ଭାରତ ସମେତ ୧୧ ଦେଶକୁ ଧମକ ଦେଲେ ଟ୍ରମ୍ପ, ଖେଳିଗଲା ଆତଙ୍କ, ଏମିତି କ’ଣ କହିଦେଲେ…
ଓ୍ବାଶିଂଟନ୍,୨୧।୧: ଶପଥ ଗ୍ରହଣ ପରେ ଡୋନାଲ୍ଡ ଟ୍ରମ୍ପ ୪୭ତମ ରାଷ୍ଟ୍ରପତି ଭାବରେ ଆମେରିକାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ଆମେରିକାର…
ପିଲାମାନେ ଅଳସୁଆ ଥିଲେ କେମିତି କରିବେ ଆକ୍ଟିଭ୍…ଜାଣନ୍ତୁ କିଛି ଟିପ୍ସ
ଶୀତଦିନେ ପିଲାଙ୍କର ଖେଳାବୁଲା ଓ ଫିଜିକାଲ୍ ଆକ୍ଟିଭିଟି କମ୍ ହୋଇଥାଏ। ବାହାରକୁ ଗଲେ ଥଣ୍ଡା ହେବାର ଆଶଙ୍କା ରହିଥାଏ ଆଉ ଘରେ ରହିଲେ ସେମାନେ ଅଳସୁଆ ହୋଇଯାନ୍ତି। ଏଭଳି ସ୍ଥିତିରେ ପିଲାଙ୍କୁ ଆକ୍ଟିଭ ରଖିବା ପାଇଁ ଜାଣନ୍ତୁ କିଛି କଥା। ଘରେ…
ପାକିସ୍ତାନକୁ ଆଉ ଏକ ଝଟ୍କା ଦେଲା ଭାରତ: ଏବେ ଜର୍ସିରେ ବି….
ନୂଆଦିଲ୍ଲୀ,୨୧।୧: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ଆୟୋଜକତାରେ ଖେଳାଯିବ। ଟିମ ଇଣ୍ଡିଆ ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ। ତଥାପି, ପାକିସ୍ତାନ ଏହି ଟୁର୍ନାମେଣ୍ଟର ଆନୁଷ୍ଠାନିକ ଆୟୋଜକ ହେବ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ…
ମାତ୍ର ୪ ଦିନରେ ୬ ହଜାରରୁ ୪ ଲକ୍ଷରେ ପହଞ୍ଚିଲା ଆଇଆଇଟି ବାବାଙ୍କ ଫଲୋଅର୍ସ
ପ୍ରୟାଗରାଜ,୨୧।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଆଇଆଇଟି ବାବା ଭାବରେ ପ୍ରସିଦ୍ଧି ଲାଭ କରିଥିବା ଅଭୟ ସିଂହ ଏବେ ନିଜେ ତାଙ୍କ ଖ୍ୟାତି ପାଇଁ ବିଚଳିତ। ସେ କୁହନ୍ତି, ଏହି ଖ୍ୟାତି ତାଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ପୂର୍ବରୁ ସେ ସହଜରେ…
‘ସନ୍ୟାସ ବି ଏକ ଆଡଭେଞ୍ଚର’, ଏବେ ଏମିତି କ’ଣ କହିଲେ ଆଇଆଇଟିଆନ ବାବା
ପ୍ରୟାଗରାଜ,୨୧।୧: ପ୍ରୟାଗରାଜର ମହାକୁମ୍ଭରେ ଚାରିଆଡ଼େ ଆଧ୍ୟାତ୍ମିକତା ଏବଂ ଦିବ୍ୟତା ଅନୁଭୂତ ହେଉଥିବା ବେଳେ, ଏକ ବିଶେଷ କାହାଣୀ ଏବେ ଆଲୋଚନାରେ ରହିଛି। ସଙ୍ଗମ ସହରରେ ଜଣେ ବାବା ଆସିଛନ୍ତି, ଯିଏ କର୍ପୋରେଟ ଜୀବନର ଚମକ ଛାଡ଼ି ତ୍ୟାଗର ପଥ ଗ୍ରହଣ କରିଛନ୍ତି।…
ଇଡେନ ଗାର୍ଡେନରେ ସମସ୍ତଙ୍କ ହୃଦୟ ଜିତିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଇଡେନ ଗାର୍ଡେନ,୨୧।୧: ଆଜିକାଲି ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। ଏହି ସିରିଜ ଜାନୁଆରୀ ୨୨ରୁ ଆରମ୍ଭ ହେବ। ଏଥିରେ ପାଞ୍ଚଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ ଖେଳାଯିବ। ଇଂଲଣ୍ଡ ଦଳ ଭାରତରେ…
ଅଭିନେତା ସୈଫଙ୍କୁ ହସ୍ପିଟାଲ ପହଞ୍ଚାଇଥିବା ଅଟୋ ଡ୍ରାଇଭରଙ୍କୁ ମିଳିଲା କେତେ ଟଙ୍କା? ଭେଟିଛନ୍ତି କି କରିନା, ଜାଣନ୍ତୁ ପୁରା ଘଟଣା
