Home

୨୦୨୦ ସୁଦ୍ଧା ୨୧ ଭାରତୀୟ ସହର ହେବ ଭୂତଳ ଜଳ ଶୂନ୍ୟ: ନୀତି ଆୟୋଗ ରିପୋର୍ଟ

ନୂଆଦିଲ୍ଲୀ,୨୦।୬: ଦେଶରେ ଜଳସଙ୍କଟ ଉତ୍କଟ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ତଥା କଂକ୍ରିଟ୍‌ ଜଙ୍ଗଲ ଯୋଗୁ ଧୀରେଧୀରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଆସନ୍ତା ୨୦୨୦ ସୁଦ୍ଧା ଦେଶର ୨୧ଟି ସହର ଭୂତଳ ଜଳ ଶୂନ୍ୟ ହେବାର ଆଶଙ୍କ ଦେଖାଦେଇଛି। ଏନେଇ…

ବଦଳିଲା ନିଷ୍ପତ୍ତି, ଶୁକ୍ରବାର ଖୋଲିବ ସ୍କୁଲ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଶୁକ୍ରବାର ଖୋଲିବ ରାଜ୍ୟର ସମସ୍ତ ସ୍କୁଲ। ପାଗରେ ପରିବର୍ତ୍ତନ ତଥା ଖରା କମିଯିବାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଜୁନ ୧୯ ତାରିଖରେ ସ୍କୁଲ ଖୋଲିବାର ଥିଲା। ମାତ୍ର ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହକୁ…

ଦନ୍ତା ହାତୀ ଆକ୍ରମଣରେ ଜେଜେମା ମୃତ, ନାତୁଣୀ ଗୁରୁତର

ବେତନଟୀ, ୨୦।୬(ଡି.ଏନ୍‌.ଏ): ମୟୁରଭଞ୍ଜ ଜିଲା ବେତନଟୀ ବନାଞ୍ଚଳ ଅଧିନ ଯୁଗୋଳ ପଞ୍ଚାୟତର ହଳଦୀପଦା ଗଁାରେ ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ୨ ଜଣଙ୍କୁ ଆକ୍ରମଣ କରିଛି। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।…

ଦେଶର ପ୍ରଥମ ଡିଜିଟାଲ ଗାଇଡ୍‌: ଗଛରେ ଲାଗିଥିବା କ୍ୟୁଆର୍‌ କୋଡ ସ୍କାନ କଲେ ମିଳିବ ସମସ୍ତ ତଥ୍ୟ

ଥିରୁଭାନନ୍ତପୁରମ,୨୦।୬: କେରଳ ସରକାର ଏବେ ଏମିତି ଏକ ଡିଜିଟାଲ ଗାଇଡ୍‌ ବିକଶିତ କରିବାକୁ ଯାଉଛନ୍ତି ଯାହା ଦେଶର ପ୍ରଥମ ଡିଜିଟାଲ ଗାଇଡ୍‌ ବୋଲି କୁହାଯାଉଛି। ଏଠାରେ ଥିବା ଗଛରେ ଏକ କ୍ୟୁଆର୍‌ କୋଡ ଲଗାଇ ଦିଆଯିବ। ଯାହାକୁ ସ୍କାନ କଲେ ଗଛ…

 ବିନା ଭେଦଭାବରେ ଦେଶର ସାମୁହିକ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ଏନ୍‌ଡ଼ିଏ ସରକାର: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟର ସେଣ୍ଟ୍ରାଲ୍‌ ହଲରେ ଗୁରୁବାର ସମବେତ ରାଜ୍ୟ ସଭା ଏବଂ ଲୋକ ସଭା ଏମ୍‌ପିଙ୍କୁ ସମ୍ବୋଧିତ କରିଛନ୍ତି। ଏନ୍‌ଡ଼ିଏ ସରକାର ବିନା ଭେଦଭାବରେ ଦେଶର ସାମୁହିକ ବିକାଶ ପାଇଁ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଛନ୍ତି।…

ଧାଓ୍ବନଙ୍କ ଭାବବିହ୍ବଳ ଟୁଇଟ୍‌

ସାଉଥାମ୍ପ୍‌ଟନ,୨୦।୬:ଭାରତୀୟ ଦଳର ଓପନର୍‌ ଶିଖର ଧାଓ୍ବନ ଚଳିତ ବିଶ୍ୱକପରୁ ବାଦ ପଡିଛନ୍ତି। ବୁଢ଼ାଆଙ୍ଗୁଠି ଭାଙ୍ଗିଯିବା ଫଳରେ ସେ ବିଶ୍ୱକପରେ ବାକି ମ୍ୟାଚ୍‌ ଖେଳିପାରିବେ ନାହିଁ। ବିଶ୍ୱକପରୁ ବାଦ୍‌ ହେବା ପରେ ଟୁଇଟରରେ ଏକ ଭାବବିହ୍ବଳ ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି,ଆଘାତ ସମସ୍ୟାରେ…

ଜଳସଙ୍କଟ ପାଇଁ ବଦଳିଲା ସ୍କୁଲ-କଲେଜ ଅଫିସ୍‌ ସମୟ: ଜୁନ୍‌ ୨୨ରେ ଡିଏମ୍‌କେ କରିବ ବିକ୍ଷୋଭ

ଚେନ୍ନାଇ,୨୦।୬: ତାମିଲ୍‌ନାଡୁରେ ଜଳସଙ୍କଟ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚେନ୍ନାଇରେ କେତେକ ସ୍କୁଲ-କଲେଜ-ଅଫିସ୍‌ ସମୟରେ ପରିବର୍ତ୍ତନ କରାଯାଇଛି। ସ୍କୁଲ ଗୁଡ଼ିକ ସକାଳ ୮ଟାଠାରୁ ମଧ୍ୟାହ୍ନ ୧୨ଟା ୧୫ ପର୍ଯ୍ୟନ୍ତ ଖୋଲା ରହୁଥିବାବେଳେ କେତେକ କଲେଜ ଏବଂ…

ପୁରୁଣା ପୋଷାକ ପାଇଁ ଭାଙ୍ଗିଗଲା ବାହାଘର: ମାତ୍ର ୧୦ ଘଣ୍ଟା ପରେ ଛାଡପତ୍ର ଦେଲେ ବର

ରାଞ୍ଚି, ୨୦।୬: ବିବାହର ମାତ୍ର ୧୦ ଘଣ୍ଟା ପରେ କନ୍ୟାକୁ ଛାଡପତ୍ର ଦେଇ ଚର୍ଚ୍ଚାକୁ ଆସିଛନ୍ତି ବର। ଝାଡଖଣ୍ଡର ଦେଓଘରରେ ଘଟିଛି ଏହି ଘଟଣା। ବିବାହରେ କନ୍ୟାକୁ ପୁରୁଣା ପୋଷାକ ଦେବାରୁ କନ୍ୟାଘର ପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। ମୁସଲମାନ ସମାଜରେ…

ମୋବାଇଲ୍‌ ବ୍ୟବହାର ନ କରିବା ପାଇଁ ଜମ୍ମୁ-କଶ୍ମୀର ଟ୍ରାଫିକ୍‌ ପୋଲିସର ବିଭ୍ରାନ୍ତି ଜନକ ସାଇନ୍‌ ବୋର୍ଡ: ଭିଡ଼ିଓ ଭାଇରାଲ

ଶ୍ରୀନଗର,୨୦।୬: ଜମ୍ମୁ-କଶ୍ମୀର ଟ୍ରାଫିକ୍‌ ପୋଲିସ ଦ୍ୱାରା ଲଗାଯାଇଥିବା ଏକ ସାଇନ୍‌ ବୋର୍ଡ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ଜାତୀୟ ରାଜପଥ ମୋଗଲ ରୋଡ୍‌ଠାରେ ଲାଗିଥିବା ଏହି ସାଇନ୍‌ ବୋର୍ଡରେ ମୋବାଇଲ୍‌ ବ୍ୟବହାର ନ କରିବା ପାଇଁ ବିଭ୍ରାନ୍ତି ଜନକ…

ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଆହତ

ଛେଣ୍ଡିପଦା,୨୦।୬(ଡି.ଏନ୍‌.ଏ): ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପାତ୍ରପଡା ଗଁା ନିକଟରେ ଗୁରୁବାର ସକାଳେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ଆହତ ବୃଦ୍ଧ ହେଲେ ପାତ୍ରପଡା ଦଳିତ ସାହି ଗାଁର ବନ୍ଧୁଆ ନାଏକ(୬୫)। ସକାଳେ ସେ…

ଗୁପ୍ତଯୁଗ ସ୍ବର୍ଣ୍ଣମୁଦ୍ରା ପାଇଁ ଗାଁ ସାରା ଖୋଳି ଦେଲେ ଲୋକେ

ଜୟପୁର,୨୦।୬: ମଣିଷର ଧନ ଲୋଭ ବେଳେବେଳେ ସୀମା ଟପିଯାଏ। ଫଳରେ ସେ ଏଭଳି କାମ କରିବସେ ଯାହାକୁ ନେଇ ପରବର୍ତ୍ତୀ ସମୟରେ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଥାଏ। ସେହିପରି ଏକ ଘଟଣା ରାଜସ୍ଥାନ ଜୟପୁର ନିକଟରେ ଥିବା ମାଲପୁରାରେ ଘଟିଛି। ସ୍ଥାନୀୟ…

ନଦୀକୁ ଖସିଲା ବରଯାତ୍ରୀ ଗାଡି: ୭ ନିଖୋଜ

ଲକ୍ଷ୍ନୌ, ୨୦।୬: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀ ଦଳକୁ ନେଇ ଯୋଉଥିବା ଏକ ପିକ୍‌ଅପ୍‌ ଗାଡି ନଦୀକୁ ଖସି ପଡିଛି। ଫଳରେ ୭ ଜଣ ଶିଶୁ ନିଖୋଜ ଅଛନ୍ତି। ପିକ୍‌ଅପ୍‌ରେ ୨୯ଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?