Home

ବାଂଲାଦେଶ ଏବେ କାଙ୍ଗାଳଦେଶ? ୟୁଟ୍ୟୁବରଙ୍କ ପ୍ରଶ୍ନରେ ରାଗିଗଲେ ପାକିସ୍ତାନୀ

ଇସଲାମାବାଦ,୧୬।୧୨: ଭାରତର ପଡୋଶୀ ଦେଶ ବାଂଲାଦେଶରେ ବର୍ତ୍ତମାନ ଅନେକ ଅଶାନ୍ତି ଦେଖାଦେଇଛି। ଯେଉଁଠାରେ ଶେଖ ହସିନାଙ୍କ ପତନ ପରେ ହିନ୍ଦୁମାନଙ୍କୁ ନିର୍ଯ୍ୟାତନା ଦିଆଯାଉଛି। ଏହି କାରଣରୁ ବାଂଲାଦେଶର ଭାରତ ସହ ସମ୍ପର୍କ ଖରାପ ହୋଇଯାଇଛି। ଏହି ପ୍ରସଙ୍ଗରେ ସେମାନଙ୍କ ପ୍ରତିକ୍ରିୟା ପାଇବା…

ଧନୁ ସଂକ୍ରାନ୍ତି ପାଳନକୁ ନେଇ ଦ୍ୱନ୍ଦ୍ୱ

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଚଳିତବର୍ଷ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ଅନେକ ଗୁରୁତର ତ୍ରୁଟି ଓ ଦ୍ୱନ୍ଦ୍ୱ ରହିଛି। ଓଡ଼ିଶାରୁ ପ୍ରକାଶ ପାଉଥିବା ଏକାଧିକ ପାଞ୍ଜିର ଗଣନା ମଧ୍ୟରେ ତାଳମେଳ ରହୁନାହିଁ। ଏହାଦ୍ୱାରା ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି।…

ଚାଇନାର ନୂଆ ଅସ୍ତ୍ରକୁ ଦେଖି ବିଶ୍ୱ ଛାନିଆ, କ୍ଷଣକରେ ଶତ୍ରୁ ଦେଶର ସେନା ହେବେ ଦୃଷ୍ଟିହୀନ

ବେଜିଂ,୧୬।୧୨: ସୀମାରେ ଚାଇନାର ଘୃଣ୍ୟ କାର୍ଯ୍ୟକଳାପ ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଏହାର ବିସ୍ତାର ନୀତି ଅନୁଯାୟୀ ପ୍ରାୟ ପ୍ରତ୍ୟେକ ପଡୋଶୀ ଦେଶ ସହିତ ସୀମା ବିବାଦରେ ଡ୍ରାଗନ ଜଡିତ। ବର୍ତ୍ତମାନ ସି ଜିନପିଙ୍ଗଙ୍କ ଦେଶ ଏଭଳି ପଦକ୍ଷେପ ନେଇଛି ଯାହା…

ଡଡୁବାଡା ଲଭର୍ସ ପଏଣ୍ଟରେ ଜମୁଛି ଭିଡ଼, ଭୋଜି କରି ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓଡ଼ିଶାର କଶ୍ମୀର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ। ଏଠାରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଥିବା ବେଳେ ସେଥିରୁ ବଣଭୋଜି କରି ମଜା ନେବା ସହ ସୌନ୍ଦର୍ଯ୍ୟର ଅପରୂପ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ।…

ରିଲ୍‌ରେ ଜୀବନ

ପୁଅ କହିଲା- ‘ବାପା! ଏତେ ଲେଖାଲେଖି କରୁଛ। ତାକୁ ଛୋଟ ଛୋଟ କ୍ଲିପ କରି ରିଲ୍‌ କରୁନ। ଭାରି ବଢ଼ିଆ ହେବ।’ ଲ୍ୟାପ୍‌ଟପରୁ ଧ୍ୟାନ ହଟେଇ ତାକୁ ଟିକେ ଦେଖିଲି। ସେ ମୋ ଆଡ଼କୁ ଚାହିଁଥିଲା। ମୁଁ ହସିଲି ଏବଂ କହିଲି-‘ବାବୁ!…

