Home

ସଲମାନଙ୍କ ଦୁଃଖ, କହିଲେ ଶତ୍ରୁକୁ ବି ନ ହେଉ ଏମିତି ରୋଗ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କର ଚମତ୍କାର ଫିଟନେସ ଏବଂ ଦମଦାର ବଡି ପାଇଁ ପ୍ରସିଦ୍ଧ ଥିଲେ ମଧ୍ୟ, ସେ ଟ୍ରାଇଜେମିନାଲ ନ୍ୟୁରାଲଜିଆ ନାମକ ଏକ ଗମ୍ଭୀର ସ୍ନାୟୁ ରୋଗ ସହିତ ମଧ୍ୟ ଲଢ଼ିଛନ୍ତି। ସମ୍ପ୍ରତି, ଆମାଜନ ପ୍ରାଇମ ଭିଡିଓର…

ସ୍ବାମୀ ଶୋଇଥିବାବେଳେ ବୟଫ୍ରେଣ୍ଡଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିଲେ ସ୍ତ୍ରୀ: ହଠାତ୍‌ ହୋଇଗଲା ଏମିତି ଭୁଲ୍‌, ଶେଷରେ…

ଲକ୍ଷ୍ନୌ,୨୫।୯: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ରହୁଥିବା ଜଣେ ମହିଳା ଠକାମୀର ଶିକାର ହୋଇଛନ୍ତି। ସେ ତାଙ୍କ ସ୍ବାମୀଙ୍କଠାରୁ ବିରକ୍ତ ହୋଇଯାଇ ଇନଷ୍ଟାଗ୍ରାମରେ ଜଣେ ଯୁବକଙ୍କ ସହିତ ବନ୍ଧୁତା କରିଥିଲେ। ସେ ତାଙ୍କ ସ୍ବାମୀଙ୍କ ନିର୍ଯାତନାର ସମସ୍ତ ବିବରଣୀ ତାଙ୍କ ସହିତ ଶେୟାର…

ରୋଷେଇ ଚାଲିଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ବାଲେଶ୍ୱର,୨୫ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ମାକଲପୁର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ରୋଷେଇ ଚାଲିଥିବାବେଳେ ନିଆଁ ଲାଗି ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଛି। ମାକଲପୁର ପୋଷ୍ଟ୍‌ ଅଫିସ ପଛ ପାଖରେ ଏକ ବିଲ୍ଡିଂରେ ରୋଷେଇ ଚାଲିଥିବା ସମୟରେ ନିଆଁ ଲାଗି…

‘EVMର କାଉଟିଂ ପୂର୍ବରୁ ଶେଷ ହେବ ପୋଷ୍ଟାଲ ବାଲଟର ଗଣତି, କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ECI ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ (ECI) ନିର୍ବାଚନ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ପୋଷ୍ଟାଲ ବାଲଟ ଗଣନା ସହିତ ଜଡିତ। କମିଶନ ଏବେ ଘୋଷଣା କରିଛନ୍ତି ଯେ ବିଳମ୍ବ ଏବଂ ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ ପୋଷ୍ଟାଲ ବାଲଟ ଗଣନା…

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ,୨୫।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଏହି ସମୟରେ, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ରୁଷିଆ ସହିତ ଯୁଦ୍ଧ ଶେଷ…

ଯୁବରାଜ ସିଂହଙ୍କ ପତ୍ନୀ ହେଜେଲଙ୍କୁ ନେଇ ଚମକାଇବା ଭଳି କଥା କହିଲେ ପିତା ଯୋଗରାଜ

ନୂଆଦିଲ୍ଲୀ,୨୫।୯: ଯୋଗରାଜ ସିଂହ ପ୍ରାୟତଃ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି, କିମ୍ବା ସେ ବିନା ଦ୍ୱିଧାରେ ଖୋଲାଖୋଲି ଭାବରେ ତାଙ୍କ ମନ କଥା କୁହନ୍ତି। ହେଲେ, ତାଙ୍କ କଥା ଅନେକ ସମୟରେ ବିବାଦ ସୃଷ୍ଟି କରେ। ସମ୍ପ୍ରତି…

ଯୌତୁକରେ ବକ୍ସ ଖଟ ନେଇଥିଲେ ନବବଧୂ, ଏହା ଭିତରୁ ବାହାରିଲେ ପ୍ରେମିକ, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆ ଯୁଗରେ ପ୍ରତିଦିନ ନୂଆନୂଆ ଭିଡିଓ ଭାଇରାଲ ହେଉଥିବାବେଳେ କେତେକ ଘଟଣା ସମାଜର ଅନ୍ଧକାର ପାର୍ଶ୍ୱକୁ ଲୋକଙ୍କ ସାମ୍ନାକୁ ଆଣୁଥିବା ନଜିର ରହିଛି। ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଖୁବ୍‌ ହଇଚଇ ସୃଷ୍ଟି କରିଛି। ଏଥିରେ ଦେଖାଯାଇଛି ଜଣେ ନବବଧୂ…

୪ ବର୍ଷ ମଧ୍ୟରେ ପ୍ରଥମଥର ଦେଶରେ ଘଟିଲା ଏମିତି…ଚାଇନା-ଆମେରିକା ଲାଗିବ ଝଟ୍‌କା

ନୂଆଦିଲ୍ଲୀ,୨୫।୯: ଭାରତୀୟ ଅର୍ଥନୀତି ପାଇଁ ଆଶ୍ୱସ୍ତିକର ଖବର ରହିଛି। କାରଣ ଦେଶରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (FDI) ଚାରି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରେକର୍ଡ ସ୍ତରରେ ପହଞ୍ଚିଛି। କିଛି ଦିନ ପୂର୍ବରୁ, ଆମେରିକୀୟ ଏଜେନ୍ସି S&P ଗ୍ଲୋବାଲ ଭାରତର…

ଧର୍ମେନ୍ଦ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଓଡ଼ିଆଙ୍କ ଉପରେ ବଢୁଛି ମୋଦିଙ୍କ ଭରସା

ପାଟନା,୨୫।୯: ବିହାର ନିର୍ବାଚନ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ, କିନ୍ତୁ ସମସ୍ତ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାରତୀୟ ଜନତା ପାର୍ଟି ଗୁରୁବାର ଏକ ବଡ଼ ଘୋଷଣା କରିଛି। ଭାଜପା ବିହାର ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରଭାରୀ ଘୋଷଣା କରିଛି।…

ଟିକା ନେଇ ଚାଲିଗଲା ୪ ମାସର ଶିଶୁଙ୍କ ଜୀବନ: ଡାକ୍ତରଖାନାରେ ଭଙ୍ଗାରୁଜା

ନୟାଗଡ଼,୨୫।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ୪ ମାସର ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଶିଶୁ ହେଲେ ଓମ ପ୍ରକାଶ ଦଳେଇ। ଘର ନୟାଗଡ଼ ସଦର ଥାନା…

ନିଜେ ଝାଡୁ ମାରି ସ୍ବଚ୍ଛତାର ସହ କାର୍ଯ୍ୟ କରିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୯: ସ୍ବଚ୍ଛତା ହିଁ ସେବା ୨୦୨୫ ଅଭିଯାନ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ,…

ବ୍ୟାଙ୍କ ଲକର୍‌ରେ ରଖିଛନ୍ତି କି ସୁନା? ଚୋରି କି ନଷ୍ଟ ହେଲେ କିଏ ଦାୟୀ, କ’ଣ କୁହେ RBI ନିୟମ…

ନୂଆଦିଲ୍ଲୀ,୨୫।୯: ସାଧାରଣତଃ ଲୋକମାନେ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଲକରରେ ମୂଲ୍ୟବାନ ଜିନିଷ ରଖିଥାନ୍ତି। କିନ୍ତୁ ବ୍ୟାଙ୍କର ଅବହେଳା, ଚୋରି କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଯଦି ଆପଣଙ୍କ ଜିନିଷ ଲକରରୁ ଗାୟବ ହୋଇଯାଏ, ତେବେ କିଏ ଦାୟୀ ହେବ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?