Home

ଗାଡ଼ି ଅଟକାଇ ଖାଦ୍ୟ ମାଗୁଛି ହାତୀ

କଲମ୍ବୋ: ଗତ କିଛିଦିନ ହେବ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ ହାତୀ ରାସ୍ତା ଦେଇ ଯାଉଥିବା କାର୍‌, ବସ୍‌ ଏବଂ ବଡ଼ ଯାନବାହନଗୁଡ଼ିକୁ ଅଟକାଇ ସେମାନଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ମାଗୁଛି। ଶ୍ରୀଲଙ୍କାର ବୁଟ୍ଟାଲା-କାଟାରାଗାମା ରାସ୍ତାରେ ଏହି ବିଶାଳ…

ଯୁଦ୍ଧ ଅପରାଧରେ ଆଇନର ସମ୍ମୁଖୀନ ହେବେ ଅସାଦ

ତେହେରାନ୍‌,୧୦ା୧୨: ସିରିଆରେ ବିଦ୍ରୋହୀମାନେ ରାଜଧାନୀ ଡମାସ୍‌କସ୍‌କୁ ଅକ୍ତିଆର କରିବା ସହ ରାଷ୍ଟ୍ରପତି ବଶର ଅଲ୍‌-ଅସାଦଙ୍କୁ କ୍ଷମତାଚ୍ୟୁତ କରିଛନ୍ତି। ଯୁଦ୍ଧ ଅପରାଧ ମାମଲାରେ ଅସାଦ ଓ ସିରିଆର ଅନ୍ୟ ଶୀର୍ଷ ଅଧିକାରୀମାନେ ବିଚାରର ସମ୍ମୁଖୀନ ହେବେ ବୋଲି ଜାତିସଂଘ ମାନବାଧିକାର ମୁଖ୍ୟ ଭୋଲକର ତୁର୍କ…

ଭାରତକୁ ଏପରି ଯୁଦ୍ଧ ଜାହାଜ ଦେଲା ରୁଷିଆ: ଆଖି ପିଛୁଳାକେ ଧ୍ୱଂସ ହେବେ ଶତ୍ରୁ!

ଭାରତୀୟ ନୌସେନା ପାଇଁ ରୁଷିଆ ନିର୍ମିତ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ତୁଶିଲ୍‌(INS Tushil) ସୋମବାର ରୁଷିଆର ଉପକୂଳବର୍ତ୍ତୀ ସହର କାଲିନଗ୍ରାଡରେ କାର୍ଯ୍ୟକ୍ଷମ ହୋଇଛି। ଏହି ଯୁଦ୍ଧ ଜାହାଜର କମିଶନ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ନୌସେନା ମୁଖ୍ୟ ଆଡମିରାଲ ଦୀନେଶ…

ପାଟପୁର ଥାନାରେ ନୂତନ ଥାନାଧିକାରୀ: ମଙ୍ଗଳବାର ନେବେ ଦାୟିତ୍ୱ

ଦିଗପହଣ୍ଡି,୯।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ପୋଲିସ ଜିଲା ଅଧୀନ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କୁ ଚମାଖଣ୍ଡି ଥାନାଧିକାରୀ ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଜିଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଦୀପ୍ତି ରଞ୍ଜନ ବେହେରାଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି ।ଦୀପ୍ତି…

୧୮ ବିଧାୟକଙ୍କ ଟିକେଟ କାଟିଲା ଆପ୍‌

ନୂଆଦିଲ୍ଲୀ, ୯।୧୨:ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ୨୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଦଳ ୧୮ ଜଣ ବିଧାୟକଙ୍କର ଟିକେଟ କାଟିଥିବାବେଳେ ୨ ଜଣ ବିଧାୟକଙ୍କର ଆସନ ବଦଳାଇଛି।…

ଗଛରେ ଗାମୁଛା ଦେଇ ଝୁଲିପଡ଼ିଲେ ଯୁବକ: ବାପା ଦେଖିବାରୁ…

ଲାଞ୍ଜିଗଡ଼,୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଧୌଂରାଭଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଗାଁର ଜଳଧର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ପୁଅ ଟିକେରାମ ପାତ୍ର (୨୧) କୌଣସି କାରଣକୁ…

କିଏ ସେହି ସଞ୍ଜୟ ମାଲହୋତ୍ରା, ଯିଏ ହେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଗାମୀ ଗଭର୍ନର

ନୂଆଦିଲ୍ଲୀ,୯ା୧୨:କେନ୍ଦ୍ର ସରକାର ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରାଙ୍କୁ ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୬ତମ ଗଭର୍ନର ନିଯୁକ୍ତ କରିଛନ୍ତି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ମାଲହୋତ୍ରାଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି। ସେ ବୁଧବାରଠାରୁ କାର୍ଯ୍ୟଭାର ଗ୍ରହଣ କରିବା ସହ…

ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଉଦ୍‌ବେଗ ଜଣାଇଲା ଭାରତ

ଢାକା,୯ା୧୨(ପି.ଟି.):ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ନିରାପତ୍ତାକୁ ନେଇ ଭାରତ ସୋମବାର ଚିନ୍ତାବ୍ୟକ୍ତ କରିଛି। ପଡୋଶୀଙ୍କ ସହ ସକାରାତ୍ମକ, ଗଠନମୂଳକ ଏବଂ ପରସ୍ପର ଲାଭକାରୀ ସମ୍ପର୍କ ଭାରତ ଚାହେଁ। ଢାକାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବହିର୍ବ୍ୟାପାର ସଚିବ ବିକ୍ରମ ମିସ୍ରି ଏହା କହିଛନ୍ତି। ଅଗଷ୍ଟ…

ବିନା ସୂଚନା ଫଳକରେ ଚାଲିଛି ଓଏଭି ଛାତ୍ରାବାସ କୋଠା: ନିମ୍ନମାନର ସାମଗ୍ରୀ ବ୍ୟବହାର ଅଭିଯୋଗ

ଥୁଆମୂଳ ରାମପୁର,୯ା୧୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଛାତ୍ରାବାସ କୋଠା ନିର୍ମାଣ ଚାଲିଛି। ବିନା ସୂଚନା ଫଳକରେ ଏହି ପ୍ରକଳ୍ପ କାମ ଚାଲିଥିବାବେଳେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି।…

ଅବଧି ସରିଲା, ପୋଲ-ରାସ୍ତା ନିର୍ମାଣ ଅଧାପନ୍ତରିଆ : ବଢୁଛି ଜନଅସନ୍ତୋଷ

ଥୁଆମୂଳ ରାମପୁର,୯।୧୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଥୁଆମୁଳ ରାମପୁର ବ୍ଳକ ଅଧିନରେ ଥିବା ସିନ୍ଧିପଦର ଗ୍ରାମପଞ୍ଚାୟତ ତଥା (ଆଦର୍ଶ ଗ୍ରାମପଞ୍ଚାୟତ)ର ମୁଖ୍ୟ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଜନ, କଳାହାଣ୍ଡି, ଭବାନୀପାଟଣା ଦ୍ବାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇ ନିର୍ମାଣ କରାଯାଉଥିବା ସଡକ…

୩ ଦିନ ହେଲା ଅଟକି ରହିଛି ଭାରୀଯାନ: ଗୁଗଲ ମ୍ୟାପ ଦେଖି ଫସିଲା ଗାଡି

ଦାରିଙ୍ଗବାଡି, ୯।୧୨ (ଅରୁଣ ସାହୁ):ଗତ ୩ ଦିନ ହେଲା ଏକ ଭାରୀଯାନ ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିରେ ଅଟକି ରହିଛି। ଫଳରେ ଉକ୍ତ ରାସ୍ତା ଦେଇ ଗାଡି ଚଳାଚଳରେ ସମସ୍ୟା ଦେଖାଯାଇଛି। ପ୍ରକାଶ ଯେ, ଶନିବାର ଏକ ଚାଉଳ ବୋଝେଇ…

ପଡ଼ିଆରେ ଝଗଡା କରି ସିରାଜ-ହେଡ୍‌ଙ୍କୁ ପଡ଼ିଲା ମହଙ୍ଗା: ଲାଗିଲା ଜୋରିମନା

ଆଡିଲେଡ,୯।୧୨: ଆଡିଲେଡ ଟେଷ୍ଟ ସମୟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗି ରହିଥିଲା। ହେଡଙ୍କୁ ଆଉଟ୍‌ କରିବା ପରେ ସିରାଜ ଆକ୍ରମଣାତ୍ମକ ଶୈଳୀ ପ୍ରଦର୍ଶନ କରିଥିଲେ। ହେଡ୍‌ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri