ଡୋନାଲ୍ଡ ଟ୍ରମ୍ପଙ୍କୁ ନ୍ୟୁଜ ଚ୍ୟାନେଲ ଦେବ ୧୨୭ କୋଟି
ଓ୍ବାଶିଂଟନ,୧୫।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଭୁଲ ମନ୍ତବ୍ୟ ଦେବା ଏବିସି ନ୍ୟୁଜକୁ ମହଙ୍ଗା ପଡିଛି। ବର୍ତ୍ତମାନ ଚ୍ୟାନେଲକୁ ୧୫ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ଟ୍ରମ୍ପଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାରେ ୧୨୭.୫ କୋଟି ଟଙ୍କା…
ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା
ରାୟଗଡ଼ା/ଟିକିରି,୧୫।୧୨(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ କଂସାରିଗୁଡା ଛକ ନିକଟରେ ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ରାୟଗଡା ଏସଡିପିଓ…
ଚୁଆରେ ଭାସୁଥିଲା ମହିଳାଙ୍କ ମୃତଦେହ, ଆଉ ତା ପରେ…
ବାଲିଗୁଡା,୧୫l୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ କଟପଡ଼ି ଗ୍ରାମର ଏକ ଚୁଆରୁ ମହିଳାଙ୍କ ମୃତଦେହ ଜବତ କରିଛି ବାଲିଗୁଡା ପୋଲିସ l ମୃତକ ମହିଳା ଜଣକ ଶାନ୍ତିଲତା ମଲ୍ଲିକ ହୋଇଥିବା ଜଣାପଡ଼ିଛିl ସୂଚନାନୁଯାୟୀ, ଆଜକୁ ତିନିଦିନ…
ଆମେ ତାଙ୍କ ସାମ୍ନାରେ ‘ବେବି’, ଅମିତ ଶାହାଙ୍କୁ ଭେଟି ଏମିତି ପ୍ରତିକ୍ରିୟା ଦେଲେ ଅଭିନେତା ବରୁଣ ଧଓ୍ବନ
ନୂଆଦିଲ୍ଲୀ,୧୫।୧୨: ବଲିଉଡ ଅଭିନେତା ବରୁଣ ଧାୱନ ତାଙ୍କର ଆଗାମୀ ଚଳଚ୍ଚିତ୍ର ବେବି ଜନ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନୂଆଦିଲ୍ଲୀ ଗସ୍ତ ସମୟରେ ଏହି ଅଭିନେତା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ବରୁଣ ଧାୱନ ଅମିତ ଶାହାଙ୍କ ସହ ସାକ୍ଷାତକାରର ଫଟୋ…
ମହଙ୍ଗା ପଡିଲା ହିଜାବ ନ ପିନ୍ଧି ଷ୍ଟେଜରେ ପରଫର୍ମ କରିବା
ତେହେରାନ,୧୫।୧୨: ହିଜାବ ନ ପିନ୍ଧି କନ୍ସର୍ଟରେ ପ୍ରଦର୍ଶନ ପାଇଁ ଇରାନରେ ଜଣେ ୟୁଟ୍ୟୁବ ଗାୟିକା ଗିରଫ ହୋଇଛନ୍ତି। ୟୁଟ୍ୟୁବରେ ଏକ ଭର୍ଚୁଆଲ କନ୍ସର୍ଟ କରିଥିବା ଜଣେ ଗାୟିକାଙ୍କୁ ଇରାନ କର୍ତ୍ତୃପକ୍ଷ ଗିରଫ କରିଛନ୍ତି। ଇରାନର ରାଜଧାନୀ ତେହେରାନଠାରୁ ପ୍ରାୟ ୨୮୦ କିଲୋମିଟର…
ବାଂଲାଦେଶରୁ କେମିତି ହଠାତ୍ ନିଖୋଜ ହୋଇଗଲେ ୩୫୦୦ ଲୋକ
ଢାକା,୧୫।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଥିବା ତଦନ୍ତ କମିଶନ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରେ କହିଛନ୍ତି ଯେ ଲୋକଙ୍କ ନିଖୋଜ ଘଟଣାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମ୍ପୃକ୍ତି ରହିଛି। ନିଖୋଜ ଲୋକଙ୍କ ଘଟଣାର ଅନୁସନ୍ଧାନ ପାଇଁ ଗଠିତ କମିଶନ ଆକଳନ କରିଛନ୍ତି…
ଚମକାଇ ଦେଲା ବିସିସିଆଇ, ଗାବା ଟେଷ୍ଟ ମଧ୍ୟରେ ୩ ଖେଳାଳିଙ୍କୁ ମିଳିଲା ଛୁଟି
ନୂଆଦିଲ୍ଲୀ,୧୫।୧୨: ବର୍ଡା-ଗାଭାସ୍କର ଟ୍ରଫିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯାଉଛି । ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ୧୪ଡିସେମ୍ବରରୁ ଗାବାରେ ଖେଳାଯାଉଛି । ସେପଟେ ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ବିସିସିଆଇ…
ସାମ୍ନା ସାମ୍ନି ହେଲେ ଭାଜପା-ଟିଡିପି, ଜାଣନ୍ତୁ ସଂସଦରେ କେଉଁ ପ୍ରଶ୍ନ ଉଠାଇଲେ ଚନ୍ଦ୍ରାବାବୁ ନାଇଡୁଙ୍କ ଦଳ
ନୂଆଦିଲ୍ଲୀ,୧୫।୧୨: ସଂସଦରେ ସମ୍ବିଧାନ ଉପରେ ଆଲୋଚନା ବେଳେ ଚନ୍ଦ୍ରାବାବୁ ନାଇଡୁଙ୍କ ଦଳ କେନ୍ଦ୍ର ନେଇଥିବା ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛି। ଲୋକ ସଭାରେ ସମ୍ବିଧାନ ଉପରେ ବିତର୍କ ସମୟରେ ଜନସଂଖ୍ୟା ଆଧାରରେ ପରବର୍ତ୍ତୀ ସୀମା ନିର୍ଦ୍ଧାରଣ କରାଯିବା ନେଇ ଟିଡିପି ଏମପି…
ବନ୍ଧା ହେଲେ ଅତୁଲ ସୁଭାଷଙ୍କ ପତ୍ନୀ ନିକିତା; ଶାଶୁ-ଶଳାଙ୍କୁ ମଧ୍ୟ…
ବେଙ୍ଗାଲୁରୁ,୧୫।୧୨: AI ସଫ୍ଟଓ୍ବୟାର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ପୋଲିସ ପତ୍ନୀ ତଥା ଅଭିଯୁକ୍ତ ନିକିତା ସିଙ୍ଘାନିଆଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ନିକିତା ହରିୟାଣାର ଗୁରୁଗ୍ରାମରେ ଗିରଫଦାରି ଭୟରେ ଲୁଚି ରହିଥିଲେ। ତାଙ୍କ ସହ ମା’ ନିଶା ସିଙ୍ଘାନିଆ…
ଯାତ୍ରାପାର୍ଟି ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ୩୦ ଆହତ ଘଟଣା: ଅଟକ ରହିଲେ ମ୍ୟାନେଜର
ସାଲେପୁର,୧୫ା୧୨: ଯାତ୍ରା ପାର୍ଟିର ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ୩୦ ଜଣ ଆହତ ହୋଇଥିବାବେଳେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂ। ନିଜଆଡୁ ମାମଲା ସହ ଯାତ୍ରାପାର୍ଟି ମ୍ୟାନେଜରଙ୍କୁ ଅଟକ ପୋଲିସ ଅଟକ ରଖିଛି। ସୂଚନାଯୋଗ୍ୟ, କଟକ ଜିଲା ସାଲେପୁରର…
ମୃତ ଯବାନଙ୍କ ୨୦ଲକ୍ଷ ହଡ଼ପ ପାଇଁ କୋର୍ଟ ରାୟ ଜାଲିଆତି
ଉଦଳା,୧୫ା୧୨(ସନ୍ତୋଷ କୁମାର ବାଛିନୀ): ଜଣେ ମୃତ ଯବାନଙ୍କ ଟଙ୍କା ହଡ଼ପ କରିବାକୁ ସାଙ୍ଘାତିକ କାଣ୍ଡ। କୋର୍ଟଙ୍କ ରାୟ, ବିଚାରପତିଙ୍କ ଦସ୍ତଖତ ଜାଲ୍ କରିବା ସହ ସରକାରୀ କାଗଜପତ୍ରକୁ ଜାଲିଆତି କରି ବ୍ଲୁ ପ୍ରିଣ୍ଟ କଲେ। ବିବାହ ବିଚ୍ଛେଦ ସାର୍ଟିଫିକେଟ ଜାଲିଆତି କରି…
‘ପୁଷ୍ପାରାଜ’ ଅଲ୍ଲୁ ଅର୍ଜୁନଙ୍କ ପତ୍ନୀ ସ୍ନେହା କିଏ? ସ୍ବାମୀଙ୍କ ଭଳି କୋଟିରେ ଯାହାଙ୍କ ସମ୍ପତ୍ତି, ପ୍ରଥମ ଦେଖାରେ…
ହାଇଦ୍ରାବାଦ: ଆଜିକାଲି ଚର୍ଚ୍ଚାରେ ଅଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଶୁକ୍ରବାର ତାଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଥିଲା। ନିମ୍ନ ଅଦାଲତ ତାଙ୍କୁ ୧୪ ଦିନ ଲାଗି ଜେଲକୁ ପଠାଇ ଦେଇଥିଲେ। ହେଲେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ବେଲ୍ ଦେଇଥିଲେ। ଏହା…
Archives


