Home

ଫିଲ୍ମ ଫ୍ଲପ ହେଲେ କ’ଣ କରନ୍ତି Aamir Khan? ନିଜେ ଦେଲେ ଏହାର ଉତ୍ତର

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଭାବରେ ଜଣାଶୁଣା ବଲିଉଡ ଅଭିନେତା ଆମିର ଖାନ ତାଙ୍କ ଫିଲ୍ମ ମାଧ୍ୟମରେ ଲୋକଙ୍କ ହୃଦୟରେ ରାଜ କରନ୍ତି। ଆମେ ସମସ୍ତେ ଜାଣୁ ଯେ ଆମିର ଖାନ ସବୁବେଳେ ତାଙ୍କ ଫିଲ୍ମରେ ଏକ ଅନନ୍ୟ କାହାଣୀ ଉପସ୍ଥାପନ କରନ୍ତି,…

RVUNL Recruitment 2025: ବିଦ୍ୟୁତ୍‌ ବିଭାଗରେ ବମ୍ପର ନିଯୁକ୍ତି, ITI ପାସ୍‌ କରିଥିବା ପିଲା କରିପାରିବେ ଆବେଦନ, ଜାଣନ୍ତୁ କେମିତି…

ଜୟପୁର,୨୪ା୨: ରାଜସ୍ଥାନ ରାଜ୍ୟ ବିଦ୍ୟୁତ୍‌ ଉତ୍ପାଦନ ନିଗମ ଲିମିଟେଡ (RVUNL) ଟେକ୍ନିସିଆନ, ଅପରେଟର ଏବଂ ପ୍ଲାଣ୍ଟ ଆଟେଣ୍ଡାଣ୍ଟ ପଦବୀରେ ନିଯୁକ୍ତି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। ଯେଉଁମାନେ ଏହି ପଦବୀଗୁଡ଼ିକରେ କାମ କରିବାକୁ ଆଗ୍ରହୀ ଏବଂ ପ୍ରାସଙ୍ଗିକ ଯୋଗ୍ୟତା ରଖିଛନ୍ତି,…

ଡ୍ରାଇଭର, କର୍ମଚାରୀଙ୍କୁ ସୁରକ୍ଷିତ ଡ୍ରାଇଭିଂ ଅଭ୍ୟାସ ଲାଗି ମିଳିବ ତାଲିମ

ଭୁବନେଶ୍ୱର,୨୪ା୨(ସୁନିତ୍‌ ମିଶ୍ର): ସାର୍ବଜନୀନ ପରିବହନର ସୁରକ୍ଷା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ଏକ ରଣନୈତିକ ପଦକ୍ଷେପ ସ୍ବରୂପ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଓଡ଼ିଶା ରାଜ୍ୟ…

Germany Election 2025: ଜର୍ମାନୀର ନୂଆ ଚାନ୍ସଲର ହେବେ ଫ୍ରେଡରିକ ମର୍ଜ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଦକ୍ଷିଣପନ୍ଥୀ ସରକାର

ବର୍ଲିନ,୨୪।୨: ରବିବାର ଜର୍ମାନୀରେ ଅନୁଷ୍ଠିତ ୨୦୨୫ ଜାତୀୟ ନିର୍ବାଚନରେ ଚାନ୍ସେଲର ଓଲାଫ ସ୍କଲଜଙ୍କ ସୋସିଆଲ ଡେମୋକ୍ରାଟିକ ପାର୍ଟି (ଏସପିଡି) ଏକ ବଡ଼ ପରାଜୟ ବରଣ କରିଛି। ସଦ୍ୟତମ ଏକଜିଟ ପୋଲ ଅନୁଯାୟୀ, ବିରୋଧୀ ନେତା ଫ୍ରେଡ୍ରିଚ ମର୍ଜଙ୍କ ଖ୍ରୀଷ୍ଟିଆନ ଡେମୋକ୍ରାଟିକ ୟୁନିଅନ…

ଅସ୍ତିତ୍ୱ ହରାଉଛି ଜୀରାନଦୀ, ପଶୁଛି ନର୍ଦ୍ଦମାପାଣି

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ବହି ଯାଇଛି ଜୀରାନଦୀ। ଏହି ନଦୀକୁ ବରଗଡ଼ର ଜୀବନ ରେଖା ବୋଲି କୁହାଯାଏ। ମାତ୍ର ଦିନକୁ ଦିନ ଜୀରାନଦୀ ଅସ୍ତିତ୍ୱ ହରାଇ ବସିଛି। ଗୋଟିଏ ପଟେ ନଦୀକୁ ଜବରଦଖଲକାରୀମାନେ ମାଡ଼ି ବସିଛନ୍ତି। ଅନ୍ୟପଟେ…

ପାକିସ୍ତାନ ଟିମକୁ ଦୁବାଇରେ କବର ଦେଇଦେଲେ ବିରାଟ କୋହଲି, କିଏ ଦେଲେ ଏମିତି ବୟାନ ଜାଣନ୍ତୁ

ଇସଲାମାବାଦ,୨୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ୨୩ ଫେବୃଆରୀରେ ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ଚମତ୍କାର ଶତକ ବଳରେ ଭାରତ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଥିଲା। ଏହି ପରାଜୟ ଯୋଗୁଁ ପଡ଼ୋଶୀ ଦେଶର ଲୋକମାନେ ଖୁବ୍‌ ରାଗି ଯାଇଥିବା ଦେଖାଯାଉଛନ୍ତି। ତାଙ୍କ…

ଦୋକାନ ସଟର ଭାଙ୍ଗି ଗହଣା ଲୁଟ୍‌

ସାବରଙ୍ଗ,୨୪ା୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇଚ୍ଛାପୁର ବାସୁଦେବପୁର ରାସ୍ତାର ଗଗନ ବାବୁ ଛକଠାରେ ଥିବା ମା’ ମଙ୍ଗଳା ଗହଣା ଦୋକାନରୁ ରବିବାର ବିଳମ୍ବିତ ରାତ୍ରିରେ ସଟର ଭାଙ୍ଗି ୧୨ ଭରି ସୁନା ଅଳଙ୍କାର ଓ ୪ କେଜି…

ରୁଷିଆକୁ ସମର୍ଥନ କରୁଥିବା ଲୋକଙ୍କୁ ୟୁକେ ମନା

ବ୍ରିଟେନ,୨୪।୨: ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାର ଠିକ ତିନି ବର୍ଷ ପରେ ସୋମବାର ଘୋଷଣା ହେବାକୁ ଥିବା ନୂତନ କଟକଣା ଅନୁଯାୟୀ, ବ୍ରିଟେନ ରୁଷିଆକୁ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ଯୋଗାଉଥିବା କିମ୍ବା ରୁଷିଆକୁ ସେମାନଙ୍କର ସମ୍ପତ୍ତି ଦେବାକୁ ଥିବା ବ୍ୟକ୍ତିଙ୍କ ପ୍ରବେଶକୁ…

ବୋହୂଙ୍କ ଝୁଲନ୍ତା ମୃତଦେହ ଦେଖି ଟଳିପଡ଼ିଲେ ଶାଶୁ

ବଲାଙ୍ଗୀର,୨୪ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗର ପଡ଼ାରେ ଅଭାବନୀୟ ଘଟଣା ଘଟିଛି। ଜଣେ ବୋହୂଙ୍କ ଝୁଲନ୍ତା ମୃତଦେହ ଦେଖି ଘଟଣାସ୍ଥଳରେ ଟଳିପଡ଼ିଛନ୍ତି ଶାଶୁ। ମୃତ ବୋହୂ ଆନନ୍ଦିନୀ ସାହୁ ଏବଂ ଶାଶୁଙ୍କ ନାଁ ଜମ୍ବୁବତୀ ସାହୁ। ବୋହୁ ଆନନ୍ଦିନୀଙ୍କ ମୃତଦେହ ଘରୁ…

ପାକିସ୍ତାନ ଟିମକୁ ଏମିତି ପରିହାସ କଲେ ସୋଏବ ମଲିକ, ଦେଖନ୍ତୁ ଭିଡିଓ

ଦୁବାଇ,୨୪।୨: ରବିବାର ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ପୂରା ମ୍ୟାଚରେ କୌଣସି ସମୟରେ ଏପରି ଲାଗିନଥିଲା ଯେ ପାକିସ୍ତାନ ଏହି ମ୍ୟାଚ ଜିତିପାରିବ। ୨୪୧ ରନରେ ଅଲଆଉଟ ହେବା ପରେ, ପାକିସ୍ତାନର ବୋଲିଂ ମଧ୍ୟ କିଛି…

‘ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ ନ ହୋଇଥିଲେ ରହିଯାଇଥାଆନ୍ତା ବିରାଟଙ୍କ ଶତକ ସ୍ବପ୍ନ’, ପ୍ରଶଂସକ ଦେଲେ ରିଆକ୍ସନ

ଦୁବାଇ,୨୪।୨: ଚାମ୍ପିଅନ୍ସ ଟ୍ରଫି ମ୍ୟାଚରେ ପାକିସ୍ତାନ ବିପକ୍ଷରେ ବିରାଟ କୋହଲି ୧୦୦ ରନର ଏକ ଐତିହାସିକ ଇନିଂସ ଖେଳିଥିଲେ। ଏହି ଇନିଂସ ସହିତ ସେ ତାଙ୍କ ଏକଦିବସୀୟ କ୍ୟାରିୟରର ୧୪ ହଜାର ରନ ମଧ୍ୟ ପୂରଣ କରିଥିଲେ। କୋହଲି ଭଲ ଫର୍ମରେ…

୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କଲେ ଟ୍ରମ୍ପ

ଓ୍ବାଶିଂଟନ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂରା ଆକ୍ସନ ମୋଡ୍‌ରେ ଅଛନ୍ତି। USAIDର ୨ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଦେଇଥିବା ନେଇ ଅଧିସୂଚନା ଜାରି କରିଛନ୍ତି। ଏଥିସହିତ ୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛୁଟି ପାଇଁ ମଧ୍ୟ ଅଧିସୂଚନା ଜାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri