ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ପାଇଁ ତୁରନ୍ତ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିବ କଂଗ୍ରେସ
ନୂଆଦିଲ୍ଲୀ,୨୩।୫: ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ଲାଗି ପ୍ରଥମେ ରାଷ୍ଟ୍ରପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିବ ବୋଲି ସୂଚନା ମିଳିଛି। ଏନ୍ଡିଏକୁ ଯଦି ବହୁମତ ନ ମିଳିଲା ତେବେ କଂଗ୍ରେସ ତୁରନ୍ତ ଏହି ପଦକ୍ଷେପ ନେବ। ସୂଚନାଯୋଗ୍ୟ, କଂଗ୍ରେସର ପରାମର୍ଶଦାତା…
ନୂଆ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ମୁଦ୍ରାସ୍ପୀତି, ଜିଡିପି
ନୂଆଦିଲ୍ଲୀ,୨୩-୫: ଗୁରୁବାର ଦେଶର ସାଧାରଣ ନିର୍ବାଚନ ଫଳାଫଳ ଆସୁଛି। କେନ୍ଦ୍ରରେ ଏନ୍ଡିଏ ସରକାର ପୁଣି ଥରେ କ୍ଷମତାକୁ ଫେରିବା ନେଇ ଏକଜିଟ୍ ପୋଲ୍ କହି ସାରିଛି। ଏପରି ସ୍ଥିତିରେ ଦେଶବାସୀଙ୍କ ମନରେ ଉତ୍କଣ୍ଠା ଭରି ରହିଥିବା ବେଳେ ନିର୍ବାଚନ ଫଳାଫଳର ପ୍ରକୃତ…
ଏସ୍ପ୍ଲାନେଡ୍ ଓ୍ବାନ୍ର କିଡ୍ସ ସୁପର ମଡେଲ ଖୋଜା ଅଭିଯାନ
ଭୁବନେଶ୍ୱର,୨୩।୫(ବ୍ୟୁରୋ): ଓ୍ବିମେନ୍ସ ଡେ’ ସେଲିବ୍ରେଶନ ପରେ କୁନି କୁନି ପିଲାଙ୍କ ପାଇଁ ଏକ ନୂଆ କ୍ୟାମ୍ପେନ୍ ଆରମ୍ଭ କରିଛି ରସୁଲଗଡ଼ସ୍ଥିତ ଏସ୍ପ୍ଲାନେଡ୍ ଓ୍ବାନ୍ ମଲ୍। ପିଲାଙ୍କ ଲାଗି ଉଦ୍ଦିଷ୍ଟ ପୋଷାକ ବ୍ରାଣ୍ଡ୍ର ପ୍ରମୋଟ କରିବା ସହ ସୁପର ମଡେଲ ହେବା ପାଇଁ…
ଗର୍ଭସ୍ଥ ଶିଶୁ ପାଇଁ ବାୟୁ ପ୍ରଦୂଷଣ ହୋଇପାରେ ବିପଜ୍ଜନକ
ବାୟୁ ପ୍ରଦୂଷଣ ପ୍ରଭାବକୁ ନେଇ ଏକ ଆଶ୍ଚଯର୍ୟଜନକ ତ୍ଯଯ ସାମ୍ନାକୁ ଆସିଛି। ବୈଜ୍ଞାନିକଙ୍କ ଅନୁସାରେ, ଯେଉଁ ଗର୍ଭବତୀ ମହିଳାମାନେ ୬ ରୁ ୯ ମାସ ମଧ୍ୟରେ ବାୟୁପ୍ରଦୂଷଣର ଉଚ୍ଚସ୍ତରର ସାମ୍ନା କରିଥାନ୍ତି, ସେମାନଙ୍କ ଶିଶୁମାନେ ଜନ୍ମ ପରେ ଖୁବ୍ କମ୍ ବୟସରୁ…
ଫୁସ୍ଫୁସ୍ କ୍ୟାନସର୍ରୁ ରକ୍ଷାକରେ ଗାଜର
ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ନ୍ୟୁୟର୍କର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ, ଯେଉଁ ବ୍ୟକ୍ତି ବିଟା କ୍ୟାରୋଟିନ ଅଧିକ ଗ୍ରହଣ କରିଥାନ୍ତି, ସେମାନଙ୍କଠାରେ ଅନ୍ୟଲୋକଙ୍କ ତୁଳନାରେ ଫୁସ୍ଫୁସ୍ କ୍ୟାନସର୍ ଆଶଙ୍କା କମ୍ ଦେଖାଯାଏ। ଗବେଷଣାରୁ ଜଣାପଡ଼ିଛି, ସପ୍ତାହରେ ଦୁଇଥର ଗାଜର୍…
ଯେଉଁଠି ପ୍ରତିଦିନ ବୃଦ୍ଧିପାଉଛି ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା
ଛତିଶଗଡ଼ର ଦାନ୍ତେୱାଡ଼ା ଅଞ୍ଚଳର ଢୋଲକଲ ପାହାଡ଼ରେ ରହିଛି ଏକ ରହସ୍ୟମୟ ଗଣେଶ ମୂର୍ତ୍ତି। ପ୍ରାୟ ୧୧୦୦ ବର୍ଷ ପୁରୁଣା ଏହି ମୂର୍ତ୍ତିଟିର ଉଚ୍ଚତା ପ୍ରତିଦିନ ବୃଦ୍ଧି ପାଇଥାଏ। ସମୁଦ୍ର ପତ୍ତନଠାରୁ ୧୩ହଜାର ଫୁଟ୍ ଉଚ୍ଚରେ ଏହା ଅବସ୍ଥିତ। ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ…
ଗୁରୁବାର ହେବ ଏହି ଅଭିନେତ୍ରୀଙ୍କ ଭାଗ୍ୟ ପରୀକ୍ଷା
ଲୋକସଭା ନିର୍ବାଚନର ଫଳାଫଳ ଗୁରୁବାର ଜଣାପଡ଼ିବ। ଏନେଇ ରାଜନୈତିକ ବାତାବରଣ ବେଶ୍ ସରଗରମ ହୋଇଉଠିଛି। ଏ କ୍ଷେତ୍ରରେ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେବ। ଏମାନଙ୍କ ମଧ୍ୟରୁ ଜଣେ ଅଭିନେତ୍ରୀ ହେଉଛନ୍ତି ନୁସ୍ରତ ଜହାନ। ସେ ବେଙ୍ଗଲୀ…
ଭାରତର ନିର୍ବାଚନ ଫଳାଫଳକୁ ନେଇ ପାକିସ୍ତାନର ବଢୁଛି ଚିନ୍ତା
ନୂଆଦିଲ୍ଲୀ, ୨୨।୫: ଲୋକ ସଭା ନିର୍ବାଚନର ଫଳାଫଳ ମେ ୨୩ ଘୋଷଣା ହେବ। ଏହାକୁ ଦେଶରେ ଯେତିକି ଚର୍ଚ୍ଚା, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଚାଲିଛି ତର୍କ ବିତକର୍କ। କିଏ ହେବ ଭାରତର ପ୍ରଧାନମନ୍ତ୍ରୀ ଏନେଇ ପାକିସ୍ତାନ ଗଣମାଧ୍ୟମରେ ଚାଲିଛି ଆଲୋଚନା।…
ବେଡ୍ରୁମ୍ରୁ ଏମିତି ଶବ୍ଦ ଶୁଣି ଭୟରେ ଥରି ଉଠୁଥିଲେ ଦମ୍ପତି, ଜାଣନ୍ତୁ ଏ ଶବ୍ଦ କ’ଣ ଥିଲା
ଭାବିଲେ ଆପଣ ବେଡ୍ରୁମ୍ରେ ଥିବେ, ସେହି ରୁମ୍ରୁ ଅଜବ ଶବ୍ଦ ଆସୁଥିବ। ନା ଶାନ୍ତିରେ ବସିପାରିବେ ନା ଶୋଇପାରିବେ। ଭୟରେ ଦେହ ଥରି ଉଠିବ। ଏମିତି ଏକ ଘଟଣା ସ୍ପେନ୍ରେ ଘଟିଛି। ଗ୍ରେନେଡାରେ ରହୁଥିବା ଏକ ପରିବାରରେ ଏମିତି କିଛି ହୋଇଛି…
୭ ଗାଈଙ୍କୁ ବଳାତ୍କାର କରି ଜେଲରେ ଅଭିଯୁକ୍ତ
ଅଯୋଧ୍ୟା, ୨୨।୫: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଥିବା ଏକ ଗୋଶାଳାରେ ୭ ଗାଈଙ୍କୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, କରତାଲିଆ ଗୋଶାଳାରେ ରାଜ କୁମାର ନାମକ ଜଣେ ଯୁବକ…
ଭୋଟ ଗଣତି କେନ୍ଦ୍ରରେ ଅଧିକାରୀଙ୍କ ସମୀକ୍ଷା
ବ୍ରହ୍ମପୁର ଅଫିସ,୨୨ା୫ : ଚଳିତ ସାଧାରଣ ନିର୍ବାଚନର ଭୋଟ୍ ଗଣତି ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ବ୍ରହ୍ମପୁରର ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ)ରେ ଦିଗପହଣ୍ଡି, ଚିକିଟି ଏବଂ ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣତି ହେବ । ସେହିଭଳି ସରକାରୀ ପଲିଟେକ୍ନିକ୍…
ଘରେ ୨୨ଟି ସିସିଟିଭି ଲଗାଇଲେ ସ୍ବାମୀ: ଏକଥା ଜାଣିବାରୁ ସ୍ତ୍ରୀ କଲେ ଏମିତି..
ବେଙ୍ଗାଲୁରୁ, ୨୨।୫: କର୍ନାଟକ ବେଙ୍ଗାଲୁରୁରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ଉପରେ ନଜର ରଖିବା ପାଇଁ ଘରେ ୨୨ଟି ସିସିଟିଭି କ୍ୟାମେରା ଲଗାଇଛନ୍ତି ସ୍ବାମୀ। ଏକଥା ଜାଣିବା ପରେ ସ୍ତ୍ରୀ ରାଗିଯାଇ ସ୍ବାମୀଙ୍କ ମୁଣ୍ଡକୁ କ୍ରିକେଟ ବ୍ୟାଟରେ ପିଟି…
Archives


