Home

ସେନାକୁ ସମାଲୋଚନା ମହଙ୍ଗା ପଡିଲା: ପାକ୍‌ ଖବରଦାତାଙ୍କୁ ହତ୍ୟା

ଇସ୍‌ଲାମାବାଦ,୧୮ା୬(ପି.ଟି.): ପାକିସ୍ତାନୀ ସେନାବାହିନୀ ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ସମାଲୋଚନା କରିବା ସେଠାକାର ଜଣେ ବ୍ଲଗର୍‌ ତଥା ଖବରଦାତାଙ୍କ ପାଇଁ ମହଙ୍ଗା ପଡିଛି। ମହମ୍ମଦ ବିଲାଲ ଖାନ୍‌ ନାମକ ଉକ୍ତ ୨୨ ବର୍ଷୀୟ ଖବରଦାତାଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା…

ଟାଇଟଲ୍‌ ସଙ୍ଗ୍‌ରେ ଶ୍ରେୟା, ସୋନୁ

ମୁମ୍ବାଇ: ଆଗାମୀ ଫିଲ୍ମ ‘ହମେ ତୁମ୍‌ସେ ପ୍ୟାର୍‌ କିତ୍‌ନା’ ପାଇଁ ଏକ ଲଭ୍‌ ସଙ୍ଗ୍‌ ଗାଇଛନ୍ତି ଗାୟିକା ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ। ‘ଜୁବି ଡୁବି’ ଏବଂ ‘ଦିଲ୍‌ ଦୁବା’ ଭଳି ଫିଲ୍ମଗୀତ ଗାଇ ଶ୍ରୋତାଙ୍କୁ ମୁଗ୍‌ଧ କରିବା ପରେ…

ବିହାରରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୧୧୭: ଗୟାରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ,୧୮ା୬: ମୌସୁମୀର ଲୁଚକାଳି ଖେଳ ସହ ଦେଶର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରି ଜାରି ରହିଛି। ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ବିହାର ଆଦି ରାଜ୍ୟଗୁଡ଼ିକରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଦୁର୍ବିଷହ ହୋଇପଡ଼ିଛି। ବିହାରରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିବାବେଳେ ଗୟା ଜିଲାରେ…

ସଲମାନ୍‌ ଦୋଷମୁକ୍ତ

ଯୋଧପୁର,୧୮ା୬(ଆଇଏଏନ୍‌ଏସ୍‌): ଅଦାଲତରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲାରେ ସ୍ଥାନୀୟ ଅଦାଲତ ସୋମବାର ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୦୬ରେ ରାଜସ୍ଥାନ ସରକାର ତାଙ୍କ ବିରୋଧରେ କରିଥିବା ଆବେଦନକୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଅଙ୍କିତ ରମନ୍‌ ଖାରଜ କରିଦେଇଛନ୍ତି। ୧୯୯୮ରେ…

ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନ: ଆଉଟ୍‌ଡୋର ବର୍ଜନ କଲେ କନିଷ୍ଠ ଡାକ୍ତର

ଭୁବନେଶ୍ୱର (ବ୍ୟୁରୋ)/କଟକ ଅଫିସ, ୧୮।୬: କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ସୋମବାର ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପକ୍ଷରୁ ଦେଶବ୍ୟାପୀ ଦିଆଯାଇଥିବା ଧର୍ମଘଟର ପ୍ରଭାବ ଏସ୍‌ସିବି ମେଡିକାଲ ସମେତ ରାଜ୍ୟର ଅନ୍ୟାନ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଜରୁରିକାଳୀନ ଏବଂ ଇନ୍‌ଡୋର୍‌ ସେବା…

ପୁଲ୍‌ଓ୍ବାମାରେ ପୁଣି ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୮ା୬(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଜିଲାରେ ଆତଙ୍କବାଦୀମାନେ ପୁଣି ଥରେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରେ ୪ ଜଣ ଯବାନ ଆହତ ହୋଇଛନ୍ତି। ସୋମବାର ୪୪ ରାଷ୍ଟ୍ରୀୟ ରାଇଫଲ୍ସର ଗାଡ଼ିଗୁଡିକୁ ଆତଙ୍କବାଦୀମାନେ ଟାର୍ଗେଟ କରି ଆଇଇଡି (ଉନ୍ନତ ମାନର ବିସ୍ଫୋରକ)ରେ…

ଗୀତମ୍‌ରେ ଏମ୍‌ବିବିଏସ୍‌ ନାମଲେଖା

ବିଶାଖାପାଟଣା,୧୮-୬:ଗୀତମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ ଆଣ୍ଡ ରିସର୍ଚ୍ଚ( ଜିଆଇଏମ୍‌ଏସ୍‌ ଆର୍‌)ରେ ଏମ୍‌ବିବିଏସ୍‌ ନାମଲେଖା ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଗୀତମ ଡିମ୍‌ଡ ୟୁନିଭର୍ସିଟିର ମେଡିକାଲ କଲେଜ ହୋଇଥିବା ବେଳେ ୨୦୧୯-୨୦ ବର୍ଷ ଲାଗି ନାମଲେଖା ହେଉଛି। ମେଡିକାଲ କଲେଜର ସିଟ୍‌ଗୁଡିକ…

ହାତୀବେଶରେ ମହାପ୍ରଭୁ: ମଙ୍ଗଳବାରଠୁ ପଟିଦିଅଁଙ୍କ ଦର୍ଶନ

ପୁରୀ ଅଫିସ,୧୮ା୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଦୁଲର୍‌ଲଭ ହାତୀବେଶରେ ଦର୍ଶନ ଦେଇଛନ୍ତି ଦାରୁଦିଅଁ। ସ୍ନାନବେଦିରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷାଧିକ ଭକ୍ତ। ସ୍ନାନମଣ୍ଡପରେ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଜଳରେ ସ୍ନାନ କରି ବିଳମ୍ବିତ ରାତିରେ ଅଣସର…

୧.୩୫ ଲକ୍ଷ କୋଟି ଟପିପାରେ ରାଜ୍ୟ ବଜେଟ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷ ଲାଗି ବଜେଟ ଉପସ୍ଥାପନ କରାଯିବ। ଏ ନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଆସନ୍ତା ବଜେଟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କାକୁ ଟପିଯିବ ବୋଲି ଅନୁମାନ କରାଯାଇଛି। ବଜେଟକୁ…

ସଞ୍ଜୀବ ଦୁର୍ଗା କ୍ରିକେଟ୍‌ ଉଦ୍‌ଯାପିତ: ବେଙ୍ଗଲ ଟାଇଗର୍‌ ବିଜୟୀ

କୃଷ୍ଣପ୍ରସାଦ,୧୮ା୬(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୋମୁଣ୍ଡିଆ ପଞ୍ଚାୟତର ମା’ ସଞ୍ଜୀବ ଦୁର୍ଗା ଯୁବ ସଂସଦ ତରଫରୁ ରଜ ଉତ୍ସବ ଅବସରରେ ଗ୍ରାମୀଣ କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜିତ ହୋଇଛି। ସୋମବାର ହୋଇଥିବା ଏହି ଖେଳରେ ବେଙ୍ଗଲ ଟାଇଗର୍‌ ଟିମ ବିଜୟ ଲାଭ…

ଅଧାକପ୍‌ ତେଜପତ୍ର ପାଣି ରଖେ ବହୁ ରୋଗରୁ ଦୂରେଇ…

ତେଜପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣିରୁ ସକାଳେ ଅଧାକପ୍‌ ପିଇଲେ ପେଟରେ ଥିବା ଚର୍ବି କମିବାକୁ ଆରମ୍ଭ କରିଥାଏ। ଏହା ମେଦବହୁଳ ରୋଗୀଙ୍କ ପାଇଁ ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ ବୋଲି…

ବିପର୍ଯ୍ୟୟ ଘଟାଇଲା ବାଂଲାଦେଶ

ଟଣ୍ଟନ, ୧୮।୬-ଚଳିତ ଆଇସିସି ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ ଘଟାଇଛି ବାଂଲାଦେଶ। ସୋମବାର ଅନୁଷ୍ଠିତ ହାଇ ସ୍କୋରିଂ ମ୍ୟାଚରେ ଦଳ ୭ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଶାକିବ-ଅଲ-ହାସନଙ୍କ ଶତକ, ଲିଟନ ଦାସଙ୍କ ବିସ୍ଫୋରକ ବ୍ୟାଟିଂ ସହ ୪ର୍ଥ ଉଇକେଟ ଯୋଡ଼ିରେ ଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri