Home

ବାଦଲ ଫଟା ବର୍ଷାରେ ପୁଣି ଅସ୍ତବ୍ୟସ୍ତ ଜୀବନ, ଦବିଗଲା ଗାଡ଼ି, ୨ ନିଖୋଜ, ସ୍କୁଲ ବନ୍ଦ

ଉତ୍ତରକାଶୀ,୨୩।୮: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ବାଦଲ ଫାଟିବା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଥରାଲି ତହସିଲର ତୁନିର ଗାଡେରାରେ ବାଦଲ ଫଟା ବର୍ଷା ହୋଇଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ବାଦଲ ଫାଟିବା ଯୋଗୁ ଥରାଲି ବଜାର, କୋଟଦୀପ, ତହସିଲ ଥରାଲି…

କେଉଁ କୁକୁର ହିଂସ୍ର, କେଉଁଟା ନୁହେଁ, ଜାଣନ୍ତୁ ସେମାନଙ୍କୁ କିପରି କରିବେ ଚିହ୍ନଟ

ନୂଆଦିଲ୍ଲୀ,୨୩ା୮: ସୁପ୍ରିମକୋର୍ଟ ବୁଲା କୁକୁର, ବିଶେଷକରି ପାଗଳ କିମ୍ବା ହିଂସ୍ର କୁକୁରଙ୍କ ମୁକାବିଲା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି କୁକୁରମାନଙ୍କୁ ବନ୍ଧ୍ୟାକରଣ, କୃମିନାଶକ ଏବଂ ଟିକାକରଣ ପରେ ସେହି ଅଞ୍ଚଳରେ ଫେରାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ…

ବନ୍ଧାହେଲେ କୋଟିପତି ବାବୁ: ୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗ

କଟକ,୨୩।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି। ଭିଜିଲାନ୍ସର…

ଗୁଜବର ଅନ୍ତ, କୋହଲି-ରୋହିତଙ୍କ ଅବସରକୁ ନେଇ BCCI ଦେଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୨୩।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୫ ସମୟରେ, ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏବେ ଏହି ଉଭୟ ଖେଳାଳିଙ୍କ ଦିନିକିଆରୁ ମଧ୍ୟ ଅବସର…

ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ଦଳରୁ ବିଦା ହେଲେ…

ନୂଆଦିଲ୍ଲୀ,୨୩।୮: ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା ଲାଗିଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ୧୫ ବର୍ଷ ଧରି ଦଳ ସହିତ ଜଡିତ ଥିବା ଜଣେ ସପୋର୍ଟ ଷ୍ଟାଫ୍‌ଙ୍କୁ ବହିଷ୍କାର କରିଛି। ବୋର୍ଡ ତାଙ୍କ ଚୁକ୍ତିକୁ ବୃଦ୍ଧି…

କଫି ଉଦ୍ୟାନ ବୁଲି ଦେଖିଲେ ସ୍ବତନ୍ତ୍ର ସଚିବ: ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜିଲାକୁ ୨ ଦିନିଆ ଗସ୍ତରେ ଆସିଥିଲେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ତେମଜେନ ଓୱାପାଙ୍ଗ ଏଓ। ପ୍ରଥମ ଦିନ ଗୁରୁବାର ସେ ଜିଲାର ଥୁଆମୂଳ ରାମପୁର ବ୍ଲକ୍‌ର ସାଇସୁରନିସ୍ଥିତ ଉପ ସ୍ବାସ୍ଥ୍ୟ…

ଜଙ୍ଗଲ ଛାଡ଼ି ଏବେ ସହରରେ ପଶିଲେ ଦନ୍ତା ହାତୀ: ଭୟଭୀତ ଲୋକେ

ଜି.ଉଦୟଗିରି, ୨୩।୮(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ଜଙ୍ଗଲ ନିକଟ ବର୍ତ୍ତି ଗାଁ ଗୁଡ଼ିକରେ ଉପଦ୍ରବ କରି ୩ ମଣିଷ,୧୦ରୁ ଉର୍ଦ୍ଧ୍ୱ ଗାଈ ମାରିଥିବାବେଳେ ୨୨ ତାରିଖ ପ୍ରାୟ ରାତି ୨ଟା ହେବ ସ୍ଥାନୀୟ ଧବଳେଶ୍ୱର ମନ୍ଦିରର ନିକଟରେ…

୧୦ ଶ୍ରେଣୀ ଛାତ୍ରୀଙ୍କୁ ଆଇ ଲଭ୍‌ ୟୁ କହୁଥିଲେ ଟ୍ୟୁସନ୍‌ ଶିକ୍ଷକ: ଶେଷରେ ଘଟିଲା…

ମାର୍ଶାଘାଇ, ୨୩ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ପାଠପଢ଼ା ଆଳରେ ନାବାଳିକା ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେବା ଜଣେ ଟିଉଶନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ଥାନାରେ ନାବାଳିକା ଛାତ୍ରୀଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ…

ସରକାରଙ୍କ ବଡ଼ ଘୋଷଣା: ଏହି ଦିନ ଛୁଟି ରହିବ ସରକାରୀ ଅଫିସ୍‌!

ଭୁବନେଶ୍ୱର,୨୩ା୮(ରବିନାରାୟଣ ଜେନା):ପ୍ରତିବର୍ଷ ପଶ୍ଚିମ ଓଡ଼ିଶାର ନୂଆଁଖାଇ ପରଦିନ ସରକାରୀ ଛୁଟି ଲାଗି ଦାବି ହୋଇ ଆସୁଥିଲା। ଏପରି କି ପୂର୍ବ ବର୍ଷଗୁଡ଼ିକରେ ଭାଜପା ବିରୋଧୀଦଳରେ ଥିବାବେଳେ ଏହି ଦିନକୁ ସରକାରୀ ଛୁଟିି ପାଇଁ ଅଡ଼ି ବସିଥିଲା। ହେଲେ ତାହା ସମ୍ଭବ ହୋଇପାରୁ…

ବିଦ୍ୟୁତ୍‌ ଭିତ୍ତିଭୂମି ସୁଦୃଢ଼ ପାଇଁ ୨ ପ୍ରକଳ୍ପ କାର୍ଯ୍ୟକ୍ଷମ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ):ଗ୍ରାମୀଣ ଏବଂ ଶିଳ୍ପକ୍ଷେତ୍ର ଲାଗି ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଦିଗରେ ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ପକ୍ଷରୁ ବରଗଡ଼ ଜିଲାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ୍‌ ଭିତ୍ତିଭୂମି ପ୍ରକଳ୍ପ ସଫଳତାର ସହ ସମାପ୍ତ ହୋଇ…

୪୦% ମୁଖ୍ୟମନ୍ତ୍ରୀଙ୍କ ନାଁରେ ଆପରାଧିକ ମାମଲା: ଜାଣନ୍ତୁ କିଏ ଅଛନ୍ତି ଆଗରେ

ନୂଆଦିଲ୍ଲୀ,୨୩ା୮:ଦେଶର ୪୦ ପ୍ରତିଶତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବାବେଳେ ୩୩% ମୁଖ୍ୟମନ୍ତ୍ରୀ ସେମାନଙ୍କ ନାଁରେ ହତ୍ୟା ଉଦ୍ୟମ ଭଳି ଗମ୍ଭୀର ମାମଲା ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଏନ୍‌ଜିଓ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌)…

ଲର୍ଡ ସ୍ବରାଜ ପଲ୍‌ଙ୍କ ପରଲୋକ: ଭାରତ-ବ୍ରିଟେନ୍‌ ସମ୍ପର୍କର ଥିଲେ ସେତୁ

ଲଣ୍ଡନ/ନୂଆଦିଲ୍ଲୀ,୨୩ା୮(ପି.ଟି.):ଏନ୍‌ଆର୍‌ଆଇ ଶିଳ୍ପପତି ଲର୍ଡ ସ୍ବରାଜ ପଲ୍‌ଙ୍କ ଗୁରୁବାର ସନ୍ଧ୍ୟାରେ ଲଣ୍ଡନ୍‌ରେ ପରଲୋକ ହୋଇଯାଇଛି। ଏହି ୯୪ ବର୍ଷୀୟ ପରୋପକାରୀ ଉଦ୍ୟୋକ୍ତା ତଥା ବ୍ରିଟେନ୍‌ର କାପାରୋ ଗ୍ରୁପ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ ପ୍ରତିଷ୍ଠାତା କିଛିଦିନ ହେଲା ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?