Home

‘ସଲିଟାୟାର ୱାନ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ,୩।୨: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ନୂତନ କଲେକ୍ସନ ‘ସଲିଟାୟାର ୱାନ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଯାହା ପ୍ରାକୃତିକ ହୀରାକୁ ନେଇ ଏକ ଉତ୍କୃଷ୍ଟ କଲେକ୍ସନ୍‌ ହୋଇଥିଲାବେଳେ ପ୍ରତ୍ୟେକଟି ଅନ୍ତର୍ଜାତୀୟ ପରୀକ୍ଷାଗାର ଦ୍ୱାରା ଏହା ପ୍ରମାଣିତ ହୋଇଛି। ଏପରିକି ବଲିଉଡ୍‌ ଆଇକନ୍‌…

ବଜାରରେ କିଆର ଅଲ୍‌ ନ୍ୟୁ ‘ସିରୋସ’

ଭୁବନେଶ୍ୱର,୩।୨: (ଅଭୟ ଦାଶ): କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ମଡେଲ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କିଆର ‘ଅଲ୍‌ ନ୍ୟୁ ସିରୋସ’ ବୈପ୍ଳବାମତ୍ିକ ଏସୟୁଭି ନିକଟରେ ଅନାବରଣ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତି ପ୍ରାପ୍ତ ଡିଲର ଗୁଗୁନାନୀ କିଆର ପଟିଆ ଶୋ’ରୁମ୍‌ରେ…

ସ୍ପର୍ଶର ପ୍ରତିଷ୍ଠା ଦିବସ ‘ଆରୋଗ୍ୟ ୨୦୨୫’

ଭୁବନେଶ୍ୱର,୩।୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ସ୍ପର୍ଶ ଗ୍ରୁପ୍‌ ଅଫ୍‌ ହସ୍ପିଟାଲ୍‌ର ୧୮ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ଆରୋଗ୍ୟ ୨୦୨୫’ ରବିବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ପାଳିତ ହୋଇଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ୍‌ ମୁଖ୍ୟ ଅତିଥି ଭାବେ…

ରୋମାଣ୍ଟିକ ଫିଲ୍ମ କରିବାକୁ ଚାହୁଁଛନ୍ତି ଜୟଦୀପ

ମୁମ୍ବାଇ: ଅଭିନେତା ଜୟଦୀପ ଅହଲାୱତ୍‌ଙ୍କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ଲାଗିରହିଛି। ବର୍ତ୍ତମାନ ସୁଦ୍ଧା ସେ କୌଣସି ରୋମାଣ୍ଟିକ ଫିଲ୍ମ କିମ୍ବା ରୋମାଣ୍ଟିକ ଚରିତ୍ରରେ କାର୍ଯ୍ୟ କରିନାହାନ୍ତି। ରୋମାଣ୍ଟିକ ଫିଲ୍ମ କରିବାକୁ ଚାହାନ୍ତି ନାହିଁ କି ବୋଲି ରବିବାର ଏକ ସାକ୍ଷାତ୍‌କାରରେ ଜୟଦୀପଙ୍କୁ…

ବିଶ୍ବର ଏକମାତ୍ର ଟେନ୍‌ ଷ୍ଟାର୍‌ ହୋଟେଲ

ଦୁବାଇ: ସାଉଦି ଆରବର ଦୁବାଇରେ ବିଶ୍ବର ଏକମାତ୍ର ଦଶ ତାରକା ହୋଟେଲ ‘ଜୁମିରା ବୁର୍ଜ ଅଲ ଆରବ’ ରହିଛି। ଦୁବାଇର ଏକ କୃତ୍ରିମ ଦ୍ୱୀପରେ ନିର୍ମିତ ଏହି ହୋଟେଲ ଅତ୍ୟନ୍ତ ବିଳାସପୂର୍ଣ୍ଣ ହୋଇଥିବା ବେଳେ ଏହାର ଆକାର ଏକ ଡଙ୍ଗା ପରି ରହିଛି।…

ସୁପ୍ରିମକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ,୩।୨(ପି.ଟି.): ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଗତ ମାସ ୨୯ ତାରିଖ ଅମୃତ ସ୍ନାନ ବେଳେ ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିବା ସହ ୬୦ ଜଣ ଆହତ ହୋଇଥିଲେ। ମେଳାରେ ଯୋଗଦେଉଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦିଷ୍ଟ…

କେନ୍‌ ମାର୍ଟିନ୍‌ ଆମେରିକା ଡେମୋକ୍ରାଟ୍‌ ନେତା ନିର୍ବାଚିତ

ଓ୍ବାଶିଂଟନ,୩।୨: ଆମେରିକାର ଡେମୋକ୍ରାଟ୍‌ମାନେ ୫୧ ବର୍ଷୀୟ ପ୍ରଗତିଶୀଳ ଆକ୍ଟିଭିଷ୍ଟ କେନ୍‌ ମାର୍ଟିନ୍‌ଙ୍କୁ ଶନିବାର ସେମାନଙ୍କ ନେତା ନିର୍ବାଚିତ କରିଛନ୍ତି। ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପରାଜିତ ହେବା ପରେ ସ୍ଥିତି ସୁଧାରିବା ପାଇଁ ମାର୍ଟିନ୍‌ ଦଳର ପୁନର୍ଗଠନ କରିବେ। ଏଥିସହିତ ରିପବ୍ଲିକାନ…

ବନ୍ଧୁତ୍ୱ ରକ୍ଷା କଲେ ଟ୍ରମ୍ପ! କାନାଡା-ମେକ୍ସିକୋକୁ ଦେଲେ ଝଟକା, ହେଲେ ତାଲିକାରେ ନାହିଁ ଭାରତ

ଓ୍ବାଶିଂଟନ,୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଶନିବାର ସାରୁ କାର୍ଯ୍ୟକାରୀ ହୋଇଛି। ଏହି ନିଷ୍ପତ୍ତି ସହିତ, ଆମେରିକା ଏବଂ ଏହି ଦେଶଗୁଡ଼ିକ…

ସଂସଦରେ ସ୍କ୍ରିନିଂ ହେବ ଜାପାନୀ ଫିଲ୍ମ, ଏକାଠି ବସି ଦେଖିବେ ଲୋକ ସଭା ବାଚସ୍ପତିଙ୍କ ସହ ଏମପି

ନୂଆଦିଲ୍ଲୀ,୨।୨: ସଂସଦ ଭବନରେ ପୂର୍ବରୁ ଅନେକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇସାରିଛି। ଏବେ ସଂସଦ ପରିସରରେ ଏକ ଜାପାନୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେବାକୁ ଯାଉଛି। ଏହି ଫିଲ୍ମଟି ଆଜିର ନୁହେଁ। ଏହି ଚଳଚ୍ଚିତ୍ରଟି ୧୯୯୩ ମସିହାରେ ମୁକ୍ତିଲାଭ କରିଥିଲା। ଖୁବ ଶୀଘ୍ର, ଏହି…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ

କେନ୍ଦୁଝର,୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଶିବନାରାୟଣପୁରଗୋଡ଼ା ଗ୍ରାମର ପ୍ରଧାନଶିକ୍ଷକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିବା…

କଂଗ୍ରେସରେ ଯୋଗ ଦେବେ ସଞ୍ଜୟ ରାଉତ? ନିତେଶ ରାଣେଙ୍କ ଦାବିକୁ ନେଇ ରାଜନୀତି ସରଗରମ

ମୁମ୍ବାଇ,୨।୨: ମହାରାଷ୍ଟ୍ରର ମନ୍ତ୍ରୀ ତଥା ଭାଜପା ବିଧାୟକ ନିତେଶ ରାଣେ ଶିବସେନାର ୟୁବିଟି ଏମପି ସଞ୍ଜୟ ରାଉତଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ସଞ୍ଜୟ ରାଉତ କଂଗ୍ରେସରେ ଯୋଗଦେବା ପାଇଁ ଦିଲ୍ଲୀର ଜଣେ ନେତାଙ୍କ ସହ…

ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ଶୁଣିଲେ ସ୍ବାସ୍ଥ୍ୟମନ୍ତ୍ରୀ, କହିଲେ ପୂର୍ବ ସରକାରରେ ଯାହା…

କେସିଙ୍ଗା,୨ା୨(ତୁମେଶ୍ୱର ସାହୁ): ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କଳାହାଣ୍ଡି ଜିଲା ଉତ୍କେଳା ଏୟାରଷ୍ଟ୍ରିପ୍‌ରେ ରବିବାର ଓହ୍ଲାଇ ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ କିଛି ସମୟ କେସିଙ୍ଗା ଏନ୍‌ଏସି ଗେଷ୍ଟ ହାଉସ୍‌ରେ ରହଣି ବେଳେ ନଗର ଭାଜପା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri