Home

ଆହୁରି ୭ ଦିନ ବର୍ଷିବ:ବିଜୁଳି-ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ବୋହିବ ପବନ

ଭୁବନେଶ୍ୱର,୩୦ା୬(ଅନୁରାଧା ମହାରଣା):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହିତ ସୃଷ୍ଟ ଘୂର୍ଣ୍ଣିବଳୟ ମଧ୍ୟ ସମୁଦ୍ର ପତ୍ତନଠାରୁ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି, ଯାହା ଆଗାମୀ ୨ ଦିନ ମଧ୍ୟରେ ଉତ୍ତର ଓଡ଼ିଶା,…

ଅଜଣା ଗାଡି ଧକ୍କାରେ ଚାଲିଗଲା ୨ ଜୀବନ: ଜଣେ ଗୁରୁତର

ଧର୍ମଶାଳା,୩୦।୬(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ବଡ଼ଚଣା ଥାନା ୧୬ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ବାଇକରେ ତିନି ଜଣ ଚଣ୍ଡିଖୋଲରୁ ବଡ଼ଚଣା ଅଭିମୁଖେ ଫେରୁଥିବା…

ଆଜି ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ: ଜାଣନ୍ତୁ କେତେବେଳେ…

ପୁରୀ,୩୦ା୬(ଅଜିତ୍‌ କୁମାର ମହାନ୍ତି):ଦାରୁବିଗ୍ରହମାନେ ନବଦିନାତ୍ମକ ଯାତ୍ରାରେ ଯାଇ ରବିବାର ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ସୋମବାର ଆଷାଢ଼ ଶୁକ୍ଳ ଚତୁର୍ଥୀଯୁକ୍ତ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ…

ପୁଣି ରକ୍ତମୁଖା ହେଲା ରୁଷିଆ: ଅଧରାତିରେ ୟୁକ୍ରେନ ଉପରେ ମିଶାଇଲ୍‌ ମାଡ଼

କିଭ୍‌/ମସ୍କୋ,୩୦ା୬(ରଏଟର୍ସ/ଏପି):୨୦୨୨ ଫେବୃଆରୀ ୨୪ରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲା। ସେବେଠୁ ଯୁଦ୍ଧରେ ଉଭୟ ପକ୍ଷଙ୍କ ବହୁ ଧନଜୀବନ ହାନି ହେଲାଣି। ଯୁଦ୍ଧ ଆଗକୁ ନ ବଢ଼ାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର ରୁଷୀୟ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌…

ଭାରତୀୟ ବାଳକଙ୍କ ବିଶ୍ୱ ରେକର୍ଡ: ମାଉଣ୍ଟ ଏଲ୍‌ବ୍ରସ୍‌ରେ ଚଢ଼ିଲେ ୬ ବର୍ଷୀୟ ତେଘବୀର

ଚଣ୍ଡିଗଡ଼,୩୦।୬:ପଞ୍ଜାବର ରୋପର ଜିଲା ନିବାସୀ ତେଘବୀର ସିଂ(୬) ୟୁରୋପ ମହାଦେଶର ସବୁଠାରୁ ବଡ଼ ପର୍ବତ ମାଉଣ୍ଟ ଏଲ୍‌ବ୍ରସ୍‌ରେ ଚଢ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରୁଷିଆରେ ଅବସ୍ଥିତ ୧୮,୫୧୦ ଫୁଟ (୫,୬୪୨ ମିଟର) ଉଚ୍ଚତାର ଏହି ଗିରି ଶୃଙ୍ଗର ଶିଖରକୁ ଚଢ଼ିବାରେ…

ଜନ୍ମବେଦିରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୩୦ା୬ (ଅଜିତ୍‌ କୁମାର ମହାନ୍ତି):ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ କର୍ମବେଦି ଶ୍ରୀମନ୍ଦିର ଛାଡ଼ି ନବଦିନ ଯାତ୍ରାରେ ଆସି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ଛନ୍ତି। ରଥତ୍ରୟ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ…

ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି 

ପୁରୀ,୨୯ା୬(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ କର୍ମବେଦି ଶ୍ରୀମନ୍ଦିର ଛାଡ଼ି ନବଦିନ ଯାତ୍ରାରେ ଆସି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି। ରଥତ୍ରୟ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ…

ବିବାହ କରିବ ଯଦି ମୋତେ, ନହେଲେ କରାଇ ଦେବିନି…ଏଭଳି ଜିଦ୍‌ରେ ଅଶ୍ଳିଳ ଭିଡିଓ କରି ଯୁବତୀଙ୍କ ବିବାହ ଭାଙ୍ଗୁଛନ୍ତି ଯୁବକ, ଏବେ…

ମେରୁଟ,୨୯।୬: ଉତ୍ତର ପ୍ରଦେଶର ମେରୁଟରୁ ବ୍ଲାକମେଲିଂର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକ ଜୋରଜବରଦସ୍ତ ବିବାହ କରିବାକୁ ଜିଦ୍‌ ଧରି ଜଣେ ଯୁବତୀଙ୍କୁ ବିବାହ କରାଇ ଦେଉ ନ ଥିବା ଅଭିଯୋଗ ହୋଇଛି। ଏଥିପାଇଁ ଭୁଲ ଉପାୟରେ ସେ…

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ବଳାତ୍କାର ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ପ୍ରେଗ୍‌ନାନ୍ସି ଟେଷ୍ଟ ବାଧ୍ୟତାମୂଳକ

ଭୋପାଳ,୨୯ା୬: ବଳାତ୍କାର ପୀଡ଼ିତାଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ। ବଳାତ୍କାରର ଅଭିଯୋଗ ପାଇବା ପରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ସମୟରେ ପ୍ରେଗ୍‌ନାନ୍ସି ଟେଷ୍ଟ୍‌ ମଧ୍ୟ ବାଧ୍ୟତାମୂଳକ ଭାବରେ କରାଯିବା ଉଚିତ। ଏପରି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ମଧ୍ୟପ୍ରଦେଶ…

ପୁରୀ ଅଘଟଣକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ସେବାୟତ: କହିଦେଲେ ବଡ଼ କଥା

ପୁରୀ,୨୯।୬: ପୁରୀ ଅଘଟଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର। ସେ କହିଛନ୍ତି ଯେ, ପହୁଡ଼ ନୀତିକୁ ନେଇ ଭକ୍ତଙ୍କୁ ଆଗୁଆ ସୂଚନା ଦେବାର ଥିଲା, ମାତ୍ର କରାଯାଇନାହିଁ। ଯଦି…

ଫୋନ୍‌ରେ କ’ଣ ସବୁ ଦେଖୁଛନ୍ତି ସହଜରେ ପଡ଼ିଯିବେ ଧରା, ଜାଣନ୍ତୁ କେମିତି…

ଆଜିର ଯୁଗରେ ସ୍ମାର୍ଟଫୋନ କେବଳ କଲ୍‌ କିମ୍ବା ମେସେଜିଂର ଏକ ମାଧ୍ୟମ ନୁହେଁ ବରଂ ଏହା ଆମ ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ଼ ଅଂଶ ପାଲଟିଯାଇଛି ଫଟୋ, ଭିଡିଓ, ସୋସିଆଲ ମିଡିଆ, ବ୍ୟାଙ୍କିଂ ବିବରଣୀ ଏବଂ ଅନେକ ବ୍ୟକ୍ତିଗତ ଜିନିଷ ଏଥିରେ…

୪୦ ବର୍ଷ ବୟସ ପରେ ଆଖି ପାଇଁ କେଉଁ ଟେଷ୍ଟ ଜରୁରୀ? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ବୟସ ବଢ଼ିବା ସହିତ, ଶରୀରର ଅନ୍ୟାନ୍ୟ ଅଂଶ ପରି, ଆଖିର ଦୃଷ୍ଟିଶକ୍ତି ମଧ୍ୟ ଧୀରେ ଧୀରେ ପ୍ରଭାବିତ ହେବାକୁ ଲାଗେ। ୪୦ ବର୍ଷ ବୟସ ପରେ, ଦୃଷ୍ଟିଶକ୍ତିରେ ସାମାନ୍ୟ ପରିବର୍ତ୍ତନକୁ ସାଧାରଣ ବୋଲି ବିବେଚନା କରାଯାଏ, କିନ୍ତୁ ଯଦି ଏହି ଲକ୍ଷଣଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?