Home

ନରେନ୍ଦ୍ର ମୋଦି, ଯୋଗୀ ଆଦିତ୍ୟନାଥ, ରାହୁଲ ଗାନ୍ଧୀ ନା ଅଖିଳେଶ ଯାଦବ କାହାକୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରନ୍ତି ଜନତା? ଚମକାଇ ଦେବ ସର୍ଭେ

ନୂଆଦିଲ୍ଲୀ,୨୯।୮: ଦେଶର ରାଜନୈତିକ ପରିବେଶ ଏବେ ଖୁବ ଉଷ୍ମ। ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଲଗାତାର ଘେରୁଛନ୍ତି, ବିଶେଷକରି ଭୋଟ ଚୋରି ଅଭିଯୋଗକୁ ନେଇ। ଏହି ସମୟରେ, ଇଣ୍ଡିଆ ଟୁଡେ ସି ଭୋଟରଙ୍କ ମୁଡ ଅଫ ଦି ନେସନ ସର୍ଭେରେ ଅନେକ…

ପାଣ୍ଡିଆନ୍‌ଙ୍କୁ ଛାଡ଼ି ପାରୁନାହାନ୍ତି ନବୀନ, କାହିଁକି ଏମିତି କହି ଟାର୍ଗେଟ୍‌ କଲେ…

ଭୁବନେଶ୍ୱର,୨୯ା୮(ରବିନାରାୟଣ ଜେନା): କଳା ଟଙ୍କା ପାଇଁ ଭି.କେ. ପାଣ୍ଡିଆନ୍‌ଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଛାଡ଼ି ପାରୁନାହାନ୍ତି ବୋଲି ଭାଜପା ନେତା ତଥା ଆସିକା ବିଧାୟକ ସରୋଜ ପାଢ଼ୀ କହିଛନ୍ତି। ଦିନକ ପୂର୍ବରୁ ବିଜେଡିର ଖବରଦାତା ସମ୍ମିଳନୀରେ ମୁଖପାତ୍ର ଲେନିନ୍‌ ମହାନ୍ତି…

ଇସ୍ତଫା ଦେଲେ ରୋଜର ବିନ୍ନି, ରାଜୀବ ଶୁକ୍ଳା ହେଲେ BCCIର କାର୍ଯ୍ୟକାରୀ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୯।୮: ରୋଜର ବିନ୍ନି ଆଉ ବିସିସିଆଇ ସଭାପତି ନାହାନ୍ତି। ସେ ବୋର୍ଡ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ରୋଜର ବିନ୍ନିଙ୍କ ଇସ୍ତଫା ପରେ, ବୋର୍ଡର ଦାୟିତ୍ୱ ରାଜୀବ ଶୁକ୍ଳାଙ୍କ ହାତକୁ ଆସିଛି। ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ରାଜୀବ ଶୁକ୍ଳା ବିସିସିଆଇର କାର୍ଯ୍ୟକାରୀ…

ମୋଦିଙ୍କୁ ଭେଟି ନିଜର ଅନୁଭୂତି କହିଲେ ଜାପାନୀ କଳାକାର

ଟୋକିଓ,୨୯।୮: ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଜାପାନୀ ସମ୍ପ୍ରଦାୟ ଭାରତୀୟ ସଂସ୍କୃତିକୁ ଗ୍ରହଣ କରିଥିଲେ ଏବଂ ଏମିତି ଏକ ଦୃଶ୍ୟ ଉପସ୍ଥାପନ କରିଥିଲେ ଯାହା…

ବିଶାଖାପାଟଣା-କୋତବଲସା ମଝିରେ ୬ ବଗି ଲାଇନ୍‌ଚ୍ୟୁତ, ବହୁ ଯାତ୍ରୀବାହୀ ଟ୍ରେନ୍‌ ପ୍ରଭାବିତ

କୋରାପୁଟ,୨୯ା୮(ଅମିତାଭ ବେହେରା): ଶୁକ୍ରବାର ବିଜୟନଗରମ କୋତବଲସା ମଝିରେ ଏକ ମାଲବାହୀ ଟ୍ରେନ୍‌ର ୬ଟି ବଗି ଲାଇନଚ୍ୟୁତ ହୋଇଛି। ଯାହାଫଳରେ ବହୁ ଯାତ୍ରୀବାହୀ ଟ୍ରେନ୍‌ ଯାତାୟାତ ପ୍ରଭାବିତ ହୋଇଛି। ଭୁବେନେଶ୍ୱର ବିଶାଖାପାଟଣା ବନ୍ଦେଭାରତ ଏକ୍ସପ୍ରେସ୍‌, ପ୍ରଶାନ୍ତି ଏକ୍ସପ୍ରେସ୍‌, ସାଲିମାର-ଭାସ୍କୋଡାଗାମା, ରାଜାରାଣୀ ଏକ୍ସପ୍ରେସ, ପାଟଣା…

ଶପଥ ନେଲେ ୨ ନୂଆ ବିଚାରପତି, ଜଣେ ହେବେ ଭବିଷ୍ୟତରେ ସିଜେଆଇ!

ନୂଆଦିଲ୍ଲୀ,୨୯।୮: ସୁପ୍ରିମକୋର୍ଟରେ ଶୁକ୍ରବାର (୨୯ ଅଗଷ୍ଟ, ୨୦୨୫)ରେ ଦୁଇଜଣ ବିଚାରପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ ଜଷ୍ଟିସ ଆଲୋକ ଆରାଧେ ଏବଂ ଜଷ୍ଟିସ ବିପୁଲ ମନୁଭାଇ ପାଞ୍ଚୋଲିଙ୍କୁ ଶପଥ ପାଠ କରାଇଛନ୍ତି। ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ବିଚାରପତିଙ୍କ…

ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ଠିକଣା ବଦଳିଲା, ଜେଲ୍‌ ରୋଡ୍‌ ପରିବର୍ତ୍ତେ ଏଣିକି ଏହିଠାରେ ପାଇବେ ପୂଜା

ଭୁବନେଶ୍ୱର,୨୯ା୮: ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ଠିକଣା ବଦଳିଛି। ଜେଲ ରୋଡ୍‌ ଛକ ପରିବର୍ତ୍ତେ ଏଣିକି ମେଳଣ ପଡ଼ିଆରେ ପୂଜା ଅନୁଷ୍ଠିତ ହେବ। ଏନେଇ ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ମହାଆଡ଼ମ୍ବର ସହକାରେ ମା’ଙ୍କ…

ପ୍ରଧାନମନ୍ତ୍ରୀଙ୍କ ଜାପାନ-ଚାଇନା ଗସ୍ତକୁ ନେଇ ଚିନ୍ତାରେ ଆମେରିକା! ମୋଦି ଅନ କଲେ କୂଟନୀତିର…

ଟୋକିଓ,୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆର ଦୁଇ ପ୍ରମୁଖ ଅର୍ଥନୈତିକ ଶକ୍ତି ଚାଇନା ଏବଂ ଜାପାନ ଗସ୍ତରେ ଅଛନ୍ତି। ଭାରତୀୟ ଉତ୍ପାଦ ଉପରେ ଆମେରିକାର ୫୦ ପ୍ରତିଶତ ଶୁଳ୍କ ଏବଂ ସମ୍ପର୍କରେ ଉତ୍ତେଜନା ମଧ୍ୟରେ, ସମଗ୍ର ବିଶ୍ୱର ନଜର ପ୍ରଧାନମନ୍ତ୍ରୀ ମୋଦିଙ୍କ…

ଶିକ୍ଷାବର୍ଷର ଅଧା ସମୟ ସରିବାକୁ ବସିଲାଣି, ଏଯାଏ ପିଲାଙ୍କୁ ମିଳିଲାନି ସ୍କୁଲ ୟୁନିଫର୍ମ

ଭୁବନେଶ୍ୱର,୨୯ା୮(ସୁଚିସ୍ମିତା ସାହୁ): ଏବର୍ଷ ସମସ୍ତ ଛାତ୍ରୀଛାତ୍ରଙ୍କୁ ଟି ଶର୍ଟ, ପ୍ୟାଣ୍ଟ, ଜୋତା, ଟୋପି ଏବଂ ପରିଚୟପତ୍ର ମାଗଣାରେ ଯୋଗାଇ ଦେବାକୁ ରାଜ୍ୟ ସରକାର କହିଥିଲେ। ପିଲାମାନେ ମଧ୍ୟ ଖୁସିରେ ଅପେକ୍ଷା କରିଥିଲେ। ହେଲେ ଶିକ୍ଷା ବର୍ଷର ଅଧା ସମୟ ସରିବାକୁ ବସିଲାଣି,…

୪ ଦିନ ହେଲା ମିଳୁ ନ ଥିଲା ବୃଦ୍ଧାଙ୍କ ଖୋଜଖବର, ଆଜି ମୃତଦେହ ଦେଖି…

ଦେବଗଡ଼,୨୯ା୮(ଶଶାଙ୍କ ଶେଖର ଝାଙ୍କର): ୪ ଦିନ ପୂର୍ବେ ନିଖୋଜ ହୋଇଯାଇଥିବା ଜଣେ ବୃଦ୍ଧାଙ୍କ ମୃତଦେହ ଶୁକ୍ରବାର ଟିକିରା ନଦୀରୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ବୃଦ୍ଧା କୁଣ୍ଢେଇଗୋଳା ଥାନା କୁରଡ଼ପୋଶି ଗ୍ରାମର ସ୍ବର୍ଗତଃ କୁଞ୍ଜ ବିହାରୀ ପ୍ରଧାନଙ୍କ ସ୍ତ୍ରୀ ରଙ୍ଗବତୀ(୭୦)…

ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ୭ ଛାତ୍ରୀ, କହିଲେ ସାର୍‌ ଆମକୁ…

ବଣାଇଁ,୨୯ା୮: ଜନୈକ ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ୭ ଛାତ୍ରୀ। ତେବେ ଶିକ୍ଷକ ଜଣକ କୁଆଡ଼େ ଏହି ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିଲେ। ଛାତ୍ରୀମାନେ କହିଛନ୍ତି, ସାର ଆମକୁ ସବୁବେଳେ ଅସଦାଚରଣ କରନ୍ତି। ଏନେଇ ଛାତ୍ରୀମାନେ…

ରାଜ୍ୟରେ ଚାଲିବ ୧୦୦୦ ଇ-ବସ୍‌

ଭୁବନେଶ୍ୱର,୨୯ା୮(ବନ୍ଦନା ସେଠୀ): ଓଡ଼ିଶା ଇଲେକ୍ଟ୍ରିକ୍‌ ବସ୍‌ (ଇ-ବସ୍‌) ଚଳାଚଳରେ ଦେଶରେ ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି। ରାଜ୍ୟରେ ଏବେ ୪୫୦ଟି ଇ-ବସ୍‌ ଚଳାଚଳ କରୁଥିବାବେଳେ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?