ମିଟୂ: ତନୁଶ୍ରୀଙ୍କୁ ଝଟକା, ନାନାଙ୍କୁ କ୍ଲିନ୍ଚିଟ୍
ଅଭିନେତା ନାନା ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଝଟକା ଲାଗିଛି। ଏନେଇ ପୋଲିସ ନାନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଫଳରେ ସେ ଦୋଷମୁକ୍ତ ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ, ମୁମ୍ବାଇ ଓସିୱାରା ବୋଲିସ ଷ୍ଟେଶନରେ…
ଜୁଲାଇ ୮ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା, ୧୪ରେ ଶେଷ
ଭୁବନେଶ୍ୱର,୧୩।୬(ବ୍ୟୁରୋ): ଆସନ୍ତା ଜୁଲାଇ ୮ ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ। ଏହା ୧୪ ତାରିଖରେ ଶେଷ ହେବ। ମାତ୍ର ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ୧୬ ତାରିଖ ଯାଏଁ ଚାଲିବ। ସକାଳ ୯ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା…
ଫିଲ୍ମ ଷ୍ଟାଇଲରେ ପରସ୍ପରକୁ ଗୁଳି ମାରିଲେ ପ୍ରେମୀଯୁଗଳ
ଜୟପୁର,୧୩।୬: ରାଜସ୍ଥାନର ବାରମେର ଜିଲାରେ ଏଭ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମୀଯୁଗଳ ଫିଲ୍ମ ଷ୍ଟାଇଲରେ ପରସ୍ପରକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ମୃତକ ଦୁଇଜଣ ହେଲେ ଶଙ୍କର ଏବଂ ଅଞ୍ଜୁ। ଏନେଇ ପୋଲିସ ସୂଚନା ପାଇବା ପରେ…
ଶହୀଦଙ୍କ ପରିବାରଙ୍କୁ ୨୫ ଲକ୍ଷ ଟଙ୍କା ଓ ସରକାରୀ ଚାକିରି ଦେବେ ଯୋଗୀ ସରକାର
ଲକ୍ଷ୍ନୌ,୧୩।୬: ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ ଜଣଙ୍କୁ ସରକାରୀ ଚାକିରି ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏହାସହ ଯବାନଙ୍କ ସ୍ମୃତିରେ ଏକ ସଡ଼କର ନାମକରଣ ମଧ୍ୟ…
ବିଦେଶ ଗସ୍ତରେ ଥାଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି
ବିଶ୍କେକ୍/ଗାନ୍ଧୀନଗର,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସାଂଘାଇ ସହଯୋଗ ସଙ୍ଗଠନ (ଏସ୍ସିଓ) ସମ୍ମିଳନୀରେ ଯୋଗ ଦେବା ଲାଗି କିର୍ଗିଜସ୍ଥାନ ରାଜଧାନୀ ବିଶ୍କେକ୍ ଯାତ୍ରା କରିଛନ୍ତି। ହେଲେ ଏପଟେ ସାମୁଦ୍ରିକ ଝଡ଼ ‘ବାୟୁ’ ଗୁଜରାଟ ନିକଟବର୍ତ୍ତି ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଥିବାରୁ…
ଦବଙ୍ଗ-୩ରେ ଆଇଟମ୍ ନଂ କରିବେ ଏହି ଅଭିନେତ୍ରୀ
‘ଭାରତ’ ବକ୍ସ ଅଫିସରେ ଧୂମ୍ ମଚାଇବା ପରେ ସୁପରଷ୍ଟାର ସଲମାନ ଖାନ୍ ଦବଙ୍ଗ-୩ ପାଇଁ ଶୁଟିଂ ଆରମ୍ଭ କରିଦେଇଛନ୍ତି। ତେବେ ଏହି ଫିଲ୍ମରେ ଆଇଟମ୍ ନଂରେ କିଏ କରିବ ତାକୁ ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି।…
କେନ୍ଦ୍ରୀୟ ରାଜନୀତିରେ ଶିବରାଜଙ୍କ ଏଣ୍ଟ୍ରି: ମିଳିପାରେ ଗୁରୁ ଦାୟିତ୍ୱ !
ନୂଆଦିଲ୍ଲୀ,୧୩।୬: କେନ୍ଦ୍ରୀୟ ରାଜନୀତିରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ଏଣ୍ଟ୍ରି ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ଗୁରୁଦାୟିତ୍ୱ ଦେବା ନେଇ ଚର୍ଚ୍ଚା ହେଉଛି। ଏବେ ତାଙ୍କୁ ସଦସ୍ୟତା ଅଭିଯାନ ସମିତିର…
୨୦୨୨ ସୁଦ୍ଧା ଭାରତ ହେବ ଡିଜିଟାଲ ସମ୍ପନ୍ନ ଦେଶ: ଅଜିତ୍ ପାଇ
ଓ୍ବାଶିଂଟନ୍,୧୩।୬: ପ୍ରଧାନମନ୍ତ୍ରୀ ମୋଦି ସରକାର ଭାରତକୁ ପୂର୍ଣ୍ଣ ଡିଜିଟାଲ ସମ୍ପନ୍ନ ଦେଶ କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ଆସନ୍ତା ୨୦୨୨ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ହୋଇପାରିବାର ଆଶା ରହିଛି। ଏନେଇ ବରିଷ୍ଠ ଭାରତ-ଆମେରିକା ଅଧିକାରୀ ଅଜିତ୍…
ଭାରତ-ଇଂଲଣ୍ଡ ମଧ୍ୟରେ ହେବ ଫାଇନାଲ୍: ଗୁଗୁଲ ସିଇଓ ସୁନ୍ଦର ପିଚାଇ
ଓ୍ବାଶିଂଟନ,୧୩।୬: ଏବେ କ୍ରିକେଟ୍ ବିଶ୍ୱ କପ୍ ନେଇ ବେଶ୍ ଲୋକଙ୍କ ମଧ୍ୟରେ ଉତ୍ସାହ ଜାରି ରହିଛି। ତେବେ ଫାଇନାଲରେ ମୁକାବିଲା କେଉଁ ଦୁଇ ଦେଶ ମଧ୍ୟରେ ହେବ ତାହା ଜଣାପଡ଼ି ନ ଥିବାବେଳେ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ମନ୍ତବ୍ୟ ନେଇ…
ବସ୍, ଟ୍ରକ୍ ଡ୍ରାଇଭରଙ୍କ ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍ ନିୟମ ଉଠିବ!
ନୂଆଦିଲ୍ଲୀ, ୧୩।୬: ବସ୍, ଟ୍ରକ୍ ଡ୍ରାଇଭରଙ୍କ ପାଇଁ ଥିବା ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍ ନିୟମ ଉଠାଯିବ। ଏସମ୍ପର୍କରେ ବିଚାର ଚାଲିଛି ବୋଲି ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଆଇନ ମନ୍ତ୍ରଣାଳୟ କିନ୍ତୁ ଏହାକୁ ଖାରଜ କରିଦେଇଥିଲା। ସୂଚନା…
୭୫ ପ୍ରତିଶତ ଭାରତବାସୀ ଧର୍ମନିରପେକ୍ଷତା ଉପରେ କରନ୍ତି ବିଶ୍ୱାସ: ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ,୧୩।୬: ଦେଶର ତିନି ଚତୁର୍ଥାଂଶ ଲୋକ ଅର୍ଥାତ୍ ୭୫ ପ୍ରତିଶତ ଲୋକ ଧର୍ମନିରପେକ୍ଷତା ଉପରେ ବିଶ୍ୱାସ କରନ୍ତି। ସେଣ୍ଟର ଫର୍ ଷ୍ଟଡିଜ୍ ଅଫ୍ ଡେଭଲପିଙ୍ଗ୍ ସୋସାଇଟିଜ୍(ସିଏସ୍ଡିଏସ୍) ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏସବୁ ଲୋକ ସୋସିଆଲ୍…
ପୁଅର ସ୍କୁଲ ଫି’ ଦେଇ ନ ପାରିବାରୁ ପରିବାର ଲୋକଙ୍କ ଆତ୍ମହତ୍ୟା
ଚେନ୍ନାଇ, ୧୩।୬: ତାମିଲନାଡୁର ନାଗପଟ୍ଟନମ୍ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବେଲିପାୟମ ଇଲାକାରେ ଜଣେ ଦମ୍ପତ୍ତି ଏବଂ ତାଙ୍କ ୧୧ବର୍ଷର ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଅର ସ୍କୁଲ ଫି’ ଦେବା ଅସମର୍ଥ ଥିବାରୁ ଦମ୍ପତ୍ତି ନିଜ ପୁଅ ସହ…
Archives


