Home

ଲ୍ୟାଣ୍ଡିଂ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ

ଲକ୍ଷ୍ନୌ,୨୭।୮: ଉତ୍ତରପ୍ରଦେଶର ଅଲୀଗଡ଼ରେ ଚାର୍ଟଡ କମ୍ପାନୀର ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ଧନୀପୁର ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରୁଥିବା ସମୟରେ ଏକ ବିଦ୍ୟୁତ୍‌ ତାର ସହ ବିମାନଟି ଛନ୍ଦି ହୋଇଯାଇଥିବାରୁ ତଳେ ପଡ଼ିଯାଇଥିଲା। ଏହାପରେ ଉକ୍ତ ବିମାନଟିରେ ନିଆଁ…

ନିୟନ୍ତ୍ରଣ ରେଖା ଲଞ୍ଚପ୍ୟାଡ୍‌ରେ ୪୦ରୁ ଅଧିକ ଜୈଶ୍‌ ଆତଙ୍କବାଦୀ: ଭାରତରେ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର

ଶ୍ରୀନଗର,୨୭।୮: ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ୪୦ରୁ ଅଧିକ ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ଏକାଠି ହୋଇଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଥିବା ଲଞ୍ଚପ୍ୟାଡ୍‌ରେ ଆଇଏସ୍‌ଆଇ ନିର୍ଦ୍ଦେଶରେ ଆତଙ୍କବାଦୀମାନେ ସୁଯୋଗକୁ ଅପେକ୍ଷା କରିଥିବା କୁହାଯାଉଛି।…

ଆରପାରିରେ ଭାରତର ପ୍ରଥମ ମହିଳା ଡିଜିପି କାଞ୍ଚନ ଚୌଧୁରୀ

ଡେରାଡୁନ୍‌, ୨୭।୮: ଭାରତର ପ୍ରଥମ ମହିଳା ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ପୋଲିସ୍‌(ଡିଜିପି) କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ସୋମବାର ବିଳମ୍ବିତ ରାତିରେ ମୁମ୍ବାଇରେ ପରଲୋକ ଘଟିଛି। ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ୧୯୭୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ କାଞ୍ଚନ ୨୦୦୪ରେ ଉତ୍ତରଖଣ୍ଡର…

ସ୍ବାମୀ ମୋତେ ସବୁବେଳେ ମୋଟି କହୁଛନ୍ତି, ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ସ୍ତ୍ରୀ

ଗାଜିଆବାଦ୍‌,୨୭।୮: ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସ୍ବାମୀ ଅକଥନୀୟ ନିର୍ଯାତନା ସହି ନ ପାରି ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କ ସ୍ତ୍ରୀ ଥାନାରେ ପହଞ୍ଚିଛନ୍ତି। ସ୍ବାମୀ ମୋତେ ବାରମ୍ବାର ମୋଟି, ତୁମେ ମୋ ସହ ପାର୍ଟିକୁ ଯିବାପାଇଁ ଉକ୍ତଯୁକ୍ତ ପାର୍ଟନର୍‌…

ଇମ୍ରାନ୍‌ଙ୍କ ପରମାଣୁ ଆକ୍ରମଣ ଧମକକୁ ବେଖାତିର: ପାକିସ୍ତାନ ଆକାଶ ମାର୍ଗ ଦେଇ ସ୍ବଦେଶ ଫେରିଲେ ମୋଦି

ନୂଆଦିଲ୍ଲୀ,୨୭।୮: ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ୍‌ କାର୍ଡ ଖେଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜୋକ ମୁହଁରେ ଲୁଣ ଦେବା ପରି ଚୁପ୍‌ ହୋଇଯାଇଛନ୍ତି। ତେବେ ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପରମାଣୁ…

ମୋଦିଙ୍କ ଇଂରାଜୀ କହିବା ଶୈଳୀକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି

ବାଇରିଜ୍‌,୨୭।୮: ଫ୍ରାନ୍ସର ବାଇରିଜଠାରେ ଜି-୭ ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦୀର୍ଘ ୪୫ ମିନିଟ୍‌ ଆଲୋଚନା ହୋଇଥିଲା। କଥାବାର୍ତ୍ତା ମଝିରେ ହଠାତ୍‌ ମୋଦି ହିନ୍ଦୀରେ…

ଜେଟଲୀଙ୍କ ଅନ୍ତିମ ସଂସ୍କାରରେ ବାବୁଲ ସୁପ୍ରିଓଙ୍କ ସମେତ ୧୧ଜଣଙ୍କ ମୋବାଇଲ୍‌ ଚୋରି

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀର ନିଗମବୋଧ ଘାଟ ଶ୍ମଶାନରେ ଗତ ରବିବାର ସମ୍ପନ୍ନ ହୋଇଥିଲା। ଏଥିରେ ଯୋଗ ଦେଇଥିବା ୧୧ ଜଣଙ୍କର ମୋବାଇଲ୍‌ ଚୋରି ହୋଇଥିବା ନେଇ ସୋମବାର ଟୁଇଟ୍‌ କରାଯାଇଛି। ଭାଜପା ଏମ୍‌ପି ବାବୁଲ…

ଧୋନୀଙ୍କ ବିନା ଭାରତୀୟ ଦଳ ଖେଳିବା ଶିଖୁ: ସୌରଭ ଗାଙ୍ଗୁଲି

ମୁମ୍ବାଇ, ୨୬।୮: ମହେନ୍ଦ୍ର ସିଂ ଧୋନୀଙ୍କ ବିନା ଭାରତୀୟ ଦଳ ଖେଳିବା ଶିଖୁ ବୋଲି ଭାରୀୟ ଦଳର ପୂର୍ବତନ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି। ଦୁଇ ଦୁଇଥର ବିଶ୍ୱକପ୍‌ ବିଜେତା ଦଳର ଅଧିନାୟକ ସବୁବେଳେ ଦଳ ପାଇଁ ଖେଳିବେ ନାହିଁ।…

ରାନୁଙ୍କର ଖୋଲିଲା ଭାଗ୍ୟ: ପ୍ରଥମ ଗୀତ ପାଇଁ ନେଲେ ୭ ଲକ୍ଷ ପାରିଶ୍ରମିକ

ମୁମ୍ବାଇ, ୨୭।୮: ପଶ୍ଚିମବଙ୍ଗ ରେଳଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳଙ୍କ ଉପରେ ଭାଗ୍ୟ ଦେବୀ ପ୍ରସନ୍ନ ହୋଇଛନ୍ତି। ତାଙ୍କର ପ୍ରଥମ ଗୀତ ରେକର୍ଡିଂ ହୋଇଛି। ଏଥିରେ ସେ ହିମେଶ ରେଶମିୟାଙ୍କ ସହିତ ଗୀତ ଗାଇଛନ୍ତି। ଏହି ପ୍ରଥମ ଗୀତ…

‘ପାଗଲପନ୍ତି’ରେ ଜନ୍‌ ଆବ୍ରାହମ

ମୁମ୍ବାଇ: କପ୍‌-ଡ୍ରାମା ଏବଂ ଆକ୍ସନ ଫିଲ୍ମ ପରେ ଜନ୍‌ ଆବ୍ରାହମ୍‌ଙ୍କୁ ଆଗାମୀ କମେଡି ଫିଲ୍ମ ‘ପାଗଲପନ୍ତି’ରେ ଦେଖିବାକୁ ମିଳିବ। ଉକ୍ତ ଫିଲ୍ମ ଚଳିତ ବର୍ଷ ଶେଷଭାଗରେ ରିଲିଜ ହେବାକୁ ଯାଉଛି। ଆବ୍ରାହମ୍‌ ଏଥିରେ ତାଙ୍କର ସର୍ବାଧିକ ଦକ୍ଷତା ପ୍ରଦର୍ଶନ କରିଥିବା କହିଛନ୍ତି।…

ଚନ୍ଦ୍ରପୃଷ୍ଠର ସାନି ଫଟୋ ଜାରିକଲା ଇସ୍ରୋ

ଚେନ୍ନାଇ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପୁନର୍ବାର ଚନ୍ଦ୍ରର ପୃଷ୍ଠଭାଗ ଓ ଏଠାରେ ଥିବା ମୃତ ଆଗ୍ନେୟଗିରି ମୁଖ (କ୍ରେଟର)ର ଫଟୋ ପ୍ରକାଶ କରିଛି। ଚନ୍ଦ୍ରୟାନ-୨ ସ୍ପେସ୍‌କ୍ରାଫ୍ଟର ଟେରାଇନ୍‌ ମ୍ୟାପିଂ କ୍ୟାମେରା-୨ ଦ୍ୱାରା ଏହିସବୁ ଫଟୋ ଉତ୍ତୋଳନ କରାଯାଇଛି। ଇସ୍ରୋ…

ବିଦେଶୀ ଗଣମାଧ୍ୟମରେ କଶ୍ମୀର

ନୂଆଦିଲ୍ଲୀ,୨୭ା୮: ଭାରତ ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଅଗଷ୍ଟ ୫ରେ ଉଚ୍ଛେଦ କରିଥିଲେ। ଏହା ପୂର୍ବରୁ ଶତାଧିକ ସ୍ଥାନୀୟ ନେତାଙ୍କୁ ସରକାର ଅଟକ ରଖିଥିଲେ। କଶ୍ମୀରରେ ଅବସ୍ଥା ସ୍ବାଭାବିକ ହେଉଛି ବୋଲି ସରକାର କହୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri