Home

ଖିଲାପକାରୀଙ୍କ ଠାରୁ ଟିକସ ଆଦାୟ ପାଇଁ ବ୍ୟାଣ୍ଡ୍‌ ବାଜା ସହିତ ବୁଲୁଛନ୍ତି ମ୍ୟୁନିସିପାଲିଟି କର୍ମଚାରୀ

ଲକ୍ଷ୍ନୌ,୩।୭: ଘର ଟିକସ ପୈଠ କରୁ ନ ଥିବା ଖିଲାପକାରୀଙ୍କଠାରୁ ବକେୟା ଆଦାୟ ପାଇଁ ଉତ୍ତରପ୍ରଦେଶର ଲକ୍ଷ୍ନୌ ମ୍ୟୁନିସିପାଲିଟି ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ମ୍ୟୁନିସିପାଲିଟି କର୍ମଚାରୀ ସୁରକ୍ଷାକର୍ମୀଙ୍କ ସହିତ ବ୍ୟାଣ୍ଡ୍‌ ବାଜା ଦଳଙ୍କୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ…

ଆଙ୍ଗୁଳିରୁ ବାହାରୁ ଥିଲା ଧାର ଧାର ରକ୍ତ: ଖେଳିଚାଲିଥିଲେ ଧୋନୀ

ବର୍ମିଂହାମ, ୩।୭: ଚଳିତ ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶ ୨୮ ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି। କିନ୍ତୁ ଇଂଲଣ୍ଡଠାରୁ ପୂର୍ବ ମ୍ୟାଚ୍‌ରେ ପରାସ୍ତ ହେବା ପରେ ଭାରତୀୟ…

ଶରଣାର୍ଥୀ ଶିବିରରେ ଏୟାର ଷ୍ଟ୍ରାଇକ୍‌: ୪୪ ମୃତ

ତ୍ରିପୋଲି,୩।୭: ଲିବିୟାର ଏକ ପ୍ରବାସୀ କେନ୍ଦ୍ର ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୪୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା…

ଆମେରିକା ବି ମାନିଲା:ପାକିସ୍ତାନରେ ରହୁଛି ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌

ଓ୍ବାଶିଂଟନ୍‌, ୩।୭: ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌ ପାକିସ୍ତାନରେ ହିଁ ଅଛି ବୋଲି ଆମେରିକା ଯାଞ୍ଚ୍‌ ଏଜେନ୍ସି ଏଫବିଆଇ ଲଣ୍ଡନର ଏକ ଅଦାଲତରେ ଦାବି କରିଛି। ଦାଉଦ ପାକିସ୍ତାନରେ ରହୁଥିବାର ସମସ୍ତ ପ୍ରମାଣ ରହିଛି। ସେ କରାଚିରେ ରହି ନିଜ ସଂଗଠନ…

ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ଦେଖିବା ପାଇଁ ଅନ୍‌ଲାଇନ୍‌ ପଞ୍ଜିକରଣ ଗୁରୁବାର ମଧ୍ୟରାତ୍ରଠାରୁ ଆରମ୍ଭ

ଶ୍ରୀହରିକୋଟା,୩।୭: ଚନ୍ଦ୍ରାୟନ-୨ ଜୁଲାଇ ୧୫ରେ ଉତ୍‌କ୍ଷେପଣ ହେବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଏହା ଭାରତୀୟ ସମୟ ରାତ୍ର ୨ଟା ୫୧ରେ ଉତ୍‌କ୍ଷେପଣ କରାଯିବ। ଏହାକୁ ଶ୍ରୀହରିକୋଟା ଠାରେ ଥିବା ରକେଟ୍‌ ସ୍ପେଶ୍‌ ଥିମ୍‌ ପାର୍କରେ ଦେଖିବା ପାଇଁ…

ପାକିସ୍ତାନରେ ପୁଣି ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ

ଇସଲମାବାଦ, ୩।୭:ପାକିସ୍ତାନର ସିନ୍ଧଠାରେ ଆଉ ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଜୁନ୍‌ ୨୯ରେ ଘରୁ ଟ୍ୟୁସନ ଯିବା ବାଟରେ ତାଙ୍କୁ କେହି ଅପହରଣ କରିନେଇଥିବା ପାକିସ୍ତାନ ହିନ୍ଦୁ ଓ୍ବେଲ୍‌ଫେୟାର୍‌ ସେବା ଟ୍ରଷ୍ଟ ସଭାପତି ସଞ୍ଜେଶ ଧାଞ୍ଜା କହିଛନ୍ତି।…

ଅମରନାଥ ଯାତ୍ରା: ୧୫ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଅକ୍ସିଜେନ୍‌ ଦେଲେ ଆଇଟିବିପି ଯବାନ

ଶ୍ରୀନଗର,୩।୭: ଅମରନାଥ ଯାତ୍ରାରେ ୧୫ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଆଇଟିବିପି ଯବାନ ଅକ୍ସିଜେନ୍‌ ଦେବା ସହିତ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି। ଏହି ଯାତ୍ରୀମାନେ ସ୍ବାଭାବିକ ଭାବେ ଶ୍ୱାସକ୍ରିୟା କରିବାରେ ଅସମର୍ଥ ହେବାରୁ ତାଙ୍କୁ ଅକ୍ସିଜେନ୍‌ ଯୋଗାଇ ଦିଆଯାଇଛି। ଯାତ୍ରୀମାନେ ଚାଲି…

ଭାଙ୍ଗିଲା ଡ୍ୟାମ:୬ ମୃତ, ୧୭ ନିଖୋଜ

ମୁମ୍ବାଇ, ୩।୭: ମାୟାନଗରୀ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ରତ୍ନଗିରିର ତିଓ୍ବାରେ ଡ୍ୟାମ୍‌ ଭାଙ୍ଗିଯାଇଛି। ଫଳରେ ୬ ଲୋକଙ୍କ ମୃତ ହେବା ସହ ୧୭ ଜଣ ନିଖୋଜ ଅଛନ୍ତି। ଏହି ଡ୍ୟାମ ପାର୍ଶ୍ୱରେ ଥିବା ୭ଟି…

ଅସଦାଚରଣରୁ ସୁରକ୍ଷା ପାଇଁ ଛାତ୍ରୀଛାତ୍ର ସପ୍ତାହରେ ୩ଦିନ ଅଲଗା ଅଲଗା ଯିବେ ସ୍କୁଲ

ମାଲଦା,୩।୭: ଛାତ୍ରୀଙ୍କ ଉପରେ ହେଉଥିବା ଅସଦାଚରଣ ଘଟଣା କମ୍‌ କରାଇବା ପାଇଁ କୋଲକତାର ଏକ ସରକାରୀ ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଭିନ୍ନ ଭିନ୍ନ ଦିିନ ସ୍କୁଲ ଆସିବା ଲାଗି ନିୟମ ଜାରି ହୋଇଛି। ସପ୍ତାହରେ ଛାତ୍ରୀମାନେ ୩ ଦିନ ଏବଂ ଛାତ୍ରମାନେ ୩…

ମ୍ୟାଚ୍‌ ପରେ କୋହଲିଙ୍କୁ ଆଶୀର୍ବାଦ ଦେଉଥିବା ଏହି ମହିଳା ଜଣଙ୍କ କିଏ ଜାଣନ୍ତୁ

ବର୍ମିଂହାମ,୩।୭: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପରେ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଏଜବାଷ୍ଟନ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍‌ ଭାରତ ୨୮ ରନରେ ବାଂଲାଦେଶକୁ ହରାଇ ଏହି ସଫଳତା ପାଇଛି। ଏହି ମ୍ୟାଚ୍‌ରେ…

ଗାଈ ଖେଳୁଛି ଫୁଟବଲ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୩।୭: ଏବେ ଗୋଟିଏ ଗାଈ ଫୁଟବଲ ଖେଳୁଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପଡ଼ିଆରେ କିଛି ପିଲା ଫୁଟବଲ ଖେଳୁଥିବାର ଦୃଶ୍ୟ ଭିଡ଼ିଓରେ ରହିଛି। ସେମାନଙ୍କ ପାଖରେ ଛିଡ଼ା ହୋଇଥିବା ଗାଈଟି ଫୁଟବଲକୁ ଗୋଡ଼ରେ ଲାତ ମାରିବା ସହିତ…

ଫ୍ୟାନ୍‌ଙ୍କୁ ସେଲ୍‌ଫି ପାଇଁ ସୁଯୋଗ ଦେଲେ କ୍ୟାଟ୍ରିନା

ନୂଆଦିଲ୍ଲୀ: ସ୍ଥାନୀୟ ବିମାନ ବନ୍ଦରରେ ଫ୍ୟାନ୍‌ମାନେ କ୍ୟାଟ୍ରିନାଙ୍କ ସହ ସେଲ୍‌ଫି ନେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ସମୟରେ କ୍ୟାଟ୍ରିନା ବରଂ ବିରକ୍ତ ନ ହୋଇ ପରିସ୍ଥିତିକୁ ଅତ୍ୟନ୍ତ ହାଲୁକା ଭାବେ ନେଇ ଧୈର୍ଯ୍ୟ ଧରିବାକୁ ପ୍ରଶଂସକଙ୍କୁ କହିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?