ଚନ୍ଦ୍ରଯାନ -୨କୁ ନେଇ ଅନୁଷ୍କା କରିଥିଲେ ଟ୍ବିଟ୍, ଏହାର ଉତ୍ତର ରଖିଲେ ମୋଦି
ଭାରତର ‘ଚନ୍ଦ୍ରଯାନ -୨’ ମିଶନ ବିଫଳ ହୋଇଛି। ଲ୍ୟାଣ୍ଡ୍ର ବିକ୍ରମ ଚନ୍ଦ୍ରପୃଷ୍ଠକୁ ଛୁଇଁବା ପାଇଁ ୨.୧ କିମି ଦୂରତା ଥିବାବେଳେ ଇସ୍ରୋ ବୈଜ୍ଞାନିକଙ୍କଠାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏଥିରେ ସମଗ୍ର ଭାରତବାସୀ ଦୁଃଖ ପ୍ରକାଶ କରିଥିଲେ। ତଥାପି ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା…
ପ୍ରଶାସନ ଖାମଖିଆଲରୁ ହାତୀନଦୀରେ କୃତ୍ରିମ ବନ୍ୟା: ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀଙ୍କ ଚେତାବନୀ
ଭବାନୀପାଟଣା,୮।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଚାଷୀଙ୍କ ପାଇଁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ଯେତେ ସୁଖ ଦେଇଛି, ତାଠୁ ଦେଉଛି ଅଧିକ ଦୁଃଖ ା ସୂଚନା ନ ଦେଇ ହାତୀନଦୀରେ ପାଣି ଛାଡି କୃତ୍ରିମ ବନ୍ୟା ସୃଷ୍ଟି କରି ଲୋକଙ୍କୁ ଆତଙ୍କିତ କରିଦେଇଛି…
ଶହେ ଦିନିଆ ରିପୋର୍ଟ କାର୍ଡ ପରେ ଭାଜପାକୁ ଟାର୍ଗେଟ କଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୮।୯: ଭାଜପା ସରକାର ଶହେ ଦିନ ପୂରଣ କରିବା ଅବସରରେ ଏହାର ଏକ ରିପୋର୍ଟ କାର୍ଡ ରବିବାର ପ୍ରଦାନ କରିଛି। ଏହି ରିପୋର୍ଟ କାର୍ଡରେ ମୋଦି ସରକାରଙ୍କ ସଫଳତା ବଖାଣିଛନ୍ତି ମନ୍ତ୍ରୀ। ହେଲେ ଏବେ ଏହାକୁ ନେଇ ବିରୋଧୀ ଭାଜପାକୁ ଟାର୍ଗେଟ…
ସନ୍ଦେହରେ ବ୍ରାଥଓ୍ବେଟଙ୍କ ବୋଲିଂ ଆକ୍ସନ
ଦୁବାଇ,୮।୯(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟର କ୍ରେଗ୍ ବ୍ରାଥ୍ଓ୍ବେଟଙ୍କ ବୋଲିଂ ଆକ୍ସନ ନେଇ ପୁଣି ସନ୍ଦେହ ସୃଷ୍ଟି ହୋଇଛି। ଭାରତ ବିପକ୍ଷ ଗତ ଦ୍ୱିତୀୟ ଘରୋଇ ଟେଷ୍ଟ ମ୍ୟାଚ୍ରେ ତାଙ୍କ ବୋଲିଂ ଆକ୍ସନ ତ୍ରୁଟିପୂର୍ଣ୍ଣ ଥିଲା ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ତରଫରୁ…
କାର୍ଟୁନ କାଫେ
ଏମିତି ଏକ କାଫେ ରହିଛି, ଯାହାର ଭିତରକୁ ପଶିଗଲେ କାର୍ଟୁନ୍ ଦୁନିଆରେ ଆପଣ ସମ୍ପୂର୍ଣ୍ଣ ହଜିଯିବେ। ଏପରି କାଫେ ରହିଛି ଜାପାନରେ। ଶିନ୍ ଓକୁବୋ ଜିଲାରେ ଥିବା ଏହି କାଫେକୁ ‘ଟୁ ଡି କାଫେ’ କୁହାଯାଉଛି। ଏହି କାଫେରେ ଛୋଟଠାରୁ ବଡ଼…
ବାଂଲାଦେଶ ବିପକ୍ଷ ଟେଷ୍ଟ ପରେ ନବୀ ଅବସର ନେବେ
ଚିଟ୍ଟାଗଙ୍ଗ,୮।୯(ପି.ଟି.)- ଆଫଗାନିସ୍ତାନ ପୂର୍ବତନ ଅଧିନାୟକ ମହମ୍ମଦ ନବୀ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଏଠାରେ ଚାଲିଥିବା ଘରୋଇ ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍ ପରେ ସେ ଅବସର ନେବେ। ୩୪ ବର୍ଷୀୟ ଅଭିଜ୍ଞ ଅଲରାଉଣ୍ଡର ନବୀ…
ଦୁଇଟି ଚେହେରା ଥିବା ବ୍ୟକ୍ତି
ଦୁନିଆରେ ଏମିତି ଅନେକ ମଣିଷ ଅଛନ୍ତି, ଯାହାଙ୍କ ଅସ୍ତିତ୍ୱ ବେଶ୍ ରହସ୍ୟମୟ ହୋଇଥାଏ। ଆଉ ସେହି ରହସ୍ୟକୁ ଭେଦ କରିବା କାହାପକ୍ଷେ ସମ୍ଭପର ହୋଇ ନ ଥାଏ। ଊନବିଂଶ ଶତାବ୍ଦୀରେ ଇଂଲଣ୍ଡରେ ସେହିଭଳି ଜଣେ ମଣିଷ ଥିଲେ। ଦାବି କରାଯାଉଥିଲା କି…
ହରିୟାଣାରେ ମୋଦିଙ୍କ ନିର୍ବାଚନୀ ଶଙ୍ଖନାଦ
ରୋହତକ୍୍,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ରବିବାର ଶଙ୍ଖନାଦ କରିଛନ୍ତି। ରୋହତକରେ ଆୟୋଜିତ ଏକ ସଭାରେ ସେ ଭାଜପା ସରକାରଙ୍କ ଶହେ ଦିନର ସଫଳତା ବିଷୟରେ ଉପସ୍ଥିତ ଲୋକଙ୍କୁ ଜଣାଇଛନ୍ତି। ଗତ ୬୦ ବର୍ଷ ଧରି ସଂସଦରେ…
ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣା: ୪ ନିଖୋଜଙ୍କ ପତ୍ତା ମିଳୁନି
ପରଜଙ୍ଗ, ୮।୯(ଡି.ଏନ୍.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣାକୁ ପାଖାପାଖି ୧୮ ଘଣ୍ଟା ବିତି ଯାଇଥିବାବେଳେ ୪ ନିଖୋଜଙ୍କ ପତ୍ତା ମିଳୁନାହିଁ। ଓଡ୍ରାଫ୍ ଟିମ୍, ଅଗ୍ନିଶମ ସେବା କର୍ମଚାରୀ…
ଆଖି ଡେଇଁଥାଏ କାହିଁକି…
ବେଳେ କେତେକଙ୍କର ଆଖି ଡେଇଁଥାଏ। ଏହା କେତେକ ଶାରୀରିକ ସମସ୍ୟା ଯୋଗୁ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ବୈଜ୍ଞାନିିକ ଦୃଷ୍ଟିକୋଣରୁ ଅତ୍ୟଧିକ ଚା, କଫି, ମୃଦୁ ପାନୀୟ,ଚକୋଲେଟ ଖାଇଲେ ଏପରି ହୋଇଥାଏ। ଏସବୁରେ କାଫେନ୍ ନାମକ ରାସାୟନିକ ପଦାର୍ଥ ଅଧିକ…
ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଖଜୁରୀ ପାଣି…
ଶରୀରକୁ ସୁସ୍ଥ ରଖିବା ପାଇଁ ଖଜୁରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ପ୍ରତିଦିନ ସକାଳେ ଅଧାକପ୍ ଖଜୁରୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ । ଏହା ଡାଇବେଟିସ୍ ରୋଗରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଖଜୁରୀ ପାଣି…
ମୋଦି ସରକାରଙ୍କ ଶହେ ଦିନରେ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ଯାଇଛି: କପିଲ୍ ସିବଲ୍
ନୂଆଦିଲ୍ଲୀ,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଶହେ ଦିନ ପୂରଣ ହୋଇଛି। ଏହି ଅବସରରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କପିଲ୍ ସିବଲ୍ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ସରକାରଙ୍କ ଶହେ ଦିନ ଶାସନରେ ଦେଶର ଅର୍ଥବ୍ୟବସ୍ଥା…
Archives


