Home

ଟେଲିଭିଜନ ଜଗତରେ ଚହଳ ପକାଇଲେ କରିନା: ଗୋଟିଏ ଏପିସୋଡ ପାଇଁ ନେଉଛନ୍ତି ଏତିକି ପାରିଶ୍ରମିକ

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ଜଜ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ଶୋ’ର ପ୍ରତି ଏପିସୋଡ ପାଇଁ ସେ ୩ କୋଟି ଟଙ୍କା ନେଇ ଟେଲିଭିଜନ ଜଗତରେ ସର୍ବାଧିକ ଟଙ୍କା ନେଉଥିବା ସେଲିବ୍ରିଟି…

ଡାକ୍ତରଖାନା ବାହାରେ ମହିଳା ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ: ୯ ମୃତ, ୩୦ ଆହତ

ଇସଲମାବାଦ, ୨୧।୭: ପାକିସ୍ତାନରେ ଡାକ୍ତରଖାନା ବାହାରେ ରବିବାର ଜଣେ ମହିଳା ଆତ୍ମଘାତୀ ଆତଙ୍କବାଦୀ ବିସ୍ଫୋରଣରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଆହତ ହୋଇଛନ୍ତି। ତେହରିକ-ଇ-ତାଲିବାନ-ପାକିସ୍ତାନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ଡେରା ଇସ୍ମାଇଲ ଖାନରେ ଏଭଳି ଆକ୍ରମଣ ଘଟିବାର…

ଇନ୍‌ଷ୍ଟାଗ୍ରାମରେ ବିକ୍ରି ହେଉଛି ମଣିଷ ଅସ୍ଥି ଓ ଖପୁରି

ଲଣ୍ଡନ, ୨୧।୭: ବ୍ରିଟେନରେ ମଣିଷ ଅସ୍ଥି ଓ ଖପୁରି ବିକ୍ରି ହେଉଛି। ଆଶ୍ଚର୍ଯ୍ୟର କଥା ଲୋକମାନେ ବି ଏହାକୁ କିଣୁଛନ୍ତି। ମେଡିକାଲ ସାଇନ୍ସ ଓ ଗବେଷଣା ଲାଗି ଅସ୍ଥି ଓ ଖପୁରି ବେଶି କିଣାଯାଉଛିି। ଜୀବ ବିଜ୍ଞାନୀ ଓ ବିଦ୍ୟାର୍ଥୀମାନେ ବି…

ଭାଜପା ୨ କୋଟି ଟଙ୍କାରେ ଟିଏମସି ବିଧାୟକଙ୍କୁ କିଣିବାକୁ ଚାହୁଁଛି: ମମତା

କୋଲକାତା, ୨୧।୭: ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ୨୦୧୯ ଲୋକ ସଭା ନିର୍ବାଚନ ପରେ ପ୍ରଥମଥର ପାଇଁ ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି, ଭାଜପା ୨ କୋଟି ଟଙ୍କା ଦେଇ ତୃଣମୂଳ…

ଏହି ବୌଦ୍ଧ ମଠରେ ଥିବା ଅଷ୍ଟଧାତୁ ମୂର୍ତ୍ତି ମୁଣ୍ଡରେ ବଢୁଛି କେଶ…

ହିମାଚଳପ୍ରଦେଶ କିନୌରରେ ରହିଛି ରୋପା ଗାଁ। ଏଠାରେ ଥିବା ବୌଦ୍ଧ ମଠରେ ଅଛି ଭଗବାନ ମେଲାରୋପାଙ୍କ ଅଷ୍ଟଧାତୁ ମୂର୍ତ୍ତି। ମେଲାରୋପାଙ୍କୁ ବୁଦ୍ଧଙ୍କ ଅବତାର ଭାବେ ଶ୍ରଦ୍ଧାଳୁମାନେ ଗ୍ରହଣ କରିଥାନ୍ତି। ଦୀର୍ଘବର୍ଷ ତପସ୍ୟା କରିବା ପରେ ସେ ବୁଦ୍ଧତ୍ୱ ପ୍ରାପ୍ତି ହୋଇଥିଲେ। ପରେ…

ହାତକାଟି ପ୍ରେମିକାଙ୍କ ମୁଣ୍ଡରେ ଲଗାଇଲେ ରକ୍ତସିନ୍ଦୁର, ସେଲ୍ଫି ନେବା ପରେ କଲେ ହତ୍ୟା

ପୁଣେ, ୨୧।୭: ମହାରାଷ୍ଟ୍ର କଲ୍ୟାଣ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ହାତକାଟି ନିଜ ପ୍ରେମିକାଙ୍କ ମୁଣ୍ଡରେ ରକ୍ତସିନ୍ଦୁର ଲଗାଇ ସେଲ୍ଫି ନେବା ପରେ ତାଙ୍କୁ ହତ୍ୟା କରିଛନ୍ତି। ପରେ ପ୍ରେମିକ ଜଣଙ୍କ ନିଜେ ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ରର…

ମହାକାଶ ବୈଜ୍ଞାନିକଙ୍କ ଅନ୍ଧବିଶ୍ୱାସ: ରାହୁ କାଳ ଓ ୧୩ ଅଶୁଭ

ଚେନ୍ନାଇ, ୨୧।୭: ଇଣ୍ଡିଆନ ସ୍ପେସ୍‌ ଏଜେନ୍ସି ମହାକାଶକୁ ରକେଟ୍‌ ଓ ସାଟେଲାଇଟ ପଠାଉଛି , କିନ୍ତୁ ଏହା ପଛରେ କିଛି ଅନ୍ଧବିିଶ୍ୱାସ ଯୋଡ଼ିି ହୋଇ ରହିଛି ବୋଲି ଇଣ୍ଡିଆନ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ)ର ଜଣେ ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି। ରାହୁ କାଳରେ…

ଇ-କାର୍‌ରେ ୩ ବର୍ଷରେ ୩୦ ଦେଶ ବୁଲିଲେ

ନୂଆଦିଲ୍ଲୀ, ୨୧/୭: ହଲାଣ୍ଡର ପରିବେଶ ପ୍ରେମୀ ବାଇବ ବେକର ଇ-କାର୍‌ରେ ୩ ବର୍ଷରେ ୩୦ଟି ଦେଶ ଭ୍ରମଣ କରିବା ପରେ ନ୍ୟୁଜିଲାଣ୍ଡରେ ପହଞ୍ଚତ୍ଛନ୍ତି। ବେକର ମୋଟ୍‌ରେ ୧, ୦୧,୦୦୦ ଲକ୍ଷ କିଲୋମିଟର ଯାତ୍ରା କରିଛନ୍ତି। ୨୦୧୬ରେ ସେ ତାଙ୍କ ଯାତ୍ରା ନେଦରଲାଣ୍ଡରୁ…

ପିମ୍ପୁଡ଼ିିଠୁ ଛୋଟ ରୋବଟ୍‌ ଶରୀର ଭିତରେ ଚିକିତ୍ସା କରିବ

ଓ୍ବାଶିଂଟନ,୨୧।୭: ଚିକିତ୍ସା କ୍ଷେତ୍ରରେ ରୋବଟ୍‌ର ଉପଯୋଗ ବୃଦ୍ଧି ପାଉଥିବାରୁ ଏବେ ବୈଜ୍ଞାନିକମାନେ ନୂଆ ନୂଆ ରୋବଟ ବିକାଶ କରିବାରେ ଲାଗିଛନ୍ତି। ଏବେ ବୈଜ୍ଞାନିକମାନେ ବିକାଶ କରିଥିବା ଛୋଟ ରୋବଟ୍‌ର ଆକାର ପିମ୍ପୁଡିଠାରୁ ବି ଛୋଟ। ବିଶ୍ୱର ସବୁଠାରୁ ଛୋଟ ଏହି ଉଡ଼ନ୍ତା…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶୀଲା ଦୀକ୍ଷିତଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯାଇଛି। ଦିଲ୍ଲୀର ଯମୁନା ନଦୀ କୂଳରେ ଥିବା ନିଗମ ବୋଧ ଘାଟରେ ପଞ୍ଚଭୂତରେ ଲିନ ହୋଇଛି ତାଙ୍କ ମର ଶରୀର। ରବିବାର…

କେବେ ଆଥଲେଟ୍‌ ହେବାକୁ ଚାହୁଁ ନ ଥିବା ହିମା ୧୮ ଦିନ ଭିତରେ ଜିତିଲେଣି ୫ଟି ସ୍ବର୍ଣ୍ଣପଦକ

ନୋଭେ ମେଷ୍ଟୋ (ଚେକ ରିପବ୍ଲିକ), ୨୧।୭:ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ତାଙ୍କ ସ୍ବର୍ଣ୍ଣିମ ସଫଳତା ଧାରା ଜାରି ରଖିଛନ୍ତି। ଶନିବାର ଏଠାରେ ଅନୁଷ୍ଠିତ ଏକ ପ୍ରତିଯୋଗିତାର ୪୦୦ ମିଟର ରେସରେ ହିମା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଦୂରତାକୁ…

ଚୁଟିଆପଶିର ବିବାଦୀୟ ଜମିରେ ୧୪୪ ଧାରା ଜାରି କଲା ପ୍ରଶାସନ

ପାଟଣା,୨୧।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆପଶି ମୌଜାର ଏକ ସରକାରୀ ଜମିରେ ଉକ୍ତ ଗ୍ରାମର କୁମ୍ଭାରସାହି ପକ୍ଷରୁ ପାଲାମଣ୍ଡପ ନିର୍ମାଣ ଓ ଗୋପାଳସାହି ପକ୍ଷରୁ ଶହୀଦଙ୍କ ଷ୍ଟାଚ୍ୟୁ ନିର୍ମାଣ ଦାବିରେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri