ଭାଜପା ଏମ୍ପିଙ୍କ ବିବାଦୀୟ ମନ୍ତବ୍ୟ:ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ଜେଡିୟୁ ସହ ମେଣ୍ଟ ହୋଇଛି
ପାଟନା, ୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳର ଆବଣ୍ଟନକୁ ନେଇ ବିବାଦ ଦେଖା ଦେବା ପରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ନ ଥିଲା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁ। ଏହି ଘଟଣା ପରେ ଭାଜପା ଏବଂ ଜେଡିୟୁ ମଧ୍ୟରେ…
ଆରମ୍ଭ ହେଲା ରଥଟଣା: ଆଗରେ ବଡ଼ ଭାଇ ବଳଭଦ୍ର, ମଝିରେ ଦେବୀ ସୁଭଦ୍ରା; ଗହଳି ଲଗାଇ ଆସିବେ କଳାଠାକୁର
ପୁରୀ ଅଫିସ,୪।୭: ରଥରେ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବା ପରେ ଆରମ୍ଭ ହୋଇଛି ରଥ ଟଣା। ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ ୨ଟା ୧୫ ମିନିଟ୍ରୁ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଭକ୍ତ ତଥା ଶ୍ରଦ୍ଧାଳୁମାନେ ଉତ୍ସାହର…
ଡିଏମ୍କେ ଯୁବଶାଖାର ସମ୍ପାଦକ ହେଲେ ଷ୍ଟାଲିନଙ୍କ ପୁଅ ଉଦୟନିଧି
ଚେନ୍ନାଇ,୪।୭: ଡିଏମ୍କେ ମୁଖ୍ୟ ଏମ୍ କେ ଷ୍ଟାଲିନଙ୍କ ପୁଅ ତଥା ଅଭିନେତା ଉଦୟନିଧି ଡିଏମ୍କେର ଯୁବଶାଖା ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ୪୨ ବର୍ଷୀୟ ଉଦୟନିଧି ହେଉଛନ୍ତି କରୁଣାନିଧିଙ୍କ ପରିବାରର ୪ର୍ଥ ସଦସ୍ୟ ଯେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ…
ମାନବ ମସ୍ତିଷ୍କ କୋଷିକା ପ୍ରତିରୋପଣ କରି ମାଙ୍କଡ଼କୁ କରାଯିବ ବୁଦ୍ଧିଆ: ଚାଇନାରେ ହେଉଛି ଗବେଷଣା
ବେଜିଂ,୪।୭: ମାନବ ମସ୍ତିଷ୍କ କୋଷିକା ମାଙ୍କଡ଼ଠାରେ ପ୍ରତିରୋପଣ କରାଯାଇ ଏହାକୁ ବୁଦ୍ଧିଆ କରାଯିବ। ଏନେଇ ଚାଇନାରେ ଗବେଷକମାନେ ନାନା ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ମାଙ୍କଡ଼ଠାରେ ସଫଳତା ମିଳିଲେ ପରବର୍ତ୍ତୀ ସମୟରେ ଏହାକୁ କୁକୁର ସମେତ ଅନ୍ୟ ପ୍ରାଣୀଙ୍କଠାରେ ପ୍ରୟୋଗ କରାଯିବାର ଯୋଜନା…
ମୁଁ ଜନ୍ମରୁ ମୁସଲମାନ, ଆଗକୁ ବି ରହିବି: ନୁଶରତ୍ ଜହାଁ
କୋଲକତା, ୪।୭: ପଶ୍ଚିମବଙ୍ଗର ବସିରହାଟରୁ ନବନିର୍ବାଚିତ ତୃଣମୂଳ ସାଂସଦ ନୁଶରତ୍ ଜହାଁ ନିକଟରେ କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ବିହାହ ପରେ ମଥାରେ ସିନ୍ଦୁର ଏବଂ ଗଳାରେ ମଙ୍ଗଳ ସୁତ୍ର ପିନ୍ଧି ସେ ସଂସଦକୁ ଶପଥ ନେବାକୁ…
ପ୍ଲାଷ୍ଟିକ୍ ବର୍ଜ୍ୟ ପଦାର୍ଥରୁ ହେବ ଟାଇଲ୍ସ୍ ନିର୍ମାଣ
ଡେରାଡୁନ୍,୪।୭: ଦେଶରେ ପ୍ଲାଷ୍ଟିକ୍ ବର୍ଜ୍ୟ ପଦାର୍ଥ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହାଯୋଗୁ ପ୍ରଦୂଷଣ ବୃଦ୍ଧି ପାଇଛି। ତେବେ ଉତ୍ତରଖଣ୍ଡ ଚାମୋଲି ମ୍ୟୁନିସିପାଲିଟି ପକ୍ଷରୁ ଏଭଳି ପଦାର୍ଥରୁ ପରିବେଶ ଉପଯୋଗୀ ଟାଇଲ୍ସ୍ ପ୍ରସ୍ତୁତ କରାଯିବାର ଯୋଜନା ହୋଇଛି। ପ୍ରତିଦିନ ଏଠାରେ…
ପ୍ରତିଦିନ ୨୦୦ରୁ ଊର୍ଦ୍ଧ୍ୱ ଗରିବ ଲୋକଙ୍କୁ ମାଗଣାରେ ଚା’ ପିଆଉଛନ୍ତି ୯୪ ବର୍ଷୀୟ ବୃଦ୍ଧ
ଜୟପୁର: ରାଜସ୍ଥାନର ଜୟପୁର ସହରରେ ଗୁଲାବ ଜୀଙ୍କ ଚା’ ଦୋକାନ ବେଶ୍ ପ୍ରସିଦ୍ଧ। ସକାଳେ ଏବଂ ସନ୍ଧ୍ୟାରେ ଏହି ଚା’ ଦୋକାନରେ ପ୍ରବଳ ଭିଡ ଜମିଥାଏ। କାହିଁକି ଜାଣନ୍ତି? ପ୍ରତିଦିନ ଗୁଲାବ ଜୀ ୨୦୦ରୁ ଅଧିକ ଗରିବ ଏବଂ ବେସାହାରା ଲୋକଙ୍କୁ…
୧୩ଟି ଆଞ୍ଚଳିକ ଭାଷାରେ ହେବ ବ୍ୟାଙ୍କିଙ୍ଗ୍ ପରୀକ୍ଷା
ନୂଆଦିଲ୍ଲୀ,୪।୭: ଦେଶର ବିଭିନ୍ନ ବ୍ୟାଙ୍କରେ ନିଯୁକ୍ତି ପାଇଁ ବ୍ୟାଙ୍କିଙ୍ଗ୍ ପରୀକ୍ଷା ହିନ୍ଦୀ ଏବଂ ଇଂଲିଶ୍ ଭାଷାରେ ହୋଇଥାଏ। ଏଣିକି ଏହି ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ ମଧ୍ୟ କରାଯିବ। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ସୂଚନା ଦେଇଛନ୍ତି। ଲୋକ ସଭାରେ ଏସମ୍ପର୍କରେ…
ଶେଷ ହେଲା ଛେରାପହଁରା, ଆରମ୍ଭ ହେବ ରଥଟଣା
ପୁରୀ ଅଫିସ,୪।୭: ପ୍ରଥମେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ କରିବା ପରେ ଶେଷ ହୋଇଛି ମଦନମୋହନ ବିଜେ ନୀତି। ଏବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥରେ ଛେରାପହଁରା ନୀତି ସମ୍ପନ୍ନ କରିଛନ୍ତି। ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରାପହଁରା କରିବା…
ମଧୁ ବଙ୍ଗାରପ୍ପା ହେଲେ ଜେଡିଏସ୍ କାର୍ଯ୍ୟକାରୀ ଅଧ୍ୟକ୍ଷ
ବେଙ୍ଗାଲୁର୍,୪।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି.ଦେବଗୌଡ଼ା ଜେଡିସ୍ରେ କେତେକ ପରିବର୍ତ୍ତନ କରିଛନ୍ତି। ମଧୁ ବଙ୍ଗାରପ୍ପାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ସେ ଘୋଷଣା କରିଛନ୍ତି। ସେହିପରି ଏଚ୍.କେ. କୁମାରସ୍ବାମୀଙ୍କୁ କର୍ନାଟକ ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏ.ଏଚ୍. ବିଶ୍ୱନାଥଙ୍କ ଇସ୍ତଫା ପରେ…
କଡ଼ା ସୁରକ୍ଷାବଳୟରେ ସଲ୍ମାନ-ଆଲିଆଙ୍କ ଇଂଶାଅଲ୍ଲାହର ହେବ ଶୁଟିଂ
ମୁମ୍ବାଇ: ବଲିଉଡ୍ ଅଭିନେତା ସଲ୍ମାନ ଖାଁ ଓ ଆଲିଆ ଭଟ୍ଟଙ୍କ ଅପ୍ କମିଂ ଫିଲ୍ମ ଇଂଶାଅଲ୍ଲାହର ଖୁବ୍ଶୀଘ୍ର ଶୁଟିଂ ଆରମ୍ଭ ହେବାକୁ ଯାଉଛି। ଏହାର ଶୁଟିଂ ପାଇଁ ୩ଟି ସ୍ଥାନ ନିର୍ଦ୍ଦିଷ୍ଟ କରାଯାଇଥିବା ବେଳେ ଶୁଟିଂ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…
ସମୁଦ୍ରରେ ଗାଁ : ୧୩ଶହ ବର୍ଷ ହେଲା ଭୂପୃଷ୍ଠରେ ପାଦ ରଖିନାହାନ୍ତି ଏଠାକାର ଲୋକେ
ସାଧାରଣତଃ ଭୂପୃଷ୍ଠରେ ଲୋକମାନେ ଘର କରି ବସବାସ କରିଥା’ନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦୁନିଆରେ ଏଭଳି ବି ଜନଜାତି ଅଛନ୍ତି, ଯେଉଁମାନେ ୧୩ଶହ ବର୍ଷରୁ ଊର୍ଦ୍ଧ୍ୱ ହେବ ଭୂପୃଷ୍ଠରେ ପାଦ ରଖିନାହାନ୍ତି। ତେବେ ଏହା ପଛରେ ଏକ ବଡ଼…
Archives


