Home

ଆଇସିୟୁରୁ ବାହାରିଲେ ଉନ୍ନାଓ ବଳାତ୍କାର ପୀଡିତା

ନୂଆଦିଲ୍ଲୀ,୧।୯: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏବେ ତାଙ୍କୁ ଆଇସିୟୁରୁ ବାହାର କରାଯାଇ ଜେନରାଲ ଓ୍ବାର୍ଡକୁ ଅଣାଯାଇଛି। ସୂଚନାଯୋଗ୍ୟ, ଜୁଲାଇ ୨୮ରେ ପୀଡିତା, ତାଙ୍କ…

ଟିମ୍‌ ଇଣ୍ଡିଆ ଟ୍ରେନର ଦୌଡ଼ରେ ନିକ୍‌ ଓ୍ବେବ୍‌ ସର୍ବାଗ୍ରେ

ନୂଆଦିଲ୍ଳୀ,୧।୯(ପି.ଟି.): ଭାରତୀୟ କ୍ରିକେଟ ଦଳର କଣ୍ଡିସନିଙ୍ଗ୍‌ କୋଚ୍‌ ବା ଟ୍ରେନର ଦୌଡ଼ରେ ପୂର୍ବତନ ନ୍ୟୁଜିଲାଣ୍ଡ ରଗ୍‌ବୀ ଲିଗ୍‌ ଟ୍ରେନର ନିକ୍‌ ଓ୍ବେବ୍‌ ସାମିଲ ହୋଇଛନ୍ତି। ସେ ଏହି ଦୌଡ଼ରେ ସମସ୍ତଙ୍କଠାରୁ ଆଗରେ ରହିଛନ୍ତି। ଓ୍ବେବ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ…

ବ୍ରେକ୍‌ଅପ୍‌ର ୩ ବର୍ଷ ପରେ ଏକାଠି ହେଲେ କ୍ୟାଟ୍ରିନା-ରଣବିର

ବଲିଉଡ୍‌ରେ ଏମିତି କିଛି ଯୋଡ଼ି ଅଛନ୍ତି ଯେ କି, ବ୍ରେକ୍‌ଅପ୍‌ ପରେ ପୁଣି ଏକାଠି ହୋଇଛନ୍ତି। ସେ ରିଲ୍‌ରେ ହେଉ କି ରିୟଲରେ। ଏହି ଯୋଡ଼ିଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍‌-ରଣବିର କପୁର ଅନ୍ୟତମ। ରଣବିର ପୂର୍ବରୁ କ୍ୟାଟ୍‌ଙ୍କ ସହ ପ୍ରେମସମ୍ପର୍କ ଥିବାବେଳେ…

ଲଭ୍‌ ଟ୍ବିଷ୍ଟରେ ନବାଗତ ଯୋଡି ‘ଦେବ୍‌-ମନସ୍ମିତା’

ପ୍ରେମର ରାସ୍ତାରେ ଚାଲିବା ଏତେ ସହଜ ନୁହେଁ। ଏହି ରାସ୍ତା ଅନେକ ଜାଗାରେ କଣ୍ଟକିତ। ପ୍ରେମ କରିବା ସମୟରେ କେତେବେଳେ ମନରେ ଖୁସିର ମାହୋଲ ସୃଷ୍ଟି ହୁଏ ତ ପୁଣି କେତେବେଳେ ଦୁଃଖ ଅବସାଦର କଳା ବାଦଲ ହଠାତ୍‌ ମାଡିଆସିଥାଏ। ସେପରି…

ରାଶି ଅନୁଯାୟୀ ଗଣେଶଙ୍କ ପୂଜା

ମେଷ: ଏ ରାଶିର ବ୍ୟକ୍ତିମାନେ ନାଲିରଙ୍ଗର ଗଣେଶ ମୂର୍ତ୍ତି ପୂଜା କରି ଲଡୁ, ଗୁଡ଼ ଭୋଗ ଲଗାନ୍ତୁ। ବୃଷ: ଏ ରାଶିର ବ୍ୟକ୍ତି ଧଳା ରଙ୍ଗର ମୂର୍ତ୍ତି ପୂଜା କରି ମୋଦକ, ମିଶ୍ରି, ଲଡୁଭୋଗ ଲଗାନ୍ତୁ। ମିଥୁନ: ଏ ରାଶିର ବ୍ୟକ୍ତି…

ଭାଜପା ଏମ୍‌ପିଙ୍କ ଗାଡ଼ି ଭାଙ୍ଗିଲେ ଟିଏମ୍‌ସି କର୍ମୀ

କୋଲକାତା,୧।୯: ପଶ୍ଚିମବଙ୍ଗର ଭାଜପା ଏମ୍‌ପି ଅର୍ଜୁନ ସିଂଙ୍କ ଗାଡ଼ିକୁ ରବିବାର କେତେଜଣ ଟିଏମ୍‌ସି କର୍ମୀ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଉତ୍ତର ୨୪ ପ୍ରଗଣାର ଶ୍ୟାମନଗର ରେଲଓ୍ବେ ଷ୍ଟେଶନ ନିକଟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଅର୍ଜୁନ ସିଂ କହିଛନ୍ତି…

