Home

ସୁପର ଆର୍ଥ ‘ଜିଜେ ୩୫୭-ଡି’ର ମିଳିଲା ସନ୍ଧାନ: ଜୀବନସତ୍ତା ଥିବା ଅନୁମାନ

ଓ୍ବାଶିଂଟନ,୪।୮: ନାସା ପକ୍ଷରୁ ପୃଥିବୀଠାରୁ ବୃହତ୍ତମ ଗ୍ରହର ସନ୍ଧାନ କରାଯାଇଛି। ସୁପର ଆର୍ଥ ‘ଜିଜେ ୩୫୭-ଡି’ରେ ଜୀବନସତ୍ତା ଥିବାର ଅନୁମାନ କରାଯାଉଛି। ଏପରି ହେଲେ ପୃଥିବୀ ଭଳି ଏଠାରେ ମଧ୍ୟ ଜୀବ ଜଗତ ତିଷ୍ଠି ରହିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି…

ଓ୍ବାଶିଂଟନ ଫାଇନାଲରେ କିର୍ଗିୟସ୍‌

ଓ୍ବାଶିଂଟନ,୪।୮(ଏଏଫ୍‌ପି): ଏଠାରେ ଚାଲିଥିବା ଏଟିପି ଓ୍ବାଶିଂଟନ ଓପନ୍‌ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ନିକ୍‌ ଗିର୍ଗିୟସ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍‌ରେ କିର୍ଗିୟସ ଟପ୍‌ ସିଡ ଗ୍ରୀସ୍‌ର ଷ୍ଟିଫାନୋସ ସିଟ୍‌ସିପାସଙ୍କୁ ପରାସ୍ତ କରି ଫାଇନାଲକୁ ଉଠିଛନ୍ତି। ବିଶ୍ୱ ର଼୍ୟାଙ୍କିଙ୍ଗର ୫୨ତମ…

ବିଶ୍ୱର ସବୁଠୁ ଛୋଟ ଲାପ୍‌ଟପ୍‌ : ସ୍କ୍ରିନ୍‌୧ ଇଞ୍ଚ, ଡିସ୍‌ପ୍ଲେ ୦.୯୬ ସେ.ମି.

ଆମେରିକାର ଆଇଟି ଇଞ୍ଜିନିୟର ପଲ୍‌ କ୍ଲିଙ୍ଗର ବିଶ୍ୱର ସବୁଠୁ ଛୋଟ ଲାପ୍‌ଟପ୍‌ ତିଆରି କରିଛନ୍ତି। ଏହି ଲାପ୍‌ଟପ୍‌ର ସ୍କ୍ରିନ୍‌ ମାତ୍ର ୧ ଇଞ୍ଚ। ଏହାର ଡିସ୍‌ପ୍ଲେ ୦.୯୬ ସେ.ମି.। ଏହାକୁ ତିଆରି କରିବା ପାଇଁ ପଲଙ୍କୁ ୭ ଦିନ ଲାଗିଥିଲା। ଏଥିରେ…

ଚାଇନାରେ ଓ୍ବାଇଫା ବାତ୍ୟା: ରାସ୍ତାରେ ଖେଳିଲେ ମାଛ

ବେଜିଂ,୪।୮: ଚାଇନାରେ ଓ୍ବାଇଫା ବାତ୍ୟା ଯୋଗୁ ରାସ୍ତା ଘାଟ ପାଣିରେ ଭରି ଯାଇଛି। ଫଳରେ ରାସ୍ତାରେ ବଡ଼ ବଡ଼ ମାଛ ଖେଳୁଥିବା ଦେଖିବାକୁ ମିଳିଛି। ଲୋକେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ବୋଟ୍‌ରେ ବସି ମାଛ ଧରୁଥିବା ଦୃଶ୍ୟ ଚାଇନା ଜାତୀୟ ଟେଲିଭିଜନରେ…

ଶ୍ରୀନଗରରୁ ଦିଲ୍ଲୀ ପାଇଁ ବିମାନ ଭଡ଼ା ଧାର୍ଯ୍ୟ କଲା ଏୟାର ଇଣ୍ଡିଆ: ଟିକେଟ ଦାମ ୬ ହଜାର ୭ଶହ ୧୫

ଶ୍ରୀନଗର,୪।୮: କେନ୍ଦ୍ର ସରକାର ଶୀଘ୍ର ଜମ୍ମୁ-କଶ୍ମୀର ଛାଡ଼ିବା ଲାଗି ନିର୍ଦ୍ଦେଶ ଜାରି କରିବା ଫଳରେ ଶ୍ରୀନଗର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏହାକୁ ଦେଖି ବିମାନ ପରିବହନ କମ୍ପାନୀଗୁଡ଼ିକ ଟିକେଟ ଦାମ ବଢ଼ାଇ ଫାଇଦା ନେବାର ଉଦ୍ୟମ କରୁଥିବାବେଳେ…

ଓ୍ବାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ: ୨୦ ମୃତ

ଓ୍ବାଶିଂଟନ,୪।୮: ଆମେରିକା ଟେକ୍ସାସ୍‌ରେ ଥିବା ଓ୍ବାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ ଘଟି ୨୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୬ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଷ୍ଟୋରରେ କିଛି ସନ୍ଦିଗ୍ଧ ଥିବା ପୋଲିସ…

ଆତଙ୍କବାଦୀଙ୍କ ମୃତଦେହ ନେଇ ଯିବାକୁ ପାକିସ୍ତାନକୁ ଭାରତ ଦେଲା ପ୍ରସ୍ତାବ

ଶ୍ରୀନଗର,୪।୮: ଜମ୍ମୁ-କଶ୍ମୀର କେରନ୍‌ ସେକ୍ଟରରେ ଭାରତୀୟ ସେନାଙ୍କ ଗୁଳିରେ ବ୍ୟାଟ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କର ମୃତଦେହ ନେଇଯିବାକୁ ଭାରତ ପାକିସ୍ତାନକୁ ପ୍ରସ୍ତାବ ଦେଇଛି। ଏଥିପାଇଁ ପାକିସ୍ତାନ ସୈନ୍ୟ ଧଳା ପତାକା ଧରି ଆସିବାକୁ ଭାରତୀୟ ସେନା କହିଛି। ତେବେ ପାକିସ୍ତାନ…

ନିଲାମ ହେବ ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ କଳାକୃତି

ନୂଆଦିଲ୍ଲୀ: ବିଶିଷ୍ଟ ଚିତ୍ରଶିଳ୍ପୀ ଏମ୍‌.ଏଫ୍‌. ହୁସେନ, ଅମ୍ରିତା ଶେର-ଗିଲ, ଏସ୍‌.ଏଚ୍‌. ରାଜା, ଯାମିନୀ ରଏ ଏବଂ ଏଫ୍‌.ଏନ୍‌. ସୁଜାଙ୍କ କଳାକୃତି ଆସନ୍ତା ସପ୍ତାହରେ ନିଲାମ ହେବାକୁ ଯାଉଛି। ଏହିସବୁ କଳାକୃତି ବର୍ତ୍ତମାନ ଦିଲ୍ଲୀର ହୋଟେଲ ତାଜ ପ୍ୟାଲେସର ଶୋଭାମଣ୍ଡନ କରୁଛି। ଉକ୍ତ…

‘କ୍ୱାଥା’ରେ ଅଭିନୟ କରିବେ ଇସାବେଲ୍‌

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫଙ୍କ ଭଉଣୀ ଇସାବେଲ୍‌ ‘କ୍ୱାଥା’ ଫିଲ୍ମରେ ଅଭିନୟ ଜୀବନ ଆରମ୍ଭ କରିବେ। ତାଙ୍କ ସହ ଅଭିନୟ କରିବେ ସଲମାନ୍‌ ଖାନ୍‌ଙ୍କ ଭିଣୋଇ ଆୟୁଷ ଶର୍ମା। କରନ୍‌ ଲଳିତ ବୁଟାନୀଙ୍କ ନିର୍ଦ୍ଦେଶିତ ‘କ୍ୱାଥା’ଭାରତୀୟ ସେନା ସହ ଜଡ଼ିତ ଏକ…

‘ପିଓକେ’ରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୪ା୮(ପି.ଟି.): ଭାରୀତୀୟ ସେନା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ପାଖାପାଖି ୩୦ କିମି ଭିତରେ ପ୍ରବେଶ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିଛି। ସେନାର ଏହି କାର୍ଯ୍ୟାନୁଷ୍ଠାନରେ ନୀଲମ୍‌ ଝେଲମ୍‌ ଜଳବିଦ୍ୟୁତ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ଏଥିସହିତ ଏନ୍‌ଜେଏଚ୍‌ପି ପ୍ରକଳ୍ପ ମଧ୍ୟ…

ସେନ୍‌ଗରଙ୍କୁ ଜେଲ୍‌ରେ ସିବିଆଇ ଜେରା

ଲକ୍ଷ୍ନୌ, ୪ା୮(ପି.ଟି.): ଉନ୍ନାଓ ପୀଡ଼ିତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବାବେଳେ ଡ଼ାକ୍ତରୀ ଚିକିତ୍ସା ଜାରି ରହିଛି। ଜ୍ୱର ସହ ବ୍ଲଡ ସୁଗାର ବଢିଯାଇଛି। ଓ୍ବିଣ୍ଡ ପାଇପ୍‌ ସହାୟତାରେ ସେ ଅକ୍ସିଜେନ୍‌ ନେଉଛନ୍ତି। ତେବେ ତାଙ୍କ ସହ…

ଡଙ୍ଗାବୁଡ଼ି ୧୩ ମୃତ

ମାନିଲା, ୪ା୮(ପି.ଟି.): କେନ୍ଦ୍ରୀୟ ଫିଲିପାଇନ୍ସ ନିକଟ ସମୁଦ୍ରରେ ଶନିବାର ୨ଟି ଡଙ୍ଗା ବୁଡ଼ିଯିବାରୁ ୧୩ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ କେତେକ ନିଖୋଜ ଥିବା ଜଣାପଡ଼ିଛି। ୩୧ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଇଲୋଇଲୋ ଓ ଗୁଇମାରା ଦ୍ୱୀପ ମଧ୍ୟରେ ପ୍ରବଳ ପବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?