ଫସଲ ଜଗିଥିବା ବୃଦ୍ଧଙ୍କୁ ଦଳିଦେଲା ହାତୀ
ବାଙ୍ଗିରିପୋଷି,୮ା୮(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲାରେ ହାତୀ ଆତଙ୍କ ଥମୁନି। ବନ ବିଭାଗ କର୍ମଚାରୀ ହାତୀ ଘଉଡାଇବାରେ ସଫଳ ହେଉ ନ ଥିବାରୁ ଧନଜୀବନ ହାନି ଘଟି ଚାଲିଛି। ଗୁରୁବାର ସକାଳେ ବାଙ୍ଗିରିପୋଷି ବନାଞ୍ଚଳ ଅଧୀନସ୍ଥ ଭୁଲୁବଣୀ ଗ୍ରାମର ଦାଗଦୁ ମାଝୀ ନାମକ ଜଣେ…
ହାଲ୍ କାରଖାନାରେ କମ୍ପ୍ରେସର ଫାଟି କର୍ମଚାରୀ ମୃତ
କୋରାପୁଟ,୮।୮(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ା ହାଲ୍ ସୁଖୋଇ ଫ୍ୟାକ୍ଟ୍ରିରେ ଗୁରୁବାର ଅପରାହ୍ନ ୩ଟାରେ ଅଘଟଣ ଘଟିଛି। କମ୍ପ୍ରେସର ବିସ୍ପୋରଣ ହେବାରୁ କାର୍ଯ୍ୟରତ ଜଣେ କର୍ମଚାରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେ ହେଲେ ସୁଦାମ ମହାନ୍ତି। ବିସ୍ପୋରଣରେ ସୁଦାମଙ୍କ ଶରୀରର ୮୦ ପ୍ରତିଶତ…
ଯାଯାବର ଜୀବନ ବିତେ ଶଗଡ଼ ଉପରେ…
ବୁନ୍ଦେଲଖଣ୍ଡରେ ଲୁହରଗଡ଼ିଆ ନାମକ ଏକ ସମ୍ପ୍ରଦାୟ ବାସ କରନ୍ତି। ଏହି ସମ୍ପ୍ରଦାୟ କୌଣସି ଗୋଟିଏ ସ୍ଥାନରେ ବାସ କରନ୍ତି ନାହିଁ। ଜୀବନସାରା ତାଙ୍କର ଯାଯାବର ଭାବେ କଟିଥାଏ। ଝିଅକୁ ବିବାହରେ ଏହି ସମ୍ପ୍ରଦାୟ ଶଗଡ଼ ଯୌତୁକ ଦେଇଥାନ୍ତି। ଶଗଡ଼ରେ ନିତିଦିନିଆ ଜୀବନରେ…
ମଙ୍ଗଳ -୨୦୨୦ ରୋଭର୍ର ‘ଆଏ’ ଟେଷ୍ଟ କଲା ନାସା
ଓ୍ବଶିଂଟନ: ମଙ୍ଗଳକୁ ନାସାର ରୋବୋଟିକ ମିଶନ-ଦି ମାର୍ସ ୨୦୨୦ ରୋଭର ମଙ୍ଗଳ ପୃଷ୍ଠର କିଭଳି ଭଲଭାବେ ଫଟୋ ନେଇପାରିବ ତାହା ଉପରେ ଏକ ପରୀକ୍ଷା କରାଯାଇଛି। ଏହାକୁ ରୋଭରର ‘ଆଏ’ ଟେଷ୍ଟ କୁହାଯାଉଛି। ଏଥିରେ ଓ୍ବାଇଡ- ଆଙ୍ଗଲ୍ ଲ୍ୟାଣ୍ଡ୍ସ୍କେପ ଓ ନ୍ୟାରୋ…
ତିନି କପ୍ରୁ ବେଶି କଫି ପିଇଲେ ଅଧାକପାଳି ବିନ୍ଧା ହୁଏ
ନ୍ୟୁୟର୍କ: କଫିପ୍ରିୟ ବ୍ୟକ୍ତିମାନେ ଟିକେ ସାବଧାନ ହୋଇଯାଆନ୍ତୁ। ଦିନକୁ ତିନି କପ୍ରୁ ବେଶି କଫି ପିଅନ୍ତୁନାହିଁ। ନଚେତ ଅଧାକପାଳି ବିନ୍ଧାର ଶିକାର ହୋଇପାରନ୍ତି। ଯେଉଁଦିନ ତିନିି କପରୁ ବେଶି କଫି ପିଇବେ ସେହିଦିନ ମାଇଗ୍ରେନର ଶିକାର ହେବା ସହ ତା’ ପରଦିନ…
ଝିଅମାନେ ପିଲାଦିନେ ସକ୍ରିୟ ରହିଲେ ଯୁବାବସ୍ଥାରେ ଫୁସଫୁସ ସୁସ୍ଥ ରହେ
ମାଦ୍ରିଦ: ପିଲାବେଳେ ଝିଅମାନେ ସକ୍ରିୟ ରହିଲେ ଯୁବାବସ୍ଥାରେ ପୁଅମାନଙ୍କ ତୁଳନାରେ ସେମାନଙ୍କ ଫୁସଫୁସ ସୁସ୍ଥ ରହେ ବୋଲି ଏକ ଗବେଷଣାରୁ ଜଣାପଡିଛି । ଏ ସମ୍ବନ୍ଧିତ ତଥ୍ୟ ଦି ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ୍ ଏପିଡେମିଓଲୋଜିରେ ପ୍ରକାଶ ପାଇଛି। ଗବେଷଣାରେ ସାମିଲ ଝିଅ…
ଭିଡିଓ ସେଲ୍ଫି ମାପିବ ରକ୍ତଚାପ
ଟରଣ୍ଟୋ: ରକ୍ତଚାପ ସମସ୍ୟା ରହିଥିଲେ ଆଉ ଚିନ୍ତା କରନ୍ତୁନାହିଁ। ଗବେଷକମାନେ ଏବେ ଟ୍ରାନ୍ସଡର୍ମାଲ ଅପ୍ଟିକାଲ ଇମେଜିଂ ଟେକ୍ନୋଲୋଜି ଉପରେ ପରୀକ୍ଷା କରି ସଫଳତା ପାଇଛନ୍ତି। ଏଥିରେ ଜଣେ ଭାରତୀୟ ବଂଶୋଦ୍ଭବ ଗବେଷକ ସାମିଲ ଅଛନ୍ତି। ଏହି ଟେକ୍ନୋଲୋଜିରେ ସ୍ମାର୍ଟଫୋନ ମାଧ୍ୟମରେ ନିଆଯାଇଥିବା…
ବାଘ-ମଣିଷ ଲଢେଇ ରୋକିବ ସୁଗନ୍ଧିତ ଗଛ
ବାଘ-ମଣିଷ ଲଢେଇ ଅଭୟାରଣ୍ୟରେ କିଛିନୂଆ କଥା ନୁହେଁ। ଏମିତି ଲଢେଇ ଉତ୍ତରପ୍ରଦେଶର ପିଲିଭିଟ ବ୍ୟାଘ୍ର ଅଭୟାରଣ୍ୟର ସୀମାରେ ବେଶି ହେଉଛି। ସୀମାବର୍ତ୍ତୀ ଗାଁମାନଙ୍କରେ ଚାଷୀମାନେ ବେଶି ଆଖୁ ଚାଷ କରନ୍ତି ଓ ନୀଳଗାଇ,ହରିଣ ତାହାକୁ ଖାଇବା ପାଇଁ ଆସନ୍ତି। ବାଘ ସେହି…
ବନ୍ଦ ଘରୁ ଅଧ୍ୟାପକଙ୍କ ଗଳିତ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
ହଞ୍ଜିଳିକାଟୁ, ୮ା୮(ଡ଼ି.ଏନ୍.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ମାଣିକନଗର ଅଞ୍ଚଳର ଏକ ବନ୍ଦ ଘରୁ ଗୁରୁବାର ପୂର୍ବାହ୍ନରେ ଜଣେ ଅଧ୍ୟାପକଙ୍କ ଗଳିତ ଶବକୁ ହିଞ୍ଜିଳି ପୋଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ସେ ହେଲେ କଙ୍କୋରଡ଼ା ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର…
ବନ୍ଦ ହୋଇନି ସମ୍ଝୋତା ଏକ୍ସପ୍ରେସ୍: ଭାରତ
ଇସଲାମାବାଦ,୮।୮: ଖବର ଆସିଥିଲା କି ଭାରତ ପାକିସ୍ତାନ ମଧ୍ୟରେ ଚାଲୁଥିବା ସମ୍ଝୋତା ଏକ୍ସପ୍ରେସ୍ ବା ଫ୍ରେଣ୍ଡସିପ୍ ଏକ୍ସପ୍ରେସକୁ ପାକିସ୍ତାନ ବନ୍ଦ କରି ଦେଇଛି। ହେଲେ ଭାରତ କହିଛି ସମ୍ଝୋତା ଏକ୍ସପ୍ରେସ୍ ସେବା ବନ୍ଦ ହୋଇନାହିଁ। ପାକିସ୍ତାନ ସୁରକ୍ଷାର ଆଳ ଦେଖାଇ ତା’ର…
ଯେଉଁଠି କ୍ଷୀର ବିକିବା ମନା
କ୍ଷୀର ସ୍ବାସ୍ଥ୍ୟ ପାଇଁ କେତେ ଜରୁରୀ ଏହା ସମସ୍ତଙ୍କୁ ଜଣା। ପ୍ରତ୍ୟେକ ଘରେ ରାତି ପାହିବା ମାତ୍ରକେ କ୍ଷୀର ଆବଶ୍ୟକତା ପଡ଼ିଥାଏ। ଯଦି ସକାଳୁ କ୍ଷୀରବାଲା ଆସି ଦୁଆର ଆଗରେ ଡାକ ନ ଦିଏ, ତେବେ କଥା ସରିଲା। କିନ୍ତୁ ଶୁଣି…
ଜାତୀୟ କୃମି ଦିବସ: କୃମି ଔଷଧ ଖାଇ ୨୬ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ
ଛେଣ୍ଡିପଦା, ୮।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଲିପଟା ରଥସାହି ପ୍ରାଥମିକ ବିଦ୍ୟାଳୟରେ କୃମି ଔଷଧ ଖାଇ ଗୁରୁବାର ୨୬ରୁ ଊଦ୍ଧର୍ବ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରକାଶ ଯେ, ଛେଣ୍ଡିପଦାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୃମି…
Archives


