Home

ନାଗ ସାପ ଦେଖାଇ କିଡ୍‌ନାପ: ଗୋଟିଏ ବନ୍ଦ ଘରୁ ଉଦ୍ଧାର ହେଲେ ୪ ଯୁବକ, ଦିଆଯାଉଥିଲା ଅକଥନୀୟ ନିର୍ଯାତନା

ଦିଗପହଣ୍ଡି,୨୭ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ପୋଲିସ ଚିକିଟି ଗଡ଼ ଗ୍ରାମର ନୂତନ ପାତ୍ରଙ୍କ ଘରେ ବନ୍ଧକ ରଖାଯାଇଥିବା ୪ ଯୁବକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଯୁବକଙ୍କ ମଧ୍ୟରେ ଜଣେ ନୂଆ ଦିଲ୍ଲୀର ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ…

ମହାକୁମ୍ଭରେ ବୁଡ଼ ପକାଇବେ ଶାହା

ପ୍ରୟାଗରାଜ,୨୭।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ଆଜି ୧୫ତମ ଦିନ। ଏହି ୧୫ ଦିନରେ, ୧୧ କୋଟିରୁ ଅଧିକ ଭକ୍ତ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି। ଏବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ସୋମବାର କୁମ୍ଭ ନଗରୀରେ ପହଞ୍ଚିବେ। ଯେଉଁଠାରେ ସେ ମହାକୁମ୍ଭରେ…

ଡିନର ପାର୍ଟିରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ କଥା ଶୁଣି କାହିଁକି ହସିଲେ ମୋଦି

ନୂଆଦିଲ୍ଲୀ,୨୭।୧: ରବିବାର ସାରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ରାତ୍ରୀଭୋଜନର ଆୟୋଜନ କରିଥିଲେ। ଏହି ରାତ୍ରୀଭୋଜନ କାର୍ଯ୍ୟକ୍ରମରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଏପରି କିଛି କଥା କହିଥିଲେ ଯାହା ଶୁଣି ପ୍ରଧାନମନ୍ତ୍ରୀ ମୋଦି…

ପିକ୍‌ନିକ୍‌ ହେଲା କାଳ: ଅଫିସ ଷ୍ଟାଫ୍‌ଙ୍କ ସହ ଭୋଜି କରିବାକୁ ଆସି ଚାଲିଗଲା ଯୁବକଙ୍କ ଜୀବନ

ପାଟଣା,୨୭ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତର ଘାଟ ବାଲି ଯୋଡ଼ିସ୍ଥିତ ପ୍ରସିଦ୍ଧ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ସାନକୁଣ୍ଡ ଗଭୀର ଗଣ୍ଡରେ ରବିବାର ଅପରାହ୍ନ ଜଣେ ୨୦ବର୍ଷର ଯୁବକ ଭାସିଯାଇଥିଲେ। ତେବେ ସୋମବାର ତାଙ୍କର ମୃତଦେହ ମିଳିଛି। ମୃତ…

ଜିବିଏସ୍‌ ସଂକ୍ରମଣରେ ପ୍ରଥମ ମୃତ୍ୟୁ ଆଶଙ୍କା, ପୁଣେରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ପାର

ମୁମ୍ବାଇ,୨୭।୧: ଗୁଇଲେନ ବାରେ ସିଣ୍ଡ୍ରୋମ (ଜିବିଏସ୍‌) କାରଣରୁ ମହାରାଷ୍ଟ୍ରରେ ପ୍ରଥମ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ଏକ ବିବୃତ୍ତି ଜାରି କରି କହିଛି ଯେ ସୋଲାପୁରରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଗୁଇଲେନ ବାରେ ସିଣ୍ଡ୍ରୋମ (GBS) ଯୋଗୁଁ ମୃତ୍ୟୁବରଣ…

ସୋସିଆଲ ମିଡିଆରେ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ

ଓ୍ବାଶିଂଟନ,୨୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ କରିଥିବା ଅଭିଯୋଗରେ ଫ୍ଲୋରିଡାର ଶାନନ ଆଟକିନ୍ସଙ୍କୁ ଗିରଫ କରାଯାଇଛି। ଏଫବିଆଇରୁ ମିଳିଥିବା ସୂଚନା ଆଧାରରେ ଏହି ଗିରଫଦାରୀ କରାଯାଇଥିଲା। ୪୬ ବର୍ଷୀୟ ଆଟକିନ୍ସ ସୋସିଆଲ ମିଡିଆରେ ଅନେକ…

ଅପରାହ୍ନରୁ ଘରୁ ଯାଇ ଆଉ ଫେରି ନ ଥିଲେ ନାବାଳିକା, ସକାଳୁ ଝୁଲନ୍ତା ଅବସ୍ଥାରେ ମିିଳିଲା ମୃତଦେହ

ବଣାଇଁ,୨୭ା୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ କୋଇଡ଼ା ଥାନାର ଭଞ୍ଜପାଲି ଜଙ୍ଗଲରୁ ସୋମବାର ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ନାବାଳିକା ଜଣକ ଭଞ୍ଜପାଲୀ ଗ୍ରାମର ସାଧୁ ସିଂଙ୍କ ବଡ଼ ଝିଅ ଲିପି। ଶନିବାର ଅପରାହ୍ନରୁ…

ଖୁସିରେ ବିଭୋର ହେଲେ ଏମ୍‌ପି, କଳାକାରଙ୍କ ସହ ତାଳ ଦେଇ ନାଚିଲେ, ଝୁମିଲେ ଦର୍ଶକ

ଦାରିଙ୍ଗବାଡ଼ି,୨୭ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ତିନିଦିନିଆ ଭାରତ ମାତା ପୂଜନ ଉତ୍ସବର ସୋମବାର ଶେଷ ଦିବସ ରହିଛି। ଏହି ଅବସରରେ ଶନିବାର ଓ ରବିବାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଳା, ସାହିତ୍ୟ ଐତିହ୍ୟ ଲୋକକଳା, ପାରମ୍ପରିକ…

ଫସଲ ଦେଖିବାକୁ ଫାର୍ମହାଉସ୍‌ ଯାଇଥିଲେ ଦମ୍ପତି, ଚାଲିଗଲା ଜୀବନ

ଅନୁଗୋଳ,୨୭ା୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ରଗତି ତଇଳା ଗ୍ରାମର ଏକ ଫାର୍ମ୍‌ହାଉସରେ ଦମ୍ପତିଙ୍କ ଜୀବନ ଯାଇଛି। ଉକ୍ତ ଫାର୍ମହାଉସ୍‌କୁ ପ୍ରତିଦିନ ଜଙ୍ଗଲି ହାତୀପଲ ଏବଂ ବାର୍‌ହା ଆସି ଫସଲ ନଷ୍ଟ କରିଥାନ୍ତି। ଉଭୟ ସ୍ବାମୀ ଏବଂ ସ୍ତ୍ରୀ…

ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୧: ଅନୁଗୋଳ ଜିଲା ପାଲଲହଡ଼ା ବସ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା…

୧୭ ଗାଡ଼ିକୁ ଧକ୍କା ଦେଲା ତେଲ ଟ୍ୟାଙ୍କର, ୧୮ ଜଣଙ୍କ ଜୀବନ ଗଲା

ଘାନା,୨୭ା୧: ନାଇଜେରିଆରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି। ଏକ ତେଲ ଟ୍ୟାଙ୍କର ଏକକାଳୀନ ୧୭ ଗାଡ଼ିକୁ ଧକ୍କା ଦେବାରୁ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି। ଟ୍ୟାଙ୍କରଟି ଭାରସାମ୍ୟ ଏହି ଗାଡ଼ିଗୁଡ଼ିକୁ ଧକ୍କା ଦେଇଥିଲା। ଫଳରେ ଗୋଟିଏ…

ରାଜନଗରରେ ଚାଲିଛି ଡଲଫିନ୍‌ ଗଣନା

କେନ୍ଦ୍ରାପଡ଼ା,୨୭ା୧: ସୋମବାରଠାରୁ ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣନା। ଏହି ଗଣନା ୩ଦିନ ଧରି ଚାଲିବ। ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏ ଏହ ଗଣନା ଚାଲିବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଡଲଫିନ ଗଣନା ଚାଲିବ। ମୋଟ୍‌ ୯ଟି ଟିମ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri