Home

ଜି-୭ ସମ୍ମିଳନୀ: କଶ୍ମୀର ମାମଲାରେ ମଧ୍ୟସ୍ଥତା କରିବନି ଆମେରିକା

ବିଆରିଜ୍‌,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ସମ୍ମିଳନୀରେ ଯୋଗ ଦେବାପାଇଁ ଫ୍ରାନ୍ସ ପହଞ୍ଚିଛନ୍ତି। ସୋମବାର ସେଠାରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ୍‌ କରିଛନ୍ତି। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ କଶ୍ମୀର ସମସ୍ୟାକୁ ନେଇ ଆଲୋଚନା ହୋଇଛି।…

‘ଜିନ ଓ୍ବା’ରୁ କଢ଼ାଯିବ ତେଲ

ଚିଲିକା,୨୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିଲିକା ନିକଟ ରାଜହଂସରେ ଫସି ରହିଥିବା ମାଲେସୀୟ ଜାହାଜ ‘ଜିନ ଓ୍ବା’ରୁ ତେଲ କଢ଼ାଯିବ। ତେଲ କାଢ଼ିବା ପାଇଁ ସମ୍ପୃକ୍ତ ଜାହାଜ ମାଲିକଙ୍କ ସହ ଜିଲା ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଥିବା ଜଣାପଡ଼ିଛି। ଗତ ୨ ଦିନ…

ସେପ୍ଟେମ୍ବର ୫ରୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୧୯

ଭୁବନେଶ୍ୱର,୨୬।୮(ବ୍ୟୁରୋ): ସେପ୍ଟେମ୍ବର ୫ରୁ ଗୁରୁ କେଳୁଚରଣ ମହାପତ୍ର ପୁରସ୍କାର ଉତ୍ସବ-୨୦୧୯ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ବର୍ଷ ଉକ୍ତ ସମାରୋହ ୫ ଦିନ ଅନୁଷ୍ଠିତ…

ଗଙ୍ଗାରେ ବାପାଙ୍କ ଅସ୍ଥି ବିସର୍ଜନ ବେଳେ ଭାବୁକ ହେଲେ ରୋହନ

ଗଙ୍ଗାରେ ବାପାଙ୍କ ଅସ୍ଥି ବିସର୍ଜନ ବେଳେ ଭାବୁକ ହେଲେ ରୋହନ ହରିଦ୍ୱାର,୨୬।୮: ଉତ୍ତରାଖଣ୍ଡ ହରିଦ୍ୱାରର ହରକି ପୋଡି ସ୍ଥିତ ବ୍ରହ୍ମାକୁଣ୍ଡରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଅସ୍ଥି ବିସର୍ଜନ କରାଯାଇଛି। ସ୍ବର୍ଗତ ଅରୁଣ ଜେଟଲୀଙ୍କ ପୁଅ…

ଭାଜପା ନେତାଙ୍କ ପରଲୋକକୁ ନେଇ ବିବାଦୀୟ ବୟାନ ଦେଲେ ସାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ,୨୬।୮: ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭୋପାଳର ଭାଜପା ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଏବେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କ ଭୋପାଳଠାରେ ଆୟୋଜିତ ଏକ…

ଟ୍ରକ ଧକ୍କାରେ ବାଇକଚାଳକଙ୍କ ମୃତ୍ୟୁ : ୨ ଆହତ

ଆର୍‌.ଉଦୟଗିରି,୨୬।୮(ଡି.ଏନ୍‌.ଏ.) : ଗଜପତି ଜିଲା ଆର୍‌.ଉଦୟଗିରି ଥାନା ଅଞ୍ଚଳରେ ଟ୍ରକ୍‌ ଧକ୍କାରେ ଜଣେ ବାଇକଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ନୂଆଗଡ଼ ବ୍ଲକ ଅନ୍ତର୍ଗତ ଅନୁଗୁର ପଞ୍ଚାୟତର ଜାମସାହି ଗ୍ରାମର ବନ୍ଧୁ ମାଝି…

ନୋଏଡା ସ୍ପାଇସ୍‌ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨୬।୮: ରାଜଧାନୀ ଦିଲ୍ଲୀର ନୋଏଡା ସେକ୍ଟର ୨୫-ଏ ସ୍ଥିତ ସ୍ପାଇସ୍‌ ମଲ୍‌ରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଏତେ ଭୟଙ୍କର ଥିଲା ଯେ, ଦୂର ଦୂରାନ୍ତରୁ ଏହାର ଧୂଆଁ ଦେଖାଯାଉଥିଲା। ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଅଁାକୁ…

ଅଖିଳେଶଙ୍କ ଟାର୍ଗେଟରେ ମୋଦି ସରକାର: ଆମ ଅର୍ଥବ୍ୟବସ୍ଥାଠାରୁ ଭଲ ବାଂଲାଦେଶର

ଲକ୍ଷ୍ନୌ,୨୬।୮: ସମାଜବାଦୀ ପାର୍ଟି(ଏସ୍‌ପି)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଆଇନ ବ୍ୟବସ୍ଥାକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଉତ୍ତରପ୍ରଦେଶର ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏହା ଏକ ହତ୍ୟାର ରାଜ୍ୟ ହୋଇଯାଇଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଦେଶର ଅର୍ଥବ୍ୟବସ୍ଥାକୁ…

ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କଲେ ଅମିତ ଶାହ, ଆସିଲେନି ମମତା

ନୂଆଦିଲ୍ଲୀ, ୨୬।୮: ଦିଲ୍ଲୀର ବିଜ୍ଞାନ ଭବନରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ବୈଠକକୁ ୧୦ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଡକାଯାଇଥିଲା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ଓଡ଼ିଶାରୁ ନବୀନ ପଟ୍ଟନାୟକ, ଝାଡଖଣ୍ଡରୁ…

ପୁଣି ବଢିଲା ସୁନା ଦର, ସର୍ବୋଚ୍ଚସ୍ତରରେ ପହଞ୍ଚିଲା ରୁପା

ମୁମ୍ବାଇ,୨୬।୮: ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧର ପ୍ରଭାବ ଯୋଗୁ ସୁନା ଓ ରୁପା ଦର କ୍ରମାଗତ ବୃଦ୍ଧି ପାଇଛି। ସୋମବାର ସୁନା ଦର ୧.୪୫ ପ୍ରତିଶତ ବୃଦ୍ଧିପାଇ ୧୦ ଗ୍ରାମ ପ୍ରତି ୩୯,୩୦୦ ଟଙ୍କାରେ ପହଞ୍ଚିଛି।…

ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ

ଧର୍ମଗଡ଼,୨୬।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରାଠାରେ ସୋମବାର ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ ହୋଇଯାଇଛି। ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସେସନ ଜଜ୍‌ ଶିଶିର କୁମାର ରଥ ଯୋଗଦେଇ…

ବିନା ଟିକେଟରେ ଟ୍ରେନ ଯାତ୍ରା କରୁଥିଲେ ସାବଧାନ, ଆସିଲା ନୂଆ ନିୟମ

ନୂଆଦିଲ୍ଲୀ, ୨୬।୮: ବିନା ଟିକେଟରେ ଟ୍ରେନ ଯାତ୍ରା କରୁଥିଲେ ସାବଧାନ ହୋଇଯାନ୍ତୁ। ଏଣିକି ଧରାପଡିଲେ ମୋଟା ଅଙ୍କରେ ଜରିମାନା ଦେବା ପଡିବ। ଏନେଇ ରେଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ବିନା ଟିକେଟରେ ଯାତ୍ରା କରୁଥିଲେ ଯାତ୍ରୀଙ୍କଠାରୁ ୫୦୦ରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri