Home

ମୋଦିଙ୍କ ନିକଟରେ ରହିଛି ଭାରତର ଭବିଷ୍ୟତ ପାଇଁ ସ୍ପଷ୍ଟ ଯୋଜନା: କ୍ୟାମେରନ

ନୂଆଦିଲ୍ଲୀ/ଲଣ୍ଡନ,୨୧।୧୦: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମେରନ ସୋମବାର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଯୁକ୍ତିବିଦ୍ୟା ଏବଂ ଭାରତର ଭବିଷ୍ୟତକୁ ନେଇ ମୋଦିଙ୍କର ଏକ ସ୍ପଷ୍ଟ ଯୋଜନା ରହିଛି। କେବଳ ଏତିକି ନୁହେଁ, ତାଙ୍କର…

‘ଆତଙ୍କବାଦୀ’ ନାଁ ନେଲେନି ଓମାର ଅବଦୁଲ୍ଲା: ବର୍ଷିଲେ ଲୋକେ

ନୂଆଦିଲ୍ଲୀ,୨୧।୧୦: ଗତ କିଛି ଦିନ ହେବ ଜମ୍ମୁ କଶ୍ମୀରରେ କ୍ରମାଗତ ଭାବେ ଆତଙ୍କବାଦୀ ଆକ୍ରମଣ ଘଟୁଛି। ଜମ୍ମୁ-କଶ୍ମୀରର ଗାଗଙ୍ଗୀରରେ ରବିବାର ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଲୋକମାନେ ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଜମ୍ମୁ କଶ୍ମୀର…

ବାବର ଆଜମ୍‌ଙ୍କୁ ଏମିତି ଟିପ୍ସ ଦେଲେ ବୀରେନ୍ଦ୍ର ସେହ୍ବାଗ: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୧୦: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଆଜିକାଲି ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। ଟେଷ୍ଟ କ୍ରିକେଟରେ ବାବରଙ୍କ ଶେଷ ଅର୍ଦ୍ଧଶତକ ଡିସେମ୍ବର ୨୦୨୨ରେ ଆସିଥିଲା। ସେ ଗତ ୬୧୬ ଦିନ ଧରି ଗୋଟିଏ ଅର୍ଦ୍ଧତକ…

ବୋହୂଙ୍କ ଅଡୁଆ ବଢାଉଛି ଶ୍ୱଶୁରଙ୍କ ‘ଅତିତ’

ଜାମସେଦପୁର,୨୧।୧୦: ୨୦୨୪ ଝାଡ଼ଖଣ୍ଡ ନିର୍ବାଚନରେ ଜାମସେଦପୁର ପୂର୍ବ ବିଧାନସଭା ଆସନରେ ହଠାତ୍‌ ରାଜନୈତିକ ଉଷ୍ମତା ବଢିଯାଇଛି। ଭାଜପା ପୂର୍ଣ୍ଣିମା ଦାସଙ୍କୁ ଏଠାରୁ ପ୍ରାର୍ଥୀ କରିଛି, ଯେଉଁଥିପାଇଁ ଦଳ ଭିତରେ ବିରୋଧ ଆରମ୍ଭ ହୋଇଛି। ନିର୍ବାଚନକୁ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାଜପା…

୮ ଶ୍ରେଣୀକୁ ଜଣେ ଶିକ୍ଷକ, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ହରଭଙ୍ଗା,୨୧ା୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତର ଘୋରଡ଼ା ସ୍କୁଲରେ ଅଭିଭାବକ ଓ ଛାତ୍ରୀଛାତ୍ର ସ୍କୁଲ ତାଲା ପକାଇ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି। ଘୋରଡ଼ା ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିଲେ ମଧ୍ୟ ୮ଟି ଶ୍ରେଣୀକୁ…

ବିସିଜି ଟିକା ନେଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ବାଲିଗୁଡ଼ା,୨୧ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ଯକ୍ଷ୍ମା (ଟିବି) ବିରୋଧରେ ଲଢ଼େଇ କରିବାକୁ ଦିଆଯାଉଥିବା ବିସିଜି ଟିକା ନେଇ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ୫୦ରୁ ଊଦ୍ଧର୍‌ବ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଟିକା ନେବାର ୨/୩ ଦିନ ଯନ୍ତ୍ରଣା ପରେ ଏବେ…

ଛାତ୍ରଙ୍କୁ ଅପହରଣ କରି ନେଉଥିଲେ ଦୁର୍ବୃତ୍ତ, ଅଧାବାଟରେ ଗାଡ଼ିରୁ ଡେଇଁ ବଞ୍ଚାଇଲେ ଜୀବନ

ପାରାଦୀପ,୨୧ା୧୦(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥ ୧୫ ନମ୍ବର ପାଖରେ ସୋମବାର ସକାଳେ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍କୁଲ ଛାତ୍ରଙ୍କୁ ମାଡ଼ ମାରି ବଳପୂର୍ବକ ଅପହରଣ କରାଯାଇଥିଲା। ସଂପୃକ୍ତ ଅପହରଣକାରୀମାନେ…

ଚକୋଲେଟ ନେଇ ବିହାରରେ ବୁଲୁଛନ୍ତି ପ୍ରଶାନ୍ତ କିଶୋର: ସନ୍ତୋଷ ସିଂ

ପାଟନା,୨୧।୧୦: ବିହାରର ୪ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏହି ୪ଟି ଆସନରେ ଏନଡିଏ ଏବଂ ଇଣ୍ଡି ଆଲାଇନ୍ସ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେବ ବୋଲି କୁହାଯାଉଛି। ନୂଆ ପାର୍ଟି ଜନ ସୁରଜ ମଧ୍ୟ ଏହି ନିର୍ବାଚନରେ ନିଜ ଭାଗ୍ୟ…

ପାକିସ୍ତାନୀ ଆତଙ୍କବାଦୀ ପନ୍ନୁଙ୍କ ଧମକ, ହୋଇପାରେ ବଡ ଧରଣର ଆକ୍ରମଣ. ଏୟାର ଇଣ୍ଡିଆରେ କରନ୍ତୁ ନାହିଁ ଯାତ୍ରା

ଇସଲାମାବାଦ,୨୧।୧୦: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁ ସୋମବାର ନଭେମ୍ବର ୧ ରୁ ୧୯ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନକରିବାକୁ ଯାତ୍ରୀମାନଙ୍କୁ ଧମକ ଦେଇଛନ୍ତି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଶିଖ ହତ୍ୟାକାଣ୍ଡର ୪୦ ତମ ବାର୍ଷିକୀରେ ଏୟାର…

ସମ୍ଭାବ୍ୟ ବାତାକୁ ନେଇ ରାଜସ୍ବ ମନ୍ତ୍ରୀ ଦେଲେ ବଡ଼ ସୂଚନା, ପୂରା ୩୦ ଜିଲାରେ…

ଭୁବନେଶ୍ୱର,୨୧ା୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ନେଇ  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସରକାର ପୂରା ପ୍ରସ୍ତୁତ। କେବଳ ସମ୍ଭାବ୍ୟ ପ୍ରଭାବିତ ଜିଲା ନୁହେଁ, ପୂରା ୩୦ ଜିଲାରେ ପ୍ରସ୍ତୁତି ଜାରି ରହିବ। ୩୦…

ସମୟ ଆସିଛି ଏବେ ୧୬-୧୬ ସନ୍ତାନ ପ୍ରସବ କର, ଷ୍ଟାଲିନଙ୍କ ଅପିଲ

ଅମରାବତି,୨୧।୧୦: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଜନସଂଖ୍ୟାକୁ ନେଇ ଏକ ବଡ଼ କଥା କହିଛନ୍ତି। ଏମ.କେ ଷ୍ଟାଲିନ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ବର୍ତ୍ତମାନ ନବବିବାହିତ ଲୋକଙ୍କର ୧୬ ସନ୍ତାନ ପ୍ରସବ କରିବାର…

ଭାଙ୍ଗିଲା ଟାଟା ଗ୍ରୁପର ଏହି ପୁରୁଣା ପରମ୍ପରା! ନୋଏଲ ଆସିବା ପରେ ହେଲା ପରିବର୍ତ୍ତନ

ମୁମ୍ବାଇ.୨୧।୧୦: ରତନ ଟାଟାଙ୍କ ମୃତ୍ୟୁ ପରେ ଟାଟା ଟ୍ରଷ୍ଟ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଲାଇଭ ମିଣ୍ଟ ରିପୋର୍ଟ ଅନୁଯାୟୀ, ସାର୍‌ ରତନ ଟାଟା ଟ୍ରଷ୍ଟ ଏବଂ ସାର୍‌ ଦୋରାବଜୀ ଟାଟା ଟ୍ରଷ୍ଟର ଟ୍ରଷ୍ଟିମାନେ ସ୍ଥାୟୀ ସଦସ୍ୟ ହୋଇପାରିଛନ୍ତି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri