ଟୋକିଓରେ ଅଲିମ୍ପିକ ଟେଷ୍ଟ ଇଭେଣ୍ଟ : ୧୭ରୁ ଭାରତୀୟ ପୁରୁଷ, ମହିଳା ହକି ଦଳର ଅଭିଯାନ
ବେଙ୍ଗାଲୁରୁ,୧୧।୮(ପି.ଟି.) : ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଅଂଶଗ୍ରହଣ କରିବାରକୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଜାପାନ ଯାତ୍ରା କରିଛନ୍ତି। ଏହି ଇଭେଣ୍ଟ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଆଗକୁ…
ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଯୁବତୀ ପିଠିରେ ଆଙ୍କିଲେ ମୋଦିଙ୍କ ଟାଟୁ
ଜମ୍ମୁ -କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଖୁସିରେ ବିଭୋର ହୋଇ ଝାଡ଼ଖଣ୍ଡର ଜଣେ ଯୁବତୀ ପିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାଟୁ ଆଙ୍କି ଦେଶପ୍ରେମର ଝଲକ ଦେଖାଇଛନ୍ତି। ରାଞ୍ଚିରେ ରହୁଥିବା ୨୧ ବର୍ଷୀୟା ରିଦ୍ଧି ଶର୍ମା କୁହନ୍ତି, ମୁଁ…
ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିଲ୍ ଆଗତ ସମୟରେ ମନରେ ଥିଲା ଭୟ: ଅମିତ ଶାହ
ଚେନ୍ନାଇ,୧୧।୮: ରାଜ୍ୟ ସଭାରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିଲ୍ ଆଗତ ସମୟରେ ମନରେ ଭୟ ଥିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି। ତାମିଲନାଡୁର ଚେନ୍ନାଇରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଜୀବନୀ ଉପରେ ପ୍ରକାଶିତ ପୁସ୍ତକ ‘ ଲିଶିନିଂ, ଲର୍ଣ୍ଣିଂ…
ହଡବଡେଇଲେ ପାକିସ୍ତାନୀ ନ୍ୟୁଜ ଆଙ୍କର
ଇସଲାମାବାଦ,୧୧।୮: ଜମ୍ମୁ-କଶ୍ମୀରରୁ ଭାରତ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନର ସ୍ଥିତିକୁ ଦେଖି ଏବେ ସବୁଠି ଚର୍ଚ୍ଚା ଚାଲିଛି। ପାକିସ୍ତାନର ଜଣାଶୁଣା ନ୍ୟୁଜ ଆଙ୍କର କିରଣ ନାଜ ଏବେ ଯେମିତି ସବୁ ରାଗ ଭାରତ ଉପରେ ସୁଝାଇବା ମୁଡରେ ଅଛନ୍ତି। ନିକଟରେ…
ଜୟ ହିନ୍ଦ୍ ଲେଖି ପାକିସ୍ତାନୀ ମହିଳାଙ୍କ ରୋଷର ଶିକାର ହେଲେ ପ୍ରିୟଙ୍କା
ବ୍ୟକ୍ତିଗତ ହେଉ କି ପ୍ରଫେଶନାଲ ଜୀବନ ହେଉ ଦୁଇଟାଯାକରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୂରା ସନ୍ତୁଳନ ରକ୍ଷା କରିଥାନ୍ତି। ଏମିତିରେ ବି ତାଙ୍କୁ ବହୁବାର ଟ୍ରୋଲ କରିବାକୁ ଚେଷ୍ଟା କରାଯାଇଛି। କିନ୍ତୁ ସେ ଏହାର କଡ଼ା ଜବାବ ରଖି ସମାଧାନ କରିଦିଅନ୍ତି।…
ରୋଜର୍ସ କପ୍: ସେମିରେ ହାରିଲେ ବୋପାନ୍ନା- ଶାପୋଭାଲୋଭ
ମଣ୍ଟ୍ରିଲ,୧୧।୮(ପି.ଟି.): ଏଠାରେ ଚାଲିଥିବା ଏଟିପି ମଣ୍ଟ୍ରିଲ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟରେ ଭାରତର ରୋହନ ବୋପାନ୍ନା ଓ ତାଙ୍କ କାନାଡା ପାର୍ଟନର ଡେନିସ ଶାପୋଭାଲୋଭ ପୁରୁଷ ଡବଲ୍ସ ଇଭେଣ୍ଟରେ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଅଣସିଡ୍ ଏହି ଯୋଡି ୬-୭, ୬-୭…
କନଷ୍ଟେବଳଙ୍କ ସାହସିକତା: ଅଣ୍ଟାଏ ବନ୍ୟା ପାଣିରେ ୨ବାଳିକାଙ୍କୁ ଦେଢ କିଲୋମିଟର କାନ୍ଧରେ ବୋହିଲେ
ଗାନ୍ଧିନଗର,୧୧।୮: ଗୁଜରାଟରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ ପ୍ରତିଦିନ ଏଠାକାର ଉଦ୍ଧାରକାରୀ ଦଳଙ୍କର କିଛି ନା କିଛି ହୃଦୟସ୍ପର୍ଶୀ ଫଟୋ ଓ ଭିଡିଓ ଦେଖିବାକୁ ମିଳୁଛି। ଏବେ ମୋରବି ଜିଲା ଟଙ୍କରା ସହରର ଏମିତି ଏକ ଭିଡିଓ…
କଶ୍ମୀରରେ ଡୋଭାଲଙ୍କ ମିଶନ ‘ହୃଦୟ ବିଜୟ’
ଶ୍ରୀନଗର,୧୧।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ୍ ଏବେ ଜମ୍ମୁ-କଶ୍ମୀରରେ ମିଶନ ‘ହୃଦୟ ବିଜୟ’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ସେ ଏଠାରେ ସୁରକ୍ଷା କାର୍ଯ୍ୟ ତଦାରଖରେ ନିୟୋଜିତ ଅଛନ୍ତି। ସ୍ଥାନୀୟ ଲୋକଙ୍କ ସହିତ ମିଶି…
ଭଉଣୀର ରାଖୀ ଉପହାର: ଆଗ୍ରାର ବନ୍ଦନା ସାନ ଭାଇକୁ ଦେଲେ କିଡ୍ନୀ
ରାଖୀ ପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧେ। ଭାଇ ପ୍ରତିବଦଳରେ ପ୍ରତିଶ୍ରୁତି ଦିଏ ସବୁ ବିପଦ ଆପଦରେ ଭଉଣୀକୁ ସୁରକ୍ଷା ପ୍ରଦାନ କରିବ। ତା’ସହ ଭଉଣୀ ହାତକୁ ବଢେଇ ଦିଏ ସ୍ନେହଭରା ଏକ ଉପହାର। ହେଲେ ଏହି ପୁରୁଣା ପରମ୍ପରାକୁ…
ଟରଣ୍ଟୋ ଡବ୍ଲ୍ୟୁଟିଏ ଫାଇନାଲରେ ସେରେନା
ଟରଣ୍ଟୋ,୧୧।୮(ଏଏଫପି): ଆମେରିକାର ଅଭିଜ୍ଞ ମହିଳା ଖେଳାଳି ଏଠାରେ ଚାଲିଥିବା ଟରଣ୍ଟୋ ଡବ୍ଳ୍ୟୁଟିଏ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଅଷ୍ଟମ ସିଡ୍ ସେରେନା ଚେକ୍ ଗଣରାଜ୍ୟର ମେରି ବୋଉଜକୋଭାଙ୍କୁ ୧-୬, ୬-୩, ୬-୩ ସେଟ୍ରେ ପରାସ୍ତ କରି…
ଗଞ୍ଜେଇ ଗଛ ନଷ୍ଟ ପାଇଁ ମହିଳା ସଂଗଠନ ଭିଡ଼ିଲା ଅଣ୍ଟା
ଶିମଲା,୧୧।୮: ହିମାଚଳପ୍ରଦେଶର ଏକ ମହିଳା ସଂଗଠନ ଗଞ୍ଜେଇ ଗଛ ନଷ୍ଟ ପାଇଁ ଅଣ୍ଟା ଭିଡ଼ିଛି। ରାମପୁର ଭୁଶହାହର ସ୍ଥିତ ଡାକୋଲାଡ୍ ଗାଁରେ ଥିବା ମହିଳା ସଂଗଠନ ଏନେଇ ଗାଁରେ ସଚେତନତା ବାର୍ତ୍ତା ପ୍ରସାର କରିବା ସହିତ ଗାଁର ବିଭିନ୍ନ ସ୍ଥାନରେ ଥିବା…
ମୋଦିଙ୍କ ସହ ସେନାଙ୍କ ନିକଟକୁ ହାତ ତିଆରି ରାକ୍ଷୀ ପଠାଇଲେ ଅଜିଭିକା ଏଜୁକେଶନର ମହିଳା
ଡେରାଡୁନ,୧୧।୮: ଉତ୍ତରାଖଣ୍ଡର ଡେରାଡୁନରେ ଥିବା ଅଜିଭିକା ଏଜୁକେଶନର ମହିଳାମାନେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେତେଜଣ କ୍ୟାବିନେଟ ମନ୍ତ୍ରୀ ଓ ସୀମାରେ ଥିବା ସେନାଙ୍କ ନିକଟକୁ ହାତ ତିଆରି ରାକ୍ଷୀ ପଠାଇଛନ୍ତି। ସ୍ବାଧୀନତା ଦିବସ ଥିମ୍ ବା ବିଷୟବସ୍ତୁକୁ…
Archives