୪୭ବର୍ଷ ପୁରୁଣା ଜୋତାର ମୂଲ୍ୟ ୩ କୋଟି

ଜୋତା ପୁରୁଣା ହୋଇଗଲା ପରେ ତା’ର ସ୍ଥାନ ଅଳିଆଗଦା ହୋଇଥାଏ। ଯେତେ ଦାମୀ ହେଲେ ହେଁ ପୁରୁଣା ଚିରାଫଟା ଜୋତାକୁ କେହି ପାଦରେ ପିନ୍ଧିବାକୁ ଚାହାନ୍ତି ନାହିଁ। କିନ୍ତୁ ନିକଟରେ ନ୍ୟୁୟର୍କର ସୋଦବୀ ଅକ୍ସନ ହାଉସ୍‌ରେ ହୋଇଥିବା ନିଲାମୀରେ ୪୭ ବର୍ଷ…

ବିବାହ ଭୋଜିରେ ମିଳିଲାନି ନିମନ୍ତ୍ରଣ: ଆଦିବାସୀ ପରିବାରଙ୍କୁ ବାସନ୍ଦ କଲେ ଗ୍ରାମବାସୀ

ଜବଲପୁର,୧।୯: ମଧ୍ୟପ୍ରଦେଶ ଚରଗଓ୍ବାଁ ନିକଟରେ ଥିବା ସିଙ୍ଗୋରି ଜମୁନିୟାରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଁରେ ବାସ କରୁଥିବା ଏକ ଆଦିବାସୀ ପରିବାର ଗାଁର କିଛି ଲୋକଙ୍କୁ ବିବାହ ଭୋଜି ପାଇଁ ନିମନ୍ତ୍ରଣ କରିଥିବାବେଳେ ଅନ୍ୟ କେତେକଙ୍କୁ ନିମନ୍ତ୍ରଣ କରି ନ…

ପାକିସ୍ତାନର ଭାଷା କହୁଛି କଂଗ୍ରେସ: ଶିବରାଜ

ନୂଆଦିଲ୍ଲୀ,୧।୯: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ବିବାଦୀୟ ବୟାନର ଉତ୍ତର ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ତେବେ ଦିଗ୍‌ବିଜୟ କହିଥିଲେ, ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ମୁସଲମାନଙ୍କ ଅପେକ୍ଷା ଅଣ…

ୟୁଏସ୍‌ ଓପନ୍‌: ଚତୁର୍ଥ ରାଉଣ୍ଡରେ ନାଡ଼ାଲ

ନ୍ୟୁୟର୍କ,୧।୯- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ଷଷ୍ଠ ଦିନରେ କେତେକ ସିଡେଡ୍‌ ଖେଳାଳି ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ସ୍ପେନ୍‌ର ଦ୍ୱିତୀୟ ସିଡ ଖେଳାଳି ରାଫାଲ ନାଡାଲ ୬-୩, ୬-୪, ୬-୨ ସେଟରେ ଦକ୍ଷିଣ କୋରିଆର…

ନୂଆ ଆଇଭିଏଫ୍‌ ଜ୍ଞାନକୌଶଳରେ କେବଳ ଗାଈ ହେବେ ଜନ୍ମ; କ୍ଷୀର ଦେବେ ୨୦ ଲିଟର: ଗିରିରାଜ ସିଂ

ନୂଆଦିଲ୍ଲୀ,୧।୯: ନୂଆ ଆଇଭିଏଫ୍‌ ଜ୍ଞାନକୌଶଳ ବ୍ୟବହାର କରି ଭାଜପା ସରକାର ଦେଶରେ ଗାଈ କାରଖାନା ତିଆରି କରିବେ। ଏହି ଜ୍ଞାନକୌଶଳରେ କେବଳ ଗାଈ ଜନ୍ମ ହେବେ। ଏସବୁ ଗାଈ ୨୦ ଲିଟର କ୍ଷୀର ଦେବେ ବୋଲି ପଶୁପାଳନମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି।…

ଜେଲ୍‌ ଭିତରେ କେକ୍‌ କାଟି ଜନ୍ମଦିନ ପାଳିଲେ ଅପରାଧୀ: ଭିଡିଓ ଭାଇରାଲ

ପାଟନା,୧।୯: ବିହାର ଆଇନ ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଏଠାରେ ଥିବା ସୀତାମରହି ଜେଲ୍‌ରେ ଜଣେ ଅପରାଧୀ ଜେଲ୍‌ ଭିତରେ କେକ୍‌ କାଟି ନିଜ ଜନ୍ମଦିନ ପାଳିବାର ଏକ ଭିଡିଓ ଓ କିଛି ଫଟୋ ସାମ୍ନାକୁ ଆସିଛି। ପିଣ୍ଟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?