ସଲମାନ ହିନ୍ଦୁ ନା ମୁସଲମାନ? ଏକଥା ଖୋଲାଖୋଲି କହିଲେ ତାଙ୍କ ବାପା…
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ସିକନ୍ଦର’ ପାଇଁ ଚର୍ଚ୍ଚାରେ ଅଛନ୍ତି। ସୁପରଷ୍ଟାରଙ୍କ ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ ଇଦ୍ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି ‘ସିକନ୍ଦର’ର ଗୀତଗୁଡ଼ିକ ପୂର୍ବରୁ ଚର୍ଚ୍ଚା ସୃଷ୍ଟି କରିଛି…
‘ଏକନାଥ ଶିନ୍ଦେଙ୍କୁ ଅପମାନ ବରଦାସ୍ତ କରାଯିବ ନାହିଁ,’କୁନାଲଙ୍କୁ ଜିଅନ୍ତା ଜାଳିଦେବାକୁ ଧମକ ଦେଲେ ଇନଫ୍ଲୁଏନ୍ସର
ମୁମ୍ବାଇ,୨୬।୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ ହାସ୍ୟ ଅଭିନେତା କୁନାଲ କାମରାଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗ ଜୋର ଧରିଛି। ଏବେ କୁନାଲ କାମରାଙ୍କୁ ଇନଫ୍ଲୁଏନ୍ସର ଫୈଜାନ ଅନସାରୀଙ୍କ ଠାରୁ ଧମକ ମିଳିଛି। ଫୈଜାନ ଅନସାରୀ କୁନାଲ କାମରାଙ୍କୁ ଜୀଅନ୍ତା ଜାଳି…
ପୁଣି ଜଣେ ବିଧାୟକଙ୍କୁ ୭ ଦିନ ପାଇଁ ସସ୍ପେଣ୍ଡ୍ କଲେ ବାଚସ୍ପତି, କହିଲେ ଦାଗିଦ୍ ସତ୍ତ୍ୱେ…
ଭୁବନେଶ୍ୱର,୨୬ା୩: ଏବେ ବିଧାନସଭାରୁ ଖାଲି ବିଧାୟକ ସସ୍ପେଣ୍ଡ୍ ହେବାରେ ଲାଗିଛନ୍ତି। ମଙ୍ଗଳବାର ବିଧାନସଭାରୁ ୧୨ ଜଣ ବିଧାୟକଙ୍କୁ ସସ୍ପେଣ୍ଡ ବା ନିଲମ୍ବନ କରାଯାଇଥିବା ବେଳେ ଆଜି ବୁଧବାର ଆଉ ଦୁଇ କଂଗ୍ରେସ ବିଧାୟକଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଏହି ଦୁଇ ବିଧାୟକ ହେଲେ…
ବଦଳିବ ବାଂଲାଦେଶର ରାଜଧାନୀ! ରାଗିଲେଣି ସାଧାରଣ ଜନତା
ଢାକା,୨୬।୩: ବାଂଲାଦେଶର ରାଜଧାନୀ ଢାକାକୁ ପରିବର୍ତ୍ତନ କରିବା ଦାବି ଜୋର ଧରିଛି। ଏହାର ମୁଖ୍ୟ କାରଣ ହେଉଛି ସହରରେ ମୌଳିକ ସୁବିଧାର ବ୍ୟାପକ ଅଭାବ। ୩୦୬ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତୃତ ଏହି ସହରରେ ଏକ କୋଟିରୁ ଅଧିକ ଲୋକ ବାସ କରନ୍ତି,…
ଶିଡ଼ି ଚଢ଼ିଲେ କାହିଁକି ଖୁବ୍ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ…
ଶିଡ଼ି ଚଢ଼ିଲେ କାହିଁକି ଖୁବ୍ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ… ଓଜନ ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରନ୍ତି। କିଛି ଲୋକ ପ୍ରତିଦିନ ଜିମ୍ ବି ଯାଇଥାନ୍ତି। ଆଉ କିଛି ଲୋକ ପାର୍କରେ…
‘ୟୁପିରେ ଯଦି ହିନ୍ଦୁ ସୁରକ୍ଷିତ, ତେବେ ମୁସଲମାନ ବି ସୁରକ୍ଷିତ’, ଯୋଗୀ ଆଦିତ୍ୟନାଥଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ
ଲକ୍ଷ୍ନୌ,୨୬।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଶ୍ୱାସନା ଦେଇଛନ୍ତି ଯେ ରାଜ୍ୟରେ ସମସ୍ତ ଧର୍ମର ଲୋକ ସୁରକ୍ଷିତ ଅଛନ୍ତି। ସେ କହିଥିଲେ ଯେ ଜଣେ ଯୋଗୀ ଭାବରେ ସେ ସମସ୍ତଙ୍କ ପାଇଁ ଖୁସି କାମନା କରନ୍ତି। ଏଏନଆଇ ସହିତ କଥାବାର୍ତ୍ତା…
ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ
କଟକ,୨୬ା୩: ବୁଧବାର ଓଡ଼ିଶା ହାଇକୋର୍ଟର ୩୫ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ। ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପତି ତାଙ୍କୁ ଶପଥ ପାଠ କରାଇଛନ୍ତି। ହାଇକୋର୍ଟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହାଇକୋର୍ଟର…
୨ ନାବାଳକ ଭାଇଙ୍କୁ ହତ୍ୟା କରିବାର ଡେମୋ ଦେଖାଉଛନ୍ତି ହତ୍ୟାକାରୀ ବାପା
ନୟାଗଡ଼,୨୬।୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚାଙ୍ଗଡା ଗାଁର ୨ ନାବାଳକ ଭାଇ ଆକାଶ (୧୪) ଓ ସାନ ଭାଇ ବିକାଶ ମହାନ୍ତି (୯) ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଜେଲରେ ଥିବା ହତ୍ୟା ଅଭିଯୁକ୍ତ…
IPL 2025ରେ ବଡ଼ କାରନାମା କଲେ ଶ୍ରେୟସ ଆୟାର: ଗେଲ-ରୋହିତଙ୍କୁ ପଛରେ ପକାଇଲେ
ନୂଆଦିଲ୍ଲୀ,୨୬।୩: IPL 2025ର ପଞ୍ଚମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଚମତ୍କାର ପ୍ରଦର୍ଶନ କରିଛି। ଶ୍ରେୟସ ଆୟାରଙ୍କ ଅଧିନାୟକତ୍ୱରେ ପଞ୍ଜାବ ଏକ ରୋମାଞ୍ଚକର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ୧୧ ରନ୍ରେ ପରାସ୍ତ କରିଛି। ବିଜୟରେ ପଞ୍ଜାବ ଅଧିନାୟକ ଶ୍ରେୟସ ଆୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା…
ମକା-ଟମାଟୋ ଚାଷ କରି ଲକ୍ଷପତି ହେଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷା
ଦାରିଙ୍ଗବାଡି, ୨୬।୩ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ର ବାସିନ୍ଦା ଜଣେ ମହିଳା ଚାଷୀ ଆଜି ମକା ଓ ଟମାଟୋ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରି ଜଣେ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି।…
ଦାରିଙ୍ଗବାଡି-କଟକ ସରକାରୀ ବସକୁ ନେଇ ବଢୁଛି କ୍ରେଜ: ଓକିଲ ସଙ୍ଘ ସେଲ୍ଫି ନେବା ଭିଡିଓ ଭାଇରାଲ
ଦାରିଙ୍ଗବାଡି, ୨୪ ।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଦୀର୍ଘ ଦିନର ଅଭାବକୁ ପୁରଣ କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବଢିଛି ଉତ୍ସାହ। ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହେଡ଼ କ୍ୱାଟରଠାରୁ…
ରାତାରାତି ନିର୍ବାଚନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କଲେ ଡୋନାଲ୍ଡ ଟ୍ରମ୍ପ
ଓ୍ବାଶିଂଟନ,୨୬।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ନିର୍ବାଚନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରିଛନ୍ତି। ସେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ବାକ୍ଷର କରି ପରବର୍ତ୍ତୀ କାର୍ଯ୍ୟ ପାଇଁ ପଥ ପ୍ରଶସ୍ତ କରିଛନ୍ତି। ଏବେ ନାଗରିକତାର ଡକ୍ୟୁମେଣ୍ଟାରୀ…
Archives


