ଆଇଇଡି ବିସ୍ଫୋରଣରେ ସିଆରପିଏଫ୍ ଯବାନ ଶହୀଦ୍
ରାୟପୁର,୩୧।୭: ଛତିଶଗଡ଼ରେ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଶହୀଦ୍ ହୋଇଛନ୍ତି। ସେ ହେଉଛନ୍ତି ବିହାର ନାଳନ୍ଦା ଜିଲାର ବାସିନ୍ଦା ରୌଶନ କୁମାର। ଯବାନମାନେ ପାଟ୍ରୋଲିଂ କରୁଥିବା ସମୟରେ ବୁଧବାର ଭୋର ୬ଟା ସମୟରେ ଏହା ଘଟିଥିବା କୁହାଯାଉଛି। ବସ୍ତର ଜିଲାର…
ଜଟଣୀ ଆଇଓସିଏଲ୍ ଟର୍ମିନାଲରେ ମକ୍ଡ୍ରିଲ୍ : ଖୋର୍ଦ୍ଧା, ବ୍ରହ୍ମପୁର, ପାରାଦୀପରେ ହେବ ପ୍ରକଳ୍ପ
ଜଟଣୀ, ୩୧ା୭ (ଡି.ଏନ.ଏ.): ପାରାଦୀପରେ ଏଲ୍ପିଜି ଇମ୍ପୋର୍ଟ ଟର୍ମିନାଲ,ଖୋର୍ଦ୍ଧାରେ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ, ବ୍ରହ୍ମପୁରରେ ଅନ୍ୟ ତୈଳ କମ୍ପାନୀ ସହ ମିଶି ଡିପୋ ଟର୍ମିନାଲ ସ୍ଥାପନ ହେବାକୁ ଯାଉଥିବା ଓଡ଼ିଶାସ୍ଥିତ ଆଇଓସିଏଲ୍ର ଚିଫ ଜେନେରାଲ ମ୍ୟାନେଜର(ସିଜିଏମ୍) ଶୁଭୋଜିତ ଘୋଷ କହିଛନ୍ତି। ଜଟଣୀସ୍ଥିତ…
ମଞ୍ଚେଶ୍ୱର ଥାନାଞ୍ଚଳ ପାଲଟିଛି ଲୁଟେରାଙ୍କ ସୁରକ୍ଷିତ ଜୋନ୍:୧୬ ଘଣ୍ଟାରେ ୩ ବଡ଼ ଲୁଟ୍, ଡକାୟତି
ରାଜଧାନୀରେ ପୁଣି ମାତିଲେ ଲୁଟେରା। ଏଥର ମଞ୍ଚେଶ୍ୱର ଥାନାଞ୍ଚଳରେ ଦିନ ତମାମ ଖେଳାଇଛନ୍ତି ଆତଙ୍କ। କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରି ୧୬ ଘଣ୍ଟାରେ ଘଟାଇଛନ୍ତି ୩ ବଡ଼ ଲୁଟ୍ ଓ ଡକାୟତି। ଦୁଇଟି ଘଟଣା ଭୋର୍ ସମୟରେ ଘଟିଥିବାବେଳେ ପୋଲିସ ସେପରି…
କଟକରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ପାଇଁ ମିଳୁନି ଦୃଢ଼ ପ୍ରମାଣ
କଟକ ଅଫିସ,୩୧।୭: ଗୋଟିଏ ଦିନରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣାର ସନ୍ଦିଗ୍ଧ ଅଭିଯୁକ୍ତ ଏବେ ପୋଲିସ କବ୍ଜାରେ ରହିଛନ୍ତି। ସୋମବାର ପୂର୍ବାହ୍ନରେ ସନ୍ଦିଗ୍ଧ ନାରାୟଣ ସାହୁଙ୍କୁ ପୋଲିସ ଉଠାଇ ଆଣିଥିଲା। ହେଲେ ଏଯାଏ ତାଙ୍କୁ ଗିରଫ କରିବା ପାଇଁ ଠୋସ ପ୍ରମାଣ…
କଟକରେ ପୁଣି ବ୍ୟାପିଲା ଜଣ୍ଡିସ
କଟକ ଅଫିସ, ୩୧ା୭: କଟକ ସହରରେ ପୁଣି ଜଣ୍ଡିସ ବ୍ୟାପିଛି। ୨୫ନମ୍ବର ୱାର୍ଡ ଅଧୀନ ଆଖଡ଼ାଗଳିର ଏ.ଜମାଦଙ୍କ ସମେତ କେଶରପୁର ଅଞ୍ଚଳରେ ଅନେକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦୂଷିତ ପରିବେଶ, ଦୂଷିତ ପାଣି ପ୍ରଭାବରେ ଜଣ୍ଡିସ ବ୍ୟାପୁଛି। ସିଏମ୍ସି…
ଖେଳ ପଡ଼ିଆରୁ ଯୁଦ୍ଧ ପଡ଼ିଆ: ଧୋନୀଙ୍କ ମିଶନ କଶ୍ମୀର ଆରମ୍ଭ
ଶ୍ରୀନଗର,୩୧।୭: କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏବେ ଖେଳ ପଡ଼ିଆରୁ ଯୁଦ୍ଧ ପଡ଼ିଆକୁ ଓହ୍ଲାଇଛନ୍ତି। ତାଙ୍କର ମିଶନ କଶ୍ମୀର ବୁଧବାରଠାରୁ ଆରମ୍ଭ ହୋଇଛି।ଏଠାରେ ୧୦୬-ପ୍ରାଦେଶିକ ସେନାରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତାଲିମ୍ ନେବେ। ତାଙ୍କର ପୋଷ୍ଟିଂ ଦକ୍ଷିଣ କଶ୍ମୀରର ଅଓ୍ବନ୍ତୀପୋରାରେ ହେବ…
ସ୍ମାର୍ଟ ଫେରିବାଲା: ସୁଟ୍ ବୁଟ୍ ପିନ୍ଧା ବହି ବିକାଳି ଗିରଫ
ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ଭାରତୀୟ ରେଳବାଇ ଷ୍ଟେଶନ ଓ ଟ୍ରେନ ଭିତରେ ଫେରିବାଲା ବିକ୍ରିକୁ ବେଆଇନ ଘୋଷଣା କରିବା ପରେ ବୁଲା ବିକାଳିଙ୍କ ଚିନ୍ତା ବଢ଼ିଯାଇଛି। ଫଳରେ କେତେକ ଅସାଧୁବ୍ୟକ୍ତି ଗଳାବାଟ କାଢ଼ି ଯାତ୍ରା କରିବା ବାହାନାରେ ଆସି ବେପାର କରୁଛନ୍ତି। ଏଭଳି…
ଶ୍ରୀଲିଙ୍ଗରାଜଙ୍କ ଆଉ ଏକ ଜମି ଉଦ୍ଧାର ପାଇଁ ପ୍ରୟାସ: ବେଆଇନ ନିର୍ମାଣ କାର୍ଯ୍ୟ ଉପରେ ୧୪୪ ଧାରା ଜାରି
ପୁରୁଣା ଭୁବନେଶ୍ୱର, ୩୧। ୭ (ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଜମି ଉପରେ ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ରୋକ ଲାଗିଛି। ମିଳିଥିବା ଖବର ମୁତାବକ, ନୂଆଗଁା ମୌଜା, ଖାତା ନଂ. ୪୩୭, ପ୍ଲଟ ନଂ. ୧୧୮,…
ଛାତ୍ର ସଂସଦ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ଛକାପଞ୍ଝା: ଛାତ୍ରଙ୍କୁ ନିର୍ଯାତନା, କଲେଜ ଯିବାକୁ ବାରଣ
ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବା ବେଳେ ଏ ନେଇ ବିଭିନ୍ନ କଲେଜରେ ଚକାପଞ୍ଝା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳୁଛି। ନିର୍ବାଚନକୁ କେନ୍ଦ୍ରକରି ୩ ମାସ ହେବ ଜଣେ…
୩୬ ଘଣ୍ଟା ପରେ ମିଳିଲା ସିଦ୍ଧାର୍ଥଙ୍କ ମୃତଦେହ
ବେଙ୍ଗାଲୁରୁ,୩୧।୭: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍. କୃଷ୍ଣାଙ୍କ ଜ୍ୱାଇଁ କେଫ୍ କଫି ଡେ’ର ମାଲିକ ଭିି.ଜି. ସିଦ୍ଧାର୍ଥଙ୍କ ମୃତଦେହ ୩୬ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ନେତ୍ରବତୀ ନଦୀରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ସୋମବାରଠାରୁ ୨ ଶହ ପୋଲିସ ଏବଂ…
ସିବିଏସ୍ଇ ସିଟିଇଟି ପରୀକ୍ଷାଫଳ ପ୍ରକାଶ
ଭୁବନେଶ୍ୱର,୩୧ା୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ମଙ୍ଗଳବାର ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ସିଟିଇଟି) ୨୦୧୯ର ଫଳ ପ୍ରକାଶ ପାଇଛି। ଜୁଲାଇ ୭ ରେ ସମଗ୍ର ଦେଶରେ ସିଟିଇଟିର ଦ୍ୱାଦଶ ସଂସ୍କରଣ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୦୯ଟି ସହରରେ…
ଉନ୍ନୟନ ବିଭାଗ ଅଧୀନରୁ ହଟିପାରେ ବିଏମ୍ସି ହସ୍ପିଟାଲ
ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଉନ୍ନୟନ ବିଭାଗ ଅଧୀନରୁ କଢାଯାଇପାରେ ରାଜଧାନୀର ଅନ୍ୟତମ ପୁରାତନ ତଥା ପ୍ରମୁଖ ହସ୍ପିଟାଲ ଭୁବନେଶ୍ୱର ମହାନଗର ନିଗମ ବା ବିଏମ୍ସି ହସ୍ପିଟାଲର ପରିଚାଳନା ଦାୟିତ୍ୱ। ଏନେଇ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବିଏମ୍ସି…
Archives


