Posted inଫୁରସତ

ବିଶ୍ବର ଏକମାତ୍ର ଟେନ୍‌ ଷ୍ଟାର୍‌ ହୋଟେଲ

ଦୁବାଇ: ସାଉଦି ଆରବର ଦୁବାଇରେ ବିଶ୍ବର ଏକମାତ୍ର ଦଶ ତାରକା ହୋଟେଲ ‘ଜୁମିରା ବୁର୍ଜ ଅଲ ଆରବ’ ରହିଛି। ଦୁବାଇର ଏକ କୃତ୍ରିମ ଦ୍ୱୀପରେ ନିର୍ମିତ ଏହି ହୋଟେଲ ଅତ୍ୟନ୍ତ ବିଳାସପୂର୍ଣ୍ଣ ହୋଇଥିବା ବେଳେ ଏହାର ଆକାର ଏକ ଡଙ୍ଗା ପରି ରହିଛି। ଆର୍କିଟେକ୍ଟ ଟମ୍‌ ରାଇଟ୍‌ ଏହି ହୋଟେଲର ଡିଜାଇନ୍‌ କରିଥିଲେ। ୧୯୯୯ ମସିହାରେ ଏହି ହୋଟେଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ତେବେ ୩୨୧ ମିଟର ଉଚ୍ଚତାର ଏହି ହୋଟେଲ ବିଶ୍ବର ସବୁଠାରୁ ଉଚ୍ଚ ହୋଟେଲ ଭାବେ ମଧ୍ୟ ପରିଚିତ। ପିକ୍‌ ସିଜନରେ ବୁର୍ଜ ଅଲ୍‌ ଆରବ ହୋଟେଲରେ ଗୋଟିଏ ରାତ୍ରିଯାପନ ପାଇଁ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟ ଦେବାକୁ ପଡ଼ିଥାଏ। ତେଣୁ କେବଳ ଭିଆଇପି ଓ ସେଲିବ୍ରିଟିମାନେ ଏହି ହୋଟେଲରେ ଛୁଟି କଟାଇବାକୁ ଆସିଥାନ୍ତି। ଏହି ଅଲଟ୍ରା ବିଳାସପୂର୍ଣ୍ଣ ହୋଟେଲରେ ବୁକିଂ କରୁଥିବା ଲୋକଙ୍କୁ ଏକ ଘରୋଇ ଜେଟ୍‌ ଦ୍ୱାରା ସ୍ବାଗତ କରାଯାଇଥାଏ। ସେହିପରି ଅନେକ ବିଳାସପୂର୍ଣ୍ଣ ଯାନ ସେମାନଙ୍କୁ ପାଛୋଟି ନେବାକୁ ଆସିଥାନ୍ତି। ଏହି ହୋଟେଲର ଭିତର ଅଂଶ ୨୪ କ୍ୟାରେଟ୍‌ ସୁନା ପ୍ଲେଟ୍‌ରେ ନିର୍ମିତ। ସେହିପରି ‘ଜୁମିରା ବୁର୍ଜ ଅଲ ଆରବ’ରେ ଗ୍ରାହକମାନଙ୍କୁ ବିଶ୍ୱର ସର୍ବୋତ୍ତମ ଖାଦ୍ୟ ପରଷା ଯାଇଥାଏ। ଏହି ହୋଟେଲରେ ଏକ ଅଣ୍ଡର ୱାଟର ରେଷ୍ଟୁରାଣ୍ଟ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏତେ ମହିଳା ସାର୍ବଜନୀନ ସ୍ଥାନରେ ଶିଶୁଙ୍କୁ କରାନ୍ତି BreastFeeding, ସଂଖ୍ୟା ଜାଣିଲେ ଉଡିବ ହୋସ୍‌

ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଅଭିନେତ୍ରୀ ରାଧିକା ଆପ୍ଟେଙ୍କ ଏକ ଫଟୋ ଭାଇରାଲ ହେଉଛି। ଏକ ଓ୍ବାଶରୁମରେ ସେ ସ୍ତନରୁ କ୍ଷୀର ବାହାର...

ସାହସୀ ଝିଅ: ବିନା ଭୟରେ ଧରନ୍ତି ବିଷାକ୍ତ ସାପ, ଏପର୍ଯ୍ୟନ୍ତ ଧରି ସାରିଲେଣି…

ଜୟପୁର,୧୯ା୨: ରାଜସ୍ଥାନର ପୁଷ୍କରରେ ଜଣେ ସାହସୀ ଝିଅ ଅଛନ୍ତି, ଯିଏ ସାପକୁ ଭୟ କରନ୍ତି ନାହିଁ ବରଂ ସାପମାନଙ୍କ ସହ ଆରାମରେ ଖେଳିପାରନ୍ତି। ସାଧାରଣ ଲୋକମାନେ...

ଏଠି ମାଗଣାରେ ମିଳିବ ମଦ, ହ୍ୟାଙ୍ଗଓଭର ପାଇଁ ବି ଛୁଟି, କର୍ମଚାରୀଙ୍କୁ ଖୁସି କରିବାକୁ…

ଟୋକିଓ: ଜାପାନରେ କର୍ମଚାରୀ ସଂଖ୍ୟା ହ୍ରାସ ପାଉଥିବାରୁ, କମ୍ପାନୀଗୁଡ଼ିକ ଯୁବ କର୍ମଚାରୀଙ୍କୁ ଆକର୍ଷିତ କରିବା ପାଇଁ ଏକ ସୁନ୍ଦର ଉପାୟ ଖୋଜୁଛନ୍ତି। ରିପୋର୍ଟ ଅନୁଯାୟୀ, ବଡ଼...

Earth’s oxygen supply: ବୈଜ୍ଞାନିକ ଦେଲେ ଚେତାବନୀ, ଏହିଦିନ ପୃଥିବୀରୁ ସରିଯିବ ଅମ୍ଲଜାନ…

ସାରା ବିଶ୍ୱର ବୈଜ୍ଞାନିକମାନେ ପୃଥିବୀ ଛହା ଅନ୍ୟଗ୍ରହଗୁଡ଼ିକରୁ ଜୀବନ ଖୋଜିବା ପାଇଁ ଚେଷ୍ଟା କରୁଛନ୍ତି। ମଙ୍ଗଳ ଗ୍ରହରୁ ଚନ୍ଦ୍ର ପର୍ଯ୍ୟନ୍ତ ଗବେଷଣା ଜାରି ରହିଛି, କିନ୍ତୁ...

ଏଠି ୯୦ ବର୍ଷ ବୟରେ ପିତା ହୋଇପାରନ୍ତି ପୁରୁଷ

ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କ ଇଚ୍ଛା। ଅନ୍ୟପକ୍ଷରେ ଏମିତି ସୁନ୍ଦର ନାରୀଟିଏ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ମାତ୍ର ବୟସ ବଢ଼ିବା ସହିତ ଯୌବନ ଓ...

Viral Video: ଅରିଜିତ ସିଂଙ୍କ ଚାଲିଥିଲା Live Concert; ହଠାତ୍‌ ମଝିରେ ଆସିଲା ବାପାଙ୍କ ଭିଡିଓ କଲ୍‌,ପରେ ଯାହାହେଲା…

ବଲିଉଡ୍‌ର ପପୁଲାର ସିଙ୍ଗର ଅରିଜିତ ସିଂଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଲାଇଭ କନସର୍ଟ ମଝିରେ ତାଙ୍କ ବାପାଙ୍କ ଭିଡିଓ...

ଚର୍ଚ୍ଚାରେ RPF ରୀନା, ଯିଏ ଦେଖୁଛି ସିଏ କହୁଛି ମା’ ତୁଝେ ସଲାମ

ନୂଆଦିଲ୍ଲୀ,୧୮।୨: ନାରୀଟିଏ ଯେପରି ପଣ କରିଥାଏ, କିଛି ବି ପରିସ୍ଥିତି ଆସୁ ସେ ତାର ଦାୟିତ୍ୱକୁ ସୂଚାରୁ ରୂପରେ ତୁଲାଇବ। ମା’ ହୋଇ ତା’ ପଣତ...

ବାର୍ଥ ଡେ ୱିଶ୍‌: ଜେଲ ଗଲେ ୧୦୪ ବର୍ଷୀୟା

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କସ୍ଥିତ ଜେନେସିଓ ଠାରେ ଥିବା ଆଭୋନ୍‌ ନର୍ସିଂ ହୋମ୍‌ରେ ରହୁଥିବା ଜଣେ ୧୦୪ ବର୍ଷୀୟା ମହିଳା ଲୋରେଟା ଚାମ୍‌ୱରଲେନଙ୍କୁ ୨ ଦିନ ପାଇଁ ନିକଟସ୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri