Home

 ଏନଟିଆର୍‌ ଥିଲେ ବାହୁବଳୀ; ମାତ୍ର ଚନ୍ଦ୍ରାବାବୁ କଟପ୍ପା: ସୁନୀଲ୍‌ ଦେଓଘର

ହାଇଦ୍ରାବାଦ୍‌,୩୧।୭: ତେଲୁଗୁ ଦେଶମ୍‌ ପାର୍ଟିର ସଂସ୍ଥାପକ ଏନ୍‌ଟିଆର୍‌ ବାହୁବଳୀ ଥିଲେ। ଅପରପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ହେଉଛନ୍ତି କଟପ୍ପା। ପ୍ରକୃତ ପକ୍ଷେ ଚନ୍ଦ୍ରାବାବୁ ହେଉଛନ୍ତି ଚନ୍ଦାବାବୁ। ଏଭଳି କହିଛନ୍ତି ରାଜ୍ୟ ଭାଜପା ସହ-ପ୍ରଭାରୀ ସୁନୀଲ୍‌ ଦେଓଘର। ରାଜ୍ୟରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ…

ବିରାଟଙ୍କ ଏହି ଗୁଣ ମୋତେ ଆଶ୍ଚର୍ଯ୍ୟ କରିଛି: ଅନୁଷ୍କା

ଆଇସିସି ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏବେ ଖୁବ୍‌ ଆଲୋଚନା ଚାଲିଛି। ସାଥୀ ଖେଳାଳି ରୋହିତ ଶର୍ମାଙ୍କ ସହ ତାଙ୍କୁ ମତାନ୍ତର ଯୋଗୁ ଭାରତ ହାରିଲା ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପଡିଆରେ…

ଜମ୍ମୁ-କଶ୍ମୀରରେ ଅତିରିକ୍ତ ୧୦ ହଜାର ସୁରକ୍ଷାକର୍ମୀ: ପ୍ରତି ପଞ୍ଚାୟତରେ ଅଗଷ୍ଟ ୧୫ରେ ଜାତୀୟ ପତାକା ହେବ ଉତ୍ତୋଳନ

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରକୁ ୧୦ ହଜାର ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ପଠାଯିବା ଯିବା ନେଇ ନାନା ଆଲୋଚନା ହେଉଛି। ତେବେ ଏବେ କୁହାଯାଉଛି ଯେ, କେନ୍ଦ୍ର ସରକାର ସ୍ବାଧୀନତା ଦିବସ ଅବସରରେ ରାଜ୍ୟର ପ୍ରତି ପଞ୍ଚାୟତରେ ଜାତୀୟ ପତାକା ଉତ୍ତୋଳନ କରିବା ଲାଗି ଯୋଜନା…

ଭାରତର ପାକିସ୍ତାନ ଓ୍ବାଲି ଗଳିର ନାମ ପରିବର୍ତ୍ତନ ପାଇଁ ମୋଦିଙ୍କୁ ଚିଠି

ନୂଆଦିଲ୍ଲୀ,୩୧।୭: ଭାରତରେ ରହିଛି ପାକିସ୍ତାନ ଓ୍ବାଲି ଗଳି ନାମରେ ଏକ କଲୋନୀ। ଏହି କଲୋନୀ ଗ୍ରେଟର ନୋଏଡ଼ାଠାରେ ରହିଛି। ଏହାର ନାମ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନ ସବୁବେଳେ ଦୁଃଖ। କଲୋନୀର ନାମ ପରିବର୍ତ୍ତନ ପାଇଁ ଏଠାକାର ବାସିନ୍ଦା ଏବେ ଅଣ୍ଟା…

‘ପ୍ରାର୍ଥନା କରୁଥିଲି, ସେହି ମୃତଦେହ ସିଦ୍ଧାର୍ଥଙ୍କର ହୋଇ ନ ଥାଉ’

ବେଙ୍ଗାଲୁରୁ, ୩୧।୭: ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କନର୍ର୍ାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ଉଦ୍ଧାର କରାଯାଇଛି। ସୋମବାର ସନ୍ଧ୍ୟାରୁ ନେତ୍ରବତୀ ନଦୀ ପୋଲରୁ ହିଁ କେଉଁଆଡେ ନିଖୋଜ ଥିଲେ ସିଦ୍ଧାର୍ଥ।…

ଉନ୍ନାଓ ଘଟଣା: ହସିି ଫଶିଗଲେ ଜୟା

ନୂଆଦିଲ୍ଲୀ, ୩୧।୭: ଉନ୍ନାଓ ବଳାତ୍କାର ପୀଡିତାଙ୍କ କାର୍‌ ଦୁର୍ଘଟଣାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ବୁଧବାର ଏହି ଘଟଣାକୁ ବିରୋଧ କରି ସମାଜବାଦୀ ପାର୍ଟ ଏବଂ ତୃଣମୂଳ କଂଗ୍ରେସର ଏମ୍‌ପିମାନେ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିରେ…

ଭାଜପାରେ ଯୋଗଦେଲେ କଂଗ୍ରେସ-ଏନସିପି ବିଧାୟକ ଓ ବହୁ ସମର୍ଥକ

ମୁମ୍ବାଇ,୩୧।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ-ଏନ୍‌ସିପିର ୪ ବିଧାୟକ ବୁଧବାର ସେମାନଙ୍କ ସମର୍ଥକଙ୍କ ସହିତ ଭାଜପାରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌, ଭାଜପା ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ୍‌ ଏବଂ ମୁମ୍ବାଇ ଭାଜପା ମୁଖ୍ୟ ମଙ୍ଗଳ ପ୍ରଭାତ…

୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଥିଲେ ଛାତ୍ର, ଡାକ୍ତର ପାରିଲେନି, ନିଜେ ରସର୍ଚ୍ଚ କରି ହେଲେ ଭଲ

ଆମେରିକାର ଡାଉ ଲିଣ୍ଡ୍‌ସେ ନାମକ ଜଣେ ଛାତ୍ର ୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଥିଲେ। ତାଙ୍କୁ ଭଲ କରିବା ପାଇଁ ସମସ୍ତ ଡାକ୍ତର ଲାଗିଥିଲେ ମଧ୍ୟ ବିଫଳ ହୋଇଥିଲେ। ସେ ଥାଏରଏଡ୍‌ ରୋଗରେ ପୀଡ଼ିତ ବୋଲି ଯଦିଓ ଡାକ୍ତର କହିଥିଲେ ତଥାପି…

ଟିକ୍‌ଟକ୍‌ ନିଶାରେ ମହିଳା କନଷ୍ଟେବଳ

ନୂଆଦିଲ୍ଲୀ, ୩୧।୭: ଟିକ୍‌ଟକ୍‌ ଭିଡିଓ କରିବା ନିଶା ଏବେ ସମସ୍ତଙ୍କୁ ଘାରିଛି। କାର୍ଯ୍ୟକ୍ଷେତ୍ରରେ ଥାଇ ବି ଟିକ୍‌ଟକ୍‌ରେ ମାତୁଛନ୍ତି କର୍ମଚାରୀ। ଦିଲ୍ଲୀର ଦୁଇ ମହିଳା କନଷ୍ଟେବଳଙ୍କ ଟିକ୍‌ଟକ୍‌ ଭିଡିଓ ଏବେ ଭାଇରାଲ ହେଉଛି। କାର୍ଯ୍ୟରତ ଦୁଇ କର୍ମଚାରୀ ପୋଲିସ୍‌ ବର୍ଦ୍ଦିରେ ଏକ…

ଶେଷ ଚିଠିରେ କ’ଣ ଲେଖିଥିଲେ ସିଦ୍ଧାର୍ଥ

ବେଙ୍ଗାଲୁରୁ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ହେବାର ଦୁଇ ଦିନ ପରେ ବୁଧବାର କର୍ଣ୍ଣାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ସକାଳ…

ଶ୍ରାବଣ ମାସରେ ମୁସଲମାନ୍‌ ଡେଲିଭରୀ ବୟଠାରୁ ଖାଦ୍ୟ ଗ୍ରହଣ କଲେ ନି ଗ୍ରାହକ: ଖାଦ୍ୟର ନାହିଁ ଧର୍ମ, ଖାଦ୍ୟ ହିଁ ଧର୍ମ ଜବାବ ଦେଲା ଜୋମାଟୋ

ନୂଆଦିଲ୍ଲୀ,୩୧।୭: ଜୋମାଟୋ ଅନ୍‌ଲାଇନ୍‌ ଫୁଡ୍‌ ସର୍ଭିସ୍‌ ଦ୍ୱାରା ପଠାଯାଇଥିବା ଖାଦ୍ୟକୁ ଅମିତ୍‌ ଶୁକ୍ଳା ନାମକ ଜଣେ ବ୍ୟକ୍ତି ଫେରାଇ ଦେଇଛନ୍ତି। ଡେଲିଭରୀ ବୟ ମୁସଲମାନ୍‌ ଥିବାରୁ ଅମିତ୍‌ ଶ୍ରାବଣ ମାସରେ ଏହା ଗ୍ରହଣ କରିବାକୁ ମନା କରିଥିଲେ। ଏନେଇ ଅମିତ୍‌ ଜୋମାଟୋକୁ…

କେଳୁଣୀ ମୁହାଣ ବନ୍ଦ ଯୋଗୁ ପ୍ରାଚୀ, କାଦୁଆରେ କୃତ୍ରିମ ବନ୍ୟା: ପାଣି ଘେରରେ ୫ ଗାଁ, ରାସ୍ତାରେ ୪ଫୁଟର ପାଣି

କାକଟପୁର, ୩୧।୭(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତଣ୍ଡାହାର ଗ୍ରାମ ନିକଟରେ ରହିଛି କେଳୁଣୀ ମୁହାଣ। ଏଠାରେ ପ୍ରାଚୀ ଓ କାଦୁଆ ନଦୀ ସମୁଦ୍ରରେ ମିଶିଛନ୍ତି। ପ୍ରାଚୀ ଓ କାଦୁଆ ନଦୀରେ ବର୍ଷା ଯୋଗୁ ଜଳ ବୃଦ୍ଧି ଏବଂ କେଳୁଣୀ ମୁହାଁଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri