ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ପ୍ରକ୍ରିୟା ଆରମ୍ଭ: ଭୋଟରଙ୍କୁ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଭୋଟଦାନ ସନ୍ଧ୍ୟା ୫ଟାରେ ଶେଷ ହେବ କିନ୍ତୁ ଧାଡ଼ିରେ ଅପେକ୍ଷା କରିଥିବା ଲୋକମାନେ ସନ୍ଧ୍ୟା ୫ଟା ପରେ ମଧ୍ୟ ଭୋଟ ଦେଇପାରିବେ। ନିର୍ବାଚନ କମିଶନ ନିର୍ବାଚନ ପାଇଁ…
ଘରେ ଆକ୍ୱାରିୟମ୍ ରଖିଛନ୍ତି ? ଜାଣିନିଅନ୍ତୁ ଏସବୁ ବାସ୍ତୁ ନିୟମ, ନଚେତ…
ଆକ୍ୱାରିୟମ୍ରେ ମାଛ ଖୁସିରେ ପହଁରୁଥିବାର ଦେଖିଲେ ଭାରାକ୍ରାନ୍ତ ମନକୁ ଖୁବ୍ ଶାନ୍ତି ମିଳିଥାଏ। କୁହାଯାଏ, ମାଛମାନେ ଯେମିତି ଚଳଚଞ୍ଚଳ, ସେମାନଙ୍କୁ ଘରେ ରଖିଲେ ଘରର ବାତାବରଣ ବି କୁଆଡ଼େ ସେମିତି ହୋଇଯାଏ। ତେବେ ଏଥିପାଇଁ ବାସ୍ତୁଶାସ୍ତ୍ରରେ କ’ଣ ସବୁ ନିୟମ ରହିଛି…
‘ରୂପ ଦେଖିବେ ନା ଗୁଣ’, କିଭଳି ବାଛିବେ ନିଜର ଜୀବନସାଥୀ…
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ ଜ୍ଞାନକୁ ଲୋକେ ଜୀବନରେ ଗ୍ରହଣ କରି ଆସୁଛନ୍ତି। କାରଣ ଏହା ଜୀବନକୁ ସରଳ ଓ…
ପ୍ରିୟଙ୍କାଙ୍କ ଭାଇଙ୍କ ହୃଦୟ ଚୋରି କରିଥିବା ଲଳନାଜଣଙ୍କ କିଏ? ବିବାହକୁ ନେଇ…
ମୁମ୍ବାଇ: ବିବାହ କରିବାକୁ ଯାଉଛନ୍ତି ଗ୍ଲୋବାଲ୍ ଷ୍ଟାର ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ। ଏଥିରେ ଯୋଗଦେବାକୁ ଅଭିନେତ୍ରୀ ଭାରତ ଆସିଛନ୍ତି। ସିଦ୍ଧାର୍ଥ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୀଲମ ଚୋପ୍ରାଙ୍କ ହାତ ଧରିବେ। ଏମିତିରେ ଆସନ୍ତୁ ଜାଣିବା ନୀଲମଙ୍କ ବିଷୟରେ…
ଚୁପ୍ଚାପ୍ ଜସପ୍ରିତ ବୁମ୍ରାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରୁ ହଟାଇଦେଲା BCCI, ଚମକାଇଲା ନିଷ୍ପତ୍ତି
ନୂଆଦିଲ୍ଲୀ,୪।୨: ଇଂଲଣ୍ଡ ବିପକ୍ଷ ଆଗାମୀ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଖେଳିବେ ନାହିଁ ଜସପ୍ରିତ ବୁମ୍ରା। କାରଣ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ତାଙ୍କୁ ଚୁପ୍ଚାପ ୧୬ ସଦସ୍ୟ ବିଶିଷ୍ଟ ଟିମ୍ରୁ ବାଦ୍ ଦେଇଛି। ମଙ୍ଗଳବାର ବିସିସିଆଇ ପକ୍ଷରୁ ଏନେଇ…
PM Modi Mahakumbh: ଆସନ୍ତାକାଲି ମହାକୁମ୍ଭ ଯିବେ ପ୍ରଧାନମନ୍ତ୍ରୀ ମୋଦି, ୧୧ଟାରେ ସଙ୍ଗମରେ କରିବେ ସ୍ନାନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ,୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାf ବୁଧବାର (୫ ଫେବୃଆରୀ ୨୦୨୫) ମହାକୁମ୍ଭ ସ୍ନାନ ପାଇଁ ଯିବେ। ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜରେ ପହଞ୍ଚିବେ, ତା’ପରେ ସେ ସଙ୍ଗମରେ ସ୍ନାନ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର…
କିଷାନ କ୍ରେଡିଟ୍ କାର୍ଡରୁ ଏବେ ମିଳିବ ୫ ଲକ୍ଷର ଋଣ, ଦେବାକୁ ପଡ଼ିବ ଏତିକି ସୁଧ, ନ ଥିଲେ ଏଭଳି କରିନିଅନ୍ତୁ କାର୍ଡ…
ନୂଆଦିଲ୍ଲୀ,୪।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୨୦୨୫ ପହିଲାରେ ସଂସଦରେ ବଜେଟ ୨୦୨୫-୨୬ ଉପସ୍ଥାପନ କରିଥିଲେ। ଏହି ବଜେଟରେ କରାଯାଇଥିବା ପ୍ରମୁଖ ଘୋଷଣାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କିଷାନ କ୍ରେଡିଟ କାର୍ଡର ସୀମା ବୃଦ୍ଧି। ପୂର୍ବରୁ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ…
ଭ୍ୟାଲେଣ୍ଟାଇନ୍ ସପ୍ତାହରେ ରାଷ୍ଟ୍ରପତି ଭବନରେ ହେବ ବିବାହ, ସେ ବି ପ୍ରଥମ ଥର ଲାଗି…ଜାଣନ୍ତୁ ବରବଧୂ କିଏ?
ନୂଆଦିଲ୍ଲୀ,୪।୨: ସ୍ବାଧୀନତା ପରେ ପ୍ରଥମ ଥର ପାଇଁ, ଭାରତର ରାଷ୍ଟ୍ରପତି ଭବନରେ ଶାହାନାଇ ଶବ୍ଦ ପ୍ରତିଧ୍ୱନିତ ହେବାକୁ ଯାଉଛି। କାରଣ ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ନିୟୋଜିତ ପିଏସ୍ଓ ପୁନମ୍ ଗୁପ୍ତା ଏବଂ ସିଆର୍ପିଏଫ୍ ଅଧିକାରୀ ଅବନୀଶ ସିଂହଙ୍କୁ ରାଇସିନା ହିଲ୍ସରେ ଥିବା…
ହଜିଯାଇଛି କି Aadhaar ନମ୍ବର? ଜାଣନ୍ତୁ ଅନ୍ଲାଇନ୍ -ଅଫ୍ଲାଇନ୍ରେ ବାହାର କରିବାର ସବୁଠାରୁ ସହଜ ଉପାୟ
ନୂଆଦିଲ୍ଲୀ,୪।୨: ବର୍ତ୍ତମାନ ସମୟରେ ଆଧାର କାର୍ଡ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ପାଲଟିଛି। ଏହା ବ୍ୟାଙ୍କିଙ୍ଗ, ସିମ୍ କାର୍ଡ, ସରକାରୀ ଯୋଜନା ଏବଂ ଅନ୍ୟାନ୍ୟ ସେବା ପାଇଁ ଆବଶ୍ୟକ। କିନ୍ତୁ ଯଦି ଆପଣ ଆପଣଙ୍କର ଆଧାର ନମ୍ବର…
ଏହି ମହିଳାଙ୍କଠାରେ ହୃଦରୋଗର ଆଶଙ୍କା ଦ୍ୱିଗୁଣିତ
ଯମଜ ସନ୍ତାନ ଜନ୍ମ କରୁଥିବା ମହିଳାମାନଙ୍କ ହୃଦରୋଗର ଆଶଙ୍କା ଦ୍ୱିଗୁଣିତ ଥାଏ। ଯମଜ ସନ୍ତାନଙ୍କ ଉପରେ ହୋଇଥିବା ଏକ ସାମ୍ପ୍ରତିକ ଅଧ୍ୟୟନରୁ ଏହା ଜଣାପଡିଛି। ଗୋଟିଏ ସନ୍ତାନକୁ ଜନ୍ମ ଦେଉଥିବା ମହିଳାମାନେ ଏହି ବିପଦରୁ ବହୁତ ଦୂରରେ ଥାଆନ୍ତି। ୟୁରୋପୀୟ ହାର୍ଟ…
ପୁଣି ଆରସିବିର ଅଧିନାୟକ ହେବେ କି କୋହଲି: ଆସିଲା ବଡ଼ ଅପ୍ଡେଟ୍
ବେଙ୍ଗାଲୁରୁ,୪।୨: ବିରାଟ କୋହଲି ଆଇପିଏଲରେ ଦୀର୍ଘ ସମୟ ଧରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ଥିଲେ। ବିରାଟ କୋହଲିଙ୍କ ପରେ, ଫାଫ ଡୁ ପ୍ଲେସିସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକତ୍ୱ ଗ୍ରହଣ କରିଥିଲେ। କିନ୍ତୁ ଏବେ ଫ୍ରାଞ୍ଚାଇଜ ଦକ୍ଷିଣ ଆଫ୍ରିକୀୟ କିମ୍ବଦନ୍ତୀଙ୍କୁ…
ଖୁସିରେ ବିଭୋର ମୁଖ୍ୟମନ୍ତ୍ରୀ: ପୁଣି କୁନୋ ଜାତୀୟ ଉଦ୍ୟାନରେ ଜନ୍ମ ନେଲେ ୨ ଚିତା ଛୁଆ
ନୂଆଦିଲ୍ଲୀ,୪।୨: ପୁଣି କୁନୋ ଜାତୀୟ ଉଦ୍ୟାନରେ ଖେଳିଯାଇଛି ଖୁସିର ମାହୋଲ। ଏଠାରେ ୨ଟି ଚିତା ଛୁଆ ଜନ୍ମ ନେଇଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ମଧ୍ୟପ୍ରଦେଶରେ ଚିତାଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଚିତାଙ୍କ ସଂଖ୍ୟା ବୃଦ୍ଧି ସହିତ,…
Archives


