BPSC Protest: ୨୧ ଜଣାଶୁଣା, ୭୦୦ ଅଜ୍ଞାତଙ୍କ ନାଁରେ FIR, ରହିଛି ପ୍ରଶାନ୍ତ କିଶୋରଙ୍କ ନାମ
ପାଟନା,୩୦।୧୨: ବିହାରର ରାଜଧାନୀ ପାଟନାରେ ରବିବାର ବିଳମ୍ବିତ ରାତିରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରୀଛାତ୍ରଙ୍କ ଉପରେ ଲାଠି ଚାର୍ଜ ଏବଂ ପାଣି ତୋପ ବା ଓ୍ବାଟର କ୍ୟାନନ ବ୍ୟବହାରକୁ ନେଇ ଅନେକ ଅସନ୍ତୋଷ ଦେଖାଦେଇଛି। ଏହି ପ୍ରତିବାଦ ସମୟରେ ହଙ୍ଗାମା ସୃଷ୍ଟି…
ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୨୫ରେ ୩ ଥର ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର,୩୦।୧୨:ସୁଭଦ୍ରା ଯୋଜନାକୁ ନେଇ ସୋମବାର ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପଭାତୀ ପରିଡା। ୨୦୨୫ରେ ମହିଳାଙ୍କୁ ୩ଥର ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫ ସୁଭଦ୍ରା ଯୋଜନାର ବର୍ଷ। ନୂଆବର୍ଷରେ ୪ର୍ଥ…
ବଢୁଛି ପର୍ଯ୍ୟଟକଙ୍କ ଭିଡ଼, କମୁଛି ଅର୍ଥ ସଂଗ୍ରହ: ବାଟମାରଣା ସନ୍ଦେହ
ଦାରିଙ୍ଗବାଡି,୩୦।୧୨(ଅରୁଣ ସାହୁ): ଶୀତ ଯେମିତି ବଢୁଛି ପର୍ଯ୍ୟଟକଙ୍କ ଦାରିଙ୍ଗବାଡି ବୁଲିବା ସଂଖ୍ୟା ସେମିତି ବୃଦ୍ଧି ପାଉଛି। ପର୍ଯ୍ୟଟକଙ୍କ ବୃଦ୍ଧିକୁ ନଜରରେ ରଖି ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପର୍ଯ୍ୟଟନ କ୍ଷେତ୍ରଗୁଡିକୁ ରୂପାନ୍ତର କରୁଛି। ଯେଉଁଭଳି ଲକ୍ଷ ଲକ୍ଷ ଟଙ୍କା ଅର୍ଥ…
ବେଞ୍ଜାମିନ ନେତାନ୍ୟାହୁ ହସ୍ପିଟାଲ୍ରେ ଭର୍ତ୍ତି: ୟାରିଭ ଲେଭିନ ହେଲେ କାମଚଳା ପ୍ରଧାନମନ୍ତ୍ରୀ
ଜେରୁଜେଲମ,୩୦।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ବାସ୍ଥ୍ୟ ଅବନତି ହେତୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିବାକୁ ପଡିଥିଲା। ତାଙ୍କର ପ୍ରୋଷ୍ଟେଟ ସର୍ଜରୀ ସଫଳ ହୋଇଛି। ଏହି ସମୟରେ ନେତାନ୍ୟାହୁ ହସ୍ପିଟାଲରେ ଥିବାବେଳେ ତାଙ୍କ ଘନିଷ୍ଠ ସହଯୋଗୀ…
ଡିସେମ୍ବର ୩୧ରେ ଭାରତ ବନ୍ଦ ଡାକରା:ଜାଣନ୍ତୁ କାହିଁକି
ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ଆସନ୍ତା ଡିସେମ୍ବର ୩୧ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ପାଳନ ପାଇଁ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦିଅଯାଇଛି। ଛତ୍ରପୁର…
ପୋଲିସ ଅଫିସରଙ୍କୁ ଆକ୍ରମଣ ଘଟଣା: ଜେଲ ଗଲେ ଯୁବକ
ଦିଗପହଣ୍ଡି,୩୦/୧୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ପୋଲିସ ଗଞ୍ଜାମ ଜିଲା ବୁଗୁଡ଼ା ରାଣୀ ସାହିର ଗଣେଶ ବେହେରାଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଥାନା ମାମଲା ନଂ.୫୦୭/୨୪ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ…
ଚମକାଇବା ଭଳି ଦାବି କଲେ ଅଖିଳେଶ ଯାଦବ, କହିଲେ ମୁଖ୍ୟମନ୍ତ୍ରୀଙ୍କ ଘର ତଳେ ରହିଛି ଶିବଲିଙ୍ଗ!
ଲକ୍ଷ୍ନୌ,୩୦।୧୨: ଆଜିକାଲି ବିଭିନ୍ନ ସ୍ଥାନରେ ଖନନ ସମୟରେ ମନ୍ଦିର ଓ କୂଅ ମିଳିବା ନେଇ ଉତ୍ତରପ୍ରଦେଶର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ଭଲରୁ ଆରମ୍ଭ ହୋଇଥିବା ଏହି ପ୍ରସଙ୍ଗ ପରେ ୟୁପିର ବିଭିନ୍ନ ସ୍ଥାନରେ ମନ୍ଦିର ଏବଂ ଶିବଲିଙ୍ଗା ଖୋଜିବା ଦାବି…
ରାହୁଲଙ୍କୁ ପ୍ରଶଂସା କଲେ ଗଡକରୀ, ଭାଇରାଲ ଭିଡିଓର ସତ୍ୟତା ଜାଣନ୍ତୁ
ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ନ୍ୟୁଜ ଭିଡିଓ କ୍ଲିପ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁଳ ଭାବରେ ଶେୟାର କରାଯାଉଛି। ଭାଇରାଲ କ୍ଲିପରେ ଦାବି କରାଯାଇଛି ଯେ ଗଡକରୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜଣେ…
ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଶାଳଗ୍ରାମ: ଭକ୍ତଙ୍କ ଦର୍ଶନ ପାଇଁ…
କୋରାପୁଟ,୩୦।୧୨(ଅମିତାଭ ବେହେରା):କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଶାଳଗ୍ରାମ ପହଞ୍ଚିଛି। ଗଞ୍ଜାମର ପି. ଗୋପାଳ କ୍ରିଷ୍ଣା ଏହା ଦାନ କରିଛନ୍ତି। କୋରାପୁଟ ଅତିଥିଭବନ ଠାରୁ କୀର୍ତ୍ତନ କରି ଶାଳଗ୍ରାମକୁ ଜଗନ୍ନାଥ ମନ୍ଦିରରେ ରଖାଯାଇଛି। ଏହାଦ୍ବାରା କୋରାପୁଟବାସୀଙ୍କର ଉତ୍ତୋରତ୍ତର ଉନ୍ନତି ହେବ ବୋଲି…
ଜାତୀୟ ସୁରକ୍ଷା ପ୍ରତି ବିପଦ! କେମିତି ଆସୁଛନ୍ତି ବାଂଲାଦେଶ ଅନୁପ୍ରବେଶକାରୀ, ରହୁଛନ୍ତି କେଉଁ ରାଜ୍ୟରେ ଜାଣନ୍ତୁ…
ନୂଆଦିଲ୍ଲୀ,୩୦।୧୨: ଆସନ୍ତା ବର୍ଷ ଦେଶର ରାଜଧାନୀ ଦିଲ୍ଲୀରେ ନିର୍ବାଚନ ଅନୁଷ୍ଠିତ ହେବ। ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗ କ୍ରମାଗତ ଭାବେ ଉଠିଛି। ଅଭିଯୋଗ ହେଉଛି ଯେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଦିଲ୍ଲୀର ଭୋଟର ହୋଇଛନ୍ତି। ଏହି ପ୍ରସଙ୍ଗରେ ଭାଜପା…
ପର୍ଯ୍ୟଟକଙ୍କ ଭିଡ଼, ଅଳିଆ ଗଦାରେ ଦାରିଙ୍ଗବାଡି:ସ୍ବଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ
ଦାରିଙ୍ଗବାଡି,୩୦।୧୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଥିବା ବ୍ଲକ ପ୍ରଶାସନ ପକ୍ଷରୁ ଜଣାପଡିଛି। ତେବେ ପର୍ଯ୍ୟଟକଙ୍କ ପ୍ରଚଣ୍ଡ ଭିଡ଼ ଯୋଗୁ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପରିସର ଓ ବାହାରେ କୁଢ଼କୁଢ଼ ଅଳିଆ ଗଦା ଦେଖିବାକୁ ମିଳିଛି।…
ଏଚ୍-୧ବି
ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଜିତାଇବାରେ ଅନ୍ୟତମ ପ୍ରମୁଖ ବ୍ୟକ୍ତି ଭାବେ ଟେସ୍ଲା ଓ ସ୍ପେସ୍ଏକ୍ସ ସିଇଓ ତଥା ‘ଏକ୍ସ’ (ପୂର୍ବରୁ ଟୁଇଟର ଭାବେ ପରିଚିତ)ର ମାଲିକ ଏଲନ୍ ମସ୍କଙ୍କ ଭୂମିକା ସର୍ବାଗ୍ରେ ଥିବା ସମସ୍ତେ ଜାଣନ୍ତି। ଟ୍ରମ୍ପ…
Archives


