Home

ସିମନବାଡି ଅଞ୍ଚଳରେ ବଢୁଛି ଚୋରା ମଦ କାରବାର

ଦାରିଙ୍ଗବାଡି,୨୯।୧୦(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ବଢୁଛି ଚୋରି। ସୋମବାର ବିଳମ୍ବିତ ରାତିରେ ସିମନବାଡିର ବ୍ୟବସାୟୀ ବିଭୁତିଭୂଷଣ ସାହୁଙ୍କ ଗୋଦାମରୁ ଏକାଧିକ ହଳଦୀ ବସ୍ତା ଚୋରିଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି…

ମହାକାଶରୁ ଦୀପାବଳି ଶୁଭକାମନା ଜଣାଇଲେ ସୁନିତା

ଓ୍ବାଶିଂଟନ,୨୯।୧୦: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ) ରୁ ଦୀପାବଳି ଶୁଭେଚ୍ଛା ପଠାଇଛନ୍ତି। ଇତିମଧ୍ୟରେ ହ୍ବାଇଟ ହାଉସରେ ଏକ ଦିୱାଲୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ସମୟରେ, ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୁନୀତା ୱିଲିୟମ୍ସ ଦୀପାବଳି…

ଏହା ମୋ ଘର ନୁହେଁ, ଆପଣଙ୍କ ଘର… ବାଇଡେନଙ୍କ ଏମିତି କଥା ଶୁଣି ଖୁସି ହେଲେ ପ୍ରବାସୀ ଭାରତୀୟ

ଓ୍ବାଶିଂଟନ,୨୯।୧୦: ଆଉ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଜୋ ବାଇଡେନଙ୍କ ପାର୍ଟି ଡେମୋକ୍ରାଟ୍ସ ଆଗାମୀ ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ହିନ୍ଦୁମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ, ଭାରତୀୟ…

ରାଷ୍ଟ୍ରପତି ପୁଟିନଙ୍କ ପାଇଁ ହୋଇଥିଲା କି ମୋଦି-ଜିନପିଙ୍ଗଙ୍କ ସାକ୍ଷାତକାର? ଜବାବ ଦେଲା ରୁଷିଆ

ମସ୍କୋ,୨୯।୧୦: ରୁଷିଆର କଜାନରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀକୁ ରୁଷିଆ ଏକ ସଫଳତା ବୋଲି ବର୍ଣ୍ଣନା କରିଛି। ଗତ ସପ୍ତାହରେ ବ୍ରିକ୍ସ ସମ୍ମିଳନୀର ଫଳାଫଳ ସମ୍ପର୍କରେ ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ରୁଷର ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି ଯେ ଜାତିସଂଘର ସେକ୍ରେଟେରୀ…

ଦୀପାବଳି ପୂର୍ବରୁ ବଡ଼ ଦୁର୍ଘଟଣା,୧୫୦ରୁ ଅଧିକ ଆହତ, ୮ ଗୁରୁତର

ନୀଲେଶ୍ୱରମ,୨୯।୧୦: ଦୀପାବଳି ଉତ୍ସବ ପୂର୍ବରୁ କେରଳରେ ବଡ଼ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ସୋମବାର-ମଙ୍ଗଳବାର ମଧ୍ୟରାତ୍ରିରେ ଘଟିଥିବା ଏହି ଦୁର୍ଘଟଣାରେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ କାସରଗୋଡ ପୋଲିସ କହିଛି ଯେ ଡାକ୍ତରଖାନାରେ ଭର୍ତ୍ତି…

କେହିବି ବଞ୍ଚି ପାରିବେ ନାହିଁ… ଏମିତି କହି ବିମାନରେ ଚିତ୍କାର କଲେ ଯାତ୍ରୀ, ବିମାନ ବନ୍ଦରରେ…

ମୁମ୍ବାଇ,୨୯।୧୦: ସମ୍ପ୍ରତି ଦେଶରେ ବିମାନକୁ ବୋମାରେ ଉଡାଇ ଦେବାକୁ ବାରମ୍ବାର ଧମକ ଦିଆଯାଉଛି। ଏହାରି ଭିତରେ ରବିବାର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୂଚନାନୂସାରେ, ଜଣେ ବ୍ୟକ୍ତି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳର…

ଫି’ ବଢ଼ାଇଛନ୍ତି କାର୍ତ୍ତିକ

ମୁମ୍ବାଇ: ବିଭିନ୍ନ ରିପୋର୍ଟ ଅନୁଯାୟୀ, ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମର ମୁଖ୍ୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ୪୫ରୁ ୫୦କୋଟି ଟଙ୍କା ଫି’ ଆକାରରେ ପ୍ରଦାନ କରାଯାଇଛି। ‘ଭୁଲ୍‌ ଭୁଲୈୟା ୨’ରେ ରୁହ ବାବାଙ୍କ ଭୂମିକାରେ ଅଭିନୟ କରିଥିବା କାର୍ତ୍ତିକଙ୍କୁ…

ଚାଇନାର ଶ୍ରବଣ କୁମାର

ବେଜିଂ: ସାମ୍ପ୍ରତିକ ସମୟରେ ଏପରି ଅନେକ ମାମଲା ସାମ୍‌ନାକୁ ଆସିଛି, ଯେଉଁଥିରେ ଅନେକ ବ୍ୟକ୍ତି ସେମାନଙ୍କ ବୃଦ୍ଧ ମା’ ବାପାଙ୍କର ଯତ୍ନ ନ ନେଇ ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ଏହାରି ମଧ୍ୟରେ ଚାଇନାର ଜିନ୍‌ଜିଆଙ୍ଗ ନିବାସୀ ଶାଓ(୩୨) ନାମକ ଜଣେ ଯୁବକ…

ଖେଳ କସରତକୁ ଗୁରୁତ୍ୱଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୨୯ରେ ପାଳନ ହୋଇଥାଏ ‘ବିଶ୍ୱ ଷ୍ଟ୍ରୋକ୍‌ ଦିବସ’। ଏ ବର୍ଷର ଥିମ୍‌ ରହିଛି-‘ଗ୍ରେଟର ଦ୍ୟାନ୍‌ ଷ୍ଟ୍ରୋକ୍‌, ଆକ୍ଟିଭ ଚ୍ୟାଲେଞ୍ଜ’। ଏଥର ଉକ୍ତ ଦିବସ ଅବସରରେ ଖେଳ କସରତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଷ୍ଟ୍ରୋକ୍‌ ଏକ ଇଂରାଜୀ…

୧୪,୮୦୮ କିଣ୍ଡରଗାର୍ଟେନ ବନ୍ଦ

ବେଜିଂ: ବହୁ ସମୟ ଧରି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ରହିଆସିଥିବା ଚାଇନାରେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ କାରଣରୁ ଶିଶୁ ଜନ୍ମହାର ଲଗାତର କମୁଥିବାରୁ ପିଲାଙ୍କ ସେବା ଓ ପ୍ରାରମ୍ଭିକ ଶିକ୍ଷା ପାଇଁ ଉଦ୍ଦିଷ୍ଟ କିଣ୍ଡରଗାର୍ଟେନ୍‌ ସ୍କୁଲଗୁଡ଼ିକରେ ତାଲା ଝୁଲିଲାଣି।…

ସବୁଜ ଚିହ୍ନରୁ ଜୀବସତ୍ତା ଆଶା

ଓ୍ବାଶିଂଟନ: ଆମେରିକୀୟ ମହାକାଶ ସଂସ୍ଥା ନାସାର ପର୍ସିଭରେନ୍ସ ରୋଭର ମଙ୍ଗଳ ଗ୍ରହର ଆଉ ଏକ ରହସ୍ୟ ଉପରୁ ପରଦା ହଟାଇଛି। ‘ବ୍ରାଇଟ୍‌ ଏଞ୍ଜେଲ’ ଅଞ୍ଚଳକୁ ନେଇ ପରୀକ୍ଷାନିରୀକ୍ଷା ଓ ବିରଳ ‘ଲିଓପାର୍ଡ ସ୍ପଟ୍ସ’ ଉପରେ ଅନୁଧ୍ୟାନ ପରେ ରୋଭର ମଙ୍ଗଳର ଦକ୍ଷିଣ ଭାଗରେ…

୧୦୦୦ କୋଟିର କାରବାର ଆକଳନ

ନୂଆଦିଲ୍ଲୀ,୨୯।୧୦: ଭାରତୀୟ ପରମ୍ପରା ଓ ସଂସ୍କୃତିରେ ପର୍ବପର୍ବାଣିର ମହତ୍ତ୍ୱ ଅନେକ ରହିଛି। ଏପର ିକି ସବୁ ବର୍ଗର ଲୋକ ପର୍ବରେ ସାମିଲ ହୋଇ ଉତ୍ସାହିତ ହେବାକୁ ପସନ୍ଦ କରୁଥିବାବେଳେ ପର୍ବରେ ମଧ୍ୟ କିଣାକିଣି ଓ ସ୍ବତନ୍ତ୍ର ବସ୍ତୁର କ୍ରୟ ମଧ୍ୟ କରିଥାନ୍ତି। ଚଳିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri