ମୋ କଥାକୁ ଭୁଲ ଭାବରେ ଉପସ୍ଥାପନ କରାଯାଇଛି, ରାଜନୀତିର ଅନ୍ୟ ବିକଳ୍ପକୁ ନେଇ ଥରୁର କହିଲେ NO
ନୂଆଦିଲ୍ଲୀ,୨୮।୨: କଂଗ୍ରେସ ଏମପି ଶଶି ଥରୁର ଗୁରୁବାର (୨୭ ଫେବୃଆରୀ, ୨୦୨୫) ଗଣମାଧ୍ୟମ ରିପୋର୍ଟକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ସେ ଅନ୍ୟ ରାଜନୈତିକ ବିକଳ୍ପ ଅନୁସନ୍ଧାନ କରୁଛନ୍ତି। ଶଶି ଥରୁର କହିଛନ୍ତି ଯେ ଏକ ସାକ୍ଷାତକାର ସମୟରେ ସେ…
ସକାଳୁ ସକାଳୁ ଖାଲି ପେଟରେ ଖାଆନ୍ତୁ ମାତ୍ର ୨ ପାଖୁଡ଼ା ରସୁଣ: ମିଳିବ ଆଶ୍ଚର୍ଯ୍ୟଜନକ ଲାଭ
କଞ୍ଚା ରସୁଣରେ ଭିଟାମିନ ବି୬, ଭିଟାମିନ ସି, ମାଙ୍ଗାନିଜ ଏବଂ ସେଲେନିୟମ ସମେତ ଅନେକ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ଥାଏ। କଞ୍ଚା ରସୁଣର କିଛି ଆଶ୍ଚର୍ଯ୍ୟଜନକ ସ୍ବାସ୍ଥ୍ୟ ଲାଭ ରହିଛି। ମାତ୍ର ଗୋଟିଏ ମାସ ପାଇଁ ପ୍ରତିଦିନ ସକାଳେ ଖାଲି…
୫ ଶହ ୪୦ କୋଟି ଟଙ୍କା ନିବେଶ କରିବେ ୨୯ ପୁଞ୍ଜିନିବେଶକାରୀ, ସୃଷ୍ଟି ହେବ ୪ ହଜାର ନିଯୁକ୍ତି ସୁଯୋଗ
ଦାରିଙ୍ଗବାଡ଼ି,୨୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟରେ ଚାଲିଥିବା ଦୁଇ ଦିନିଆ ଇନ୍ଭେଷ୍ଟ କନ୍ଧମାଳ-୨୦୨୫ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ଦୁଇ ଦିନ ସମ୍ମିଳନୀରେ…
ଉତ୍ତମଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅପୂରଣୀୟ କ୍ଷତି: ରାଷ୍ଟ୍ରପତି
ଭୁବନେଶ୍ୱର,୨୮।୨: ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୁକ୍ରବାର ଶୋକ ପ୍ରକାଶ କରିଛନ୍ତି। ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତି ଗଭୀର ଦୁଃଖ ପ୍ରକାଶ କରିବା ସହ ମର୍ମାହତ ବୋଲି କହିଛନ୍ତି। ନାୟକ ଭୂମିକାରେ ଅସଂଖ୍ୟ ଦର୍ଶକଙ୍କ…
Breast Cancer: ବ୍ରେଷ୍ଟ୍ କ୍ୟାନସରକୁ ଚିହ୍ନିବେ କିପରି? ଜାଣନ୍ତୁ ଏହି ଟେଷ୍ଟର ଦାମ୍ କେତେ
ମହିଳାଙ୍କଠାରେ ବ୍ରେଷ୍ଟ୍ କ୍ୟାନସର ବା ସ୍ତନ କର୍କଟ ମାମଲା ବୃଦ୍ଧି ପାଉଛି। ସଚେତନତା ଅଭାବରୁ ପ୍ରତିବର୍ଷ ହଜାର ହଜାର ମହିଳା ଏହି ଗମ୍ଭୀର ତଥା ମାରାତ୍ମକ ରୋଗର ଶିକାର ହେଉଛନ୍ତି। ଆଜି ଯଦି ସଠିକ୍ ସମୟରେ ଚିକିତ୍ସା ଆରମ୍ଭ କରାଯାଏ, ତେବେ…
ପୋତାଗଡ଼ରେ ବେଆଇନ ପାର୍କିଂ ଆଦାୟକୁ ନେଇ ବଢୁଛି ଅସନ୍ତୋଷ, ପର୍ଯ୍ୟଟକ ନିରାଶ
ଗଞ୍ଜାମ,୨୮ା୨(ବିଦ୍ୟାଧର ସାହୁ): ସହର ନିକଟରେ ଐତିହାସିକ ପୋତାଗଡ଼ ଦୁର୍ଗ ଅବସ୍ଥିତ। ଏହି ପୋତାଗଡ଼ ଦୁର୍ଗକୁ ବୁଲିବାକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ବର୍ତ୍ତମାନ ପୋତାଗଡ଼ର ପୁନଃ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିବା ଲକ୍ଷରେ ତତ୍କାଳୀନ…
ଖୋଲା ଖୋଲି ଧମକ ଦେଲେ ଟ୍ରୁଡୋ, ଡୋନାଲ୍ଡ ଟ୍ରମ୍ପ ଟାରିଫ ଲଗାଇଲେ ଆମେ ବି…
ଟରୋଣ୍ଟୋ,୨୮।୨: ଆମେରିକା କାନାଡାରୁ ଆମଦାନୀ ଉପରେ ନୂଆ ତଥା କଡା ଶୁଳ୍କ ଘୋଷଣା କରିଛି (US Canada Tariff War)। ମାର୍ଚ୍ଚ ୪ ତାରିଖରୁ କାନାଡା ଉପରେ ଶୁଳ୍କ ଲାଗୁ ହେବ। ଆମେରିକାର ଏହି ନିଷ୍ପତ୍ତି ଉପରେ କାନାଡାରୁ ପ୍ରତିକ୍ରିୟା ଆସିଛି।…
କିଏ ସେହି ତୁହିନ କାନ୍ତ ପାଣ୍ଡେ, ଯିଏ ହେବେ ପରବର୍ତ୍ତୀ ସେବି ମୁଖ୍ୟ
ନୂଆଦିଲ୍ଲୀ,୨୮।୨: କେନ୍ଦ୍ର ସରକାର ତୁହିନ କାନ୍ତ ପାଣ୍ଡେଙ୍କୁ ପରବର୍ତ୍ତୀ ସେବି ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ତିନି ବର୍ଷ ପାଇଁ ହେବ। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ (DoPT) ପାଣ୍ଡେଙ୍କ ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। କ୍ୟାବିନେଟ…
ଇଡିଲି-ସମ୍ବର ପାଇଁ ଗୋଆରେ କମୁଛନ୍ତି ପର୍ଯ୍ୟଟକ, ଭାଜପା ନେତାଙ୍କ ଅଜବ ଯୁକ୍ତି
ନୂଆଦିଲ୍ଲୀ,୨୮।୨: ଗତ କିଛି ବର୍ଷ ମଧ୍ୟରେ ଗୋଆରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି। ଏହା ପଛରେ ଅନେକ କାରଣ ଅଛି। ଗୋଆରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ନେଇ ଗୁରୁବାର ଭାଜପା ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ମାଇକେଲ ଲୋବୋ ଚିନ୍ତା ପ୍ରକଟ…
ବିଜେଡି ନେତାଙ୍କୁ ଦେଖି ମଞ୍ଚରୁ ପଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ଲୋଇସିଂହା,୨୮।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାନଟିକା ଜଳେଶ୍ୱର ପୀଠରେ ଶିବରାତ୍ରି ମେଳା ମହାସମାରୋହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ହେଲେ ସନ୍ଧ୍ୟାରେ ଉକ୍ତ ପୀଠରେ ଆୟୋଜିତ ଜଳେଶ୍ୱର ମହୋତ୍ସବରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ନ ଦେଇ ଫେରିଯିବା ଘଟଣା ଚର୍ଚ୍ଚାର…
ମାସେ ପର୍ଯ୍ୟନ୍ତ ଚା’-କଫି ପିଇବା ଛାଡ଼ି ଦେଇ ଦେଖନ୍ତୁ, ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ…
ଭାରତର ପ୍ରତ୍ୟେକ ଘରେ କିଛି ଲୋକ ଥାଆନ୍ତି, ଯେଉଁମାନେ ଚା’ କିମ୍ବା କଫି ପିଇବାକୁ ପସନ୍ଦ କରନ୍ତି। ବିଶେଷକରି କିଛି ଲୋକ ସକାଳୁ ଉଠିବା ମାତ୍ରେ ଚା’ ପିଇବାକୁ ପସନ୍ଦ କରନ୍ତି, ଯାହାକୁ ବେଡ୍ ଟି’ କୁହାଯାଏ। କିଛି ଲୋକ ଅଛନ୍ତି…
ଆଜିଠାରୁ ବଢ଼ିବ ତାତି: ୨ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ୱର,୨୮ା୨ (ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ହେଲା ପାଗ ଶୁଖିଲା ରହିଥିବାବେଳେ ଗରମ ଅନୁଭୂତ ହେଉଛି। ଗୁରୁବାର ବୌଦ୍ଧ ଓ ବଲାଙ୍ଗୀରରେ ଦିନ ତାପମାତ୍ରା ସର୍ବାଧିକ ୩୬ ଡିଗ୍ରୀ ସେଲସିୟସ୍ ରହିଥିବାବେଳେ ଝାରସୁଗୁଡ଼ାରେ ୩୫.୬, ଟିଟିଲାଗଡ଼ରେ ୩୫.୫, ସମ୍ବଲପୁରରେ ୩୫.୩ ଓ…
Archives


