Home

୭-୮ ଯୁବତୀଙ୍କ ସହ ଆଫେୟାର୍‌ ରଖି ଫଶିଲେ ଏହି ଖେଳାଳି

ଇସଲମାବାଦ୍‌, ୨୫।୭: ପାକିସ୍ତାନର ଉଦୀୟମାନ ଖେଳାଳି ଇମାମ ଉଲ ହକ୍‌ ୭-୮ ଯୁବତୀଙ୍କ ସହ ଆଫେୟାର୍‌ ରଖି ଫଶିଯାଇଛନ୍ତି। ଯୁବତୀଙ୍କ ସହ ତାଙ୍କ କଥିତ ହ୍ବାଟସଆପ୍‌ ଚାଟ୍‌ର ସ୍କ୍ରିନ୍‌ ସଟ୍‌ ଭାଇରାଲ୍‌ ହୋଇଛି। ସମ୍ପର୍କ ରଖି ସେ ଯୁବତୀଙ୍କୁ ଧୋକା ଦେଇଥିବା…

ମରି ମଧ୍ୟ ଅମର: ୧୨ ବର୍ଷର ନାବାଳକଙ୍କ ଶରୀରରେ ଧକ୍‌ ଧକ୍‌ କରିବ ୬୨ ବର୍ଷ ବୟସ୍କା ବିମଳାଙ୍କ ହୃଦୟ

ଭୋପାଳ,୨୫।୭: ମରିବା ପରେ ମଧ୍ୟ କେତେକ ନିଜର ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଅମର ହୋଇଥାନ୍ତି। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଶେହାଦ୍ରୀରେ ଘଟିଛି। ୬୨ ବର୍ଷ ବୟସ୍କା ବିମଳା ଅଜମେରାଙ୍କ ହୃଦୟ ମୁମ୍ବାଇ ଫୋର୍ଟିସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୨ ବର୍ଷ…

ବିବାହର ୧୦ ଦିନ ପରେ ସୀମାକୁ ଯାଇଥିଲେ ପୁଅ: ଫେରିଲେ କଫିନରେ ମୃତଦେହ ହୋଇ

ଡେରାଡୁନ,୨୫।୭: ବିବାହର ୧୦ ଦିନ ପରେ ସୀମାକୁ ଯାଇଥିବା ପୁଅ ଫେରିଛି ସତ ହେଲେ ଦୀର୍ଘ ୨୦ ବର୍ଷ ହେଲା ମା’ ଆଖିରୁ ଲୁହ ଶୁଖିନି। ଡେରାଡୁନର ବିଜୟ ସିଂ ଭଣ୍ଡାରି ୧୭ ଗଡଓ୍ବାଲ ବାଟେଲିୟରେ ଯୋଗ ଦେଇଥିଲେ। ହେଲେ ଚାକିରି…

ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ବିରାଟ କୋହଲି କେତେ ଆୟ କରନ୍ତି ଜାଣନ୍ତି କି?

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର ଏକ ବିସ୍ମୟ ଭାବେ ଉଭା ହୋଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବା ପରଠାରୁ କୋହଲି ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ହାସଲ କରି…

ରିମୋର୍ଟରେ ନିୟନ୍ତ୍ରିତ ହେଉଛି କୁକୁର: କମ୍ପନରୁ ବୁଝୁଛି ଇଶାରା

ଜେରୁଜେଲମ୍‌,୨୫।୭: ଇସ୍ରାଏଲ୍‌ରେ କୁକୁରକୁ ରିମୋର୍ଟ ସହାୟତାରେ ନିୟନ୍ତ୍ରିତ କରାଯିବା ଜ୍ଞାନକୌଶଳ ବାହାର କରାଯାଇଛି। ଏହାକୁ ବେନ୍‌-ଗୁରିୟନ୍‌ ବିଶ୍ୱବିଦ୍ୟାଳୟର ଗବେଷକ ତିଆରି କରିଛନ୍ତି। ଏହାର ଉପଯୋଗ କରି ତାଲିମ୍‌ ପ୍ରାପ୍ତ ଏକ କୁକୁର ପିଠିରେ ଯନ୍ତ୍ରାଶଂ ବାନ୍ଧି ଦିଆଯାଉଛି। ଏହାପରେ ରିମୋର୍ଟ ଦ୍ୱାରା…

ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବରଗଡ଼ ଅଫିସ,୨୫।୭: ବରଗଡ଼ ସଦର ଥାନା ଅନ୍ତର୍ଗତ ବୀରମାଲ ନିକଟ ପୋଢ଼ମୁଣ୍ଡା ଗ୍ରାମରେ ବୁଧବାର ରାତିରେ କୀଟନାଶକ ପିଇ ଜଣେ ଯୁବଚାଷୀ ବୈଷ୍ଣବ ଭୁଏ(୨୭) ଆତ୍ମହତ୍ୟା କରଥିବା ଅଭିଯୋଗ ହୋଇଛି। ଫସଲହାନି ସହିତ ଋଣବୋଝ ଚିନ୍ତାରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି…

ଶୋଇକି ଉଠିଲା ବେଳକୁ ବେଶୀ ଯନ୍ତ୍ରଣା ଦେଉଛି ବିଶ୍ୱକପ୍‌ ପରାଜୟ:କୋହଲି

ନୂଆଦିଲ୍ଲୀ, ୨୫।୭: ଆଇସିସି ବିଶ୍ୱକପ୍‌ ସରିବାର ପାଖାପାଖି ମାସେ ହୋଇଯାଇଥିଲେ ମଧ୍ୟ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ଦର୍ଶକଙ୍କ ମନରୁ ଲିଭିନାହିଁ। କେବଳ ଦର୍ଶକ ନୁହଁନ୍ତି, ଦଳର ପରାଜୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ବେଶୀ ମର୍ମାହତ ହୋଇପଡିଛନ୍ତି।…

‘ଦିଲ୍‌ ଚାହତା ହୈ’ ପ୍ରୀତି ଜିଣ୍ଟାଙ୍କ କାହିଁକି ପସନ୍ଦ ଜାଣନ୍ତି…

ସୈଫ ଅଲ୍ଲୀ ଖାନ୍‌, ଅମୀର ଖାନ୍‌ ଏବଂ ଅକ୍ଷୟ ଖାନ୍ନାଙ୍କ ସୁପରହିଟ୍‌ ଫିଲ୍ମ ‘ଦିଲ୍‌ ଚାହତା ହୈ’ ରିଲିଜ ହେବାର ୧୮ ବର୍ଷ ପୂରିଛି। ଫିଲ୍ମରେ ପ୍ରୀତି ଜିଣ୍ଟା, ସୋନାଲି କୁଲକର୍ଣ୍ଣି ଏବଂ ଡିମ୍ପଲ କପାଡ଼ିଆ ଲିଡ୍‌ ଭୂମିକାରେ ଅଭିନୟ କରିଥିଲେ।…

ଚେତାବନୀକୁ ବେଖାତିର: ଏକଛତ୍ରବାଦୀ ଶାସକ କିମ୍‌ ପୁଣି କଲେ କ୍ଷେପଣାସ୍ତ୍ର ପରୀକ୍ଷଣ

ସିଓଲ୍‌,୨୫।୭: ଅନ୍ତର୍ଜାତୀୟ ଚେତାବନୀକୁ ବେଖାତିର କରିଛି ଉତ୍ତର କୋରିଆ। ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଗୁରୁବାର ପୁଣି ୨ଟି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛନ୍ତି। ଏହା ଆକାଶ ମାର୍ଗରେ ୪୩୦ କିଲୋମିଟର ଅତିକ୍ରମ କରିଥିବା କୁହାଯାଉଛି। ଗତ ଅଢ଼େଇ…

୧୨ ମିନିଟ୍‌ରେ ୪ ଥର ଥରିଲା ମହାରାଷ୍ଟ୍ର : ଜଣେ ମୃତ

ପାଲଘର,୨୫।୭: ମହାରାଷ୍ଟ୍ର ପାଲଘର ଜିଲା ଡାହାନୁ ଅଞ୍ଚଳରେ ଗୁରୁବାର ହୋଇଥିବା ଭୂକମ୍ପରେ ଜଣେ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିବା ବେଳେ ଘରର କାନ୍ଥ ଭୂଷୁଡି ପଡିବାରୁ ମହିଳାଙ୍କ ମୃତ୍ୟୁ…

ଶିବସେନାରେ ଯୋଗ ଦେଲେ ଏନ୍‌ସିପି ନେତା ସଚ୍ଚିନ

ମୁମ୍ବାଇ,୨୫।୭: ମହାରାଷ୍ଟ୍ରର ଏନ୍‌ସିପି ଅଧ୍ୟକ୍ଷ ସଚ୍ଚିନ ଆହିର ଗୁରୁବାର ଶିବସେନାରେ ଯୋଗ ଦେଇଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ମୁମ୍ବାଇଠାରେ ସେ ଦଳରେ ଯୋଗ ଦେଇଛନ୍ତି। ତେବେ ଶିବସେନାରେ ଯୋଗ ଦେବା ପୂର୍ବରୁ ସଚ୍ଚିନ ଶିବସେନା କାର୍ଯ୍ୟାଳୟ ଯାଇ ଉଦ୍ଧବ…

ଏହି ଖେଳାଳିଙ୍କ ଦୃଷ୍ଟିଶକ୍ତି କମ ଥିଲା, ତଥାପି ତାଙ୍କ ନାଁରେ ରହିଛି ୧୦୦ଟି ଶତକ

ଭାରତର ସ୍ବାଧୀନତାର ଠିକ୍‌ ୨୦ ଦିନ ପୂର୍ବରୁ ଅର୍ଥାତ୍‌ ୧୯୪୭ ମସିହା ଜୁଲାଇ ୨୪ ଏମିତି ଜଣେ ଖେଳାଳି ଜନ୍ମ ନେଇଥିଲେ, ଯେକି ପଡିଆକୁ ଓହ୍ଲାଇବା ମାତ୍ରେ ବିଶ୍ୱସ୍ତରୀୟ ବୋଲରଙ୍କ ହୋଶ୍‌ ଉଡିଯାଉଥିଲା। ଏଭଳି ଜଣେ ମହାନ ଖେଳାଳି ଥିଲେ ପାକିସ୍ତାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri