ଭାରତକୁ ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ: ଯଦି ଏମିତି କରିବ ତେବେ…
ଓ୍ବାଶିଂଟନ୍,୩୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଚାଇନା ସମେତ ବ୍ରିକ୍ସ ଦେଶଗୁଡ଼ିକୁ ଧମକ ଦେଇଛନ୍ତି। ଟ୍ରମ୍ପ ଧମକପୂର୍ଣ୍ଣ ସ୍ବରରେ କହିଛନ୍ତି ଯେ ବ୍ରିକ୍ସ ଦେଶଗୁଡ଼ିକ ଜାଣିଯିବା ଉଚିତ ଯେ ସେମାନେ ଆମେରିକୀୟ ଡଲାରକୁ ବଦଳାଇ ପାରିବେ ନାହିଁ। ଯଦି…
ସିରିଆ ଉପରେ ଏୟାରଷ୍ଟ୍ରାଇକ୍ କଲା ଆମେରିକା
ୱାଶିଂଟନ,୩୧।୧: ସିରିଆରେ ଉପରେ ଆମେରିକା ଏୟାରଷ୍ଟ୍ରାଇକ୍ କରିଛି। ଏହି ଏୟାରଷ୍ଟ୍ରାଇକ୍ରେ ଅଲ-କାଏଦା ଆତଙ୍କବାଦୀ ମହମ୍ମଦ ସଲାହ ଅଲ-ଜାବିର ନିହତ ହୋଇନ୍ତି। ଉତ୍ତର-ପଶ୍ଚିମ ସିରିଆରେ ଏୟାରଷ୍ଟ୍ରାଇକ୍ ନେଇ ଆମେରିକୀୟ ସେନା କହିଛି ଯେ ସେମାନେ ଅଲ-କାଏଦା ସହିତ ଜଡିତ ଆତଙ୍କବାଦୀ ଗୋଷ୍ଠୀର ଜଣେ…
ପିଲାଙ୍କ ଡାଏଟ୍ ପ୍ଲାନ
ଜନ୍ମରୁ ପାଖାପାଖି ଗୋଟିଏ ବର୍ଷ ପର୍ଯ୍ୟନ୍ତ ଶିଶୁର ବିକାଶ ପାଇଁ ମାସ ଅନୁଯାୟୀ ଖାଦ୍ୟ ଦେବା ଅତ୍ୟନ୍ତ ଜରୁରୀ। ମନେରଖନ୍ତୁ ମା’କ୍ଷୀର ସହିତ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ପିଲାର ଶାରୀରିକ ଅଭିବୃଦ୍ଧି ଓ ବିକାଶ ପାଇଁ ଜରୁରୀ। ମା’କ୍ଷୀର ସହିତ ଅନ୍ୟ…
ଚାଇନାର ସନ୍ତାନ ଚିନ୍ତା
ଏକଦା ସର୍ବାଧିକ ଜନସଂଖ୍ୟାକୁ ନେଇ ଚିନ୍ତିତ ଥିବା ଚାଇନା ଏବେ ଦେଶରେ କ୍ରମାଗତ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତାରେ। ବିଶେଷକରି ଚାଇନାର ଯୁବବର୍ଗ ସେମାନଙ୍କ ଆର୍ଥିକ ସ୍ଥିତି,ବେରୋଜଗାର,ସମ୍ମାନଜନକ କର୍ମନିଯୁକ୍ତି ଓ ଭବିଷ୍ୟତ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ବେଳେ ପ୍ରେମ,…
କିଏ ସେହି ସନ୍ଥ ଯିଏ ମୋଦିଙ୍କୁ ରକ୍ତରେ ଲେଖିଲେ ଚିଠି
ପ୍ରୟାଗରାଜ,୩୧।୧: ଗୁରୁବାର ମହାକୁମ୍ଭରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଏକ ଚିଠି ଲେଖାଯାଇଥିଲା। ଏହି ଚିଠିଟି ରକ୍ତରେ ଲେଖାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଂଲାଦେଶ ଏବଂ ପାକିସ୍ତାନରେ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ଏହି ଚିଠିଟି…
ଜଳବାୟୁ ବିସ୍ଥାପନ ଓ ସ୍ବାସ୍ଥ୍ୟ ସଙ୍କଟ
ପ୍ରତିବର୍ଷ ବନ୍ୟା, ମରୁଡ଼ି, ବନାଗ୍ନି ଓ ବାତ୍ୟାରେ ୨୧.୫ ମିଲିୟନ ଲୋକ ବିସ୍ଥାପିତ ହେବାକୁ ବାଧ୍ୟ ହେଉଛନ୍ତି। ଏହି ସଂଖ୍ୟା ଆଗାମୀ ଦଶନ୍ଧିଗୁଡ଼ିକରେ ଅଧିକ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏପରିକି ୨୦୫୦ ସୁଦ୍ଧା ପାଖାପାଖି ୧.୨ ବିଲିୟନ ଲୋକ ଘର…
ରଣଜୀ ଟ୍ରଫି ଇତିହାସରେ ପ୍ରଥମଥର ଘଟିଲା ଏମିତି କିଛି, ଯାହା ପୂର୍ବରୁ କେବେ ହୋଇ ନ ଥିଲା
ମୁମ୍ବାଇ,୩୧।୧: ରଣଜୀ ଟ୍ରଫି ୨୦୨୪-୨୫ରେ ୩୦ ଜାନୁଆରୀରେ ମୁମ୍ବାଇ ଏବଂ ମେଘାଳୟ ମଧ୍ୟରେ ଆରମ୍ଭ ହୋଇଥିବା ଏକ ମ୍ୟାଚରେ ବଡ଼ ରେକର୍ଡ ସୃଷ୍ଟି ହୋଇଛି। ଯାହା ଏପର୍ଯ୍ୟନ୍ତ ଭାରତୀୟ ଘରୋଇ କ୍ରିକେଟ ଇତିହାସରେ କେବେ ହୋଇ ନ ଥିଲା। ଶରଦ ପାୱାର…
ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିରାଟ କୋହଲି
ନୂଆଦିଲ୍ଲୀ,୩୧।୧: ବିରାଟ କୋହଲି ଦୀର୍ଘ ୧୨ ବର୍ଷର ବ୍ୟବଧାନ ପରେ ରଣଜୀ ଟ୍ରଫିକୁ ଫେରିଛନ୍ତି। ଦିଲ୍ଲୀ ବନାମ ରେଳବାଇ ମ୍ୟାଚ ଜାନୁଆରୀ ୩୦ ତାରିଖରେ ଆରମ୍ଭ ହୋଇଛି। ରେଳବାଇ ପ୍ରଥମ ଇନିଂସରେ ୨୪୧ ରନରେ ଅଲଆଉଟ ହୋଇଥିଲା। ପ୍ରଥମ ଦିନର ଖେଳ…
କେନ୍ଦ୍ରୀୟ ବଜେଟ ଉପରେ ଟିକସଦାତାଙ୍କ ନଜର
ଭୁବନେଶ୍ୱର,୩୧ା୧(ଅନୁରାଧା ମହାରଣା): ୨୦୨୫ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ଏହି ବଜେଟ ଉପରେ ସମଗ୍ର ଦେଶର ନଜର ରହିଥିବାବେଳେ କରଦାତାମାନେ ଅନେକ ଆଶା ବାନ୍ଧିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରୁ ସରକାର ନୂତନ ଟିକସ ବ୍ୟବସ୍ଥାକୁ…
ଜେଏସ୍ଏଲ୍ର ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୩୧।୧: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏପରିକି ଚଳିତ ଆର୍ଥତ୍କ ବର୍ଷର ୩ୟ ତ୍ରୈମାସିକ ଆର୍ଥତ୍କ…
କାରଖାନା ସମ୍ପ୍ରସାରଣ କରିବ ପିପିଏଲ୍
ପାରାଦୀପ, ୩୧।୧(ଶରତ ରାଉତ): ଓଡ଼ିଶା ସରକାରଙ୍କ ସହ ପାରାଦୀପ ଫସ୍ଫେଟ୍ସ ଲିମିଟେଡ (ପିପିଏଲ୍) ନିକଟରେ ଏକ ନୂତନ ଚୁକ୍ତି ସ୍ବାକ୍ଷର କରିଛି। ଏପରିକି କମ୍ପାନୀ ଆଗାମୀ ଦିନରେ ଜଗତ୍ସିଂହପୁର ଜିଲାର ପାରାଦୀପ ଠାରେ ଥିବା କାରଖାନାର ସମ୍ପ୍ରସାରଣ ପାଇଁ ପ୍ରାୟ ୪…
ଗଣତନ୍ତ୍ର ଦିବସ ପରେଡ୍ରେ ୟୁପି ପ୍ରଥମ
ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡ୍ରେ ଉତ୍ତର ପ୍ରଦେଶ (ୟୁପି) ପ୍ରଥମ ସ୍ଥାନ ଅଧିକାର କରିଛି। ନୂଆଦିଲ୍ଲୀର ଜାତୀୟ ଥିଏଟରଠାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍ ପ୍ରଥମ ସ୍ଥାନ ଅଧିକାର କରିଥିବା…
Archives


