ଦଶମ ଶ୍ରେଣୀର ଛାତ୍ର ଅଙ୍କିତ ଚାଟାର୍ଜୀ କିଏ? ଯିଏ ସୌରଭ ଗାଙ୍ଗୁଲିଙ୍କ ୩୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଚର୍ଚ୍ଚାରେ…
ନୂଆଦିଲ୍ଲୀ,୨୩।୧: ରଣଜୀ ଟ୍ରଫି ୨୦୨୪-୨୫ ସିଜିନରେ ଲିଗ୍ ପର୍ଯ୍ୟାୟର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିରେ ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମନ ଗିଲ ଭଳି ଷ୍ଟାର ଖେଳାଳିମାନେ ଖବର ଶିରୋନାମା ପାଲଟିଛନ୍ତି। ବିସିସିଆଇର ନିର୍ଦ୍ଦେଶକ୍ରମେ ଟିମ ଇଣ୍ଡିଆର ଏହି ଅଭିଜ୍ଞ…
କେଜ୍ରିଓ୍ବାଲଙ୍କୁ ଆଦିତ୍ୟନାଥଙ୍କ ଆହ୍ବାନ: ରୋହିଙ୍ଗ୍ୟାଙ୍କୁ ଆଧାରକାର୍ଡ ଦେଉଛନ୍ତି, ହେଲେ କ’ଣ ଆପଣ ନିଜ ମନ୍ତ୍ରୀମାନଙ୍କ ସହ ଯମୁନାରେ ବୁଡ଼ ପକାଇପାରିବେ?
ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭାଜପା ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୁରୁବାର ଦିଲ୍ଲୀର କିରାଡ଼ିରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସେ କେଜରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି। ୨୦୨୦ରେ ଦିଲ୍ଲୀରେ ଦଙ୍ଗା କରାଯାଇଥିଲା।…
ରାମ ଗୋପାଳ ବର୍ମାଙ୍କୁ ୩ ମାସ ଜେଲ ଦଣ୍ଡ, କୋର୍ଟ ଜାରି କଲେ ଜାମିନ ବିହିନ ଓ୍ବାରଣ୍ଟ
ମୁମ୍ବାଇ,୨୩।୧: ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ରାମ ଗୋପାଳ ବର୍ମାଙ୍କୁ ଚେକ ବାଉନ୍ସ ମାମଲାରେ ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟ ତିନି ମାସ ଜେଲଦଣ୍ଡ ଶୁଣାଇଛନ୍ତି। ଏହି ମାମଲା ସାତ ବର୍ଷ ପୁରୁଣା, ଦୀର୍ଘ ଶୁଣାଣି ପରେ କୋର୍ଟ ରାମ ଗୋପାଳ…
ନେତାଜୀଙ୍କ ଜୟନ୍ତୀରେ ଲୋକାର୍ପିତ ହେଲା କୁଟିଆ ସଂଗ୍ରହାଳୟ
ତୁମୁଡ଼ିବନ୍ଧ,୨୩ା୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜନଜାତିମାନଙ୍କ ମଧ୍ୟରେ କୁଟିଆ ଆଦିମ ଜନଜାତି ଅଟେ। ଏମାନଙ୍କ ଜୀବନ ଶୈଳୀର ପରମ୍ପରା, ସଂସ୍କୃତିରେ ରହିଛି ସମାଜକୁ ବିଭିନ୍ନ ଶିକ୍ଷଣୀୟ ବିଷୟ। ତାହା ଏବେ ଲୋପ…
ମସ୍କଙ୍କୁ ନାଲି ଆଖି ଦେଖାଇଲା ପାକିସ୍ତାନ, କହିଲା ପ୍ରଥମେ କ୍ଷମା ମାଗନ୍ତୁ ଟେସଲା ମାଲିକ, ତା’ପରେ…
ଓ୍ବାଶିଂଟନ/ଇସଲାମାବାଦ,୨୩।୧: ପାକିସ୍ତାନ ଏବେ ଟେସଲା ମାଲିକ ଏଲୋନ ମସ୍କଙ୍କ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛି। ନିକଟରେ, ଏଲୋନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ପାକିସ୍ତାନରେ ଏହାର ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ କରିବା ପାଇଁ ଆବେଦନ କରିଥିଲା। କିନ୍ତୁ…
ଆମେ ଅଲୋଚନା ପାଇଁ ପ୍ରସ୍ତୁତ, ଟ୍ରମ୍ପଙ୍କ ଧମକ ପରେ ନରମିଲେ ପୁଟିନ!
ମସ୍କୋ,୨୩।୧: କ୍ଷମତାକୁ ଆସିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ସହିତ ଯୁଦ୍ଧ ଶେଷ କରିବାକୁ କହିଛନ୍ତି। ରୁଷିଆ ମଧ୍ୟ କହିଛି ଯେ ସେ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ, ଏହି ଆଲୋଚନା ପାରସ୍ପରିକ ସମ୍ମାନ ଉପରେ ଆଧାରିତ ହେବା…
ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଭଳି ଭୁଲ ଖବର ଦେଇଥିଲେ ଏହି ବ୍ୟକ୍ତି, ଫଳରେ ପ୍ରାଣ ହରାଇଲେ ୧୨ରୁ ଊର୍ଦ୍ଧ୍ୱ
ମୁମ୍ବାଇ,୨୩।୧: ମହାରାଷ୍ଟ୍ରର ଜଳଗାଓଁରେ ବୁଧବାର ଘଟିଥିବା ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଗୁଜବ ଯୋଗୁଁ ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଟ୍ରେନରୁ ଡେଇଁ ପଡ଼ିଥିଲେ, ଯାହା ଫଳରେ ଅନ୍ୟ…
ଗିଜର ସଜାଡ଼ିବାକୁ ଯାଇ ମିସ୍ତ୍ରୀଙ୍କ ଜୀବନ ଗଲା
ବାଲେଶ୍ୱର,୨୩ା୧(ବାଞ୍ଛାନିଧି ଦେ): ବାଲେଶ୍ୱର ସହରରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ନିକଟ ହରିପୁର ଗ୍ରାମକୁ ଗିଜର ସଜା ଯାଇ ବିଦ୍ୟୁତ୍ ଆଘାତର ଶିକାର ହୋଇ ଜଣେ ମିସ୍ତ୍ରୀଙ୍କର ଜୀବନ ଯାଇଛି। ମୃତ ମିସ୍ତ୍ରୀ ହେଲେ…
ସମଲିଙ୍ଗୀ ବିବାହକୁ ମିଳିଲା ଆଇନର ମାନ୍ୟତା, ଥାଇଲ୍ୟାଣ୍ଡ ହେଲା ଏସିଆର ତୃତୀୟ ଦେଶ
ବ୍ୟାଙ୍କକ,୨୩।୧: ଗତବର୍ଷ ଥାଇଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବା ପରେ, ଏହା ଏବେ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି। ଥାଇଲ୍ୟାଣ୍ଡ ଏପରି କରିବାରେ ଦକ୍ଷିଣ-ପୂର୍ବ ଏସିଆର ପ୍ରଥମ ଦେଶ ହୋଇଥିଲା। ଗୁରୁବାର ଥାଇଲ୍ୟାଣ୍ଡରେ ଏକ ଗଣ ବିବାହରେ ବହୁ ସଂଖ୍ୟକ…
OLA-UBERକୁ ନୋଟିସ୍, ତୁରନ୍ତ ଜବାବ ରଖିବାକୁ ମନ୍ତ୍ରଣାଳୟ ଦେଲା ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୩ା୧: କେନ୍ଦ୍ର ସରକାର ଏକ ନୋଟିସ୍ ପଠାଇ OLA-UBERକୁ ଜବାବ ମାଗିଛନ୍ତି। କେନ୍ଦ୍ର ମନ୍ତ୍ରଣାଳୟ କହିଛି, ବିଭିନ୍ନ ଫୋନ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ଭିନ୍ନ ଭଡ଼ା କାହିଁକି ଦେଖାଯାଉଛି? କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି…
ଅଭିନେତାଙ୍କ ଚାଲିକୁ ଦେଖି ମହାରାଷ୍ଟ୍ରର ମନ୍ତ୍ରୀ କହିଲେ, ‘ସତରେ ସୈଫଙ୍କ ଉପରେ ଆକ୍ରମଣ ହୋଇଥିଲା ନା ସେ ନାଟକ କରୁଥିଲେ’
ମୁମ୍ବାଇ,୨୩।୧: ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେ ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପଚାରିଲେ ଯେ ଆକ୍ରମଣ ପ୍ରକୃତରେ ଘଟିଥିଲା ନା ସେମାନେ କେବଳ ଅଭିନୟ କରୁଥିଲେ। ସୂଚନାଯୋଗ୍ୟ, ସୈଫ ଅଲ୍ଲୀ ଖାନଙ୍କୁ ମଙ୍ଗଳବାର…
ବେକାରୀ ହ୍ରାସ ଉପରେ ଗୁରୁତ୍ୱ
ଅନୁଗୋଳ ଅଫିସ,୨୩ା୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବନ ବିଭାଗ ଦ୍ୱାରା ଏକ ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଛେଣ୍ଡିପଦା ରେଞ୍ଜରେ ଆୟୋଜନ କରାଯାଇଥିଲା। ଏଥିରେ ଆମ ଜଙ୍ଗଲ ଯୋଜନା, ଅଧୀନରେ ଜିଲା ନିଯୁକ୍ତି ବିନିମୟ, ଜନ…
Archives


