ଭାରତକୁ ସମର୍ଥନ କଲା ପାକିସ୍ତାନ! ଟ୍ରମ୍ପଙ୍କୁ ନେଇ କହିଦେଲା ବଡ଼କଥା…
ଇସଲାମବାଦ,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ବିଶ୍ୱ ରାଜନୀତିରେ ଏକ ନୂତନ ମେଣ୍ଟ ସୃଷ୍ଟି ହେବା ଆରମ୍ଭ ହୋଇଛି। ଆତଙ୍କବାଦୀଙ୍କ ପାଇଁ ଆଶ୍ରୟସ୍ଥଳୀ ପାକିସ୍ତାନ ନୂତନ ମେଣ୍ଟରେ କୌଣସି ସ୍ଥାନରେ…
ଧ୍ୱଂସ ପାଇଯିବ ଆମେରିକା! ଟ୍ରମ୍ପ ଏବେ କରିବେ କ’ଣ?
ଓ୍ବାଶିଂଟନ,୩୦।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ଅନେକ ଦେଶ ଉପରେ ଟାରିଫ୍ ଲାଗୁ କରିଛନ୍ତି। ସମ୍ପ୍ରତି ଭାରତ ଉପରେ ମଧ୍ୟ ୫୦ ପ୍ରତିଶତ ଟାରିଫ୍ ଲାଗୁ କରାଯାଇଛି। ଏବେ ଏହି ଟାରିଫ୍ ବିବାଦ ଆମେରିକାର କୋର୍ଟରେ ପହଞ୍ଚିଛି। କୋର୍ଟ ଏହାକୁ…
୭ ବର୍ଷ ପରେ ନିଖୋଜ ସ୍ବାମୀଙ୍କୁ ରିଲ୍ସରେ ଅନ୍ୟ ଜଣେ ମହିଳାଙ୍କ ସହ ଦେଖିଲେ ସ୍ତ୍ରୀ: ଆଉ ତା’ପରେ…
ଲକ୍ଷ୍ନୌ,୩୦।୮: ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସୋସିଆଲ ମିଡିଆରେ ରିଲ୍ସ ଦେଖି ୭ ବର୍ଷ ଧରି ନିଖୋଜ ତାଙ୍କ ସ୍ବାମୀଙ୍କ ବିଷୟରେ ଜାଣିବାକୁ ପାଇଛନ୍ତି। ତାଙ୍କ ସ୍ବାମୀ ଅନ୍ୟ ମହିଳାଙ୍କ…
ଭାରତ-ଚାଇନା ମିଶି ନେଲେ ବଡ଼ ନିଷ୍ପତ୍ତି: ଟ୍ରମ୍ପଙ୍କୁ ଲାଗିଲା ବଡ଼ ଝଟ୍କା
ଓ୍ବାଶିଂଟନ,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି କେବଳ ସାରା ବିଶ୍ୱରେ ବ୍ୟବସାୟକୁ ପ୍ରଭାବିତ କରିନାହିଁ, ବରଂ ଏସିଆର ଭିନ୍ନ ଭିନ୍ନ ମେରୁରେ ଠିଆ ହୋଇଥିବା ଦୁଇଟି ବଡ଼ ଦେଶ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କକୁ ମଧ୍ୟ ଉନ୍ନତ…
ନାଚୁଥିଲେ ନିଶା ମହାରଣା, ହଠାତ୍ ଦର୍ଶକ ଫୋପାଡିଲେ ଚେୟାର: ଆଉ ତା’ପରେ ଘଟିଲା..
ଜଟଣୀ,୩୦।୮: ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ମଞ୍ଚ ଉପରେ ଜୋରଦାର ବିରୋଧ କରାଯାଇଛି। ଜଟଣୀ ଗଣେଶ ପୂଜାରେ ନୃତ୍ୟ ପରିବେଷଣ ବେଳେ ଏହି ବିରୋଧ ହୋଇଛି। ନିଶା ନାଚୁଥିବାବେଳେ ତାଙ୍କୁ ଉପରକୁ ଚେୟାର ଚେୟାର ଫିଙ୍ଗିଛନ୍ତି ଦର୍ଶକ। ଅବଶ୍ୟ ଏହି ଚେୟାର…
ବରିଷ୍ଠ ଦେଖାଇ ହେଉଛ, ଏଇଠି ବସ: ତାତିଲେ ଛାତ୍ର, ଯୁବ ବିଜେଡି ନେତା
ଭୁବନେଶ୍ୱର,୩୦ା୮(ସୁନିତ୍ ମିଶ୍ର):ବରିଷ୍ଠମାନଙ୍କ ପରେ ଏବେ ବିଜେଡିରେ ଯୁବ ଓ ଛାତ୍ର ସଭାପତି ଚୟନକୁ ନେଇ ଦଳର ଛାମୁଆ ସଙ୍ଗଠନରେ ଅସନ୍ତୋଷ ତୀବ୍ରରୂପ ଧାରଣ କରିଛି। ଛାତ୍ର ସଭାପତି ଚୟନକୁ ନେଇ ଛାତ୍ରନେତାମାନଙ୍କ ମେଳି ଶୁକ୍ରବାର ସକାଳେ ସ୍ଥାନୀୟ ଏକ ମଣ୍ଡପରେ ଦେଖିବାକୁ…
ନାଏବ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ କୋର୍ଟ
ମୋହନା,୩୦ା୮(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ବ୍ଲକ ଲିଲିଗଡ଼ ପଞ୍ଚାୟତ ନାଏବ ସରପଞ୍ଚ ସନ୍ତୋଷ ନାୟକଙ୍କୁ ମୋହନା ଜେଏମ୍ଏଫ୍ସି ଶୁଭଜିତ ବେହେରା ଅଯୋଗ୍ୟ ଘୋଷଣା କରିଛନ୍ତି। ଅଧିକ ସନ୍ତାନ ଥିବା ଅଭିଯୋଗର ବିଚାର କରି ସନ୍ତୋଷଙ୍କ ନାଏବ ସରପଞ୍ଚ ପଦବୀକୁ ବିଚାରପତି ଅସିଦ୍ଧ…
ଏ ଯାଏ ସରିଲାନି କେନାଲ ମରାମତି: ଦୃଷ୍ଟି ଦେଉନାହାନ୍ତି ଜଳସମ୍ପଦ ବିଭାଗର ଅଧିକାରୀ
ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ):ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ୧୦୭ଟି କେନାଲର ମରାମତି ପାଇଁ ଟେଣ୍ଡର ବାହାରିଥିଲା। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ସେସବୁର କାମ ସରିବାର ଥିଲା। କିନ୍ତୁ ବିଳମ୍ବରେ ଟେଣ୍ଡର ଡକାଯିବା ଯୋଗୁ କାମ ମଧ୍ୟ ବିଳମ୍ବରେ…
ନୂଆଁଖାଇ ପାଳିଲେ ସୁନାନୀ ପରିବାର: ଏକାଠି ଖାଇଲେ ୬୦ ପରିବାରର ୩୫୦ରୁ ଊର୍ଦ୍ଧ୍ୱ ସଦସ୍ୟ
ନୂଆପଡ଼ା,୩୦ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଦର୍ଲିପଡା ପଞ୍ଚାୟତ ଡୁମେରପାଣି ଗାଁର ସୁନାନୀ ପରିବାର ସାମୂହିକ ଭାବେ ନୂଆଁଖାଇ ପାଳନ କରିଛନ୍ତି ା ଝାଙ୍କର ଗୌରାଙ୍ଗ ସୁନାନୀ ଓ ଗଜମନ ସୁନାନୀ ଗାଁ ଇଷ୍ଟ ଦେବଦେବୀଙ୍କଠାରେ ନୂଆଁଧାନ ଚୂଡା ଭୋଗ…
ପ୍ରଥମଥର ପାଇଁ ନୂଆ ନିୟମ: ପଞ୍ଜୀକରଣ ମାଧ୍ୟମରେ କପା ବିକିବେ ଚାଷୀ
ଭବାନୀପାଟଣା,୩୦ା୮(ଉତ୍ତମ କୁମାର ଦାଶ):ମଣ୍ଡିରେ ଧାନ ବିକ୍ରିକରିବା ପାଇଁ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି କିମ୍ବା ଧାନ କ୍ରୟ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଠାରେ ପଞ୍ଜୀକରଣ କରୁଥିବାବେଳେ କପାଚାଷୀ କିନ୍ତୁ କପାମଣ୍ଡିରେ ବିକ୍ରି କରିବା ପାଇଁ କୌଣସି ପଞ୍ଜୀକରଣ କରୁ…
୧ ଡଲାର=୮୮.୨୦ ଟଙ୍କା: ସର୍ବନିମ୍ନ ସ୍ତରରେ ଭାରତୀୟ ମୁଦ୍ରା
ମୁମ୍ବାଇ/ନୂଆଦିଲ୍ଲୀ,୩୦ା୮:ଭାରତୀୟ ଟଙ୍କା ଶୁକ୍ରବାର ସର୍ବକାଳୀନ ନିମ୍ନସ୍ତରକୁ ଖସି ଡଲାର ତୁଳନାରେ ୦.୬୦ ପଏଣ୍ଟ (୦.୭୦%) ଦୁର୍ବଳ ହୋଇଯାଇଛି। ଡଲାର ସହ ଟଙ୍କାର ବିନିମୟ ମୂଲ୍ୟ ପ୍ରାୟ ୮୮.୨୦ ଟଙ୍କାରେ ପହଞ୍ଚତ୍ଛି। ଏହା ହେଉଛି ଗତ ୩ ମାସ ମଧ୍ୟରେ ଦିନକ ଭିତରେ…
ଟ୍ରମ୍ପଙ୍କୁ ଭାରତ ଦେଲା ୭.୮% GDP ଝଟ୍କା, ଟାରିଫକୁ ଉଚିତ ଜବାବ
ନୂଆଦିଲ୍ଲୀ,୨୯।୮: ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ସାରା ବିଶ୍ୱକୁ କରୁଥିବା ବେଳେ ଭାରତର ଅର୍ଥନୀତି ଏହାଦ୍ୱାରା ମୋଟେ ପ୍ରଭାବିତ ହୋଇନାହିଁ। ଟ୍ରମ୍ପ ଭାରତକୁ ‘ଡେଡ ଇକୋନୋମୀ’ ବୋଲି କହିଥିଲେ, କିନ୍ତୁ ଚଳିତ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ-ଜୁନ)ରେ ଭାରତର ଜିଡିପି(ସକଳ ଘରୋଇ…

