ଜାତି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: ଉପତ୍ୟକା ଓ ଲଦାଖର ବିକାଶରେ ସହାୟକ ହୁଅନ୍ତୁ
ନୂଆଦିଲ୍ଲୀ,୮।୮(ପି.ଟି./ଆଇଏଏନ୍ଏସ୍)- ଜମ୍ମୁ-କଶ୍ମୀରରେ ଖୁବ୍ଶୀଘ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଉପତ୍ୟକାବାସୀ ସେମାନଙ୍କ ମତାଧିକାର ସାବ୍ୟସ୍ତ କରି ନିଜ ନିଜ ପ୍ରତିନିଧି ବାଛିବାର ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସ୍ପଷ୍ଟ କରିବା ସହ ଏହାକୁ ନେଇ ରହିଥିବା ଅନିଶ୍ଚିତତା…
ପେଣ୍ଠକଟାର ସ୍ବଚ୍ଛତା ଉପରେ ଜିଲାପାଳଙ୍କ ଗୁରୁତ୍ୱ
ପୁରୀ ଅଫିସ, ୮ା୮: ବାତ୍ୟା ଫନୀରେ ପୁରୀ ସହରସ୍ଥ ବସ୍ତିଗୁଡ଼ିକ ମଧ୍ୟରୁ ସମୁଦ୍ର ଉପକୂଳ ପେଣ୍ଠକଟା ବସ୍ତି ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏଠାରେ ବ୍ୟାପକ ସଂଖ୍ୟାରେ ଘର ଭାଙ୍ଗିଥିଲା। ତେଣୁ ଏହି ଅଞ୍ଚଳର ସ୍ବଚ୍ଛତା ଓ ପରିମଳ ଉପରେ ଗୁରୁତ୍ୱ ଦେଇଛି…
ୟୁନିୟନ ବ୍ୟାଙ୍କ ଅଧିକାରୀ ସଂଘ ପକ୍ଷରୁ ରିଲିଫ ପାଣ୍ଠିକୁ ସହାୟତା
ଭୁବନେଶ୍ୱର,୮-୮: ଅଲ୍ ଇଣ୍ଡିଆ ୟୁନିୟନ ବ୍ୟାଙ୍କ ଅଫିସର୍ସ ଫେଡେରେଶନ (ଏଆଇୟୁବିଓଏଫ୍) ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ୩.୬ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘର ସାଧାରଣ ସମ୍ପାଦକ ଦେବାଶିଷ ଘୋଷ, ଏଓୟୁବିଓଏ ସାଧାରଣ ସମ୍ପାଦକ ଯତିକାନ୍ତ ମହାନ୍ତି, ସଭାପତି…
ଗୋରୁଙ୍କୁ ବ୍ୟାପୁଛି ଅଜଣା ଚର୍ମ ରୋଗ: ବିଶେଷଜ୍ଞ ଦଳ ଦ୍ୱାରା ରକ୍ତ ନମୁନା ସଂଗ୍ରହ
ବାଲେଶ୍ୱର ଅଫିସ, ୮।୮-ବାଲେଶ୍ୱର ଜିଲାର ରେମୁଣା ଓ ଖଇରା ବ୍ଲକରେ ଗୋରୁମାନଙ୍କୁ ଅଜଣା ଚର୍ମ ରୋଗ ବ୍ୟାପିଥିବା ଖବର ପାଇ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ନିତ୍ୟାନନ୍ଦ ଦାସ ଭୁବନେଶ୍ୱରସ୍ଥିତ ରାଜ୍ୟ ପ୍ରାଣୀ ରୋଗ ଗବେଷଣା କେନ୍ଦ୍ରକୁ ଜଣାଇଥିଲେ। ଗୁରୁବାର…
୪୦ ହଜାର ମାନବ କଙ୍କାଳରେ ନିର୍ମିତ ଚର୍ଚ୍ଚ
ଯେମିତି ହିନ୍ଦୁଙ୍କର ମନ୍ଦିର, ମୁସ୍ଲିମ୍ଙ୍କର ମସ୍ଜିଦ୍, ସେମିତି ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଚର୍ଚ୍ଚରେ ନିଜ ଇଷ୍ଟଙ୍କ ଆରାଧନା କରିଥାନ୍ତି। ବିଶ୍ୱରେ ଥିବା ଅଧିକାଂଶ ମନ୍ଦିର, ମସ୍ଜିଦ୍ ଏବଂ ଚର୍ଚ୍ଚ ପଥରରେ ନିର୍ମିତ। କିନ୍ତୁ କେବେ ମାନବ କଙ୍କାଳରେ ତିଆରି ଚର୍ଚ୍ଚ କଥା ଶୁଣିଛନ୍ତି। ଅବିଶ୍ୱସନୀୟ…
ଜୟପୁରରେ ପ୍ରତିଷ୍ଠା ହେବ ସ୍ବତନ୍ତ୍ର ଜେଲ
ଜୟପୁର,୮ା୮(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁରରେ ସ୍ବତନ୍ତ୍ର ଜେଲ ପ୍ରତିଷ୍ଠା ଦାବି ଦୀର୍ଘଦିନରୁ ହୋଇଆସୁଛି। ଏଥିପାଇଁ ଜେଲ ଏଡିଜି ମହେନ୍ଦ୍ର ପ୍ରତାପ ଗତ ୫ ତାରିଖରେ ଜେଲ୍ ପ୍ରତିଷ୍ଠା ଲାଗି ସହରାଞ୍ଚଳ କିମ୍ବା ଏହାର ଆଖପାଖରେ ୨୦ ଏକର ଜମି ଯୋଗାଇଦେବା ପାଇଁ…
ଜଳଶକ୍ତି ଅଭିଯାନ ଶୁଭାରମ୍ଭ
କେନ୍ଦ୍ରାପଡା ଅଫିସ, ୮।୮: କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଏକମାତ୍ର ଜିଲା ଭାବେ କେନ୍ଦ୍ରାପଡ଼ା ସ୍ଥାନ ପାଇଥିବା ବେଳେ ସହରର ଟାଉନହଲଠାରେ ଗୁରୁବାର ଏହି ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ…
ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବାମପନ୍ଥୀ ଦଳର ବିକ୍ଷୋଭ
ଭଦ୍ରକ ଅଫିସ, ୮।୮ – ବାମପନ୍ଥୀ ଦଳର କର୍ମକର୍ତ୍ତା ଓ ସମର୍ଥକମାନେ ଗୁରୁବାର ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜମ୍ମୁ କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର ସାମ୍ବିଧାନିକ କ୍ଷମତା ଧାରା ୩୭୦ ଓ ୩୫(ଏ)କୁ ଉଠାଇ ନେବା, ଦେଶର…
ଫସଲ ଜଗିଥିବା ବୃଦ୍ଧଙ୍କୁ ଦଳିଦେଲା ହାତୀ
ବାଙ୍ଗିରିପୋଷି,୮ା୮(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲାରେ ହାତୀ ଆତଙ୍କ ଥମୁନି। ବନ ବିଭାଗ କର୍ମଚାରୀ ହାତୀ ଘଉଡାଇବାରେ ସଫଳ ହେଉ ନ ଥିବାରୁ ଧନଜୀବନ ହାନି ଘଟି ଚାଲିଛି। ଗୁରୁବାର ସକାଳେ ବାଙ୍ଗିରିପୋଷି ବନାଞ୍ଚଳ ଅଧୀନସ୍ଥ ଭୁଲୁବଣୀ ଗ୍ରାମର ଦାଗଦୁ ମାଝୀ ନାମକ ଜଣେ…
ହାଲ୍ କାରଖାନାରେ କମ୍ପ୍ରେସର ଫାଟି କର୍ମଚାରୀ ମୃତ
କୋରାପୁଟ,୮।୮(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ା ହାଲ୍ ସୁଖୋଇ ଫ୍ୟାକ୍ଟ୍ରିରେ ଗୁରୁବାର ଅପରାହ୍ନ ୩ଟାରେ ଅଘଟଣ ଘଟିଛି। କମ୍ପ୍ରେସର ବିସ୍ପୋରଣ ହେବାରୁ କାର୍ଯ୍ୟରତ ଜଣେ କର୍ମଚାରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେ ହେଲେ ସୁଦାମ ମହାନ୍ତି। ବିସ୍ପୋରଣରେ ସୁଦାମଙ୍କ ଶରୀରର ୮୦ ପ୍ରତିଶତ…
ଯାଯାବର ଜୀବନ ବିତେ ଶଗଡ଼ ଉପରେ…
ବୁନ୍ଦେଲଖଣ୍ଡରେ ଲୁହରଗଡ଼ିଆ ନାମକ ଏକ ସମ୍ପ୍ରଦାୟ ବାସ କରନ୍ତି। ଏହି ସମ୍ପ୍ରଦାୟ କୌଣସି ଗୋଟିଏ ସ୍ଥାନରେ ବାସ କରନ୍ତି ନାହିଁ। ଜୀବନସାରା ତାଙ୍କର ଯାଯାବର ଭାବେ କଟିଥାଏ। ଝିଅକୁ ବିବାହରେ ଏହି ସମ୍ପ୍ରଦାୟ ଶଗଡ଼ ଯୌତୁକ ଦେଇଥାନ୍ତି। ଶଗଡ଼ରେ ନିତିଦିନିଆ ଜୀବନରେ…
ମଙ୍ଗଳ -୨୦୨୦ ରୋଭର୍ର ‘ଆଏ’ ଟେଷ୍ଟ କଲା ନାସା
ଓ୍ବଶିଂଟନ: ମଙ୍ଗଳକୁ ନାସାର ରୋବୋଟିକ ମିଶନ-ଦି ମାର୍ସ ୨୦୨୦ ରୋଭର ମଙ୍ଗଳ ପୃଷ୍ଠର କିଭଳି ଭଲଭାବେ ଫଟୋ ନେଇପାରିବ ତାହା ଉପରେ ଏକ ପରୀକ୍ଷା କରାଯାଇଛି। ଏହାକୁ ରୋଭରର ‘ଆଏ’ ଟେଷ୍ଟ କୁହାଯାଉଛି। ଏଥିରେ ଓ୍ବାଇଡ- ଆଙ୍ଗଲ୍ ଲ୍ୟାଣ୍ଡ୍ସ୍କେପ ଓ ନ୍ୟାରୋ…