ଓଡ଼ିଆର ବାଣିଜ୍ୟ ବିସ୍ତାର

ପ୍ରସଙ୍ଗଟି ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ। ତଅପୋଇର ଛେଳିଚରା ସହିତ ଓଡ଼ିଆର ବାଣିଜ୍ୟ ବିସ୍ତାରର କ’ଣ ସମ୍ପର୍କ ଅଛି ? ହଁ ସମ୍ପର୍କ ଅଛି ପାଠକ ବନ୍ଧୁ ! ଅତି ଗଭୀର ସମ୍ପର୍କ। ଆମେ ତାକୁ କେବେ ଆବିଷ୍କାର କରିବାକୁ ପ୍ରୟାସ କରିନାହାନ୍ତି।…

ଟିକସ ଆଦାୟରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୧୬।୧୨ (ଅଭୟ ଦାଶ): ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ନୂଆ ନିୟମ ଓ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ରମାଗତ ଭାବେ ଟିକସ ଆଦାୟ ପରିମାଣ ବୃଦ୍ଧି ପାଇଛି ବୋଲି…

ଅସ୍ଥିର ଦକ୍ଷିଣ କୋରିଆ

ଗତ ସପ୍ତାହରେ ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ ନିଜ ଦେଶ ଭିତରେ ଘୋର ବିରୋଧର ସମ୍ମୁଖୀନ ହେବା ପରେ ବାଧ୍ୟହୋଇ ରୁଷିଆକୁ ପଳାଇଲେ। ବିଦ୍ରୋହୀମାନେ ଯେଭଳି ଆକ୍ରମଣାତ୍ମକ ହୋଇଉଠିଥିଲେ ସେଥିରୁ ସେ ବୁଝିଯାଇଥିଲେ ବେଶି ସମୟ ଦେଶ ଭିତରେ ରହିଲେ ଜୀବନ…

ରାଷ୍ଟ୍ରାୟତ୍ତ ବ୍ୟାଙ୍କର ରେକର୍ଡ ପରିମାଣର ଲାଭ

ଭୁବନେଶ୍ୱର,୧୬ା୧୨(ଅନୁରାଧା ମହାରଣା): କ୍ରମାଗତ ଭାବେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର କାରବାର ବେଶ ଉତ୍ସାହ ଜନକ ରହିଛି। ଏପରିକି ବ୍ୟାଙ୍କ ଗୁଡିକର ଲାଭ ପୂର୍ବପେକ୍ଷା ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ସର୍ବାଧିକ ୧.୪୧ ଲକ୍ଷ କୋଟି ଟଙ୍କାର…

ଦାରିଙ୍ଗବାଡ଼ିରେ ଚଳିତବର୍ଷର ପ୍ରଥମ ତୁଷାରପାତ, ଶୀତ ଲହରୀ ଜାରି

ଦାରିଙ୍ଗବାଡ଼ି,୧୬ା୧୨(ଅରୁଣ ସାହୁ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି। ତାପମାତ୍ରା ହ୍ରାସ ପାଇବା ସହ ଚଳିତ ବର୍ଷ ପ୍ରଥମଥର ପାଇଁ ସୋମବାର ସକାଳେ ତୁଷାରପାତ ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିର ବୁର୍ଜୁବାଡ଼ି ସମେତ ଶିବ ମନ୍ଦିର ସାହି,…

ମହିଳାଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଧରାଇଲା ୟୁପିଆଇ ପେମେଣ୍ଟ, ସ୍ବାମୀଙ୍କ ସମେତ ୩ ଗିରଫ

କଟକ/କଟକ ସଦର,୧୬ା୧୨(କାର୍ତ୍ତିକ ସାହୁ/ ସୁଶାନ୍ତ କୁମାର ଜେନା): ହତ୍ୟାର ଶିକାର ମହିଳା ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଭିତର ସୋବଳା ଗ୍ରାମର ପଦ୍ମାବତୀ ସାମଲ(୩୫)। ତାଙ୍କୁ ତାଙ୍କ ସ୍ବାମୀ ବଳରାମ ଦେହୁରୀ(୩୨), ଦିଅର ଜଗନ୍ନାଥ ଦେହୁରୀ ଓରଫ ବାବୁ(୨୭)…

ଏପ୍ରିଲ ୧୮ରେ ‘ଘାଟି’

ହାଇଦ୍ରାବାଦ: ‘ବାହୁବଲୀ’ ଚଳଚ୍ଚିତ୍ରରେ ଦେବସେନା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥିବା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କୁ ଆଗାମୀ ଦିନରେ ‘ଘାଟି’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ରବିବାର ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏହି ଆକ୍ସନ କ୍ରାଇମ୍‌ ଡ୍ରାମା ଫିଲ୍ମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri