Home

ପ୍ରାକ୍ଟିକାଲରେ କମ୍‌ ମାର୍କ ପାଇଁ କଲେଜ ଘେରିଲେ ଛାତ୍ରୀ

ଜୟପୁର,୨୬ା୬(ନି.ପ୍ର./ଡି.ଏନ୍‌.ଏ.): ଥିଓରିରେ ୮୦ ପ୍ରତିଶତ ମାର୍କ ରଖିଥିବା ଜଣେ ଛାତ୍ରୀଙ୍କୁ ଗୃହ ବିଜ୍ଞାନର ପ୍ରାକ୍ଟିକାଲରେ ମାତ୍ର ୧୨ ମାର୍କ ମିଳିଛି। ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଏଭଳି ବ୍ୟତିକ୍ରମ ଛାତ୍ରୀମାନଙ୍କୁ ଅସନ୍ତୁଷ୍ଟ କରିଛି। ବୁଧବାର ସେମାନେ କଲେଜ ଘେରାଉ କରି ଅଧ୍ୟକ୍ଷାଙ୍କୁ…

ଏସ୍‌-୪୦୦ ଚୁକ୍ତିନାମାକୁ ନେଇ ଆମେରିକାକୁ କହିଲେ ଜୟଶଙ୍କର: ରାଷ୍ଟ୍ର ହିତକୁ ଦିଆଯିବ ଗୁରୁତ୍ୱ

ନୂଆଦିଲ୍ଲୀ,୨୬।୬: ରୁଷ ସମେତ ଅନ୍ୟ କେତେକ ଦେଶ ଉପରେ ଆମେରିକା ପ୍ରତିବନ୍ଧକ ଜାରି କରିଥିଲେ ମଧ୍ୟ ଭାରତ ସେହି ଦେଶଗୁଡିକ ସହ ସମ୍ବନ୍ଧ ସ୍ଥାପନ କରିବା କ୍ଷେତ୍ରରେ ରାଷ୍ଟ୍ର ହିତକୁ ପ୍ରାଧାନ୍ୟ ଦିଆଯିବ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି।…

ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ତହସିଲଦାରଙ୍କୁ ଫେରାଦ

ଜୁନାଗଡ,୨୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ବୁଧବାର ୫ ଦଫା ଦାବି ନେଇ ଜୁନାଗଡ ତହସିଲଦାରଙ୍କୁ ଫେରାଦ ହୋଇଛନ୍ତି । ଏ ବିଷୟରେ ତହସିଲଦାରଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ସ୍ବାଧୀନତାର ୭୨ବର୍ଷ ପରେ ମଧ୍ୟ ଜୁନାଗଡ…

କାର୍‌ ଦୁର୍ଘଟଣାରେ ବକ୍ସର ନୀରଜ ଆହତ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ଭାରତୀୟ ପ୍ରଫେଶନାଲ ବକ୍ସର ନୀରଜ ଗୋୟାତ ଏକ କାର୍‌ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଫଳରେ ଆସନ୍ତା ମାସରେ ବ୍ରିଟିଶ ଷ୍ଟାର ବକ୍ସର ଅମିର ଖାଁଙ୍କ ବିପକ୍ଷ ଡବ୍ଲ୍ୟୁବିସି ପର୍ଲ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ମୁକାବିଲାରୁ ସେ…

ଓ୍ବିମ୍ବେଲଡନ କ୍ୱାଲିଫାୟର୍ସ: ଦ୍ୱିତୀୟ ରାଉଣ୍ଡରୁ ରାମକୁମାରଙ୍କ ବିଦାୟ

ଲଣ୍ଡନ, ୨୬ା୬ (ପି.ଟି.): ଭାରତର ରାମକୁମାର ରମାନାଥନ ଏକ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ରେ ପ୍ରବେଶ କରିବାରେ ପୁଣି ବିଫଳ ହୋଇଛନ୍ତି। ଓ୍ବିମ୍ବେଲଡନ ଚାମ୍ପିୟନଶିପ୍‌ ପାଇଁ ପୁରୁଷ ସିଙ୍ଗଲ୍ସ କ୍ୱାଲିଫାଇଙ୍ଗ ଦ୍ୱିତୀୟ ରାଉଣ୍ଡରେ ସେ ପୋଲାଣ୍ଡର କାମିଲ ମାଜକ୍ରାଜାକ୍‌ଙ୍କଠାରୁ ହାରିଯାଇଛନ୍ତି। ଅଣସିଡ୍‌ ଭାରତୀୟ…

ଭେଣ୍ଡର ରସିଦ୍‌ ଦାବିରେ ସମବାୟ ସମିତିରେ ତାଲା

ଭଣ୍ଡାରିପୋଖରୀ, ୨୬।୬ (ଡି.ଏନ.ଏ.) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ସେବା ସମବାୟ ସମିତିରେ ଗତ ଖରିଫ୍‌ ଧାନ ବିକ୍ରିର ଶେଷ ପର୍ଯ୍ୟାୟରେ ଧାନ ବିକ୍ରି କରିଥିବା ଚାଷୀମାନେ ଭେଣ୍ଡର ରସିଦ୍‌ ଦାବି କରି ବୁଧବାର ସମିତି କାର୍ଯ୍ୟାଳୟରେ ତାଲା…

ଯେଉଁ ମନ୍ଦିରରେ ଘିଅ ନୁହେଁ, ପାଣିରେ ଜଳୁଛି ଦୀପ

ମଧ୍ୟପ୍ରଦେଶର ନଲଖେଡ଼ା ନିକଟସ୍ଥ କାଳିସିନ୍ଧ ନଦୀ କୂଳରେ ରହିଛି ଏକ ଅଦ୍ଭୁତ ମନ୍ଦିର। ଗଡ଼ିଆଘାଟ ମାତା ନାମରେ ପ୍ରସିଦ୍ଧ ଏହି ମନ୍ଦିରର ଏକ ଅଲୌକିକ ଘଟଣା ବିଶ୍ୱବିଖ୍ୟାତ। ମନ୍ଦିରରେ ଲୋକେ ଘିଅ ସହାୟତାରେ ଦୀପ ଜାଳି ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ…

ଅକାଳ ମୃତ୍ୟୁରୁ ରକ୍ଷା କରେ ଏହି ଶିବଲିଙ୍ଗ…

ଭାରତର ବିଭିନ୍ନ ଅଞ୍ଚଳରେ ଥିବା ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ମଧ୍ୟପ୍ରଦେଶ ରଓ୍ବୋରେ ଥିବା ମହାମୃତ୍ୟୁଞ୍ଜୟ ମନ୍ଦିରରେ ଥିବା ଚମତ୍କାରୀ ଶିବଲିଙ୍ଗ ଅକାଳ ମୃତ୍ୟୁରୁ ରକ୍ଷା କରେ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି। ଏହି ଶିବଲିଙ୍ଗରେ ୧୦୦୧ ଟି…

୩ ବର୍ଷ ପରେ ବୃଦ୍ଧ ଦମ୍ପତିଙ୍କୁ ମିଳିଲା ନ୍ୟାୟ: ପୁଅ ବୋହୂ ତଡ଼ିଦେଇଥିଲେ ଘରୁ

ମୁମ୍ବାଇ,୨୬।୬: ଆଜିକାଲି ପିଲାମାନେ ଯେତିକି ଶିକ୍ଷିତ ହେଉଛନ୍ତି ସେତିକି ନିଜର ମାନବିକତା, ମଣିଷପଣିଆ ଓ ଆଚାର ବ୍ୟବହାର ସବୁ ଭୁଲିଯାଉଛନ୍ତି। ଦିନେ ଯେଉଁ ମା ବାପାଙ୍କ ହାତ ଧରି ଚାଲିବା ଶିଖିଥିଲେ ସେହି ପୁଅ ତାଙ୍କୁ ବୃଦ୍ଧାବସ୍ଥାରେ ଘରୁ ବାହାର କରିଦେବାକୁ…

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଫଳ

ସମଗ୍ର ବିଶ୍ୱରେ ଦିନକୁଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଣିଷର ଦୁର୍ବଳ ମେଟାବୋଲିଜିମ୍‌ କାରଣରୁ ଏହି ରୋଗ ହେଉଥିବାରୁ ଶରୀରରେ ସଠିକ୍‌ ମାତ୍ରାରେ ଇନ୍‌ସୁଲିନ୍‌ ପ୍ରସ୍ତୁତ ହୋଇପାରି ନ ଥାଏ। ଯେଉଁଥିପାଇଁ ମଧୁମେହ ରୋଗୀଙ୍କୁ ବିଶେଷ କରି ଖାଦ୍ୟପେୟ ନେଇ…

ଚାଷୀଙ୍କୁ ନେଇ ହରଡ଼ଘଣାରେ କୃଷିମନ୍ତ୍ରୀ: ୨୦୦୧ରୁ ୧୧ ମଧ୍ୟରେ କୃଷକ ସଂଖ୍ୟା ସରକାରଙ୍କୁ ଜଣାନାହିଁ

ଭୁବନେଶ୍ୱର,୨୬।୬(ବ୍ୟୁରୋ): କୃଷି ଓ କୃଷକକୁ ନେଇ ବୁଧବାର ବିଧାନସଭାର ପ୍ରଶ୍ନ କାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଘେରିଥିଲେ। ୨୦୧୦ରୁ ଏପର୍ଯ୍ୟସ୍ତ ରାଜ୍ୟରେ କେତେ ଚାଷୀ ଅଛନ୍ତି ଓ କେତେ କମିଛନ୍ତି ତାହାର ଜବାବ…

ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଗୃହରେ ହଙ୍ଗାମା: ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା ଏବଂ ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ବୁଧବାର ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ଜୋରଦାର ହଙ୍ଗାମା କରିଛନ୍ତି। ଭୁବନେଶ୍ୱରରେ ଇଚ୍ଛାଧୀନ କୋଟାରେ ଘର ନେବା ଓ ଏହି ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?