ମୁମ୍ବାଇ,୨୧।୧: ଜାନୁଆରୀ ୧୫ ରାତିରେ, ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଜଣେ ଚୋର ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। ସେହି ସମୟରେ, ତାଙ୍କର ୮ ବର୍ଷର ପୁଅ ତୈମୁର ଅଲ୍ଲୀ ଖାନଙ୍କ ସହିତ ଅଭିନେତା ହସ୍ପିଟାଲକୁ…
ଦିନେ ଅଜିତ ପାଓ୍ବାରଙ୍କ ଗୋଡ ତଳେ ପଡ଼ିଯାଇଥିଲି,କିନ୍ତୁ ସେ…ଚାଞ୍ଚଲ୍ୟକର ଖୁଲାସା କଲେ ଧନଞ୍ଜୟ
ଶିରିଡି,୨୧।୧: ଧାର୍ମିକ ନଗରୀ ଶିରିଡ଼ିରେ ଏନସିପି ଅଜିତ ପାୱାର ଗୋଷ୍ଠୀର ଦୁଇ ଦିନିଆ କର୍ମୀ ସମ୍ମିଳନୀ ସମାପ୍ତ ହୋଇଛି। ସ୍ଥାନୀୟ ସଂସ୍ଥା ନିର୍ବାଚନକୁ ଦୃଷ୍ଟିରେ ରଖି ଆୟୋଜିତ ସମ୍ମିଳନୀରେ ଦଳର ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ…
କିଏ ସେହି ଲୋରେଞ୍ଜୋ ସେଓ୍ବେଲ? ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଯାହାଙ୍କ ପ୍ରାର୍ଥନାକୁ ନେଇ ଉଠିଛି ବିବାଦ
ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର ଥିଲା। ଏହି ସମୟରେ, ମିଶିଗନର ଜଣେ ପାଦ୍ରୀ ଟ୍ରମ୍ପଙ୍କ ପାଇଁ ପ୍ରଥମ ପ୍ରାର୍ଥନା କରିଥିଲେ, ଯାହା ବିବାଦୀୟ ହୋଇପଡ଼ିଛି। ପ୍ରକୃତରେ, ପ୍ରାର୍ଥନା ସମୟରେ, ପାଷ୍ଟର…
ପୋଲିସକୁ ବଡ଼ ସଫଳତା: ୧୦ ମାଓବାଦୀ ନିହତ
ନୂଆପଡ଼ା,୨୧।୧: ଓଡ଼ିଶାର ନୂଆପଡ଼ା ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିଆର୍ପିଏଫ୍ କର୍ମଚାରୀଙ୍କ ସହ ଓଡ଼ିଶା ଏବଂ ଛତିଶଗଡ଼ ପୋଲିସ ଦ୍ୱାରା କରାଯାଇଥିବା ଏକ ବଡ଼ ମିଳିତ ଅପରେଶନରେ ପ୍ରାୟ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ଓଡ଼ିଶା ପୋଲିସ ରାଜ୍ୟ ମୁଖ୍ୟାଳୟ ଦ୍ୱାରା…
ପୁଣି ନାରାଜ ହେଲେ ଶିନ୍ଦେ! ଚାଲିଗଲେ ଗାଁକୁ
ମୁମ୍ବାଇ,୨୧।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବେି ସ୍ବିଜରଲ୍ୟାଣ୍ଡ ଗସ୍ତରେ ଅଛନ୍ତି। ଏଠାରେ, ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ନିଜ ଗାଁକୁ ଫେରି ଆସିଛନ୍ତି। ଏହି ଦୁଇ ନେତାଙ୍କ ମଧ୍ୟରେ ଏହି ଦୂରତା କେବଳ ଭୌଗୋଳିକ ନୁହେଁ ବରଂ ରାଜନୈତିକ…
ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, କରେଣ୍ଟ ଲାଗି ଟଳିପଡ଼ିଲେ ଦମ୍ପତ୍ତି
କୋରାପୁଟ,୨୧।୧(ଅମିତାଭ ବେହେରା): ସୋମବାର ବିଳମ୍ବିତ ରାତିରେ ନନ୍ଦପୁର ବ୍ଲକର ଗେରୁପୁଟ ଗ୍ରାମ ନିକଟ ଜଙ୍ଗଲରେ ବିଦ୍ୟୁତ ସ୍ପର୍ଶରେ ଏକ ଦମ୍ପତିଙ୍କ ମୃତ୍ୟୁୁ ହୋଇଥିବା ନନ୍ଦପୁର ଥାନା ପକ୍ଷରୁ ଜଣାଯାଇଛି। ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବାବେଳେ ଅଘଟଣ, ବବିଦ୍ୟୁତ ତାର ସଂସ୍ପର୍ଶରେ ଆସି…
Archives


