Home

ଜାତୀୟ ରାଜନୀତିରେ ବଢୁଛି ବୈଜୟନ୍ତଙ୍କ ପତିଆରା, କମୁଛି ଧର୍ମେନ୍ଦ୍ରଙ୍କ କ୍ରେଜ୍‌

ଭୁବନେଶ୍ୱର,୧।୩(ସୁନିତ୍‌ ମିଶ୍ର):ଭାରତର ରାଜଧାନୀ ଦିଲ୍ଲୀରେ ଏବେ ଓଡ଼ିଆଙ୍କ ପ୍ରଭାବକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସମାନ ବିଷୟ ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ଶୁଣିବାକୁ ମିଳିଲାଣି। ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଗୁରୁତ୍ୱ ବଢୁଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

ସିରିଜ ଦୁର୍ଘଟଣା: ବସକୁ ପିଟିଲା ହାଇୱା-କଣ୍ଟେନର, ୧୨ ଆହତ

ଭଦ୍ରକ, ୧।୩(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ ଛତାବର ନିକଟରେ ଟାୟାର ପମ୍ପଚର ହୋଇଥିବା ଏକ ଟୁରିଷ୍ଟ ବସ ରାସ୍ତାରେ ଛିଡା ହୋଇଥିବା ସମୟରେ ପଛ ପଟୁ ଧକ୍କା ଦେଲା ଏକ ହାଇୱା…

ଗୁହାଳ ଘରେ ଲାଗିଲା ନିଆଁ: ଗୋରୁ-ଛେଳି ଜୀବନ୍ତ ଦଗ୍ଧ,ଘର ମାଲିକ ଗୁରୁତର

ବାଲେଶ୍ୱର, ୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ସଦର ବ୍ଲକ ସାର୍ଥା ପଞ୍ଚାୟତ ଅନ୍ତର୍ଗତ ଗନ୍ଧିଆ ଗ୍ରାମର କୈଳାସ ମାଝୀଙ୍କ ଗୁହାଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁହାଳ ଘରେ ନିଆଁ ଲାଗି ଦୁଇଟି ଗୋରୁ, ଦୁଇଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଦେଖିବାକୁ ମିଳିଛି…

ଭ୍ରମଣର ମାରାତ୍ମକ ସଉକ! ୧୦ ଦିନ ପର୍ଯ୍ୟନ୍ତ କେବଳ ଟୁଥପେଷ୍ଟ ଖାଇ ନିଜ ଜୀବନ ବଞ୍ଚାଇଲେ ଏହି ଯୁବକ

ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ପାହାଡ଼ରେ ବୁଲୁବୁଲୁ ହଜିଯାଇଥିଲେ। ୧୦ ଦିନ ପର୍ଯ୍ୟନ୍ତ କେବଳ ଟୁଥପେଷ୍ଟ ଖାଇ ନିଜ ଭୋକ ମେଣ୍ଟାଇଥିଲେ। ଏହି ଘଟଣାଟି ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ୧୮ ବର୍ଷୀୟ ଯୁବକ…

Trump-Zelensky Clash: ଟ୍ରମ୍ପଙ୍କ ସହ ଝଗଡା ପରେ ମୁହଁ ଖୋଲିଲେ ଜେଲେନସ୍କି, କହିଲେ ଏମିତି ହେଲେ…

ଓ୍ବାଶିଂଟନ,୩।୧: ହ୍ବାଇଟ ହାଉସର ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ଜେଲେନସ୍କିଙ୍କୁ ସମ୍ମାନ ଦେଉ ନ ଥିବା ଅଭିଯୋଗ ହୋଇଛି। ଟ୍ରମ୍ପଙ୍କୁ…

Chamoli Glacier Burst:ବଦ୍ରିନାଥରେ ହିମସ୍ଖଳନ: ଏବେ ବି ଫସିଛନ୍ତି ୨୨ ଶ୍ରମିକ

ଡେରାଡୁନ୍‌,୧।୩: ଉତ୍ତରାଖଣ୍ଡର ବଦ୍ରିନାଥ ନିକଟ ଚମୋଲିରେ ପ୍ରବଳ ତୁଷାରପାତ ହୋଇଛି। ବଦ୍ରିନାଥର ସୀମାନ୍ତ ମାନା ଗାଁ ନିକଟରେ ଏକ ହିମସ୍ଖଳନ ଯୋଗୁ ଫସି ରହିଥିବା ୫୫ ଜଣ ବର୍ଡର ରୋଡ୍ସ ଅର୍ଗାନାଇଜେଶନ୍‌ (BRO)ର ୫୫ କର୍ମଚାରୀଙ୍କ ମଧ୍ୟରୁ ୩୩ ଜଣଙ୍କୁ ସୁରକ୍ଷିତ…

ଅଜଣା ଦୁର୍ବୃତ୍ତଙ୍କ ଏସିଡ ମାଡ଼ରେ ଯୁବକ ଗୁରୁତର

ସାବରଙ୍ଗ,୧।୩(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଲଷ୍ମୀଦାସ ପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମର ଜଣେ ଯୁବକଙ୍କ ଉପରେ ଏସିଡ ମାଡ଼ ହୋଇଛି। ଜଗବନ୍ଧୁ ପଳେଇ ନାମକ ଏହି ଯୁବକ ଜଣଙ୍କ ଶୁକ୍ରବାର ରାତିରେ ଘରେ ଶୋଇଥିଲେ। ବିଳମ୍ବିତ ରାତ୍ରିରେ ଅଜଣା…

ଆଜିଠୁ ରାଶନକାର୍ଡ ଅନ୍‌ଲାଇନ ଆବେଦନ ହେବ ଆରମ୍ଭ

ସମ୍ବଲପୁର,୧ା୩(ପ୍ରମୋଦ ବହିଦାର):ମାର୍ଚ୍ଚ ୧ରୁ ସମଗ୍ର ରାଜ୍ୟରେ ରାଶନକାର୍ଡ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଠିକ୍‌ ଭାବେ ସର୍ଭେ କରି ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାଶନ କାର୍ଡ ପ୍ରଦାନ କରାଯିବ ବୋଲି ଖାଦ୍ୟ, ଯୋଗାଣ, ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା…

ଥମୁନି ଅସନ୍ତୋଷ, ତେଜୁଛି ଚାଷୀ ଆନ୍ଦୋଳନ: ମାର୍ଚ୍ଚ ୧୭ରେ କିଷାନ ମହାପଞ୍ଚାୟତ

ବରଗଡ/ସୋହେଲା,୧ା୩(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ ପାତ୍ର):କୃଷି ଏବଂ କୃଷକଙ୍କ ସମସ୍ୟା ନେଇ ବରଗଡ଼ ଜିଲା ସୋହେଲାରେ ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନ ନେତୃତ୍ୱରେ ଶତାଧିକ ଚାଷୀ ବିକ୍ଷୋଭ ଶୋଭାଯାତ୍ରା ସହିତ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ। ଏହାସହିତ ୩ଦଫା…

ହୋଲି ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା: ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ,୧।୩: ପାର୍ବଣ ଋତୁରେ ମୁଦ୍ରାସ୍ଫୀତିର ଏକ ଝଟକା ଲାଗିଛି। ହୋଲି ଏବଂ ରମଜାନ ମାସରେ କମର୍ସିଆଲ ଗ୍ୟାସ ମହଙ୍ଗା ହୋଇଯାଇଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର…

ଓଏଏସ୍‌ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର,୧ା୩(ସୁନିତ୍‌ ମିଶ୍ର):ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ ଅଫିସର ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ପାଠ ପଢ଼ିବା ପାଇଁ ଛୁଟିରେ ଥିବା ୨୦୧୦ ଆଇଏଏସ୍‌ ଅଫିସର ମାନ୍‌ସୀ ନିମ୍ଭାଲଙ୍କୁ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏହାସହ ତାଙ୍କୁ ଅତିରିକ୍ତ ଭାବେ…

ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌-ଜେଲେନ୍‌ସ୍କି ମୁହାଁମୁହିଁ

ଓ୍ବାଶିଂଟନ,୧।୩: ଆମେରିକା ଓ ୟୁକ୍ରେନ୍‌ ମଧ୍ୟରେ ବୁଧବାର ମିନେରାଲ୍ସ ଡିଲ୍‌ ପାଇଁ ସହମତି ପ୍ରକାଶ ପାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆମନ୍ତ୍ରଣକ୍ରମେ ୟୁକ୍ରେନ୍‌ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି ଶୁକ୍ରବାର ଓ୍ବାଶିଂଟନ ଡିସିରେ ପହଞ୍ଚତ୍ ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌ଙ୍କୁ ଭେଟିଛନ୍ତି। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri