Home

‘ଆମକୁ ଆବଶ୍ୟକ ନାହିଁ ଆମେରିକାର ମଧ୍ୟସ୍ଥତା’, ଇରାନକୁ ଆଉ ଏକ ଚେତାବନୀ ଦେଲେ ନେତାନ୍ୟାହୁ, କହିଲେ…

ଜେରୁଜେଲମ,୨୦।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଇସ୍ରାଏଲ ଇରାନ ବିରୁଦ୍ଧରେ ସାମରିକ ଅଭିଯାନ ଜାରି ରଖିବା ପାଇଁ ଆମେରିକାର ସବୁଜ ସଙ୍କେତକୁ ଅପେକ୍ଷା କରିବ ନାହିଁ ଏବଂ ଇରାନର ସମସ୍ତ ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିବାକୁ…

ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ବଡ଼ ଦାବି କଲେ କ୍ୟାବିନ କ୍ରୁ, କହିଲେ ପ୍ରଥମରୁ ଆମେ ଚେତାବନୀ ଦେଇଥିଲୁ…

ନୂଆଦିଲ୍ଲୀ,୨୦।୬: ବିମାନ ଶିଳ୍ପ କର୍ମଚାରୀ ଗିଲ୍ଡର ମହାସଚିବ ଜର୍ଜ ଇବ୍ରାହିମ ଜୁନ ୧୨, ୨୦୨୫ରେ ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ AI171 (ଡ୍ରିମଲାଇନର୍‌ ବିମାନ B787/8 ସିରିଜ)ର ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀ ଏବଂ କକପିଟ ଏବଂ କ୍ୟାବିନ କ୍ରୁଙ୍କ…

ଶୁବମନ ଗିଲଙ୍କ ଉପରେ ଗମ୍ଭୀର ସଙ୍କଟ: ମାଡ଼ିଆସୁଛି ୩ ଅଦୃଶ୍ୟ ବିପଦ

ଲିଡ୍ସ,୨୦।୬: ଇଂଲଣ୍ଡରେ ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆର ଅଗ୍ନିପରୀକ୍ଷା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅବସର ପରେ, ଏଥର ଭାରତୀୟ ଦଳ ସମ୍ପୂର୍ଣ୍ଣ ନୂଆ ଭାବେ ପଡ଼ିଆରେ ଅବତରଣ କରିବ।…

ପ୍ରଧାନମନ୍ତ୍ରୀଙ୍କ ସିକ୍ରେଟ ଫୋନ କଲ ଲିକ୍‌, ୧୭ ମିନିଟ ଚକ୍କରରେ ଆସନ ଟଳମଳ

ବ୍ୟାଙ୍କକ,୨୦।୬: ଥାଇଲ୍ୟାଣ୍ଡରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ଗୁପ୍ତ ଫୋନ କଲ ଲିକ ହୋଇଛି। ଫଳରେ ତାଙ୍କ ପଦବୀ ବିପଦରେ ପଡ଼ିଛି। କେବଳ ତାଙ୍କ ପଦବୀ ନୁହେଁ, ସରକାର ମଧ୍ୟ ବିପଦରେ ଅଛି। ଏକ ବିପ୍ଳବର ସମ୍ଭାବନା…

ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର: ଭୟଭୀତ ନଦୀକୂଳିଆବାସୀ

ଭୋଗରାଇ,୨୦l୬(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ଉପରମୁଣ୍ଡାରେ ବର୍ଷା ଲାଗିରହିବାରୁ ସୁବର୍ଣ୍ଣରେଖାରେ ଚଳିତ ଋତୁରେ ପ୍ରଥମଥର ଜଳସ୍ତର ବୃଦ୍ଧି ପାଉଛି। ଝାଡ଼ଖଣ୍ଡ ଗାଲୁଡ଼ିହି ଜଳାଧାରରୁ ଆସିଥିବା ବର୍ଷାପାଣି ୮ଟି ଗେଟଦ୍ୱାରା ପ୍ରତି ସେକେଣ୍ଡରେ ୨ ଲକ୍ଷ ୪ହଜାର କ୍ୟୁସେକ ପାଣି ସୁବର୍ଣ୍ଣରେଖାକୁ ଛଡ଼ାଯିବାରୁ ହଟାତ…

ଇରାନ ବିରୋଧରେ ଲଢିବାକୁ ପ୍ରତିଦିନ ଏତିକି ଟଙ୍କା ଖର୍ଚ୍ଚ କରୁଛି ଇସ୍ରାଏଲ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜେରୁଜେଲମ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଗତ ୮ ଦିନ ଧରି ଯୁଦ୍ଧ ଚାଲିଛି। ଉଭୟ ଦେଶ ପରସ୍ପର ଉପରେ ମିଶାଇଲ୍‌, ଡ୍ରୋନ ଏବଂ ଲଢ଼ୁଆ ବିମାନ ସାହାଯ୍ୟରେ ଆକ୍ରମଣ କରୁଛନ୍ତି। ଇସ୍ରାଏଲ ଗାଜାରେ ହମାସ ସହିତ ଯୁଦ୍ଧ ଜାରି ରଖିଥିବା…

ପୁଅ କଥା କହି ଫସିଗଲେ ନେତାନ୍ୟାହୁ: ଘେରିଗଲେ ନିଜ ଦେଶର ଲୋକେ

ଜେରୁଜେଲମ,୨୦।୬:ଯୁଦ୍ଧ ଯୋଗୁ ଇସ୍ରାଏଲ ଏବଂ ଇରାନ ବହୁତ କ୍ଷତି ସହିଛି। କିନ୍ତୁ ଉଭୟ ଦେଶ ବର୍ତ୍ତମାନ ଥମିବାର ସ୍ଥିତିରେ ନ ଥିବା ପରି ମନେ ହେଉଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବୟାନ ଦେଇ ସମାଲୋଚନାର ଶିକାର ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ଅପରେଶନ ସିନ୍ଦୂରର ୪୫ ମିନିଟ ଭିତରେ ପାକିସ୍ତାନକୁ ୨୫ଥର ଫୋନ କରିଥିଲା ଏହି ବଡ଼ ମୁସଲମାନ ଦେଶ: ଡାର୍‌ ଖୋଲିଲେ ଗୁମର

ନୂଆଦିଲ୍ଲୀ,୨୦।୬: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ଏକ ସାକ୍ଷାତକାରରେ ବଡ଼ ଖୁଲାସା କରିଛନ୍ତି। ସେ ସ୍ବୀକାର କରିଛନ୍ତି, ଭାରତ ସେମାନଙ୍କର ଏୟାରବେସ ଧ୍ୱଂସ କରିଛି। ଯେତେବେଳେ ଭାରତୀୟ ସେନା ଆକ୍ରମଣ ଆରମ୍ଭ କରିଥିଲା। ପରବର୍ତ୍ତୀ ୪୫ମିନିଟ ମଧ୍ୟରେ ସାଉଦି ପ୍ରିନ୍ସ…

ଏଇ ଭାରତରେ

କେରଳର କାନ୍ନାପୁରମ୍‌ ଗାଁ ଆମ୍ବ ଉତ୍ପାଦନରେ ନାଁ କରିଛି। ଏହି ଗାଁରେ ୨୦୮ କିସମର ଆମ୍ବ ଫଳୁଛି। କାନ୍ନାପୁରମ୍‌ରେ ଥିଲା ଏକ ୨୦୦ ବର୍ଷର ଭେଲାଥାନ କିସମ ଆମ୍ବ ଗଛ । ଏହା ଅତ୍ୟନ୍ତ ସ୍ବାଦିଷ୍ଟ। କୌଣସି ପରିସ୍ଥିତିରେ ଜମି ମାଲିକ…

ଭିଡ଼କୁ ଭୟ କରୁଛନ୍ତି କି

ମାନୁ ମାଉସୀଙ୍କୁ ମୁଁ ପୁରୀ ରଥଯାତ୍ରା ଦେଖିଯିବାକୁ କହିଲି। ସେ ମନାକଲେ। କାରଣ ପଚାରିବାରୁ କହିଲେ- ମୁଁ ପିଲାବେଳେ ଥରେ ରଥଯାତ୍ରାକୁ ଯାଇଥିଲି। ଭିଡ଼ରେ ମତେ ଚାରିକଡ଼ୁ ଚାପିଦେଲେ। ସେହି ଦିନଠାରୁ ଭିଡ଼ ଦେଖିଲେ ମତେ ଡର ଲାଗେ। ମୁଁ କହିଲି…

ସିରିଆବାସୀଙ୍କ ଆଶା

ଅତ୍ୟଧିକ ତଥା ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି ଏକ ଶତାବ୍ଦୀ ପୂର୍ବର ଓ୍ବେମର ରିପବ୍ଲିକ୍‌ (ପ୍ରଥମ ବିଶ୍ୱଯୁଦ୍ଧ ପରେ ୧୯୧୮- ୩୩ ମଧ୍ୟରେ ଗଠିତ ଜର୍ମାନୀ) ପାଇଁ ବଡ଼ ସମସ୍ୟାର କାରଣ ପାଲଟିଥିଲା। ସେତେବେଳେ ଜର୍ମାନୀର ଅନେକ ନାଗରିକ ଯେଭଳି ଘର ଛାଡ଼ି ଚାଲିଯାଇଥିଲେ,…

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର, ୨୦ା୬(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ଭାଜପା ସରକାରର ବର୍ଷପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମୋଦି ରାଜ୍ୟ ଗସ୍ତ କାର୍ଯ୍ୟକ୍ରମ ରଖିଛନ୍ତି। ଅପରାହ୍ନ ୩ଟା ୪୦ ମିନିଟ୍‌ରେ ସେ ଭୁବନେଶ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri