Home

‘କଳା, ସାହିତ୍ୟର ପ୍ରଭାବ ଆଣେ ପରିବର୍ତ୍ତନ’ ବିଶିଷ୍ଟ ସାରସ୍ବତ ପ୍ରତିଭା ଗୋବିନ୍ଦ ଚନ୍ଦ୍ର

ହାଟଡିହୀ, ୧।୭(ଡି.ଏନ୍‌.ଏ.)-କଳା, ସଂସ୍କୃତି ଓ ସାହିତ୍ୟ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ସମ୍ଭବ । ଏଭଳି ବିଶ୍ୱାସ ରଖି କଳା ଓ ସାହିତ୍ୟର ପ୍ରଚାର ପ୍ରସାର ଲାଗି ସେ କାର୍ଯ୍ୟ କରି ଆସୁଛନ୍ତି। ଶିକ୍ଷକତା ବୃତ୍ତି ନିଭାଇବା ପରେ ପାଲା ଗାୟନ, ପ୍ରବଚନ…

ସଚେତନତା କାଗଜ କଲମରେ ସୀମିତ: ଡ୍ରଗ୍ସ କବଳରେ ଯୁବପିଢ଼ି

କେନ୍ଦୁଝର, ୧।୭(ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଡ୍ରଗ୍ସ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ସଚେତନତା କାର୍ଯ୍ୟକ୍ରମ କାଗଜକଲମରେ ସୀମିତ ରହିଛି। ଏ ନେଇ ଯୁବ ପିଢି ପଥଭ୍ରଷ୍ଟ ହୋଇ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ମାତୁଥିଲେ ହେଁ ପୋଲିସ…

ସ୍କୁଲ ପରିସରରୁ ଗଛକଟା ଅଭିଯୋଗ

ଭଣ୍ଡାରିପୋଖରୀ, ୧।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ସାରୋ ନୋଡାଲ ସ୍କୁଲ ପରିସରରୁ ୫ଟି ବଡ଼ ବଡ଼ କଦମ୍ବ ଗଛ କଟାଯାଇଥିବା ନେଇ ଗ୍ରାମବାସୀ ସୋମବାର ବିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ କମିଟି ଛୁଟିଦିନରେ…

ନିଦ୍ରାହୀନତା ପାଇଁ ଖାଆନ୍ତୁ ଏହିସବୁ ଫଳ

ଆଜିର ଯୁବବର୍ଗଙ୍କୁ ବିଳମ୍ବିତ ରାତି ଯାଏ ଅନିଦ୍ରା ରହିବାର ଅଭ୍ୟାସ ଘାରିଛି। ଏହାର ଫଳ ସ୍ବରୂପ ସାରାଦିନ ଥକ୍କାପଣ, ଦୁର୍ବଳ ଏବଂ ହାଲିଆ ଲାଗିଥାଏ। ଏଥିପାଇଁ ଅନେକ ସମୟରେ ସ୍ମାର୍ଟଫୋନ୍‌, ଫେସ୍‌ବୁକ୍‌ ଆଦିର ବ୍ୟବହାରକୁ ଦାୟୀ କରାଯାଏ। କିନ୍ତୁ ଶରୀରରେ ପୋଟାସିୟମ…

ଏହି ହୀରା ଖଣି ଉପର ଦେଇ ଉଡ଼ିପାରେନା ବିମାନ…

ପୂର୍ବ ସାଇବେରିଆରେ ରହିଛି ପୃଥିବୀରେ ସବୁଠାରୁ ବଡ଼ ହୀରା ଖଣି। ଏହାର ଗଭୀର ୧୭୨୨ ଫୁଟ ଏବଂ ଚୌଡ଼ା ୩୯ଶହ ଫୁଟ। ଏହାର ଖନନ ୧୯୫୫ ଜୁନ୍‌ ୧୩ରେ ଆରମ୍ଭ ହୋଇଥିଲା। ୧୯୫୭ଠାରୁ ଏହାର ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଠାରୁ…

ଋଣରେ ବୁଡ଼ିଥିବା ଅନୀଲ ଅମ୍ବାନୀ ବିକିବେ ମୁମ୍ବାଇର ମୁଖ୍ୟାଳୟ

ନୂଆଦିଲ୍ଲୀ,୧।୭: ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ଅନୀଲ ଅମ୍ବାନୀ ନିଜ ଋଣଭାରରୁ ମୁକୁଳିବା ପାଇଁ ଲାଗିପଡ଼ିଛନ୍ତି। ଏଥିଯୋଗୁ ଅନୀଲ ଏବେ ମୁମ୍ବାଇରେ ସାନ୍ତାକ୍ରୁଜ୍‌ରେ ଥିବା ତାଙ୍କ ମୁଖ୍ୟାଳୟକୁ ବିକିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ଏଥିପାଇଁ ଅନୀଲ ବ୍ଲାକଷ୍ଟୋନ ସହ କିଛି…

