଧାନ ମଣ୍ଡି: ଆନ୍ଧ୍ରକୁ ଯାଉଛି ଗାଁର ଧାନ
ପଞ୍ଚଲିଙ୍ଗେଶର,୧୪।୧୨(ଲେଲିନ କୁମାର ଦେ): କୁଇଣ୍ଟାଲ ପିଛା ସରକାରୀ ଫାଇନ (ଆରଏମସି ) ମାତ୍ର ୨୩ ଟଙ୍କାରେ ଆନ୍ଧ୍ରକୁ ଯାଉଛି ଓଡିଶାର ଧାନ। ଖୋଲୁନି ମଣ୍ଡି ବୋଲି ଚାଷୀ ହେଉଛନ୍ତି ହନ୍ତସନ୍ତ। ରାଜ୍ୟ ସରକାର ୩୧ ଶହ ଟଙ୍କାରେ ଧାନ କିଣିବା ପାଇଁ…
ଲଞ୍ଚଘୋଲା ବେଳାଭୂମିରେ ମୃତ ଅଲିଭ୍ରିଡ୍ଲେ କଇଁଛ
ମହାକାଳପଡ଼ା, ୧୪ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ଶୀତ ଋତୁ ଆରମ୍ଭରୁ ଅଲିଭରିଡ୍ଲେ କଇଁଛ ସୁଦୂର ପ୍ରଶାନ୍ତ ମହାସାଗର, କୋଷ୍ଟାରିକା, ଶ୍ରୀଲଙ୍କା ଆଦି ଅଞ୍ଚଳରୁ ସମୁଦ୍ର ପଥ ଅତିକ୍ରମ କରି ଓଡ଼ିଶା ଉପକୂଳକୁ ଆସିଛନ୍ତି। ବିଶେଷ କରି ଗହୀରମଥା, ଋଷିକୁଲ୍ୟା ମୁହାଣ, ଜଟାଧାର ମୁହାଣ ବେଳାଭୂମିକୁ…
ଧ୍ୟାନ ଜୀବନକୁ ଶୃଙ୍ଖଳିତ, ରୋଗମୁକ୍ତ କରାଏ: ସର୍ବେଶ୍ୱର ଜୀ ମହାରାଜ
ଜୀବନରେ ଲୋଭ ରହିବା ଉଚିତ୍ ନୁହେଁ। ଶାନ୍ତି ଓ ମୋକ୍ଷ ଜୀବନର ମୂଳ ଲକ୍ଷ୍ୟ ରହିବା ଆବଶ୍ୟକ। ସଂସାର ମୋହମାୟାରେ ଛନ୍ଦି ହୋଇ ମଣିଷ ଆଦୌ ଧନସମ୍ପତ୍ତି ପ୍ରତି ପ୍ରଲୋଭିତ ନ ହୋଇ ସୁସ୍ଥ ଓ ଶାନ୍ତି ଜୀବନ ପାଇଁ ଆଧ୍ୟାତ୍ମିକ…
ଫେରିବା ନାଁ ଧରୁନି ଜିନ୍ନତ:୫ ଦିନ ପରେ ମଇଁଷି ବାଛୁରି ମାରି ଖାଇଲା
ବାରିପଦା,୧୪ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଝାଡ଼ଖଣ୍ଡ ଜଙ୍ଗଲକୁ ପଳାଇଥିବା ମହାବଳ ବାଘୁଣୀ ଜିନ୍ନତ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ରବିବାର ରାତିରୁ ପଳାଇଯାଇ ଝାଡ଼ଖଣ୍ଡର ଚିଆବାନ୍ଧି ଗ୍ରାମ୍ୟ ଜଙ୍ଗଲରେ ଲୁଚି ରହିଥିବା ଜିନ୍ନତ ୫ ଦିନ ପରେ ବନ୍ଧାଯାଇଥିବା…
Archives


