ଅଗଷ୍ଟ ୧୫କୁ କଳାଦିବସ ରୂପେ ପାଳିବାକୁ ମାଓବାଦୀ ଲଗାଇଲେ ବ୍ୟାନର
ନବରଙ୍ଗପୁର/ଝରିଗାଁ,୧୪ା୮(ବି.ପ୍ର./ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ କର୍ଲାପଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟରେ ମାଓବାଦୀ ପକ୍ଷରୁ ଅଗଷ୍ଟ ୧୫କୁ କଳାଦିବସ ରୂପେ ପାଳିବାକୁ କଳା ବ୍ୟାନରରେ ଲେଖି କାନ୍ଥରେ ଟାଙ୍ଗିଛନ୍ତି। ଏଥିସହ ଏକ ଧଳା କାଗଜରେ ଲାଲ ରଙ୍ଗରେ ସିପିଆଇ…
ଭାରତୀୟ ସେନାଙ୍କ ସହ ଲେହରେ ପହଞ୍ଚିଲେ ଧୋନୀ, ଅଗଷ୍ଟ ୧୫ରେ ଉଡାଇବେ ତ୍ରିରଙ୍ଗା
ଶ୍ରୀନଗର,୧୪।୮:ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ପାଇଁ ଦୂରେଇ ଯାଇଛନ୍ତି। ଏହି ସମୟ ମଧ୍ୟରେ ନିଜକୁ ସେନାରେ ସାମିଲ କରିଛନ୍ତି ମାହି। ଧୋନୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ କରୁଛନ୍ତି। ଧୋନୀ…
ମନ୍ଦିର ବାବରଙ୍କ ନିର୍ଦ୍ଦେଶରେ ହୋଇଥିଲା ଭଙ୍ଗା: ପ୍ରମାଣ ଲୋଡିଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୪।୮: ରାମଜନ୍ମଭୂମି-ବାବରୀ ମସ୍ଜିଦ୍ ମାମଲାର ଶୁଣାଣି ସୁପ୍ରିମ୍କୋର୍ଟରେ ପ୍ରତିଦିନ ଜାରି ରହିଛି। ଏନେଇ ବୁଧବାର ରାମଲଲାଙ୍କ ଆଇଜନୀବୀ ସି.ଏସ୍. ବୈଦନାଥନ୍ ଐତିହାସିକ ଯୋଶେଫ୍ ଟାଇଫେନ୍ଥଲରଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଆଧାରରେ କହିଥିଲେ ଯେ, ରାମଙ୍କ ସ୍ମୃତିରେ ସରଜୁ ନଦୀ କୂଳରେ କେତେକ…
ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ
ହାଟଡିହୀ, ୧୪।୮(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅନ୍ତର୍ଗତ ଅଣା ଗ୍ରାମରେ ପ୍ରଦୀପ ମଲିକଙ୍କ ଘର ବାଡିରୁ କିଛି ଦିନ ତଳେ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ମାଟିତଳୁ ଉଦ୍ଧାର କରିଥିଲା। ମୃତଦେହ ପ୍ରଦୀପଙ୍କ ସ୍ତ୍ରୀ ମଧୁସ୍ମିତା ନାୟକଙ୍କର…
ଲଗାଣ ବର୍ଷାରେ ଧୋଇଗଲା ରାସ୍ତା: ସପ୍ତାହେ ହେଲା କାଲିଗାଡ଼ୁ-ସୁଗଡ଼ବାଡ଼ି ମଧ୍ୟରେ ଯାତାୟାତ ବନ୍ଦ, ବିପଦସଙ୍କୁଳ ଭାବେ ନାଳ ପାର ହେଉଛନ୍ତି ଛାତ୍ରୀଛାତ୍ର
ରାଇକିଆ, ୧୪।୮(ଡି.ଏନ୍.ଏ.)- କନ୍ଧମାଳ ଜିଲା ରାଇକିଆ ବ୍ଲକ କାଲିଗାଡୁ-ସୁଗଡବାଡି ରାସ୍ତାରେ ଏକ ସପ୍ତାହ ହେଲା ଯାତାୟାତ ବନ୍ଦ ରହିଛି। ଲଗାଣ ବର୍ଷା ଯୋଗୁଁ କାଲିଗାଡୁ ନାଳରେ ପ୍ରବଳ ବର୍ଷା ପାଣି ପ୍ରବାହିତ ହେବା ଫଳରେ ସେଠାରେ ଥିବା ନିର୍ମାଣଧୀନ ପୋଲର ଉଭୟ…
ଜମ୍ମୁରୁ ହଟିଲା ୧୪୪ ଧାରା: କଶ୍ମୀରରେ ରହିବ ଜାରି; ସୂଚନା ଦେଲେ ଏଡିଜି
ଶ୍ରୀନଗର,୧୪।୮: ଜମ୍ମୁରୁ ୧୪୪ ଧାରା ସହିତ ଅନ୍ୟ ପ୍ରତିବନ୍ଧକ ହଟାଇ ନିଆଯାଇଛି। ତେବେ କଶ୍ମୀରରେ ଏହା ପୂର୍ବବତ୍ ଜାରି ରହିବ। ସ୍ଥିିତିରେ ସୁଧାର ହେଲେ କିଛି ଦିନ ମଧ୍ୟରେ କଶ୍ମୀରରୁ ମଧ୍ୟ ସମସ୍ତ ପ୍ରତିବନ୍ଧକ ହଟାଇ ନିଆଯିବ ବୋଲି ଏଡିଜି ମୁନୀର…
ଦେଶବାସୀଙ୍କୁ ସଚିନଙ୍କ ନିବେଦନ, ଦୟାକରି ସାହାଯ୍ୟ କରନ୍ତୁ
ମୁମ୍ବାଇ, ୧୪।୮: ଦେଶବାସୀ ଏବଂ ନିଜ ଫ୍ୟାନ୍ମାନଙ୍କୁ ବନ୍ୟା ପ୍ରପୀଡିତଙ୍କୁ ସହାୟତା ଯୋଗାଇଦେବା ପାଇଁ ଅପିଲ୍ କରିଛନ୍ତି। ଟୁଇଟରେ ସଚିନ କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ତାଣ୍ଡବରେ ଅନେକ ଲୋକଙ୍କ ଜୀବନ ଯାଇଛି। ବନ୍ୟା ଜଳ କିଛିଟା ହ୍ରାସ ହେବାରୁ…
ପାକିସ୍ତାନ ରାଷ୍ଟ୍ରପତି ଦେଖାଇଲେ ନାଲିଆଖି: କହିଲେ ଯୁଦ୍ଧ ହେଲେ ଜେହାଦ୍ରେ ଦିଆଯିବ ଉତ୍ତର
ଇସଲାମାବାଦ୍,୧୪।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ପାକିସ୍ତାନର ଅବସ୍ଥା ଭୋକ ବିକଳରେ ତାଟିଆ କାମୁଡ଼ା ଭଳି ହୋଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ଏବେ ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଅଲଓ୍ବୀ ଭାରତକୁ ନାଲି ଆଖି ଦେଖାଇଛନ୍ତି।…
ପାନୀୟ ଜଳସଙ୍କଟ: ୧୫୦ ଛାତ୍ରୀଙ୍କ କେଶ କଟାଇଲେ ପ୍ରିନ୍ସିପଲ୍
ମେଡକ, ୧୪।୮: ପାନୀୟ ଜଳସଙ୍କଟ ଯୋଗୁ ତେଲେଙ୍ଗାନାର ଏକ ସରକାରୀ ସ୍କୁଲରେ ୧୫୦ ଛାତ୍ରୀଙ୍କ କେଶ କଟା ଯାଇଛି। ଛାତ୍ରୀମାନେ ରହୁଥିବା ହଷ୍ଟେଲରେ ପିଇବା ପାଣିର ଘୋର ଅଭାବ ଦେଖାଦେଇଥିବାରୁ ପ୍ରିନ୍ସିପଲ୍ କେ.କରୁଣା ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଅଭିଯୋଗ ହୋଇଛି।…
ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ଡିସିପି
ଫରିଦାବାଦ୍,୧୪।୮: ହରିୟାଣାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଫରିଦାବାଦର ଡେପୁଟୀ କମିଶନର ଅଫ୍ ପୋଲିସ୍(ଡିସିପି) ବିକ୍ରମ କପୁର ବୁଧବାର ସକାଳୁ ନିଜ ବାସଭବନରେ ଗୁଳିମାରି ଆତ୍ମହତ୍ୟା କରିଛନ୍ତି। ସେ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡିନାହିଁ। ସୂନଚାଯୋଗ୍ୟ, ବିକ୍ରମ…
ମୋଦିଙ୍କୁ ଏଥର ବି ରାଖୀ ବାନ୍ଧିବେ ପାକିସ୍ତାନ ଭଉଣୀ
ନୂଆଦିଲ୍ଲୀ,୧୪।୮: ସାରା ଦେଶରେ ରାଖୀ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭାଇ ହାତରେ ରାଖୀ ବାନ୍ଧିବା ପାଇଁ ଭଉଣୀ ସଜବାଜ ଆରମ୍ଭ କରିଦେଲେଣି। ରାଖୀ ଅବସରରେ ପାକିସ୍ତାନରେ ଜନ୍ମିତ ଜଣେ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାଖୀ ବାନ୍ଧିବା…
ଅଭିନନ୍ଦନଙ୍କୁ ମିଳିବ ବୀର ଚକ୍ର
ନୂଆଦିଲ୍ଲୀ,୧୪।୮: ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନୀତ କରାଯିବ। ଏହା ଭାରତର ତୃତୀୟ ସମ୍ମାନ ଜନକ ମେଡାଲ। ବାଲାକୋଟ ଏୟାର ଷ୍ଟ୍ରାଇକ୍ର ଗୋଟିଏ ଦିନ ପରେ ଅଭିନନ୍ଦନ ପାକିସ୍ତାନ ସମ୍ମୁଖରେ ପ୍ରଦର୍ଶନ କରିଥିବା ନିଜର ବୀରତ୍ୱ ପାଇଁ…
Archives