ଯେଉଁ ମନ୍ଦିରରେ ପରସ୍ପର କଥାବାର୍ତ୍ତା ହୁଅନ୍ତି ମୂର୍ତ୍ତି

ମନ୍ଦିରରେ ମୂର୍ତ୍ତି ତ ଅନେକ ଦେଖିଥିବେ। କିନ୍ତୁ କେବେ କଥାକୁହା ମୂର୍ତ୍ତି ବିଷୟରେ ଶୁଣିଛନ୍ତି। ବିଷୟଟି ଆଶ୍ଚର୍ଯ୍ୟ କରୁଥିବ; ମାତ୍ର ଏହା ସତ। ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧ ବିହାରର ୪୦୦ ବର୍ଷ ପୁରୁଣା ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ ମନ୍ଦିରରେ…

ଅକ୍ସିଜେନ୍‌ ଓ ମେଡିକାଲ କିଟ୍‌ ସହ ଯାତ୍ରା ମାର୍ଗରେ ମୁତୟନ ହେଲେ ଆଇଟିବିପିର ଯବାନ

ନୂଆଦିଲ୍ଲୀ,୧।୭: ମହାଦେବଙ୍କ ଦର୍ଶନ ପାଇଁ ପହଞ୍ଚିଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ଆଇଟିବିପି ନିଜର ୫ହଜାରରୁ ଊର୍ଦ୍ଧ୍ୱ ଯବାନଙ୍କୁ ଅମରନାଥ ଯାତ୍ରା ମାର୍ଗରେ ମୁତୟନ କରିଛି। ଚଳିତ ଥର ଶ୍ରଦ୍ଧାଳୁଙ୍କ ପାଖକୁ ମେଡିକାଲ ହେଲ୍ପ ପହାଇବା ପାଇଁ ଆଇଟିବିପି ଯବାନଙ୍କୁ ବେସିକ୍‌…

ମାଗଣା ରୋଗୀ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି କରିମ୍‌

ପଶ୍ଚିମବଙ୍ଗର ଜଲପାଈଗୁଡ଼ି ଜିଲା ଅନ୍ତର୍ଗତ ଢାଲାବାରୀ ଗାଁ ନିବାସୀ କରିମ୍‌ ଉଲ୍‌-ହକ୍‌ ଏବେ ଆମ୍ବୁଲାନ୍ସ ଦାଦା ନାଁରେ ବେଶ୍‌ ପରିଚିତ। କରିମ୍‌ ଏକ ଚା’ ବଗିଚାରେ କାମ କରନ୍ତି। କିନ୍ତୁ ରୋଗୀ, ଗରିବ ଏବଂ ଦୁର୍ବଳ ଲୋକଙ୍କୁ ନିଜ ବାଇକ୍‌ରେ ବସାଇ…

ଏଣିକି ପୋଲିସକର୍ମୀ ନିଜସ୍ବ ଗାଡ଼ିରେ ପୋଲିସ ଷ୍ଟିକର ଲଗାଇଲେ ଯିବାକୁ ପଡ଼ିପାରେ ଜେଲ୍‌

ମୁମ୍ବାଇ,୧।୭: ମହାରାଷ୍ଟ୍ରରେ ଏଣିକି ପୋଲିସ କର୍ମଚାରୀ ନିଜସ୍ବ ଗାଡିରେ ପୋଲିସ ଷ୍ଟିକର ଲଗାଇପାରିବେନି। ଯଦି କୌଣସି ବ୍ୟକ୍ତି ଲଗାନ୍ତି ତାହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁମ୍ବାଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଅନୁସାରେ, ଯଦି ପୋଲିସ କର୍ମଚାରୀଙ୍କ ନିଜସ୍ବ…

‘ଗର୍ଲଫ୍ରେଣ୍ଡଙ୍କ ନାଁରେ ଗୋଟିଏ ଗଛ ଲଗାନ୍ତୁ, ବ୍ରେକ୍‌ଅପ୍‌ ହେବ ନାହିଁ’

ନୂଆଦିଲ୍ଲୀ, ୧।୭: ପ୍ରଦୂଷଣକୁ ନେଇ ବଢୁଛି ଚିନ୍ତା। ଦିନକୁଦିନ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଶିଳ୍ପର ବିକାଶ ସାଙ୍ଗକୁ ଜଙ୍ଗଲ କ୍ଷୟ ଏହାର ମୁଖ୍ୟ କାରଣ ପାଲଟିଛି। ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ନିହାତି ଆବଶ୍ୟକ ହୋଇପଡିଛି। ଏଭଳି ମହତ୍‌…

ମୋଦିଙ୍କୁ ଭେଟିଲେ ଅନୁପମ ଖେର

ନୂଆଦିଲ୍ଲୀ, ୧।୭: ବଲିଉଡ ଅଭିନେତା ଅନୁପମ ଖେର ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଆଗାମୀ ଫିଲ୍ମ ‘ଓ୍ବାନ୍‌ ଡେ’ର ପ୍ରମୋଶନ ପାଇଁ ଦିଲ୍ଲୀ ଆସିଥିବା ଅନୁପମ ମୋଦିଙ୍କୁ ଭେଟିବାର ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?