ଜମ୍ମୁର ଅଖନୁରରେ LoC ନିକଟରେ ଆଇଇଡି ବିସ୍ଫୋରଣ, ଶହୀଦ ହୋଇଗଲେ ୨ ଯବାନ
ନୂଆଦିଲ୍ଲୀ,୧୧।୨: ଜମ୍ମୁର ଅଖନୁର ସେକ୍ଟରରେ ଆଇଇଡି (ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ ଡିଭାଇସ୍) ବିସ୍ଫୋରଣରେ ୨ ସୈନିକ ଶହୀଦ ହୋଇଛନ୍ତି। ଲାଲେଲିର ସୀମାରେଖା ନିକଟରେ ଏକ ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ଏହି ବିସ୍ଫୋରଣ ଘଟିଛି। ଏବେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଥିବା…
ଭାରତୀୟ ଖେଳାଳିଙ୍କ କ୍ୟାରିୟରର ଦୁଃଖଦ ଅନ୍ତ, ମାରିଥିଲେ ୩୧ ଶତକ
ନୂଆଦିଲ୍ଲୀ,୧୧।୨: ୨୦୨୪ ମସିହାରେ ଅନେକ ଲୋକପ୍ରିୟ କ୍ରିକେଟର ନିଜର କ୍ୟାରିୟରରେ ବ୍ରେକ୍ ଲଗାଇଥିଲେ। ଏବେ ଆଉ ଜଣେ ଭାରତୀୟ କ୍ରିକେଟରଙ୍କ କ୍ୟାରିୟରର ଅନ୍ତ ହୋଇଛି। ଏହି ଖେଳାଳି ତାଙ୍କ କ୍ୟାରିୟରରେ ୩୧ଟି ଶତକ ମାରିଥିଲେ। କିନ୍ତୁ ତାଙ୍କୁ ସେପରି ବିଦାୟ ମିଳି…
୭୭ ଖେଳାଳିଙ୍କ ପାଇଁ ସତର୍କ ଘଣ୍ଟି ବଜାଇଲେ ରୋହିତ ଶର୍ମା? ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ…
ନୂଆଦିଲ୍ଲୀ,୧୧।୨: ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ରୋହିତ ଶର୍ମା ଜଣେ କି ଦୁଇ ପାଇଁ ନୁହେଁ ବରଂ ୭୭ ଖେଳାଳିଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛନ୍ତି। କଟକରେ…
No 1 Electric Scooter: ରେଞ୍ଜ ମାମଲାରେ ସବୁଠୁ ଆଗରେ ଏହି ଇଲେକ୍ଟିକ୍ ସ୍କୁଟର, ଥରେ ଚାର୍ଜ କଲେ ଗଡ଼ିବ ୨୪୮ କିମି; ରହିଛି ଏଭଳି ଫିଚର୍ସ
ନୂଆଦିଲ୍ଲୀ,୧୧।୨: ଯଦି ଆପଣ ନିଜ ପାଇଁ ଏକ ଇଲେକ୍ଟ୍ରିକ ସ୍କୁଟର କିଣିବାକୁ ଚାହୁଁଛନ୍ତି, ତେବେ ଏହା ଏକ ଭଲ ସୁଯୋଗ ହୋଇପାରେ। କାରଣ ପୁରୁଣା ମୂଲ୍ୟରେ ଅପଗ୍ରେଡ୍ ସହିତ ଇଲେକ୍ଟ୍ରିକ ସ୍କୁଟର କିଣିବାର ସୁଯୋଗ ମିଳୁଛି। ବେଙ୍ଗାଲୁରୁର ଇଲେକ୍ଟ୍ରିକ ଦୁଇଚକିଆ ଷ୍ଟାର୍ଟ-ଅପ…
ରାଜ୍ୟ ସଭାରେ ମୋଦିଙ୍କୁ ସୁଲତା କହିଲେ, ସୁନା କେ ଚିହ୍ନିଲୁ ବାନା କେ ଚିହ୍ନିଲୁ…
ନୂଆଦିଲ୍ଲୀ,୧୧।୨: ସଂସଦରେ ବଜେଟ ଅଧିବେଶନ ଜାରି ରହିଛି। ଏହାକୁ ନେଇ ବିରୋଧୀ-ଶାସକ ମଧ୍ୟ ମୁହାଁମୁହିଁ ହେଉଛନ୍ତି। ତେବେ ଏହାରି ଭିତରେ ରାଜ୍ୟ ସଭା ମଧ୍ୟ ସରଗରମ ହୋଇ ଉଠିଛି। ସବୁ ବିରୋଧୀ ଦଳ ପରି ବିଜେଡି ମଧ୍ୟ କେନ୍ଦ୍ର ବଜେଟକୁ ସମାଲୋଚନା…
ଭାରତକୁ ୩ ଦିନରେ ପରାସ୍ତ କରିଦେବୁ….ପୂର୍ବତନ ଅଧିନାୟକଙ୍କ ଅଜବ ଦାବି
କଲମ୍ବୋ,୧୧।୨: ଗତ ବର୍ଷ ଟିମ ଇଣ୍ଡିଆ ପାଇଁ କିଛି ବିଶେଷ ନ ଥିଲା। ଯଦିଓ ଭାରତୀୟ କ୍ରିକେଟ ଦଳ ୨୦୨୪ରେ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା, ତଥାପି ଟେଷ୍ଟ ଏବଂ ଦିନିକିଆରେ ଏହାର ପରିସଂଖ୍ୟାନ ଲଜ୍ଜାଜନକ ରହିଥିଲା। ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ…
ଆଗାମୀ କାର୍ଯ୍ୟପନ୍ଥାକୁ ନେଇ ବଡ଼ ଖୁଲାସା କଲେ ଭାଗବନ୍ତ ମାନ: କେଜ୍ରିଓ୍ବାଲ୍ଙ୍କ ସହ…
ନୂଆଦିଲ୍ଲୀ,୧୧।୨: ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସହ ବୈଠକ କରିବା ପାଇଁ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ଏବଂ ବିଧାୟକମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ବୈଠକ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ପଞ୍ଜାବର ସମସ୍ତ କ୍ୟାବିନେଟ ମନ୍ତ୍ରୀ…
କିଏ ସେହି ମହିଳା ଯାହାଙ୍କୁ ଭେଟିବାକୁ ସିକ୍ୟୁରିଟି ଭାଙ୍ଗି ଚାଲିଗଲେ ବିରାଟ,ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧୧।୨: ଭୁବନେଶ୍ୱର ବିମାନବନ୍ଦରରେ ଜଣେ ରହସ୍ୟମୟୀ ମହିଳାଙ୍କୁ ଆଲିଙ୍ଗନ କରୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଭାରତୀୟ ବ୍ୟାଟସମ୍ୟାନ ବିରାଟ କୋହଲି ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଏହା ମହିଳାଙ୍କ ପରିଚୟ ବିଷୟରେ ଅନୁମାନ ଏବଂ ପ୍ରଶ୍ନ ମଧ୍ୟ ଉଠାଇଛି।…
କଂଗ୍ରେସ ସହ ମିଶି ନିର୍ବାଚନ ଲଢିବେ ମମତା? ଉଭୟ ଦଳକୁ ଉପଦେଶ ଦେଲେ ସଞ୍ଜୟ
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପରେ, ଏବେ ସମସ୍ତଙ୍କ ନଜର ବିହାର ଏବଂ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ପଶ୍ଚିମବଙ୍ଗ ନିର୍ବାଚନ ଏବଂ ଅରବିନ୍ଦ କେଜରିୱାଲଙ୍କୁ ନେଇ ଏକ ବୟାନ…
ବିଶ୍ୱର ୧୦ ଶାନ୍ତ ଦେଶ ତାଲିକାରେ ନାହିଁ ଭାରତ, ଦେଖନ୍ତୁ ପାକିସ୍ତାନ-ବାଂଲାଦେଶର ସ୍ଥିତି
ଓ୍ବାଶିଂଟନ,୧୧।୨: ବିଶ୍ୱର ଅନେକ ଦେଶ ହିଂସା ଏବଂ ଅପରାଧର ଶିକାର, କିନ୍ତୁ କିଛି ଦେଶ ଅଛି ଯେଉଁଠାରେ ହିଂସା ବହୁତ କମ ଏବଂ ନାଗରିକମାନେ ଶାନ୍ତିରେ ବାସ କରନ୍ତି। ଫୋର୍ବସ ଦ୍ୱାରା ଜାରି କରାଯାଇଥିବା ବିଶ୍ୱର ୧୦ଟି ସବୁଠାରୁ ଶାନ୍ତିପ୍ରିୟ ଦେଶ…
ଶ୍ରମିକଙ୍କ ସମସ୍ୟା ସମାଧାନ ଦାବି: ଜ଼ିଲାପାଳଙ୍କୁ ମନରେଗା ଶ୍ରମିକ ୟୁନିଅନର ସ୍ମାରକପତ୍ର
ଛତ୍ରପୁର, ୧୧।୨(ସନ୍ତୋଷ ପାଢ଼ୀ): ଓଡିଶା ମନରେଗା ଶ୍ରମିକ ୟୁନିଅନ ଗଞ୍ଜାମ ଜିଲା କମିଟି ପକ୍ଷରୁ ମନରେଗା ଶ୍ରମିକଙ୍କ ହାତକୁ କାମ, ସର୍ବନିମ୍ନ ମଜୁରୀ ଏବଂ ସମସ୍ତ ଅଧିକାରକୁ ପ୍ରଦାନ କରିବା ସଂପର୍କରେ ଏକ ଦାବିପତ୍ର ଗଞ୍ଜାମ ଜ଼ିଲାପାଳଙ୍କୁ ମଙ୍ଗଳବାର ପ୍ରଦାନ କରାଯାଇଛି।…
କମ ପାଠ ପଢିଛନ୍ତି ଏହିସବୁ ଭାରତୀୟ କ୍ରିକେଟର୍: କିନ୍ତୁ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା
ନୂଆଦିଲ୍ଲୀ,୧୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପିଲାମାନଙ୍କ ମାତାପିତାଙ୍କୁ ବିଶେଷ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ମାତାପିତାମାନେ ସେମାନଙ୍କ ଇଚ୍ଛା ପିଲାମାନଙ୍କ ଉପରେ ଲଦିବା ଉଚିତ୍ ନୁହେଁ। ପିଲାଟି ପ୍ରତ୍ୟେକ କ୍ଷେତ୍ରରେ ଭଲ ହେବା ଜରୁରୀ ନୁହେଁ।…
Archives


