ଗୁକେଶ ଚାମ୍ପିୟନ ହେବାକୁ ହଜମ କରିପାରୁନି ରୁଷିଆ, FIDE ଦ୍ୱାରା ଯାଞ୍ଚର ଦାବି କଲେ CFR ଅଧ୍ୟକ୍ଷ
ନୂଆଦିଲ୍ଲୀ,୧୪।୧୨: ଚେସ ଫେଡରେଶନ ଅଫ ଇଣ୍ଡିଆ(ସିଏଫଆର୍)ର ଅଧ୍ୟକ୍ଷ ଆନ୍ଦ୍ରେଇ ଫିଲାଟୋଭ ଡି ଗୁକେଶଙ୍କ ବିରୋଧରେ ଡିଙ୍ଗ ଲିରେନ ଜାଣିଶୁଣି ମ୍ୟାଚ୍ ହାରିଥିବା ନେଇ ଅଭିଯୋଗ କରିଛନ୍ତି। ଏପରିକି ସେ FIDE ଦ୍ୱାରା ଯାଞ୍ଚ କରିବାକୁ ଦାବି କରିଛନ୍ତି। ଏନେଇ ୟୁକ୍ରେନର ଚେସର…
ଆୟୁଷ୍ମାନ ଭାରତ ଯୋଜନାରେ ୩ ଲକ୍ଷ ୪୨ ହଜାରରୁ ଅଧିକ ଠକେଇ ମାମାଲା, ୫୬ ହଜାର ନକଲି ଅସ୍ତ୍ରୋପଚାର
ନୂଆଦିଲ୍ଲୀ,୧୪।୧୨: ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା ମଧ୍ୟରୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେ) ଗତ ୫ବର୍ଷ ମଧ୍ୟରେ ବହୁ ଠକେଇ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଲୋକ ସଭାରେ ସୂଚନା ଦେଇଛନ୍ତି…
ବୋର୍ କଲେ ମୋଦି, କାହିଁକି ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ
ନୂଆଦିଲ୍ଲୀ,୧୪।୧୨: ଲୋକ ସଭାରେ ସମ୍ବିଧାନ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୧୦ ମିନିଟର ଦୀର୍ଘ ଭାଷଣରେ ୱାୟାନଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ବିରକ୍ତିକର, ଯେଉଁଥିପାଇଁ ସେ…
ଅନ୍ତରାଷ୍ଟ୍ରୀୟ ଚାପ ସାମ୍ନାରେ ମୁଣ୍ଡ ନୁଆଁଇଲା ବାଂଲାଦେଶ? ହିନ୍ଦୁଙ୍କ ବିରୋଧରେ ହିଂସା ମାମଲାରେ ୪ ଗିରଫ
ଢାକା,୧୪।୧୨: ବାଂଲାଦେଶର ସୁନାମଗଞ୍ଜରେ ହିନ୍ଦୁ ସମ୍ପ୍ରଦାୟର ଘର, ଦୋକାନ ଏବଂ ଲୋକନାଥ ମନ୍ଦିରକୁ ଭଙ୍ଗାରୁଜା କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ୧୭୦ ଜଣଙ୍କ ବିରୋଧରେ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି ଯେଉଁଥିରେ ୧୨ ଜଣଙ୍କ ନାମ ରହିଛି।…
ନାଗରିକ କର୍ତ୍ତବ୍ୟରୁ ନେଇ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ପର୍ଯ୍ୟନ୍ତ, ଲୋକ ସଭାରେ ମୋଦିଙ୍କ ୧୧ ସଂକଳ୍ପ
ନୂଆଦିଲ୍ଲୀ,୧୪।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (୧୪ ଡିସେମ୍ବର ୨୦୨୪) ରେ ‘ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା’ ଉପରେ ଆଲୋଚନାରେ ଅଂଶଗ୍ରହଣ କରୁଥିବାବେଳେ ସମ୍ବିଧାନ, ସଂଶୋଧନ, କଂଗ୍ରେସ, ମହିଳାଙ୍କ ଉନ୍ନତି ବିଷୟରେ ଆଲୋଚନା କରିଥିଲେ। ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି…
‘ବୁମ୍ରାଙ୍କୁ ଟେଷ୍ଟ କ୍ରିକେଟ ଖେଳିବା ଛାଡ଼ି ଦେବା ଉଚିତ’
ନୂଆଦିଲ୍ଲୀ,୧୪।୧୨: ଟେଷ୍ଟ କ୍ରିକେଟ ଖେଳିବା ଛାଡ଼ି ଦିଅନ୍ତୁ ଭାରତୀୟ ଦ୍ରୁତ ବୋଲର୍ ଜସପ୍ରିତ ବୁମ୍ରା। କ୍ରିକେଟରଙ୍କୁ କିଛି ଏଭଳି ପରାମର୍ଶ ଦେଇଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। ଦୀର୍ଘ ଦିନ ଧରି କ୍ରିକେଟ ଖେଳିବା ଲାଗି ତାଙ୍କୁ ଟେଷ୍ଟ…
ଦୁଇ ଦିନ ହେବ ଇସ୍ତାନବୁଲରେ ଫସିଛନ୍ତି ଶହ ଶହ ଭାରତୀୟ, ଇଣ୍ଡିଗୋ ପଠାଇବ ସ୍ବତନ୍ତ୍ର ବିମାନ
ନୂଆଦିଲ୍ଲୀ,୧୪।୧୨: ବର୍ତ୍ତମାନ ଇସ୍ତାନବୁଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଇଣ୍ଡିଗୋ ରିଲିଫ ବିମାନ ପଠାଇବାକୁ ନିଷ୍ପତ୍ତି ନେଇଛି। ଗତ ଦୁଇ ଦିନ ମଧ୍ୟରେ ବୈଷୟିକ କାରଣରୁ ଦୁଇଟି ଇଣ୍ଡିଗୋ ବିମାନ ବାତିଲ କରାଯାଇଛି। ଏହି କାରଣରୁ ଶହ ଶହ…
ନିର୍ମାଣ ହେବ ଆଉ ଏକ ରାମ ମନ୍ଦିର! ମମତାଙ୍କୁ ଟାର୍ଗେଟ କଲା ଭାଜପା
କୋଲକାତା,୧୪।୧୨: ପଶ୍ଚିମବଙ୍ଗରେ ଏକ ବିଶାଳ ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ମଧ୍ୟ ଘୋଷଣା କରିଛି। ତ୍ରୁଣମୂଳ କଂଗ୍ରେସ ଏମପି ହୁମାୟୁ କବୀରଙ୍କ ବିବୃତ୍ତି ପରେ ଏହି ଘୋଷଣା କରାଯାଇଛି ଯେଉଁଥିରେ ସେ ରାଜ୍ୟରେ ବାବ୍ରି ପରି ମସଜିଦ ନିର୍ମାଣ ବିଷୟରେ…
ବର୍ଷ ୨୦୨୪ ଶେଷ ହେବା ପୂର୍ବରୁ କରି ନିଅନ୍ତୁ ଏହି କାମ: ୨୦୨୫ରେ ଚମକିବ ଭାଗ୍ୟ, ବର୍ଷ ସାରା ରହିବନି ଟଙ୍କାର ଅଭାବ
ନୂଆ ବର୍ଷ ନିଜ ସହ କିଛି ନୂଆ ଆଶା ନେଇ ଆସିଥାଏ। ଆଉ ଦିନ କେଇଟାରେ ୨୦୨୪ ବିଦାୟ ନେବ। ଏମିତିରେ ସମସ୍ତେ ଚାହାନ୍ତି ନୂଆ ବର୍ଷ ତାଙ୍କ ପାଇଁ ଖୁସିର ପୁଟୁଳି ନେଇ ଆସୁ। ତେବେ ଜ୍ୟୋତିଷ ଶାସ୍ତ୍ରରେ ଏଭଳି…
ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡ୍ରେ ଭାଗନେବେ ଶିବାନୀ
ଭବାନୀପାଟଣା, ୧୪ା୧୨ (ଉତ୍ତମ କୁମାର ଦାଶ): ଜାନୁଆରୀ ୨୨ରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହେବାକୁ ଥିବା ଜାତୀୟ ପରେଡ୍ରେ ଭାଗ ନେବେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ ତଥା ଏନ୍ଏସ୍ଏସ୍…
ଏମରଜେନ୍ସି ଲଗାଇଥିବା ରାଷ୍ଟ୍ରପତି ଏବେ ଅଡୁଆରେ, ପାସ୍ ହେଲା ମହାଭିଯୋଗ ପ୍ରସ୍ତାବ
ସିଓଲ,୧୪।୧୨: ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ସଂସଦରେ ମତଦାନ କରାଯାଇଛି। ସଂସଦରେ ତାଙ୍କ ବିରୋଧରେ ୨୦୪ଭୋଟ ଦିଆଯାଇଥିଲା। ଏଥି ସହିତ ତାଙ୍କ ସମର୍ଥନରେ କେବଳ ୮୫ ଭୋଟ ଦିଆଯାଇଥିଲା। ସମ୍ବିଧାନ ଅନୁଯାୟୀ ପ୍ରଧାନମନ୍ତ୍ରୀ ହାନ…
ଦେଶୀମଦ ପ୍ରସ୍ତୁତି ଘଟଣା: ମା’-ପୁଅ ଗଲେ ଜେଲ୍
ଦିଗପହଣ୍ଡି,୧୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲି ନିକଟ ବେଲପଡ଼ା ଗ୍ରାମରେ ବେଆଇନ ଭାବେ ଦେଶୀମଦ ପ୍ରସ୍ତୁତ କରି ଚୋରା ଚାଲାଣ କରୁଥିବା ଘଟଣାରେ ଫେରାର ଥିବା ଗ୍ରାମର ମନାସ ମଲ୍ଲିକ ଏବଂ ତାଙ୍କ ପୁଅ କ୍ରିଷ୍ଣା ମଲ୍ଲିକଙ୍କୁ…
Archives


