Home

କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପଦରୁ ଇସ୍ତଫା ଦେଲେ ହରିଶ ରାଓ୍ବତ

ଡେରାଡୁନ୍‌, ୪।୭: ଉତ୍ତର ଖଣ୍ଡର ପୂର୍ବତମ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପଦରୁ ଇସ୍ତଫା ଦେଇଛନ୍ତି। ନିଜ ଫେସ୍‌ବୁକ୍‌ରେ ସେ ଏନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ। ତାଙ୍କ…

ଭାରତୀୟ ସେନାରେ ନାରୀଶକ୍ତି: ଶହେ ଯବାନ ପଦବୀ ପାଇଁ ଆବେଦନ କଲେ ୨ ଲକ୍ଷ ମହିଳା

ନୂଆଦିଲ୍ଲୀ,୪।୭: ଭାରତୀୟ ସେନାରେ ମହିଳାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଏବେ ସେନାର ଶହେଟି ଯବାନ ପଦବୀ ପାଇଁ ଅନ୍‌ଲାଇନ୍‌ରେ ୨ ଲକ୍ଷରୁ ଅଧିକ ମହିଳା ଆବେଦନ କରିଥିବା ଜଣାପଡ଼ିଛି। ଏହି ପଦବୀଗୁଡ଼ିକ ମିଲିଟାରୀ ପୋଲିସ ବିଭାଗରେ ଖାଲି ପଡ଼ିଛି। ସେନାରେ ୧୯୯୦ଠାରୁ…

ସୁନାରେ ବିଶ୍ୱକପ୍‌ ଟ୍ରଫି ନିର୍ମାଣ କଲେ ଜଣେ ଭାରତୀୟ ଫ୍ୟାନ: ୟୁଜର୍ସ କହିଲେ, ପାକିସ୍ତାନ ପଠେଇଦିଅ

ବେଙ୍ଗାଲୁରୁ, ୪।୭: ୨୦୧୯ ଆଇସିସି ବିଶ୍ୱକପ୍‌ ସେମିଫାଇନାଲ ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ସେତିକି ବଢିବାରେ ଲାଗିଛି। ବିଶ୍ୱକପରେ ଭାରତୀୟ ଦଳ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଏଥିପାଇଁ ଭାରତୀୟ ଦର୍ଶକଙ୍କ…

ମାନହାନି ମାମଲା: ୧୫ ହଜାର ଟଙ୍କାରେ ରାହୁଲଙ୍କୁ ମିଳିଲା ଜାମିନ

ମୁମ୍ବାଇ,୪।୭: ମାନହାନି ମାମଲାରେ ଗୁରୁବାର ମୁମ୍ବାଇର ଏକ କୋର୍ଟରେ ହାଜର ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ମିଳିଯାଇଛି। ୧୫ ହଜାର ଟଙ୍କାର ବେଲ୍‌ ବଣ୍ଡ ଦେବା ପରେ ତାଙ୍କୁ ଜାମିନ ମିଳିଥିବା ପ୍ରକାଶ। ତେବେ ରାହୁଲ କୋର୍ଟରେ ପହଞ୍ଚିବା…

ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୪।୭: ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରା। ଦାରୁବ୍ରହ୍ମଙ୍କ ଏହି ଅପୂର୍ବ ଲୀଳା ଦେଖିବା ଲାଗି ବଡ଼ଦାଣ୍ଡ ହୋଇଛି ଭକ୍ତମୟ। ଏହାସହ ପାଗ ଅନୁକୂଳ ରହିଥିବାରୁ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କ…

ଜମ୍ମୁ-କଶ୍ମୀରରେ ଶାହଙ୍କ ଶାନ୍ତି ପ୍ରୟାସ: ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଶ୍ରୀନଗର,୪।୭: ଜମ୍ମୁ-କଶ୍ମୀରରେ ଶାନ୍ତି ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆରମ୍ଭ କରିଛନ୍ତି ପ୍ରୟାସ। ଏହା ଅନ୍ତର୍ଗତ ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନକୁ ସେ ଗୁରୁତ୍ୱ ଦେଉଛନ୍ତି। ସେହିପରି ଦୁର୍ନୀତିଗ୍ରସ୍ତ ବିଚ୍ଛିନ୍ନତାବାଦୀ ନେତାଙ୍କ ପର୍ଦ୍ଦାଫାଶ୍‌ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଜମ୍ମୁ-କଶ୍ମୀରରେ…

ମ୍ୟାଚ୍‌ ଚାଲିଥିଲାବେଳେ ହଠାତ୍‌ ପଡିଆରେ ପଶି ଏମିତି କାଣ୍ଡ ରଚିଲେ ଏହି ବ୍ୟକ୍ତି

ଚେଷ୍ଟର-ଲି- ଷ୍ଟିଟ, ୪।୭: ଚଳିତ ଆଇସିସି ବିଶ୍ୱକପରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ଥାନୀୟ ରିଭରସାଇଡ ଗ୍ରାଉଣ୍ଟରେ ଖେଳାଯାଉଥିବା ଏକ ମ୍ୟାଚ୍‌ବେଳେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଇନିଂଶରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରୁଥିବାବେଳେ ହଠାତ୍‌ ଜଣେ ବ୍ୟକ୍ତି…

ଶାବର ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ : ଅପେକ୍ଷା ରଥଟଣାକୁ

କୋରାପୁଟ,୪ା୭(ସ୍ବ.ପ୍ର.): ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ନେଇ ତିନି ରଥ ଓ ପଥ ପ୍ରସ୍ତୁତ ହୋଇ ରହିଛି । ଅପେକ୍ଷା କେବଳ ରଥଟଣାକୁ। ଚଳିତବର୍ଷ ପ୍ରଥମ ଥର ପାଇଁ ୩ଟି ରଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସୁଭଦ୍ରାଙ୍କ…

ପଡିଆରେ ଚାଲିଥିଲା ମ୍ୟାଚ୍‌: ଏହି ଖେଳାଳିଙ୍କ ନାକରୁ ଅଚାନକ ବାହାରିଲା ରକ୍ତ

ଚେଷ୍ଟର-ଲି- ଷ୍ଟିଟ, ୪।୭: ଚଳିତ ଆଇସିସି ବିଶ୍ୱକପରେ ଦୁଇ ଫେଭରାଇଟ ଦଳ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କର ବା ମର ମ୍ୟାଚରେ ଇଂଲଣ୍ଡ ବାଜିମାତ୍‌ କରିଛି। ବୁଧବାର ସ୍ଥାନୀୟ ରିଭରସାଇଡ ଗ୍ରାଉଣ୍ଟରେ ଏହି ଦୁଇ ହାଇପ୍ରୋଫାଇଲ ଦଳ ସେମାନଙ୍କ ଅନ୍ତିମ…

ମାନହାନି ମାମଲାରେ କୋର୍ଟ ପହଞ୍ଚିଲେ ରାହୁଲ

ମୁମ୍ବାଇ,୪।୭: ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଗାନ୍ଧୀ ଗୁରୁବାର ଏକ ମାନହାନି ମାମଲାରେ ମୁମ୍ବାଇର ଏକ କୋର୍ଟରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ପକ୍ଷରୁ ରାହୁଲଙ୍କ ନାଁରେ ଏକ ମାନହାନି ମାମଲା କାରାଯାଇଥିଲା। ସୂଚନାଯୋଗ୍ୟ,…

ଥରିଲା ଆଫଗାନୀସ୍ତାନ

କାବୁଲ,୪।୭: ଆଫଗାନୀସ୍ତାନ ହିନ୍ଦୁ କୁଶ ଅଞ୍ଚଳରେ ଗୁରୁବାର ସକାଳ ୯ଟା ୫୦ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଭୂକମ୍ପ ହେବାରୁ ଲୋକେ ଭୟରେ ଘରୁ ବାହାରକୁ…

ପିତା କରିଥିଲେ ଆତ୍ମହତ୍ୟା, ଏବେ ପୁଅ ବିଶ୍ୱକପରେ ରଚିଲେ ଇତିହାସ

ଚେଷ୍ଟର-ଲି- ଷ୍ଟିଟ, ୪।୭:ଚଳିତ ଆଇସିସି ବିଶ୍ୱକପରେ ଆୟୋଜକ ଇଂଲଣ୍ଡ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡର ଇନଫର୍ମ ଓପନର ବେୟାରଷ୍ଟୋ ୯୯ଟି ବଲର ସମ୍ମୁଖୀନ ହୋଇ ୧୫ ଚୌକା ଓ ୧ ଛକା ସହାୟତାରେ ୧୦୬ ରନର ଶତକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?