ଦୁଲୀପ ଟ୍ରଫି: ଇଣ୍ଡିଆ ଗ୍ରୀନ- ରେଡ୍ ମ୍ୟାଚ୍ ଡ୍ର
ବେଙ୍ଗାଲୁରୁ,୧।୯(ପି.ଟି.)- ଅଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେଏସ୍ସିଏ) ଗ୍ରାଉଣ୍ଡରେ ଇଣ୍ଡିଆ ଗ୍ରୀନ୍ ଓ ଇଣ୍ଡିଆ ରେଡ୍ ମଧ୍ୟରେ ଅନୁଷ୍ଠିତ ୪ ଦିନିଆ ଦୁଲୀପ ଟ୍ରଫି କ୍ରିକେଟ ମ୍ୟାଚ୍ ରବିବାର ଅମୀମାଂସିତ ଭାବେ ଶେଷ ହୋଇଛି। ତେବେ ପ୍ରଥମ ଇନିଂସରେ ମାତ୍ର…
ଉଧାର ଟଙ୍କା ନ ଦେବାରୁ ଠେଙ୍ଗାରେ ପିଟି ହତ୍ୟା : ଅଭିଯୁକ୍ତ ଅଟକ
କେସିଙ୍ଗା,୧।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଗାଈଗା ପଞ୍ଚାୟତର କେରୋକୁଡ଼ା ଗ୍ରାମର ଶୁକଦେବ ସା(୩୫)ଙ୍କୁ ସେହି ଗ୍ରାମର ବିଭୂତି ବୁଦ୍ଧିଆ (୩୦) ଠେଙ୍ଗାରେ ପିଟି ହତ୍ୟା କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ସୂଚନାନୁଯାୟୀ, ଶୁକଦେବଙ୍କୁ କିଛିଦିନ ତଳେ ବିଭୂତି ୬…
କେବଳ ଏହି ଗୋଟିଏ ତାରିଖ ହିଁ ଥିଲା ସଚିନଙ୍କ ପାଇଁ ଅଶୁଭ, ଏହି ଦିନ ସେ ଶତକ ଲଗାଇପାରୁ ନ ଥିଲେ
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ ହାସଲ କରିଛନ୍ତି। ତାଙ୍କ ରେକର୍ଡ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ସଚିନ ନିଜ କ୍ୟାରିୟର ଗୋଟିଏ ମାସର ପ୍ରତି ତାରିଖରେ ଶତକ କିମ୍ବା ଦ୍ୱିଶତକ ଲଗାଇଛନ୍ତି, କିନ୍ତୁ ଗୋଟିଏ…
ମୋଦିଙ୍କ ସମୟରେ ଭଲ ଖୋଜିବା ଅଳିଆରୁ ଛୁଞ୍ଚି ଖୋଜିବା ସହ ସମାନ: ଖୁର୍ସିଦ
ନୂଆଦିଲ୍ଲୀ,୧।୯: ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ମୋଦିଙ୍କ ସମୟରେ ଭଲ ଖୋଜିବା ଅଳିଆରୁ ଛୁଞ୍ଚି ଖୋଜିବା ସହ ସମାନ’। କାରଣ ମୋଦି ଯଦି ଭଲ କାମ କରୁ ଥାଆନ୍ତେ ତେବେ ତାଙ୍କୁ…
ସନ୍ଧ୍ୟାପରେ ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଉପରେ ପଡ଼େ ଏହି ପ୍ରଭାବ …
ଅଙ୍ଗୁର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ଏହାକୁ ଦିନ ବେଳେ ଖାଦ୍ୟ ଖାଇ ସାରିବାର କିଛି ସମୟ ପରେ ଖାଇଲେ ସୁଫଳ ମିଳିଥାଏ। ଅଙ୍ଗୁରରେ ଟାରଟରିକ୍ ଏସିଡ୍,ମାଲିକ୍ ଏସିଡି ଏବଂ କିଛି ପରିମାଣର ସାଇଟ୍ରିକ୍ ଏସିଡ୍ ରହିଥାଏ। ଦିନରେ ଖାଦ୍ୟ ଖାଇସାରି…
ସେପ୍ଟେମ୍ବର ୨ରୁ ସଭ୍ୟ ସଂଗ୍ରହ କରିବ ବିଜେଡି : ପ୍ରତି ସଦସ୍ୟଙ୍କ ହେବ ଆଧାର ଲିଙ୍କ୍
ଭୁବନେଶ୍ୱର,୧।୯(ବ୍ୟୁରୋ) : ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭଯାନକୁ ଜୋରଦାର୍ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୨ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ କରାଯିବ। ତେବେ ପ୍ରଥମ…
ହେଲ୍ମେଟ୍ ନ ପିନ୍ଧିଥିବା ବାଇକ୍ ଚାଳକଙ୍କୁ ଚକୋଲେଟ୍ ଦେଲା ଟ୍ରାଫିକ୍ ପୋଲିସ
ଇମ୍ଫାଲ,୧।୯: ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ଜରିମାନା ସହ ଜେଲ୍ଦଣ୍ଡର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଶହେ ଟଙ୍କା ଜରିମାନାକୁ ଏବେ ହଜାର ଟଙ୍କା କରାଯାଇଛି। ଏହାପରେ ବି ଲୋକଙ୍କର ଏଥିପ୍ରତି…
ବାଓଟୋ ଏଟିପି ଚ୍ୟାଲେଞ୍ଜର : ସିଙ୍ଗଲ୍ସ, ଡବଲ୍ସରେ ମୁକୁନ୍ଦ ରନର୍ସ-ଅପ୍
ବାଓଟୋ,୧।୯(ପି.ଟି.)- ଚାଇନାର ବାଓଟୋରେ ଅନୁଷ୍ଠିତ ହୋଇଥିବା ୫୪,୧୬୦ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ କ୍ଲେ- କୋର୍ଟ ଏଟିପି ଚ୍ୟାଲେଞ୍ଜର ଇଭେଣ୍ଟରେ ଭାରତର ଶଶି କୁମାର ମୁକୁନ୍ଦ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରି ଦୁଇଟି ଇଭେଣ୍ଟରେ ରନର୍ସଅପ୍ ହୋଇଛନ୍ତି। ସେ ପୁରୁଷ…
ଜାତୀୟ ମହିଳା ହକି କ୍ୟାମ୍ପରେ ୫ ଓଡ଼ିଆ
ନୂଆଦିଲ୍ଲୀ,୧।୯(ପି.ଟି.): ସୋମବାରଠାରୁ ବେଙ୍ଗାଲୁରୁର ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ପରିସରରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ମହିଳା ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ ଏକ ୩୩ ଜଣିଆ ଦଳ ଘୋଷଣା କରିଛି। ଏଥିରେ ୫ ଜଣ ଓଡ଼ିଆ ସ୍ଥାନ…
ଟିମ୍ ଇଣ୍ଡିଆର ଏହି ବ୍ୟାଟ୍ସମ୍ୟାନ୍ ଇଶାନ୍ତ ଶର୍ମାଙ୍କ ବ୍ୟାଟିଂ କୋଚ୍
କିଙ୍ଗଷ୍ଟନ,୧।୯: ଭାରତର ଷ୍ଟାର୍ ବୋଲର୍ ଇଶାନ୍ତ ଶର୍ମା ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ମ୍ୟାଚ୍ରେ ଇଶାନ୍ତ ୮୦ଟି ବଲ ଖେଳି ୭ ଚୌକା ସହ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଇଶାନ୍ତଙ୍କ ବ୍ୟାଟିଂ ଦେଖି…
ଜହର ପାଲଟିଲା ଗୋମତୀ ନଦୀ ଜଳ: ୨୮ ମଇଁଷି ମୃତ
ଲକ୍ଷ୍ନୌ,୧।୯: ଉତ୍ତରପ୍ରଦେଶ ଗୋମତୀ ନଦୀର ଜଳ ଏବେ ଜହର ପାଲଟିଛି। ଏଥିରେ ବିଭିନ୍ନ କାରଖାନାରୁ ନିର୍ଗତ ହୋଇଥିବା ବିଷାକ୍ତ ରାସାୟନ ଥିବା କୁହାଯାଉଛି। ନଦୀ ଜଳ ପିଇବା ପରେ ୨୮ଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…
୬ରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ
ଭୁବନେଶ୍ୱର,୧।୯(ବ୍ୟୁରୋ) : ଭାଜପା ଏବଂ ବିଜେଡି ପରେ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ୬ ତାରିଖରୁ କଂଗ୍ରେସ ଏହି ଅଭିଯାନ ଆରମ୍ଭ କରିବ। ତେବେ ରାଜ୍ୟରୁ ୬୦ ଲକ୍ଷ ସଭ୍ୟ ସଂଗ୍ରହ ଲାଗି ଦଳ ଲକ୍ଷ୍ୟ…
Archives


