Home

ଗଙ୍ଗାସାଗରରେ ବୁଡ଼ ପକାଇଲେ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ଭୋଗରାଇ,୧୩ା୧(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ଜିଲା ସାଗରଦୀପ ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ରବିବାର ସୁଦ୍ଧା ୪୩ ଲକ୍ଷରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ ସମବେତ ହୋଇଥିବାର ସୂଚନା ମିଳିଛି। କଡ଼ା ସୁରକ୍ଷା ମଧ୍ୟରେ ଲକ୍ଷାଧିକ ପୁଣ୍ୟାର୍ଥୀ ସମୁଦ୍ରରେ ମକର ବୁଡ଼ ଦେଇ…

ବେଆଇନ ମହୁଲ ଫୁଲ ଚାଲାଣବେଳେ ଚଢ଼ାଉ: ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଜୟପୁର,୧୩ା୧(ପବନ ପାଣିଗ୍ରାହୀ): ବେଆଇନ ଭାବେ ମହୁଲ ଫୁଲ ଚାଲାଣ ବେଳେ ଚଢ଼ାଉ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। କାଉଡ଼ିଆଗୁଡ଼ା ଓ ପକନାଗୁଡ଼ାର ୨ ଅଭିଯୁକ୍ତ ଟଙ୍କଧର ନାୟକ (୨୪) ରତ୍ନାକର ନାୟକ (୪୮)। ପିକ୍‌ଅପ୍‌ ଭ୍ୟାନ୍‌ରେ ୬୭ ବସ୍ତାରେ…

ଭାରତ ବିରୋଧରେ କଡ଼ା ଆକ୍ସନ ନେଲା ଶ୍ରୀଲଙ୍କା ଜାଣିଲେ ବିଶ୍ୱାସ ହେବନି

କଲମ୍ବୋ,୧୩।୧: ଶ୍ରୀଲଙ୍କା ନୌସେନା ଶନିବାର ରାତିରେ (ଜାନୁଆରୀ ୧୧) ମନ୍ନାରର ଉତ୍ତରରେ ଥିବା ସମୁଦ୍ର ଅଞ୍ଚଳରେ ଏକ ସ୍ବତନ୍ତ୍ର ଅଭିଯାନ ଚଳାଇ ଆଠ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହିତ ସେମାନଙ୍କର ଦୁଇଟି ମାଛ ଧରିବା ଡଙ୍ଗା ଜବତ କରିଥିଲା।…

ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ, ସୌନ୍ଦର୍ଯ୍ୟ ଉପଭୋଗ କରିବେ ସାଧାରଣ ଲୋକେ

ଭୁବନେଶ୍ୱର,୧୩ା୧: ସୋମବାରଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ। ଏହା ୨୨ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଆଜି ଅପରାହ୍ନ ୨.୩୦ରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଏହି ଉଦ୍ୟାନ ଖୋଲା ରହିବ। ତେବେ ସ୍କୁଲ ପିଲାମାନଙ୍କ ପାଇଁ ରାଜଭବନ ଉଦ୍ୟାନ…

ଉତ୍ତର କୋରିଆକୁ ଏମିତି ପ୍ରସ୍ତାବ ଦେଲେ ଜେଲନସ୍କି ଚମକି ପଡ଼ିଲା ବିଶ୍ୱ!

କ୍ୱିଭ,୧୩।୧: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ରୁଷିଆକୁ ସାହାଯ୍ୟ କରୁଥିବା ଉତ୍ତର କୋରିଆକୁ ଏକ ପ୍ରସ୍ତାବ ଦେଇଛନ୍ତି। ଯଦି ଉତ୍ତର କୋରିଆ ରୁଷିଆରେ ବନ୍ଦୀ ଥିବା ୟୁକ୍ରେନୀୟ ସୈନିକଙ୍କୁ ମୁକ୍ତ କରେ, ତେବେ ସେ କୁର୍ସ୍କ ଅଞ୍ଚଳରେ ବନ୍ଦୀ ଥିବା ଉତ୍ତର…

ମହାକୁମ୍ଭର ଶୁଭାରମ୍ଭରେ କ’ଣ କାମନା କଲେ ମୋଦି, କାହାକୁ ଜଣାଇଲେ ଅଭିନନ୍ଦନ ଜାଣନ୍ତୁ

ନୂଆଦିଲ୍ଲୀ,୧୩।୧: ବିଶ୍ୱର ସର୍ବବୃହତ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ‘ମହାକୁମ୍ଭ ୨୦୨୫’ ସୋମବାର ପବିତ୍ର ନଗରୀ ପ୍ରୟାଗରାଜରେ ଆରମ୍ଭ ହୋଇଛି। ଏହି ପବିତ୍ର ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଭକ୍ତ, ସନ୍ଥ, ମହାତ୍ମା, କଳ୍ପବାସୀ ଏବଂ ପରିଦର୍ଶକଙ୍କୁ ସ୍ବାଗତ କରିଥିଲେ…

ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ମିଳିଛି ରେକର୍ଡ ପରିମାଣର ଦାନ, ଭବ୍ୟ ହେବ ଏହି ସମାରୋହ

ଓ୍ବାଶିଂଟନ,୧୩।୧: ବିଶ୍ୱର ବଡ଼ ବଡ଼ ଶିଳ୍ପପତି ଏବଂ ବିଶ୍ୱ ନେତାମାନେ ଜାନୁଆରୀ ୨୦ତାରିଖରେ ଆମେରିକାର ରାଜଧାନୀ ୱାଶିଂଟନରେ ଏକତ୍ରିତ ହୋଇପାରନ୍ତି। ପ୍ରକୃତରେ, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବରେ ଶପଥ ନେବେ। ଏହି ଶପଥ ଗ୍ରହଣ…

ମହିଳା କାର୍ଡ ଖେଳିପାରେ ଭାଜପା

ଯାଜପୁର,୧୩ା୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟରେ ଗତ ସାଧାରଣ ନିର୍ବାଚନରେ ଭାଜପା ବିଜୟୀ ହେବା ପଛରେ ଦଳର ସାଙ୍ଗଠନିକ ବଳ ଅପେକ୍ଷା ବିଜେଡି ନେତାଙ୍କ ଅହଙ୍କାର ଓ ବିଭିନ୍ନ ଯୋଜନାରେ ବ୍ୟାପକ ଅନିୟମିତତା ବଡ଼ କାରଣ ବୋଲି ଚର୍ଚ୍ଚା ହେଉଛି। ତେଣୁ ଉଭୟ ଦଳ…

ଏଇ ଭାରତରେ

ଛୋଟ ଛୋଟ କଥାକୁ ନେଇ ବେଳେବେଳେ ଘରୋଇ କଳି ଏଭଳି ସ୍ତରକୁ ଚାଲିଆସେ ଯେ ସମ୍ପର୍କ ଭାଙ୍ଗିବା ଯାଏ କଥା ପହଞ୍ଚିଯାଏ। କ୍ରୋଧ ଉପରେ ନିୟନ୍ତ୍ରଣ ନ ରହିଲେ ପରିସ୍ଥିତି ଏଭଳି ଅଣାୟତ୍ତ ହୋଇଯାଏ। ଠିକ୍‌ ଏମିତି ଏକ ଘଟଣା ଘଟିଛି…

ଭରସାର ନୂତନ ଦିଗନ୍ତ

ଓଡ଼ିଶାର ନୂତନ ସରକାର ଚାଷୀଙ୍କ ମୁହଁରେ ଆନନ୍ଦର ଝଲକ ସୃଷ୍ଟି କରିଛନ୍ତି। ଓଡ଼ିଶାର ପ୍ରଧାନ କୃଷି ଧାନଚାଷ। ଧାନ କୁଇଣ୍ଟାଲ ୩୧୦୦ ଟଙ୍କା ଦରରେ ସରକାର ଧାନ କିଣିବାକୁ ଘୋଷଣା କରି ଚାଷୀଙ୍କ ମୁହଁରେ ଆଶାତୀତ ଭରସା ଭରି ଦେଇଛନ୍ତି। କାରଣ…

ଲୋକାଭିମୁଖୀ ପ୍ରଶାସନ ଲୋଡ଼ା

ଆମ ଦେଶକୁ ଇଂରେଜମାନେ ପ୍ରାୟ ୨୦୦ ବର୍ଷ ଧରି ଶାସନ କରିଥିଲେ। ୧୫ ଅଗଷ୍ଟ ୧୯୪୭ରେ ଆମ ଦେଶ ଛାଡ଼ି ଇଂରେଜମାନେ ଚାଲିଗଲେ ଓ ଆମ ଦେଶକୁ ଏକ ଅନୁନ୍ନତ ଦରିଦ୍ର ଦେଶ ଭାବରେ ପରିଗଣିତ କରାଇ ଦେଇ ଗଲେ। ସେମାନଙ୍କ…

ମାଛ ବଞ୍ଚାଇ ଘର ପୋଡ଼ିଲେ

ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ। ହେଲେ କାଲିଫର୍ନିଆର ଲସ୍‌ଏଞ୍ଜେଲ୍ସରେ ଲାଗିଥିବା ନିଆଁକୁ ସହଜରେ ଆୟତ୍ତ କରିପାରୁନାହିଁ। ଜାନୁଆରୀ ୭ ତାରିଖରୁ ଲାଗିଥିବା ନିଆଁରେ ୧୬ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୨ ହଜାରରୁ ଅଧିକ ଘର ପୋଡ଼ି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri